ପୁରୀ

ବିନା ଡିପିଆର୍‌ରେ କାର୍ଯ୍ୟକୁ ନାପସନ୍ଦ

ପୁରୀ ଅଫିସ,୨୨।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗିରହିଥିବାବେଳେ ଗୁରୁବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ସଂସଦୀୟ କମିଟି ପୁରୀ ଆସି ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଛି। କେତେକ କ୍ଷେତ୍ରରେ କାର୍ଯ୍ୟକୁ ନେଇ ଏହି କମିଟି ଅସନ୍ତୋଷ...

ଡିପିଆର୍‌ ଅନୁମୋଦନ ବିନା ଚାଲିଛି କାମ

ପୁରୀ ଅଫିସ,୨୧।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ହୋଇଥିବାବେଳେ ମେଘନାଦ ପାଚେରିଠାରୁ ୫୫ ମିଟର ଦୂରରେ ଏକ ପ୍ରାଚୀର ନିର୍ମାଣ କରାଯିବ। ଏଥିଲାଗି ବୁଧବାର ନମୁନା ଆସି ପହଞ୍ଚିଛି। ଶ୍ରୀମନ୍ଦିର ନିକଟରେ ଏହି ନମୁନାକୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ମାମଲା ଦାଏର

ପୁରୀ ଅଫିସ,୨୧।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ବେଆଇନ ଖନନ ଓ ନିର୍ମାଣ ବିରୋଧରେ ବୁଧବାର ପୁରୀ ଓକିଲ ସଂଘ ତରଫରୁ ସିଭିଲ ଜଜ୍‌ ସିନିୟର ଡିଭିଜନ୍‌ଙ୍କ କୋର୍ଟରେ ମକଦ୍ଦମା ଦାଏର ହୋଇଛି। ଆମ୍‌ସାର୍‌ ଆକ୍ଟ-୧୯୫୮ର ଉଲ୍ଲଂଘନ କରି ରାଜ୍ୟ...

ଚନ୍ଦନଯାତ୍ରା ପାଇଁ ଦର୍ଜୀ ଅନୁକୂଳ

ପୁରୀ ଅଫିସ,୨୦।୪: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ଦର୍ଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ତତ୍ତାବଧାନରେ ଦର୍ଜୀ କାମ ଅନୁକୂଳ ହୋଇଛି । ମହାପ୍ରସାଦ, ଶ୍ରୀଫଳ ଓ ଦୀପ ଧୂପ ଦେଇ ପାରମ୍ପରିକ ବିଧିରେ ଅନୁକୂଳ...

ଘରେ ପଶି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ ଅଫିସ,୧୮।୪: କିଛି ଦିନର ବ୍ୟବଧାନ ପରେ ଶ୍ରୀକ୍ଷେତ୍ରରେ ପୁଣି ରକ୍ତ ଛିଟା ପଡ଼ିଛି। ରବିବାର ଭୋର ସମୟରେ ପୁରୀ ଦଇତାପଡ଼ା ସାହିର ଜଣେ ଯୁବକ ଟିକନ ଶତପଥୀ(୪୬)ଙ୍କ ଘରେ ପଶି କେତେଜଣ ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି।...

ପଞ୍ଜିକାକୁ ନେଇ ବିବାଦ

ପୁରୀ ଅଫିସ, ୧୮ା୪: ଚଳିତ ବର୍ଷ ପୁଣିଥରେ ପଞ୍ଜିକାକୁ ନେଇ ବିବାଦ ଦେଖିବାକୁ ମିଳିଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ୱାରା ସ୍ବୀକୃତ ପଞ୍ଜିକା ବିଶ୍ୱସନୀୟ ନୁହେଁ ବୋଲି କେତେଜଣ ପଞ୍ଜିକା ସମୀକ୍ଷକ ରବିବାର ସ୍ଥାନୀୟ ଚନ୍ଦ୍ରଶେଖର ପାଠାଗାରରେ ଆୟୋଜିତ ଖବରଦାତା...

ଜଗାକୁ ଶେଷ ଦର୍ଶନ କରି ଚାଲିଗଲା ଜୀବନ

ପୁରୀ ଅଫିସ, ୧୭।୪: ଜଗାକୁ ଶେଷ ଦର୍ଶନ କରି ଚାଲିଗଲା ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀରେ। ରବିବାର ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ କରୁଥିବା ବେଳେ ଛତିଶଗଡ଼ରୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ସେ ହେଲେ  ୱାଇ.ଜି....

ପୁରୀ ବେଳାଭୂମିରେ ବିଚ୍‌ କନେକ୍ଟ କାର୍ଯ୍ୟକ୍ରମ: ଏଥର ହେବ ସବୁ ରବିବାର

ପୁରୀ ଅଫିସ,୧୭।୪: ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ପୁଣି ଥରେ ବିଚ୍‌ କନେକ୍ଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରବିବାର ଭୋର ୫ଟା ୩୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ୮.୩୦ ଯାଏ ଚାଲିଥିଲା। ପୁରୀ ବେଳାଭୂମିକୁ ସ୍ବଚ୍ଛ, ନିର୍ମଳ ଓ...

ଚିଲିକା ଭିତରେ ଫସି ରହିଲେ ୨୦୦ରୁ ଅଧିକ ଯାତ୍ରୀ

କୃଷ୍ଣପ୍ରସାଦ,୧୬ା୪(ଡି.ଏନ୍‌.ଏ.): ଚିଲିକାରେ ୪୦ରୁ ୫୦ ମିନିଟ୍‌ ଧରି ଫସି ରହିଥିଲେ ୨୦୦ରୁ ଅଧିକ ଯାତ୍ରୀ। ପ୍ରଶାସନ ହସ୍ତକ୍ଷେପ କରିବା ପରେ ଡଙ୍ଗା କୂଳରେ ଲାଗିବାକୁ ଅନୁମତି ମିଳିଛି। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ହୋଇଥିବା ଜଣାପଡ଼ିଛି। ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ...

ସମୁଦ୍ରରେ ବୁଡ଼ି ଯୁବକ ନିଖୋଜ

ପୁରୀ ଅଫିସ,୧୬।୪: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଶନିବାର ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ ବାଲେଶ୍ୱର ଜିଲା ସିଙ୍ଗିଳା ଥାନା ଅଞ୍ଚଳର ବଂଶୀଧର ବେହେରା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଲାଇଫ...

ସୁଆଣ୍ଡୋ ଗସ୍ତରେ ୫-ଟି ସଚିବ

ପୁରୀ ଅଫିସ,୧୬।୪: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ଶନିବାର ସୁଆଣ୍ଡୋ ଗସ୍ତ କରିଛନ୍ତି। ସେଠାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ପୁରୀ ଜିଲାପାଳଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ...

ବେଆଇନ ନିର୍ମାଣ ବିରୋଧରେ ଏତଲା

ପୁରୀ ଅଫିସ,୧୬ା୪: ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାର୍ଶ୍ୱରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲିଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣି ଶୁକ୍ରବାର ସିଂହଦ୍ୱାର ଥାନାରେ ଏତଲା ଦେଇଛି। ଏତଲାରେ ଦର୍ଶାଯାଇଛି ଯେ, ରାଜ୍ୟ ସରକାର ଓ ଜିଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri