ଆମ ଜିଲା ଖବର

୭୫ ଲକ୍ଷ ବ୍ୟୟରେ ସରଫଗଡ଼ର ଉନ୍ନତୀକରଣ

ସୁନ୍ଦରଗଡ଼,୧୯।୩(ଡି.ଏନ୍‌.ଏ.): ପ୍ରକୃତିର ଅନୁପମ ଶୋଭାରାଜିରେ ମଣ୍ଡିତ ସୁନ୍ଦରଗଡ଼ ଜିଲାର ଲେଫ୍ରିପଡ଼ା ବ୍ଲକର ସରଫଗଡ଼ ପରିବେଶ ପର୍ଯ୍ୟଟନସ୍ଥଳ ଏବେ ବେଶ ଖ୍ୟାତି ଲାଭ କଲାଣି। ଏହି ସରଫଗଡ ପରିବେଶ ପର୍ଯ୍ୟଟନସ୍ଥଳକୁ ଆହୁରୀ ଉନ୍ନତିକରଣ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୭୫ ଲକ୍ଷ...

କାଗଜକଲମରେ ସୀମିତ ପର୍ଯ୍ୟଟନ ବିକାଶ

ରାୟଗଡ଼ା ଅଫିସ,୧୯।୩: ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରା ପର୍ଯ୍ୟଟନ ଦ୍ୱାରା ଜାତି, ରାଷ୍ଟ୍ର ଏବଂ ଜିଲାର ପରିଚୟ ମିଳିଥାଏ। ନିଜର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାରକରି ପର୍ଯ୍ୟଟନ ସ୍ଥଳୀକୁ ଯାଇ ସେଠାରେ କିଛି ସମୟ ଅତିବାହିତ କଲେ ମନର...

ଗାଁରୁ ଗୋଶାଳାକୁ ଗଲା ଓଟ

ଢେଙ୍କାନାଳ ଅଫିସ, ୧୯।୩: ବୁଢ଼ା ହୋଇଯାଇଛି ଓଟ। ଆଗ ଭଳି ପିଠିରେ ଆଉ ଯାତ୍ରୀଙ୍କୁ ବୋହିପାରୁନି କି ମନୋରଞ୍ଜନ କରିପାରୁନି। ଓଟ ମାଧ୍ୟମରେ ପକେଟକୁ ଆସୁଥିବା ଟଙ୍କା ବନ୍ଦ ହୋଇଯିବା ପରେ ପର କରିଦେଇଛି କୃତଘ୍ନ ମାଲିକ। ରୋଗଣା ଶରୀର...

୫୦ରୁ ଅଧିକ ଗାଁ ପାଉଁଶମୟ

କଣିହଁା, ୧୯।୩ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟୁତ୍‌ ପ୍ରକଳ୍ପ ଠିକ୍‌ ଭାବେ ପାଉଁଶ ପରିଚାଳନା କରୁ ନ ଥିବାରୁ ଏହାର ସିଧାସଳଖ ପ୍ରଭାବ ଅଞ୍ଚଳବାସୀଙ୍କୁ ଭୋଗିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ପଶ୍ଚିମା ଝଡ଼...

କାଳୁଆ ମନ୍ଦିର ଜମିକୁ ନେଇ ଉତ୍ତେଜନା

ଆର.ଉଦୟଗିରି,୧୯।୩(ଡି.ଏନ୍‌.ଏ.): ଠାକୁରାଣୀ ମନ୍ଦିର ଜମିକୁ ଜଣେ ବ୍ୟକ୍ତି ଅକ୍ତିଆର କରିଛନ୍ତି। ତା ସହ ଜଙ୍ଗଲ ମଧ୍ୟ ସଫ କରୁଛନ୍ତି ା ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ବି ସ୍ଥାନ ଛାଡିଲାନି ସେହି ବ୍ୟକ୍ତି। ଶେଷରେ ମହିଳା ସଂଘ ଅଣ୍ଟା ଭିଡିଲେ। ଦୋକାନ...

ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ବଳାତ୍କାର

ବ୍ରହ୍ମପୁର ଅଫିସ,୧୯।୩: ଜନୈକା ନାବାଳିକା ଛାତ୍ରୀଙ୍କୁ ବ୍ରହ୍ମପୁର ରେଳଷ୍ଟେଶନରୁ ଅପହରଣ କରି ଆନ୍ଧ୍ରପ୍ରଦେଶ ସୀମାଚଳମ୍‌ର ଏକ ଲଜିଂରେ ରଖି ତାଙ୍କୁ ନିଶା ଦେଇ ବଳାତ୍କାର କରାଯାଇଥିଲା। ପୋଲିସ ପୀଡ଼ିତାଙ୍କୁ ସୀମାଚଳମ୍‌ରୁ ଶୁକ୍ରବାର ଉଦ୍ଧାର କରିଥିବାବେଳେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା।...

ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କୁ ହତ୍ୟା, ସ୍ବାମୀ ଗିରଫ

ନୀଳଗିରି, ୧୯।୩(ସ୍ବ.ପ୍ର.): ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ। ଏନେଇ ମହିଳାଙ୍କ ବାପଘର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିବା ପରେ ପୋଲିସ ବରହମ୍‌ପୁର ଥାନାରେ ହତ୍ୟା ମାମଲା (ନଂ. ୨୯/୨୩) ରୁଜୁ କରି ସ୍ବାମୀ...

ପ୍ରଦୂଷଣ ବଳୟରେ କେନ୍ଦୁଝର ସହର

କେନ୍ଦୁଝର,୧୯।୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ରହିଛି। ଏୟାର କ୍ୱାଲିଟି ଇଣ୍ଟେକ୍ସ ଅତ୍ୟଧିକ ମାତ୍ରାରେ ବଢ଼ିଯାଇଛି। ଲୋକମାନେ ପ୍ରଦୂଷଣ ବଳୟରେ ରହୁଥିବା ବେଳେ ଅଜାଣତରେ ବିଷାକ୍ତ ବାୟୁ ନିଃଶ୍ୱାସ ପ୍ରଶ୍ୱାସରେ ନେଉଛନ୍ତି। ଏହା...

ବାହାବଳପୁରରେ କୁଆପଥର ବର୍ଷା

ରୂପସା, ୧୯।୩(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅଧୀନ ବାହାବଳପୁର ସାମୁଦ୍ରିକ ଥାନା ଅଞ୍ଚଳରେ ଶନିବାର ପ୍ରବଳ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଫଳରେ ରବିଧାନ ଓ ପନିପରିବା ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ହଠାତ୍‌ ଝଡ଼ବର୍ଷା ଆରମ୍ଭ ହୋଇଥିଲା। ଏହାପରେ...

ପଶ୍ଚିମା ଝଡ଼ରେ ଉପୁଡ଼ିଲା ଗଛ

ବାରିପଦା ଅଫିସ/ଭଦ୍ରକ ଅଫିସ, ୧୯।୩: ପଶ୍ଚିମା ଝଡ଼ ପ୍ରଭାବରେ ମୟୂରଭଞ୍ଜ ଜିଲାର ଶିମିଳିପାଳ ସମେତ ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ଶନିବାର ଦିନ ତମାମ ସବୁଠି କୋହଲା ପାଗ ସହ ପବନ ବର୍ଷା ଲାଗିରହିଥିଲା। ବାରିପଦା ସହର...

ପୂଜକଙ୍କୁ ସ୍ବପ୍ନରେ ପ୍ରଭୁ କହିଲେ ମୋତେ ଉଦ୍ଧାର କର, ସକାଳେ ମାଟିତଳୁ ମିଳିଲା ମୂର୍ତ୍ତି

ଚିତ୍ରକୋଣ୍ଡା,୧୯ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ତିରୁପତି ବାଲାଜୀ ମନ୍ଦିରର ପୂଜକ ରବି ଶାସ୍ତ୍ରୀଙ୍କୁ ଗତ ୧୭ ତାରିଖ ରାତିରେ ସ୍ବପ୍ନାଦେଶ ହୋଇଥିଲା। ମନ୍ଦିର ପରିସରରେ ପ୍ରଭୁ ମାଟିତଳେ ପୋତି ହୋଇ ରହିଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ହୋଇଥିଲା। ୧୮...

ବିଦ୍ୟୁତ୍‌ ଆଘାତରେ ଦନ୍ତାର ଜୀବନ ଗଲା, ବର୍ତ୍ତିଗଲେ ଆଉ ୩ ହାତୀ

କେନ୍ଦୁଝର,୧୯ା୩(ସ୍ବ.ପ୍ର.): ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ବସନ୍ତପୁର ନିକଟ ଜଡ଼ିପଦା ସାହି ନିକଟରେ ବିଦ୍ୟୁତ୍‌ ଆଘାତରେ ଏକ ଦନ୍ତାହାତୀର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟୁତ୍‌ ଓ ବନ ବିଭାଗର ଦାୟିତ୍ୱହୀନତା ପାଇଁ ଏଭଳି ଘଟଣା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri