ଆମ ଜିଲା ଖବର

ଜଗନ୍ନାଥ ମନ୍ଦିର ମହାପ୍ରସାଦରେ ବନସ୍ପତି ଘିଅ ଅଭିଯୋଗ! ସେବକଙ୍କୁ ଜବାବ୍ ତଲବ

ଭୁବନେଶ୍ୱର,୩।୧୧: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତିରେ ବନସ୍ପତି ଘିଅ ବ୍ୟବହାର କରାଯାଉଥିବା ଅଭିଯୋଗ ଆସିବା ପରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଜଣେ ମହାସୁଆର ନିଯୋଗ ସେବକଙ୍କୁ ଜବାବ୍ ତଲବ କରିଛି। ମନ୍ଦିର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,…

କାର୍ତ୍ତିକ ଶେଷ ସୋମବାର, ବିଶ୍ୱନାଥ ଶୈବପୀଠରେ ଲୋକାରଣ୍ୟ

ଦିଗପହଣ୍ଡି୩।୧୧,(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଅଞ୍ଚଳର ପ୍ରମୁଖ ଶୈବପୀଠ ମାନଙ୍କରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଖମ୍ବାରୀ ଗାଁ ସ୍ଥିତ ଶ୍ରୀ ଉଜ୍ଜଳେଶ୍ୱର ଏବଂ କମଳାପୁର ଗ୍ରାମର ଶ୍ରୀ କାଶୀ ବିଶ୍ୱନାଥ ଶୈବପୀଠରେ ଲୋକାରଣ୍ୟ ହୋଇଯାଇଥିଲା। ଶ୍ରଦ୍ଧାଳୁ ମାନେ ଧାଡ଼ି ବାନ୍ଧି…

ଦନ୍ତା ହାତୀ ଆକ୍ରମଣରେ ୫ବର୍ଷର ନାବାଳକ ଶିଶୁ ମୃତ , ବଡଭାଇ ଗୁରୁତର

ଲାଞ୍ଜିଗଡ଼,୩।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତର ହରଡ଼ାପଦର ଗ୍ରାମରେ ସୋମବାର ସକାଳେ ଦନ୍ତା ହାତୀ ଆକ୍ରମଣରେ ୫ ବର୍ଷୀୟ ନାବାଳକ ରବି ମାଝୀ ମୃତ୍ୟୁବରଣ କରିଛନ୍ତି। ତାଙ୍କ ବଡଭାଇ ୮ ବର୍ଷୀୟ ସାମ୍ବରୁ ମାଝୀ…

ହୀରାଖଣ୍ଡ ଏକ୍ସପ୍ରେସ୍‌ରୁ ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

କୋରାପୁଟ,୩ା୧୧(ଅମିତାଭ ବେହେରା): ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରୁ କୋରାପୁଟ ଆରପିଏଫ୍‌ ଓ ଜିଆରପି ପୋଲିସ ୯ କିଲୋ ଗଞ୍ଜେଇ ଜବତ କରି ଜଣେ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିଛି। ଅଭିଯୁକ୍ତ ହେଲେ ଯାଜପୁର ଅଞ୍ଚଳର ବିନୋଦ କୁମାର ସାମଲ। ସୂଚନା ଅନୁଯାୟୀ,…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ

ଦିଗପହଣ୍ଡି,୩।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ ଉସ୍ତା ଗ୍ରାମ ନିକଟ ଋଷିକୂଲ୍ୟା କେନାଲରୁ ସୋମବାର ସକାଳେ ପ୍ରାୟ ୪୦ ବର୍ଷ ବୟସର ଜଣେ ଯୁବକଙ୍କ ମୃତଦେହକୁ ପାଟପୁର ପୋଲିସ ଜବତ କରିଛନ୍ତି। ଥାନା ଅପମୃତ୍ୟୁ ମାମଲା…

ପୁଣି ଦୁର୍ଗମ ଅଞ୍ଚଳରୁ ଆସିଲା ଦାଦନ ଦୁଃଖ: ଝିଅର ଉଚ୍ଛ ଶିକ୍ଷା ଲାଗି  ଟଙ୍କା ପାଇଁ ଯାଇଥିଲେ ହେଲେ ଫେରିଲା…

ଥୁଆମୂଳ ରାମପୁର,୩।୧୧(ଦୁର୍ଗା କୀର୍ତ୍ତି): ରାଜ୍ୟ ତଥା କଳାହାଣ୍ଡି ଜିଲାରେ ଦାଦନ ଶ୍ରମିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସେଠାରେ ମୃତ୍ୟୁ ନଚେତ୍‌ ନିଖୋଜ ଘଟଣା ମଧ୍ୟ ଥମିବାର ନାଁ ନେଉନାହିଁ। ଗାଁରେ…

କାର୍ତ୍ତିକ ଶେଷ ସୋମବାର: ବଟେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୩।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ଅଧୀନ କଣ୍ଟିଆ ଗଡ଼ ନିକଟସ୍ଥ ବଟେଶ୍ୱର ମନ୍ଦିରରେ ଶେଷ ସୋମବାରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପୂର୍ବରୁ କାର୍ତ୍ତିକ ମାସର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସୋମବାରରେ ବର୍ଷା ପାଇଁ ଦର୍ଶନ ବାଧକ…

କଇଁଛଙ୍କ ଗଣଅଣ୍ଡାଦାନ ଲାଗି ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୩।୧୧(ବିଦ୍ୟାଧର ସାହୁ): ଅଲିଭରିଡ଼ଲେ କଇଁଛଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ ଓ ପରିବେଶ ସୁରକ୍ଷା ନେଇ ଋଷିକୂଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ଦି ଇକୋ ୱାରିଆର ପକ୍ଷରୁ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସମୁଦ୍ରରୁ ଉଚ୍ଚ ଲହଡି ଦ୍ୱାରା ଭାସି ଆସି…

 ଜଣାପଡ଼ିଲା ହାତୀ ମୃତ୍ୟୁର ପୁରା ଘଟଣା: କାହିଁକି କେମିତି  ଗୁଳି କରିଥିଲେ କହିଲେ …

ଭଞ୍ଜନଗର,୩।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବାଣିଆପଲ୍ଲୀରେ ଗତ ଶନିବାର ଏକ ଦନ୍ତା ହାତୀର ମୃତୁ ଘଟିଥିଲା। ସୋମବାର ଉକ୍ତ ଘଟଣାର ରହସ୍ୟ ବନ ବିଭାଗ ଉନ୍ମୋଚିତ କରିଛି। ଜଣେ ଶିକାରୀ ନିଜ ଫସଲକୁ…

ବୁଲି ଆସିଥିଲେ ମାମୁ ଘର: ଘଟିଲା ବଡ଼ ଅଘଟଣ

ନରସିଂହପୁର,୧୧।୩: କଟକ ଜିଲା ବଡ଼ମ୍ବା ଥାନା ରଗଡ଼ିପଡ଼ାରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖେଳୁଥିବା ବେଳେ ପାଇଖାନା ଟାଙ୍କିରେ ପଡ଼ି ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ୩ ମୃତକଙ୍କ ମଧ୍ୟରେ ୨ଜଣ ନାବାଳକ ହୋଇଥିବା ବେଳେ ଜଣେ ନାବାଳିକା…

ପୀତବାସ ହତ୍ୟାଘଟଣା: ଧରାପଡ଼ିଲେ ସାର୍ପ ସୁଟର

ବ୍ରହ୍ମପୁର,୩।୧୧(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ତାଥା ସାର୍ପ ସୁଟର କୁରୁପତି ଧରାପଡ଼ିଛନ୍ତି । ତାଙ୍କ ସହ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଉମା ବିଷୋୟୀ ମଧ୍ୟ ଧରାପଡ଼ିଛନ୍ତି। କୁରୁପତିଙ୍କୁ ଏକ ଅଜ୍ଞାତ ବାସରେ ରଖାଯାଇ ଯେରା କରାଯାଉଛି। ଅକ୍ଟୋବର…

ନଦୀରେ ବୁଡ଼ିବା ୨୪ ଘଣ୍ଟା ପୁରିଲା, ମିଳୁନି ଯୁବକଙ୍କ ପତ୍ତା

ବଲାଙ୍ଗୀର, ୨ା୧୧- (ସୁନିଲ କୁମାର ମହାନ୍ତି) ବଲାଙ୍ଗିର ଲୋୟର ସୁକତେଲ ନଦୀ ଡ୍ୟାମ ନିକଟରେ ରବିବାର ଜଣେ ଯୁବକ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ l ଯୁବକ ଜଣକ ସୁକ୍ତେଲ ଡ୍ୟାମକୁ ବଣଭୋଜି କରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?