ଆମ ଜିଲା ଖବର

ଘରେ ଶୋଇଥିଲେ, କାମୁଡ଼ି ଦେଲା ବିଷାକ୍ତ ସାପ: ଆଉ ତା’ପରେ…

ବଣାଇଁ, ୩୦।୬(ପ୍ରଦୀପ ତ୍ରିପାଠୀ): ବଣାଇଁ ଥାନା ଅନ୍ତର୍ଗତ ନରେନ୍ଦ୍ର ପଞ୍ଚାୟତର ଦୁଇଟି ଗ୍ରାମରେ ଜଣେ ଯୁବକ ଓ ଜଣେ ନାବାଳିକା ଝିଅର ବିଷାକ୍ତ ସର୍ପ ଦଂଶନରେ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରକାଶ ଯେ, ଗତ କାଲି ରାତିରେ କଟୁରୀଧୁଆ ଗ୍ରାମର ଶୁକଦେବ…

ଶିଶୁପୁତ୍ର ଜନ୍ମ ଦେଲେ ଆଦିବାସୀ ନାବାଳିକା: ଅଚିନ୍ତାରେ ବୁଲୁଛନ୍ତି ଅଭିଯୁକ୍ତ

ଅମରପାଲି,୩୦/୬(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଞ୍ଚଳରେ ଜଣେ ଆଦିବାସୀ ମା’-ବାପା ଛେଉଣ୍ଡ ନାବାଳିକା ଏକ ଶିଶୁ ପୁତ୍ର ଜନ୍ମ କରିଛନ୍ତି। ଅପରପକ୍ଷରେ ଅଭିଯୁକ୍ତ ଯୁବକ ଜଣକ ବେଫିକର ବୁଲୁଥିବା ଦେଖିବାକୁ ମିଳିଛି। ଅଭିଯୋଗ ଅନୁସାରେ,…

ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ: ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଛାନ୍‌ଭିନ୍‌

ଭୁବନେଶ୍ୱର/ଭବାନୀପାଟଣା,୩୦।୬(ଉତ୍ତମ କୁମାର ଦାଶ):: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଏକକାଳୀନ ୮ଟି ସ୍ଥାନରେ ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ ଟିମ୍‌। ଭୁବନେଶ୍ବର,କଳାହାଣ୍ଡି ଓ ନବରଙ୍ଗପୁରର ବିଭିନ୍ନ…

ସାମାନ୍ୟ ବଚସାରୁ ଯୁବକଙ୍କୁ ନିର୍ମମ ହତ୍ୟା: ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌

ଦିଗପହଣ୍ଡି,୩୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମର ବ୍ରହ୍ମପୁର ପୋଲିସ ଜିଲା ଦିଗପହଣ୍ଡି ଥାନା ଅଧିନ ଭୀଷ୍ମଗିରି ଗ୍ରାମ ଉଷାକୋଠୀ ସାହିର ବି.ରାମଚନ୍ଦ୍ର ପାତ୍ର ଓରଫ ଟୁଲୁ ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଆଜି ଭୋରରୁ ଏହି ହତ୍ୟାକାଣ୍ଡ ଘଟିଛି।…

ମନମୋହୁଛି ଶ୍ରୀ ଜଗନ୍ନାଥଙ୍କ ଦଶ ଅବତାର: ବରାହ ବେଶରେ ଦେଲେ ଦର୍ଶନ

ରିଷିଡା ୩୦।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡା ମାଉସୀ ମା’ ମନ୍ଦିରରେ ସୋମବାର ତୃତୀୟ ଦିବସରେ ଶ୍ରୀ ଜଗନ୍ନାଥ ବରାହ ଅବତାର ବେଶରେ ସଜେଇ ହୋଇଛନ୍ତି। ଏହି ଅବତାରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼…

ପରିବା ବିକାଳିଙ୍କ ପାଇଁ ପିଣ୍ଡିନାହିଁ: ଅସୁବିଧା ଭୋଗୁଛନ୍ତି ବ୍ୟବସାୟୀ

ପଦ୍ମପୁର,୩୦ା୬(ପ୍ରଦୀପ୍ତ ଦାଶ ):ପଦ୍ମପୁର ସହର ତଥା ଏହାର ଆଖପାଖ ଅଞ୍ଚଳର ପଦ୍ମପୁର ଦୈନିକ ପରିବା ବଜାର ଅନ୍ୟତମ। ସପ୍ତାହରେ ମଙ୍ଗଳବାର ଓ ଶନିବାର ଏଠାରେ ହାଟ ବସିଥାଏ। ଏହି ହାଟକୁ ଅଞ୍ଚଳର କୋଣ ଅନୁକୋଣରୁ ଅନେକ ପ୍ରକାର ବ୍ୟବସାୟୀ ଆସିଥାନ୍ତି। ଏହି…

ଆଜି ସରିବ ଧାନ ସଂଗ୍ରହ ପ୍ରକ୍ରିୟା, ମଣ୍ଡିରୁ ଉଠିନି ଧାନ

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ସରିଯିବ। ହେଲେ ଜିଲାରେ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣିଛନ୍ତି। ମାତ୍ର ଅନେକ ଚାଷୀଙ୍କ ଧାନ ଏପର୍ଯ୍ୟନ୍ତ ଭଣ୍ଡାରେ ପଡ଼ି ରହିଛି।…

ଅଜଣା ଗାଡି ଧକ୍କାରେ ଚାଲିଗଲା ୨ ଜୀବନ: ଜଣେ ଗୁରୁତର

ଧର୍ମଶାଳା,୩୦।୬(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ବଡ଼ଚଣା ଥାନା ୧୬ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟରେ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ବାଇକରେ ତିନି ଜଣ ଚଣ୍ଡିଖୋଲରୁ ବଡ଼ଚଣା ଅଭିମୁଖେ ଫେରୁଥିବା…

ଆଜି ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ: ଜାଣନ୍ତୁ କେତେବେଳେ…

ପୁରୀ,୩୦ା୬(ଅଜିତ୍‌ କୁମାର ମହାନ୍ତି):ଦାରୁବିଗ୍ରହମାନେ ନବଦିନାତ୍ମକ ଯାତ୍ରାରେ ଯାଇ ରବିବାର ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ସୋମବାର ଆଷାଢ଼ ଶୁକ୍ଳ ଚତୁର୍ଥୀଯୁକ୍ତ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ…

ଜନ୍ମବେଦିରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,୩୦ା୬ (ଅଜିତ୍‌ କୁମାର ମହାନ୍ତି):ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ କର୍ମବେଦି ଶ୍ରୀମନ୍ଦିର ଛାଡ଼ି ନବଦିନ ଯାତ୍ରାରେ ଆସି ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚତ୍ଛନ୍ତି। ରଥତ୍ରୟ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ…

ବୁଲୁଛନ୍ତି ୩ ଟିକିଆ ହାତୀ ପଲ: ସୁରକ୍ଷା ପାଇଁ ବିଦ୍ୟୁତ୍‌ କାଟିଲା ବନ ବିଭାଗ

ରାୟଗଡ଼ା,୨୯।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ ରାୟଗଡ଼ା ବନାଞ୍ଚଳର କୁମୁଟିପେଣ୍ଠ ସେକ୍ସନ ଅଧୀନ ସୁରି ପଞ୍ଚାୟତର ଫକିରୀ ଗ୍ରାମ ନିକଟସ୍ଥ କୁମ୍ବେଇଗୁଡା ଜଙ୍ଗଲରେ ରବିବାର ଏକ ୩ ଟିକିଆ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଛି। ଏନେଇ ଉକ୍ତ ପଞ୍ଚାୟତର ପୋଙ୍ଗିଲି,…

ଏହି ଜିଲାରେ ସୋମବାର ସମସ୍ତ ସ୍କୁଲ୍ ଛୁଟି, ୩ ଦିନ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

ମୟୂରଭଞ୍ଜ,୨୯।୬: ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସୋମବାର ରାଜ୍ୟର ଚାରି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲାରେ ଆସନ୍ତାକାଲି (ଜୁନ୍ ୩୦, ୨୦୨୫)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri