ଛଟ୍ ଘାଟରେ ବୁଡି ନାବାଳକ ନିଖୋଜ
ରାଉରକେଲା,୨୬।୧୦(ସଙ୍ଗୀତା ଜେନା): ରାଉରକେଲା ସେକ୍ଟର ୧୯ଥାନା ଅନର୍ଗତ ହମିରପୁର ଛଟ୍ ଘାଟରେ ରବିବାର ସକାଳେ ଜଣେ ନାବାଳକ ବୁଡି ନିଖୋଜ ହୋଇଛନ୍ତି। ନାବାଳକ କୋଏଲ ନଦୀରେ ବୁଡି ନିଖୋଯ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଞ୍ଚି ଉଦ୍ଧାର କାର୍ଯ୍ୟ…
ଇକୋ ରିଟ୍ରିଟ୍ କାର୍ଯ୍ୟ ତଦାରଖ କଲେ ବିଡିଓ, ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇ…
ଦାରିଙ୍ଗବାଡ଼ି,୨୬ା୧୦(ଅରୁଣ ସାହୁ): ପର୍ଯ୍ୟଟନ ଋତୁକୁ ନଜରରେ ରଖି ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ପାଇଁ ବିଡିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟ ଚାଲିଥିବା ପର୍ଯ୍ୟଟନକ୍ଷେତ୍ରକୁ ରବିବାର ପରିଦର୍ଶନ କରିଛନ୍ତି। ସେ କନ୍ଧମାଳ ଜିଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶ କ୍ରମେ କଫି…
ଆସ ଫେରିଯିବା ରେଡ଼ିଓ ଯୁଗକୁ ,ମୋବାଇଲକୁ ଟିକେ ଦୁରେଇ
ଧର୍ମଶାଳା,୨୬।୧୦(ଶିବପ୍ରସାଦ ମହାନ୍ତି): ଯାଜପୁରରେ ଧୁମ୍ ଧାମରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ଚାଲିଛି । ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ବଡ଼ ବଡ଼ ତୋରଣ ସାଙ୍ଗକୁ ବିଭିନ୍ନ ରଙ୍ଗର ଲାଇଟ୍ରେ ଝଲୁସୁଛି ସହର। ପାଖାପାଖି ୪୬ଟି ମଣ୍ଡପରେ ପୂଜାଚର୍ନା ଚାଲିଥିବା ବେଳେ…
ଟାଙ୍ଗିଆରେ ସ୍ତ୍ରୀକୁ ହାଣି ହତ୍ୟା: ୨୧ ଦିନ ପରେ ସ୍ବାମୀ ଏବିଡିିଓ ଗିରଫ
ହାଟଡିହୀ,୨୬।୧୦(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ଗ୍ରାମରେ ୨ ଅକ୍ଟୋବରରେ ଏବିଡ଼ିଓ ଦେବୀ ପ୍ରସାଦ ଜେନା ସ୍ତ୍ରୀ ସୁଦେଷ୍ନା (୪୨ )ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଉକ୍ତ ଘଟଣାରେ ଅଭିଯୁକ୍ତ ଦେବୀ ପ୍ରସାଦ ଫେରାର ଥିବା ବେଳେ…
ଦୁର୍ଘଟଣାକୁ ନେଇ ଖଣ୍ଡା ବୁଲିଲା
ମହାକାଳପଡ଼ା, ୨୬।୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଥାନା ଅଧୀନ କଣ୍ଟିଲୋ ଛକରେ ଶନିବାର ଅପରାହ୍ନରେ ଏକ ରାସ୍ତା ଦୁର୍ଘଟଣାକୁ ନେଇ ଖଣ୍ଡା ବୁଲିଛି। ତେବେ ଏକ ଜମି କିଣାବିକାକୁ ନେଇ ଏହି ଗଣ୍ଡଗୋଳର ସୂତ୍ରପାତ…
ବସ୍କୁ ଗୋଡ଼ାଇଲା ହାତୀ: ଯାତ୍ରୀ ଆତଙ୍କିତ
ବେତନଟୀ, ୨୫ା୧୦ (ଧରଣୀଧର ମହାନ୍ତି): ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଜନବସତିମୁହାଁ ହେଉଛନ୍ତି। ବିଭିନ୍ନ ସମୟରେ ହାତୀପଲ ଜନବସତିରେ ପଶି ଘରଦ୍ୱାର ଭାଙ୍ଗିବା ସହ ଚାଷଜମିରେ ପଶି ଦଳମକଚି ନଷ୍ଟ କରିଦେଉଛନ୍ତି। ଅନେକ ସମୟରେ ଜୀବନହାନି ମଧ୍ୟ ହେଉଛି। ମୟୂରଭଞ୍ଜ ଜିଲା ବେତନଟୀ…
ଭଡ଼ା ଘରୁ ଗୁରୁତର ଅବସ୍ଥାରେ ଥିବା ଯୁବତୀ ଉଦ୍ଧାର, ମେଡିକାଲରେ ଭର୍ତ୍ତି
ବଲାଙ୍ଗୀର,୨୫।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରୁଗୁଡିପଡାର ଏକ ଭଡା ଘରେ ରହୁଥିବା ଜଣେ ଯୁବତୀଙ୍କୁ ଶନିବାର ରାତିରେ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ସୂଚନା ଅନୁଯାୟୀ ସେହି ଭଡ଼ା ଘରେ ଦୁଇ ଭଉଣୀ ରହୁଥିଲେ । ଜଣେ ଘରେ…
ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ଛକ ନିକଟରେ ଦୁର୍ଘଟଣା: ଜଣେ ମୃତ, ଶିକ୍ଷକ
ଦିଗପହଣ୍ଡି, ୨୫|୧୦(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ଥାନା ଅର୍ନ୍ତଗତ ପଦ୍ମନାଭପୁର ରାସ୍ତା ଏବଂ ଦିଗପହଣ୍ଡି – ଘୋଡାହାଡ ଡ଼୍ୟାମ ଛକ ନିକଟରେ ପୃଥକ୍ ଦୁର୍ଘଟଣା ଘଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଶିକ୍ଷକ ଗୁରୁତର ଆହତ ହୋଇଥିବା ଜଣାପଡିଛି।…
ପେନ୍ସନ୍ ଟଙ୍କା କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ
ଜୟପୁର,୨୫ା୧୦(ପବନ ପାଣିଗ୍ରାହୀ): ଏରିୟର୍ ଏବଂ ପେନ୍ସନ୍ ଟଙ୍କା କରାଇ ଦେବାକୁ କହି ସ୍ବତନ୍ତ୍ର କୋଷାଗାରର ପିଅନ ହରିଶ୍ଚନ୍ଦ୍ର ମହାପାତ୍ର ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲା ଜୟପୁର ଭିଜିଲାନ୍ସ ଟିମ୍ ଶନିବାର ଚଢ଼ାଉ କରିଛି। ହରିଶ୍ଚନ୍ଦ୍ର ଜଣେ ବ୍ୟକ୍ତଙ୍କଠାରୁ ୪୭ ହଜାର…
କୁମୁଟିପଂକାଳ ଗାଁରେ ବିଦ୍ୟୁତ ସମସ୍ୟା: ୫ ବର୍ଷ ହେଲା ସୋଲାର ଅଚଳ, ଅନ୍ଧାରରେ ଗ୍ରାମବାସୀ
ମୋହନା, ୨୫।୧୦( ମନ୍ମଥ ମିଶ୍ର ): ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ରା. ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତ କୁମୁଟିପଙ୍କାଳ ଗାଁରେ ବିଦ୍ୟୁତ ସମସ୍ୟା । ଗାଁରେ ବିଦ୍ୟୁତ ସଂଯୋଗ ପାଇଁ ଖୁଣ୍ଟ ପୋତା ଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ କରାଯାଉନାହିଁ ।…
ସରକାରୀ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଚରମ ସୀମାରେ: ଫସଲରେ ଚରାଇଲେ ଗୋରୁପଲ, ମୁତୟନ ହେଲା…
ଦିଗପହଣ୍ଡି/ପାଟପୁର, ୨୫।୧୦ (ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡ଼ାମାରି ରାଜସ୍ବ ସର୍କଲର ସାମନ୍ତରାପୁର ମୌଜାର ଖାତା ନଂ.୧୫୪ ରେ ଥିବା ଅଳ୍ପ କିଛି ସରକାରୀ ଜମିକୁ ବତାଗଡ଼ ଏବଂ ପୋଡ଼ାମାରି ଗ୍ରାମର ବହୁ ସଂଖ୍ୟକ…
ଟାଙ୍ଗିଆରେ ସ୍ତ୍ରୀକୁ ହାଣି ହତ୍ୟା: ଅଭିଯୁକ୍ତ ଏବିଡ଼ିଓ ଫେରାର
ହାଟଡ଼ିହୀ,୨୫l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ ଡଅଁର ଗ୍ରାମରେ ଅକ୍ଟୋବର ୨ତାରିଖରେ ଏବିଡିଓ ସ୍ବାମୀ ଦେବୀ ପ୍ରସାଦ ଜେନା ସ୍ତ୍ରୀ ସୁଦେଷ୍ନା (୪୨)ଙ୍କ ବେକକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଉକ୍ତ ଘଟଣାରେ ଅଭିଯୁକ୍ତ ଦେବୀ ପ୍ରସାଦ ଫେରାର…
Archives


