ଆରମ୍ ହେଲା ବଡ଼କଟାର ପୁନରୁଧାର କାମ୍
ଅତାବିରା, ୨୮।୬ (ଡି.ଏନ୍.ଏ): ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ଗଁାଗଁଲିମାନକେ ଥିବାର ବଁଧ୍କଟା ତୁପି ହେଇଯାଉଛେ। ବଛର ବଛର ଧରି ଉନ୍ନତିକରନ୍ ନାଇଁ ହେବାର ଲାଗି ବଁଧ୍କଟାମାନେ ସତା ହରଉଛନ୍। ଏନ୍ତା ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍…
ଘର ଭାଂଗବାର ୫ ବଛର ବିତଲା:ତାରପଲିନ୍ ତଲେ ବୁଢ଼ାବୁଢ଼ି, ପରହର ଘରେ ପୁଓବହ
ଅତାବିରା, ୨୮।୬ (ଡି.ଏନ୍.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍ ଉଦେପୁର ଗଁାର କୃଷ୍ଣ ବନଛୁର(୬୪)। ସେ ଝନେ ନିହାତି ଗରିବ୍ ହେଇଥିଲାବେଲେ ୫ ବଛର ତଲେ ଝରି ବରଷାରେ ତାକର ଘର ଭାଂଗି ଯାଇଥିଲା। ହେଲେ ଆଏଜ୍ତକ ସେ…
ଆବାସ ଯୋଜନା ବାଟବନା:ପଲିଥିନ୍ ଢପା ଭଂଗା ଘରେ ଗରିବ ପରିବାର
ଖପ୍ରାଖୋଲ, ୨୮ା୬(ଡି.ଏନ.ଏ.): ଗରବ୍ ଦୁଖି ପରିବାର ଲାଗି ମୁଡ଼ ଗୁଁଜ୍ବାକେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକାଘର, ଇନ୍ଦିରା ଆବାସ, ମୋ କୁଡ଼ିଆ ଲେଖେଁ ଅନେକ ଆବାସ ଯୋଜନା କାଯ୍କାରୀ ହେଉଛେ। ହେଲେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ସହାଜପାଣି ପଁଚେତ୍ ଅଧୀନ…
ଢେଙ୍କାନାଳ କଲେଜ ପିଜି ପରୀକ୍ଷା ଫଳ ପ୍ରକାଶିତ: ବାଜି ମାରିଲେ ଝିଅ
ଢେଙ୍କାନାଳ ଅଫିସ, ୨୮।୬-ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ, ବାଣିଜ୍ୟ ଏବଂ ଇତିହାସ ସ୍ନାତକୋତ୍ତର (ପିଜି) ବିଭାଗ ପରୀକ୍ଷା ଫଳ ଗୁରୁବାର ମଧ୍ୟାହ୍ନରେ ପ୍ରକାଶିତ ହୋଇଛି। ଚଳିତ ବର୍ଷ ୩ ବିଭାଗରେ ମୋଟ ୬୦ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୮ଜଣ…
ବଅଁରପାଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: କ୍ଲବ, ଭଡ଼ା ଘରେ ଚାଲିଛି ଡାକ୍ତରଖାନା
ବଅଁରପାଳ, ୨୮।୬(ଡି.ଏନ.ଏ.)- ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଏହାର ଭିନ୍ନଚିତ୍ର ନଜରକୁ ଆସିଛି। ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଏହା ଅଧୀନରେ ଥିବା ଉପ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକ ପାଇଁ ସ୍ଥାୟୀ…
ଆସିଲା ବର୍ଷାଋତୁ, ୧୨୦୬ ବିଦ୍ୟାଳୟରୁ ୬୪୮ଟିରେ ନାହିଁ ରୋଷେଇ ଘର
ନୟାଗଡ଼ ଅଫିସ,୨୮।୬- ଗ୍ରୀଷ୍ମଛୁଟି ଅବକାଶରେ ୨ ମାସରୁ ଅଧିକ ଦିନ ବିଦ୍ୟାଳୟ ବନ୍ଦ ହେବା ପରେ ଗତ ଶୁକ୍ରବାର ଠାରୁ ଖୋଲିଛି। ତେବେ ଜିଲାର ଅଧିକାଂଶ ବିଦ୍ୟାଳୟରେ ରୋଷେଇ ଘର ବ୍ୟବସ୍ଥା ନ ଥିବାରୁ ପୂର୍ବରୁ ଯେଉଁଭଳି ଦୟନୀୟ ଭାବେ ରୋଷେଇ…
ଭିଜିଲାନ୍ସ ଜାଲରେ ମାଣିପୁର ଆର୍ଆଇ କାର୍ଯ୍ୟାଳୟ ପିଅନ: ଜମି ମ୍ୟୁଟେଶନ ପାଇଁ ନେଉଥିଲେ ଲାଞ୍ଚ
ଢେଙ୍କାନାଳ ଅଫିସ/କଟକ ଅଫିସ, ୨୮|୬-ଜମି ମ୍ୟୁଟେଶନ ପାଇଁ ୧୨୦୦ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ମଧ୍ୟାହ୍ନରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଢେଙ୍କାନାଳ କଲେଜ ନିକଟ ମାଣିପୁର ଆର୍ଆଇ କାର୍ଯ୍ୟାଳୟର ପିଅନ ଅଜୟ କୁମାର ପଟ୍ଟନାୟକ (୪୮)। ଏ ନେଇ ଭିଜିଲାନ୍ସ ପକ୍ଷରୁ ନଂ.…
ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହେଲା ଆଦର୍ଶ ବିଦ୍ୟାଳୟ : ଶୈକ୍ଷିକ ବାତାବରଣ ଅଭାବ ଅଭିଯୋଗ
ଖଣ୍ଡପଡ଼ା,୨୮ା୬(ସ୍ବ.ପ୍ର.)-ଖଣ୍ଡପଡ଼ାରେ ନୂତନ ଭାବେ ଆରମ୍ଭ ହୋଇଛି ଆଦର୍ଶ ବିଦ୍ୟାଳୟ। ତେବେ ଏଠାରେ ଶୈକ୍ଷିକ ବାତାବରଣର ଅଭାବ ରହିଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ବିଦ୍ୟାଳୟଟିରେ ପାନୀୟ ଜଳର ବ୍ୟବସ୍ଥା ନ ଥିବା ଓ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ନିମନ୍ତେ…
ନୂଆ ଦାୟିତ୍ୱକୁ ନେଇ ଅନୁଗୋଳବାସୀଙ୍କ ମତ: ଗରିମା ବଢ଼ାନ୍ତୁ ରଜନୀକାନ୍ତ
ଅନୁଗୋଳ ଅଫିସ,୨୮।୬ – ଅନୁଗୋଳ ନିର୍ବାଚନମଣ୍ଡଳୀରୁ ଲଗାତାର ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ ରଜନୀକାନ୍ତ ସିଂ ମନ୍ତ୍ରୀ ପଦ ପାଇଁ ଏଥର ଦୃଢ଼ ଦାବିଦାର ଥିଲେ। ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳରେ ସେ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିସାରିଥିବାରୁ ଏଥର…
ଟ୍ରେନ୍ରୁ ଡେଇଁ ଅନାଥାଶ୍ରମ ମହିଳା ଗୁରୁତର
ନିରାକାରପୁର,୨୮ା୬(ଡି.ଏନ୍.ଏ.)-ଅନାଥାଶ୍ରମରେ ରହୁଥିବା ଜଣେ ବୃଦ୍ଧା ଗୁରୁବାର ପୂର୍ବାହ୍ନରେ ନିରାକାରପୁର ଷ୍ଟେଶନ ନିକଟସ୍ଥ ଟ୍ରେନ୍ରୁ ଡେଇଁ ଗୁରୁତର ହୋଇଛନ୍ତି ା ବୃଦ୍ଧା ଜଣକ ନିଜ ନାମ କହିପାରୁ ନ ଥିବାରୁ ତାଙ୍କର ପରିଚୟ ମିଳି ପାରି ନ ଥିବାବେଳେ ସେ କୁହୁଡ଼ିସ୍ଥିତ ତାଙ୍କ…
ଚାଲିଛି ତାଲା ବନ୍ଦ, ଖୋଲା ଅଭିଯାନ: ଦ୍ୱନ୍ଦ୍ୱରେ ଘରୋଇ ଶିକ୍ଷାନୁଷ୍ଠାନ ଅଭିଭାବକ
ଭଞ୍ଜନଗର,୨୭।୬(ଡି.ଏନ.ଏ.)- ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ଶିକ୍ଷା ଅଧିକାର ଆଇନ ଉଲ୍ଲଂଘନ କରି ବେନିୟମ ଭାବେ ଚଳାଇଥିବା ଦର୍ଶାଇ ପ୍ରଶାସନ ପକ୍ଷରୁ ଜଗନ୍ନାଥପ୍ରସାଦ, ଭଞ୍ଜନଗର, ବେଲଗୁଣ୍ଠା ସମେତ ପ୍ରମୁଖ ବ୍ଲକର କିଛି ଶିକ୍ଷାନୁଷ୍ଠାନକୁ ସୋମବାର ସିଲ୍ କରି ଦିଆଯାଇଥିଲା। କିନ୍ତୁ ଚଳିତମାସ ୩୦ ପର୍ଯ୍ୟନ୍ତ…
ସରକାରୀ ବସ୍ ଛାତ ଉପରେ ଯାତ୍ରୀ ପରିବହନ: ଓଏସ୍ଆର୍ଟିସି ଇନ୍ଚାର୍ଜଙ୍କୁ କାରଣ ଦର୍ଶାଅ ନୋଟିସ
ଦାରିଙ୍ଗବାଡି,୨୮ା୬(ଡି.ଏନ୍.ଏ.) – ହାତିମୁଣ୍ଡା ଠାରୁ ଫୁଲବାଣୀ ଯାତାୟତ କରୁଥିବା ସରକାରୀ ବସ୍ରେ ବେଆଇନ ଭାବେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀଙ୍କୁ ବୁହାଯାଉଛି। ଏହି ଘଟଣାରେ ଆଞ୍ଚଳିକ ପରିବହନ ବିଭାଗର ଏମ୍ଭିଆଇ ଗତିକୃଷ୍ଣ ସାମନ୍ତରାୟ ଓଏସ୍ଆରଟିସି ବିଭାଗର ଇନ୍ଚାର୍ଜଙ୍କୁ କାରଣ ଦର୍ଶାଅ ନୋଟିସ ସହ…

