ଚିକିସତ୍ା ଲାଗି ଟଁକା ଅଭାବ୍‌: ଭାଏଗ୍‌କେ ଆଦ୍‌ରି ପଡ଼ିରହିଛନ୍‌ ସୂଯର୍‌ୟମଣି

ଟିକ୍ରାପଡା, ୨ ା୭ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଲକ କରମତଲା ପଁଚେତ୍‌ ଅଧୀନ ଭଣ୍ଡାରବାଞ୍ଜି ଗଁାର ସୂର୍ଯ୍ୟମଣି ସୁନାପିରତି(୪୬)। ସେ ଗଲା ୨୦୧୮ ଅକ୍ଟୋବରରେ ଗୁଟେ ବାଇକ ଦୁରଘଟନାର ଶିକାର ହେଲାରୁ ତାକର ନଲଗୁଡ଼ର ହାଡ଼ ଭାଂଗିଗଲା। ଏନ୍‌ତାଥି ପରିବାର ଲୋକ ଧାରଉଧାର କରି ବଲାଙ୍ଗୀରର ଗୁଟେ ଘରୋଇ ଡାକ୍‌ତରଖାନାରେ ଭରତି କଲେ। ସେଠାନେ ସୂର୍ଯ୍ୟମଣିକଁର ଭଂଗା ଗୋଡ୍‌ର ଅପରେଶନ କରି ଷ୍ଟିଲ ରଡ଼ ଖଁଜାଗଲା। ହେଲେ ଏହେଦେ ଗୋଡ୍‌ରୁ ରଡ ବାହାର କରବାର ସମିଆ ୨ ମାସ ଡେଗି ଯାଇଥିଲେ ବି ଟଁକା ପଏସା ଅଭାବୁ ସେ ଘରେ ପଡ଼ିରହିଛନ୍‌।
ସୂଚନା ଅନ୍‌ସାରେ ସୂର୍ଯ୍ୟମଣି ୨୦୧୮ ଅକ୍ଟୋବର ମାସେ ଗୁଟେ ଦୁରଘଟନାର ଶିକାର ହେଇଥିଲେ। ପରିବାର ଲୋକ୍‌ ଚିକିସତ୍ା ଲାଗି ତାହାକୁ ବଲାଙ୍ଗୀର ମୁଖିଆ ଡାକ୍‌ତରଖାନାରେ ଭରତି କଲେ। ହେଲେ ଡାକ୍‌ତର ଇଠାନେ ଚିକିସତ୍ା ସମ୍‌ଭବ ନୁହେ, ବୁର୍ଲା ଯିବାକେ ପଡ଼ବା ବଲି ପରାମଶ ଦେଇଥିଲେ। ହେଲେ ଟଁକା ପଏସା ଅଭାବୁ ସୂର୍ଯ୍ୟମଣି ବୁର୍ଲା ନାଇଁ ଯାଇପାରଲେ। ଶେଷେ ପରିବାର ଲୋକ୍‌ ଲାଗରଲେସର, ବଁଧୁବାଧଁବ୍‌ନୁ ଧାର ଉଧାର କରି ୧୯.୧୦.୨୦୧୮ରେ ବଲାଙ୍ଗୀରର ଗୁଟେ ଘରୋଇ ଡାକ୍‌ତରଖାନାରେ ସୂର୍ଯ୍ୟମଣିକଁର ଭଂଗା ଗୋଡ୍‌ର ଅପରେଶନ କରାଲେ। ସେଠାନେ ତାକର ଗୋଡ଼ରେ ଷ୍ଟିଲ ରଡ ଖଁଜାଗଲା। ହେଲେ ଇତାର ପରେ ଭିନେ ଭିନେ ସମିଆରେ ଡ୍ରେସିଂ ସେ ବଲାଙ୍ଗୀର ଯିବାର ଆଏବାର କଲେ। ଏନ୍‌ତାଥି ଲାଗ୍‌ବରମସ ବଢ଼ବାର ସଂଗେ ଜମିବାଡ଼ି, ସୁନା ଗହନା କରି ପାଖାପାଖି ୭୦ ହଜାର ଟଁକା ଚିକିସତ୍ାରେ ଖରଚ୍‌ କରି ସରବ୍‌ସୁଅଁାତ ହେଇଯାଇଛନ୍‌। ଇଆଡ଼େ ହାଡ଼ ଯୁଡ଼ି ହେବା ବଲି ଗୁଡ଼େ ୮ଟା ଷ୍ଟିଲ ରଡ ଖଁଜା ହେଇଛେ। ଅପରେଶନର ୬ ମାସ ଉତାରୁ ସେ ରଡ ସବୁ ହିଟେଇ ଦେବାର କଥା। ହେଲେ ଟଁକା ପଏସା ଅଭାବୁ ରଡ ହିଟାବାର ଧାଯ୍‌ ସମିଆନୁ ୨ ମାସ ଡେଗିଯାଇଥିଲେ ବି ସୂର୍ଯ୍ୟମଣି ଅପରେଶନ କରେଇ ନାଇଁ ପାରବାର। ଇଥିରଲାଗି ଯିବାର ଆଏବାର, ଚିକିସତ୍ା, ଉଷୋକଷା ବାବ୍‌ଦେ ପାଖାପାଖି ୧୦ ହଜାର ଟଁକା ଖରଚ୍‌ ହେବା। ହେଲେ ସୂର୍ଯ୍ୟମଣି ଅଭାବ ଅନାଟନ ଲାଗି ଟଁକା ଯୁଗାଡ଼ କରି ନାଇଁପାରି ଖଟେ ପଡ଼ିରହିଛନ୍‌। ଏନ୍‌ତାଥି ଘରେ ମାଏକିନା ମିଥିଳା, ୪ ପୁଓ ଆର ଗୁଟେ ବଲି ଝି’ ଦୁଖ୍‌ରେ ଭାଂଗିପଡ଼ିଛନ୍‌। ସୂର୍ଯ୍ୟମଣିକଁର ବଡ଼ ପୁଓ ଭକ୍ତବନ୍ଧୁ(୨୭) ଘରର ଅବସ୍‌ତା ଦେଖି ବାହାର ରାଏଜ୍‌କେ ଦାଦନ ଖଟିଯାଇଥିଲାବେଲେ ଦୁତୀଅ ପୁଓ ପୁଷ୍ପାଞ୍ଚଳ(୧୭) ଗଁାରେ ଲୁକ୍‌କର କୁଲିମଜୁରି ପରିବାର ଚଲଉଛନ୍‌। ଉନିଆ ଦୁଇପୁଓ ବିଶ୍ୱାମିତ୍ର ଆର ନରୋତ୍ତମ ଅଷ୍ଟମ ୮ମ ଆର ୪ର୍ଥ ଶ୍ରେଣୀରେ ପଢ଼ୁଛନ୍‌। ଏନ୍‌ତାଥି ସୂର୍ଯ୍ୟମଣିକଁର ମାଏକିନା ମିଥିଳା ବଡ଼ା ଗୁଲଗୁଲା ହେଇ ସରକାରୀ ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ଜିଲାପାଲକୁଁ ଗୁହାରି କରିଛନ୍‌। ଇ ଦୁଖି ପରିବାର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ସୂର୍ଯ୍ୟମଣିକୁଁ ଚିକିସତ୍ା ସାହାଯ୍‌ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri