ଆମ ଜିଲା ଖବର

କୁଟୁରା ମାଂସ ସହ ବନ୍ଧୁକ ଜବତ

ଖୁଣ୍ଟା, ୩୧ା୫(ଡି.ଏନ.ଏ)- ଉଦଳା ରେଞ୍ଜ ତଥା ଖୁଣ୍ଟା ବ୍ଲକ ଅଧୀନ ବଣିଆବସା ସେକ୍ସନର କମ୍ପାର୍ଟମେଣ୍ଟ ୧୨ ନେତ୍ରକୁଣ୍ଡ ନିକଟରେ ଗୁରୁବାର ଅପରାହ୍ନରେ ବନ କର୍ମଚାରୀମାନେ ଚଢ଼ାଉ କରି ୧୦ କେଜି କୁଟୁରା ମାଂସ ଓ ଏକ ଜୀବନ୍ତ ଗୁରାଣ୍ଡି ସମେତ ୨ଟି…

ପୁଣି ୫ବର୍ଷ ପରେ ବାଲେଶ୍ୱରକୁ ମିଳିଲା କେନ୍ଦ୍ରମନ୍ତ୍ରୀ: ପଦମୋଦିଙ୍କ ଟିମ୍‌ରେ ପ୍ରତାପ; ଉତ୍ସବ ପାଳନ କଲେ କର୍ମୀ, ନେତା

ବାଲେଶ୍ୱର ଅଫିସ, ୩୧।୫-ବାଲେଶ୍ୱରର ନବନିର୍ବାଚିତ ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଫଳରେ ୫ବର୍ଷ ପରେ ବାଲେଶ୍ୱରକୁ ପୁଣି ଥରେ କେନ୍ଦ୍ରମନ୍ତ୍ରୀ ପଦ ମିଳିଛି ା ଏହାପୂର୍ବରୁ ଶ୍ରୀକାନ୍ତ ଜେନା କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ଏହାକୁ ନେଇ ବାଲେଶ୍ୱରବାସୀଙ୍କ…

ସୁସଜ୍ଜିତ ପଟୁଆରରେ ବାହାରିଲେ ଶଙ୍କର

ବାଲେଶ୍ୱର ଅଫିସ, ୩୧।୫-ବାଲେଶ୍ୱର ଗାନ୍ଧୀ ସ୍ମୃତିଭବନ ପ୍ରାଙ୍ଗଣରେ ବୁଧବାର ସନ୍ଧ୍ୟାରେ ବାହାଘର ଉତ୍ସବକୁ ଅତିଥିମାନେ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବା ପରେ ମଙ୍ଗଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଚିତ୍ରାଙ୍କନ, ହୁଳହୁଳି, ଶଙ୍ଖଫୁଙ୍କା ଓ ଲୋକନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ଗୁରୁବାର…

ଏଫ୍‌ଏମ୍‌ ବିଶ୍ୱବିଦ୍ୟାଳୟ: ପ୍ରଚଳିତ ପରୀକ୍ଷା ପଦ୍ଧତିର ସୁପରିଚାଳନା ପାଇଁ ପ୍ରଶିକ୍ଷଣ ଶିବିର

ବାଲେଶ୍ୱର ଅଫିସ, ୩୧।୫-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ସମଗ୍ର ରାଜ୍ୟରେ ପ୍ରଚଳିତ ପସନ୍ଦ ଆଧାରିତ ସାଧାରଣ ପାଠ୍ୟ ଖସଡ଼ାର ସଶକ୍ତିକରଣ ଓ ନୂତନୀକରଣ ଏବଂ ସାଧାରଣ ପାଠ୍ୟ ଖସଡ଼ା ଆଧାରରେ ପ୍ରଚଳିତ ପରୀକ୍ଷା ପଦ୍ଧତିର ସୁପରିଚାଳନା ଉପରେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର…

ପୋଲିସକୁ ଅଟକ ରଖିଲେ ଗ୍ରାମବାସୀ

ବାହାନଗା, ୩୧ା୫(ଡି.ଏନ.ଏ.)-ଗୁରୁବାର ରାତି ସାଢେ ୮ଟାରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ତାଳକୁରୁଣିଆଁ ଗ୍ରାମର ବାସିନ୍ଦା ଗୋପାଳପୁର ଫାଣ୍ଡିର ଜଣେ କନଷ୍ଟେବଳଙ୍କୁ ଅଟକ ରଖିଛନ୍ତି। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ କନଷ୍ଟେବଳଙ୍କୁ ଛାଡିବେ ନାହିଁ ବୋଲି ଗ୍ରାମବାସୀ ଅଡି…

ଲୁହାଛଡ ଚୋରି ଅଭିଯୋଗ: ଦୁଇ ଧରାପଡ଼ିଲେ

ହେମଗିର, ୩୦।୫ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଲଇକେରା ଗ୍ରାମର ଦୁଇଜଣ ଲୁହାଛଡ ଚୋରି ଅଭିଯୋଗରେ ପୋଲିସ ଦ୍ୱାରା ଧରାପଡ଼ିଛନ୍ତି। ସେମାନେ ହେଲେ ଲଇକେରା ଗ୍ରାମର ଜଣେ ଯୁବକ ସାବିନ ବାଗ (୧୯) ଓ ଜଣେ ନାବାଳକ(୧୭)। ୨୯ ତାରିଖ…

ଉଠାଇ ହେଉନି ଜମାଟଙ୍କା: ବ୍ୟାଙ୍କ ସମ୍ମୁଖରେ ଚାଷୀଙ୍କ ବିିକ୍ଷୋଭ

ବିନିକା, ୩୦ା୫(ଡି.ଏନ୍‌.ଏ.) ଜମା ଟଙ୍କା ଉଠାଇବାରେ ସମସ୍ୟା ହେଉଛି। ବାରମ୍ବାର ବ୍ୟାଙ୍କକୁ ଯାଇ ନିରାଶ ହୋଇ ଫେରିବାକୁ ହେଉଛି। ବ୍ୟାଙ୍କରେ ଟଙ୍କା ନ ଥିବା କୁହାଯାଇ ସେମାନଙ୍କୁ ଗତ ତିନିଦିନ ହେଲାଣି ଫେରାଇ ଦିଆଯାଉଛି। ଏହିଭଳି ଅଭିଯୋଗ କରି ଗୁରୁବାର ଶତାଧିକ…

ହାତୀ ଆକ୍ରମଣରେ ବୃଦ୍ଧା ସଙ୍କଟାପନ୍ନ

କେସିଙ୍ଗା/ସେରଗଡ଼,୩୦।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଅଧୀନ ତେର୍ଲୋ ଗ୍ରାମର ଜଣେ ବୃଦ୍ଧା ଗୁରୁବାର ସକାଳ ସାଢ଼େ ୬ଟାରେ ନିକଟସ୍ଥ ଜଙ୍ଗଲକୁ ମହୁଲ ଫଳ (ଟୋଳ) ଗୋଟେଇବାକୁ ଯାଇ ଦନ୍ତାହାତୀ ଆକ୍ରମଣ ଶିକାର ହୋଇଛନ୍ତି । ସେ ହେଲେ ଗ୍ରାମର ସପୁରୀ…

ନୟାଗଡ଼ ଗୋଛା ଗ୍ରାମରେ ନଗଡ଼ା ପ୍ରତିଛବି

ନୟାଗଡ଼ ଅଫିସ,୩୦।୫-ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କଜଳାଇପଲ୍ଲୀ ପଞ୍ଚାୟତ ଗୋଛା ଗ୍ରାମରେ ଯାଜପୁର ଜିଲା ନଗଡା ଗ୍ରାମ ପ୍ରତିଛବି ଦେଖିବାକୁ ମିଳିଛି। ଏଠାକାର ଲୋକେ ପୁଷ୍ଟିହୀନତାର ଶିକାର ହେଉଥିବାବେଳେ ତାହା ଦୃଷ୍ଟି ଆଢୁଆଳରେ ରହିଯାଇଛି। ଗୋଛା ଗ୍ରାମରେ କିଛି ଆଦିବାସୀ ପରିବାର…

ଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶିତ: ସାହିତ୍ୟ ସମ୍ମାନରେ ଅନୁପମା ଟପ୍ପର

ଖଇରା, ୩୦।୫(ଡି.ଏନ.ଏ.)-ପୁରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଶାସ୍ତ୍ରୀ (+୩)ରେ ଖଇରା ବ୍ଲକ ଅଧୀନ ଅଲିପୁର ଶ୍ୟାମରାଈ ସଂସ୍କୃତ ମହାବିଦ୍ୟାଳୟ ଶେଷବର୍ଷ ଛାତ୍ରୀ ଅନୁପମା ମହାରଣା ସାହିତ୍ୟ ସମ୍ମାନରେ ଟପ୍ପର ହୋଇଛନ୍ତି।…

ଆମ୍ବପୁର ପ୍ରିମିୟର ଲିଗ୍‌, ଡେୟାରଡେଭିଲ୍ସ ଚାମ୍ପିୟନ

ପାତ୍ରପୁର,୩୦।୫(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଆମ୍ବପୁର ଠାରେ ଆଇପିଏଲ ଢାଞ୍ଚାରେ ଚାଲିଥିବା ଆମ୍ବପୁର ପ୍ରିମିୟର ଲିଗ୍‌ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଗ୍ରାମର ମୃତ ଯୁବକ ରୁଦ୍ର ପ୍ରଧାନଙ୍କ ସ୍ମୃତିରେ ଏହି ମ୍ୟାଚ ଆରମ୍ଭ ହୋଇଥିଲା। ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ…

ଖଇର ହିଂସା ଘଟଣା, ମୁଖ୍ୟ ଅଭିଯୁକ୍ତ ଅମିତ ଗିରଫ

ପାତ୍ରପୁର,୩୦।୫(ଡି.ଏନ୍‌.ଏ.)- ଜରଡା ଥାନା ଖଇର ଗ୍ରାମରେ ଗତ ୧୪ ତାରିଖ ରାତିରେ ହିଂସା ଘଟିଥିଲା। ଗ୍ରାମରେ ଯାତ୍ରାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବୁଝାମଣା ପାଇଁ ବୈଠକ ଚାଲିଥିବାବେଳେ ଗଣ୍ଡଗୋଳ ହୋଇଥିଲା। ଏଥିରେ ୯ରୁ ଉର୍ଦ୍ଧ୍ୱ ଆହତ ହୋଇଥିବାବେଳେ ଜଣେ ନାବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?