ଆମ ଜିଲା ଖବର

‘ଅପାରଗ କର୍ମଚାରୀ ବିଦା ହେବେ’

ଛତ୍ରପୁର,୩୧ା୫(ଡି.ଏନ.ଏ)- ଶିକ୍ଷା ପରି ଏକ ସମ୍ବେଦନଶୀଳ ବିଷୟ ଉପରେ କୋହଳନୀତି ଅବଲମ୍ବନ କରାଯିବ ନାହିଁ। ସମସ୍ତ କର୍ମଚାରୀ ଦକ୍ଷତାର ସହିତ କାର୍ଯ୍ୟ କରିବେ। ଅପାରଗ କର୍ମଚାରୀଙ୍କୁ ଅନ୍ୟତ୍ର ପଠାଇ ଦିଆଯିବ। ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଗଞ୍ଜାମ ଜିଲା…

୨୫ ଯୁବକଙ୍କୁ ମିଳିଲା ରାଜ୍ୟ ସରକାରଙ୍କ ସହାୟତା

ବ୍ରହ୍ମପୁର ଅଫିସ,୩୧ା୫-ଆଇଟିଆଇର ବିଭିନ୍ନ ଟ୍ରେଡରେ ଅଧ୍ୟୟନ କରି ନିଜକୁ ସ୍ବାବଲମ୍ବୀ କରିବା ସହ ଅନ୍ୟ ପାଇଁ ରୋଜଗାର କରୁଥିବା ଯୁବ ବର୍ଗଙ୍କୁ ରାଜ୍ୟ ସରକାର ସହାୟତାର ହାତ ବଢାଇଛନ୍ତି। ଓଡିଶା ସ୍କିଲ ଡେଭଲପମେଣ୍ଟ ବିଭାଗ ଅଧୀନରେ ନାନୋ ୟୁନିକୋନ ନାମକ କାର୍ଯ୍ୟକ୍ରମ…

ସ୍ଥାନାନ୍ତର ହେଲା ଇଭିଏମ୍‌, କଲେଜରୁ ସୁରକ୍ଷା ହଟିଲା

ଭଞ୍ଜନଗର, ୩୧।୫(ଡି.ଏନ.ଏ.)- ଭୋଟ ଗଣତି ସରିବା ପରେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ଥିବା ଆସିକା, ଭଞ୍ଜନଗର ଓ ସୋରଡ଼ା ନିର୍ବାଚନମଣ୍ଡଳୀର ଇଭିଏମ୍‌, ଭିଭିପିଏଟି ମେଶିନଗୁଡ଼ିକୁ ଛତ୍ରପୁର ସ୍ଥାନାନ୍ତର କରାଯାଇଛି।ଏଥିସହ କଲେଜରୁ ବୁଧବାରଠାରୁ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି। କଲେଜରେ…

କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡ଼ପ ଅଭିଯୋଗ ଘଟଣା: ନିଲମ୍ବିତ ହେଲେ ରେଞ୍ଜ ଅଧିକାରୀ

ଫୁଲବାଣୀ ଅଫିସ, ୩୧ା୫- କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଅଧୀନରେ କେନ୍ଦୁପତ୍ର ଶ୍ରମିକଙ୍କ ଟଙ୍କା ହଡପ ଘଟଣାରେ ରେଞ୍ଜ ଅଧିକାରୀ ଉମେଶ ଦିଗାଲ ନିଲମ୍ବିତ ହୋଇଛନ୍ତି। ଅଭିଯୋଗର ତଦନ୍ତ କରିବା ପରେ ପିସିଏଫ ହରି ଶଙ୍କର ଉପାଧ୍ୟାୟ ଏହି ପଦକ୍ଷେପ ନେଇଥିବା…

ସାବିତ୍ରୀ ପାଇଁ ବଜାର ଦର ଆକାଶଛୁଆଁ

ଖଣ୍ଡପଡ଼ା,୩୧ା୫(ସ୍ବ.ପ୍ର.)-୨ଦିନ ପରେ ସାବିତ୍ରୀ ବ୍ରତ। ଏଥିପାଇଁ ରାସ୍ତା ପାର୍ଶ୍ୱ, ସାହି, ବସ୍ତି, ଛକ ଓ ବଜାରରେ ଫଳ ବ୍ୟବସାୟୀ ପସରା ମେଲାଇଛନ୍ତି। ଶାଢ଼ି, ଚୁଡ଼ି, କସମେଟିକ୍ସ ଆଦି ଦୋକାନ/ବଜାରରେ ଦର ଆକାଶଛୁଆଁ ହୋଇଛି। ଏ ସମୟରେ ସମସ୍ତ ପ୍ରକାର ଜିନିଷର ଚାହିଦା…

ଅଧାରେ ଅଟକିଛି ଅରଡେଇ ପୋଲ କାମ

କେନ୍ଦୁଝର, ୩୧ା୫(ଡି.ଏନ୍‌.ଏ.)-ଭିତ୍ତିପ୍ରସ୍ତର ସ୍ଥାପନକୁ ଅଢେଇବର୍ଷ ହୋଇଗଲାଣି। କିନ୍ତୁ ଜାମୁଡିହା-ବିସ୍ତାପାଳ ରାସ୍ତାର ଅରଡେଇ ନଦୀ ଉପରେ ପୋଲ କାମ ଅଧା ବି ହୋଇନାହିଁ। ତେଣୁ ଧାର୍ଯ୍ୟ ସମୟ ମଧ୍ୟରେ ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ଏଠାରେ…

ଦ୍ରୁତଗତିରେ ଟ୍ରକ ଚଳାଇବାକୁ ନେଇ ଡ୍ରାଇଭରଙ୍କୁ ମାଡ଼: ଶାନ୍ତି କମିଟି ବୈଠକ ଜାରି

ଢେଙ୍କିକୋଟ, ୩୧ା୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଦ୍ରୁତଗତିରେ ଟ୍ରକ ଚଳାଚଳକୁ ନେଇ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ସେଠାରେ…

ଆହାର କେନ୍ଦ୍ରରେ ଖାଦ୍ୟ ମାନ ଯାଞ୍ଚ

ଭଦ୍ରକ ଅଫିସ, ୩୧।୫ – ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଗୁରୁବାର ଚାନ୍ଦବାଲି ଗସ୍ତରେ ଯାଇ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି। ଏହି ସମୟରେ ସେ ଚାନ୍ଦବାଲିରେ ଥିବା ଆହାର କେନ୍ଦ୍ରକୁ ପରିଦର୍ଶନରେ ଯାଇ ଖାଦ୍ୟର…

ଦୈସିଂ ପଞ୍ଚାୟତ ପାଇଖାନା ଦୁର୍ନୀତି:୧୫ ମାସ ବିତିଲା, ସରୁନି ତଦନ୍ତ

ଭଦ୍ରକ ଅଫିସ, ୩୧।୫ – ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଦୈସିଂ ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ୫୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାମଧ୍ୟରେ ୧୫ ମାସ ବିତିଗଲାଣି। ହେଲେ ଘଟଣାର…

ଆଗକୁ ବର୍ଷା ଋତୁ : ସରିନିି ରାସ୍ତା ମରାମତି

ବୋଲଗଡ଼,୩୧ା୫(ଡି.ଏନ.ଏ.)-ଆଗକୁ ବର୍ଷା ଋତୁ। ଜୁନ୍‌ ୩ୟ ସପ୍ତାହରେ ମୌସୁମୀ ଆସିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ବର୍ଷା ପୂର୍ବରୁ ବୋଲଗଡ଼ ବ୍ଲକ ଅଞ୍ଚଳରେ ରାସ୍ତା ମରାମତି କାର୍ଯ୍ୟ ସରିନି କିମ୍ବା ନୂତନ ଭାବେ ନିର୍ମିତ ୨ଟି ସେତୁର ଆପ୍ରୋଚ…

ବରଯାତ୍ରୀ ଗାଡ଼ିି ଓଲଟି ୨୭ ଆହତ

ବେତନଟୀ,୩୧ା୫(ଡି.ଏନ.ଏ))-ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥର ତାରାକୋଠି ଛକ ନିକଟରେ ଗୁରୁବାର ରାତି ସାଢେ ୧୧ଟାରେ ଏକ ବରଯାତ୍ରୀ ବୋଝେଇ ଗାଡି ଓଲଟି ୨୭ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଅଗ୍ନିଶମ ବାହିନୀ ସହାୟତାରେ…

୨୦ ଫୁଟ ତଳକୁ ଖସି ବି ବର୍ତ୍ତିଗଲେ

ବାରିପଦା ଅଫିସ,୩୧।୫- କଥାରେ ଅଛି ରଖେ ହରି ତ ମାରେ କିଏ। ବାରିପଦା ସହରଠାରୁ ପ୍ରାୟ ୯ କି.ମି ଦୂର ଲକ୍ଷ୍ମୀପୋଷି ଅଞ୍ଚଳରେ ଘଟିଥିବା ଏକ ଦୁର୍ଘଟଣାକୁ ଦେଖିଲେ ଏହି ଉକ୍ତି ସତ ଲାଗେ। ଏକ କାର ୨୦ ଫୁଟ ତଳକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?