ଆମ ଜିଲା ଖବର

ଚାଳରେ କୁକୁଡ଼ା ଚଢ଼ିବାକୁ ନେଇ ଗୋଷ୍ଠୀ ସଂଘର୍ଷ: ୮ କୋର୍ଟ ଚାଲାଣ

କୁକୁଡ଼ାଖଣ୍ଡି,୫ା୭(ଡି.ଏନ.ଏ.)- କୁକୁଡ଼ାଖଣ୍ଡି ଦଳିତ ସାହିରେ ଜଣଙ୍କ ଚାଳରେ କୁକୁଡ଼ା ଚଢ଼ିବା ଘଟଣାକୁ ବୁଧବାର ରାତିରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଆକ୍ରମଣ ପ୍ରତି ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଖବରପାଇ ଆଙ୍କୁଶପୁର ସଦର ଥାନା ପୋଲିସ…

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ,୫ା୭- ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ବ୍ରହ୍ମପୁର ଗୋସାଣୀନୂଆଗଁା ଗୁଣ୍ଡିଚା ମଣ୍ଡପ ନିକଟରେ ଗୁରୁବାର ସନ୍ଧ୍ୟାରେ ଆରମ୍ଭ ହୋଇଛି। ଶିଶୁ ବାର୍ତ୍ତା ଆନୁକୂଲ୍ୟରେ ଆୟୋଜିତ ତ୍ରୟୋଦଶ ମହୋତ୍ସବ ୮ ଦିନ ଧରି ଚାଲିବ। ଶିଶୁ କଳାକାର ରାଜ କୁମାର ଏହାକୁ ଉଦ୍‌ଘାଟନ…

ଟାଟା ଖଣି ସମ୍ମୁଖରେ ଜମିହରା ଗ୍ରାମବାସୀଙ୍କ ଆନ୍ଦୋଳନ: କର୍ମଚାରୀଙ୍କୁ ଖଣି ଭିତରକୁ ଛାଡିଲେ ନାହିଁ

ଯୋଡ଼ା, ୫।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଟାଟା ଷ୍ଟିଲ କମ୍ପାନୀର ଯୋଡ଼ା ଇଷ୍ଟ ଲୁହାପଥର ଖଣି ଫାଟକ ସମ୍ମୁଖରେ ଜମିହରା ଅଧିବାସୀ ଗୁରୁବାର ଭୋରରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେମାନେ ଖଣି ଫାଟକକୁ ବନ୍ଦ କରିବା ସହିତ ଧାରଣା ଦେଇଛନ୍ତି ା ଫଳରେ ଠିକା…

ପରିଣତ ବୟସରେ ସକ୍ଷମ

କେନ୍ଦୁଝର, ୫।୭(ସ୍ବ.ପ୍ର.)-ଯେଉଁ ବୟସରେ ନାତିନାତୁଣୀଙ୍କ ସହ ଖେଳାବୁଲା କରିବା କଥା ଓ ଘରେ ବିଶ୍ରାମ କରିବା କଥା ସେହି ବୟସରେ ବାଂଶପାଳ ବ୍ଲକ ଅନ୍ତର୍ଗତ ଠାକୁରଡିହି ଗ୍ରାମର ଭୂୟାଁ ଆଦିବାସୀ ସମ୍ପ୍ରଦାୟର ବୃଦ୍ଧା ମାନେ ରୋଜଗାର ପାଇଁ ସହରକୁ ଆସିଥାନ୍ତି। ଆର୍ଥିକ…

ଧାନ ତଳି ଉପରେ ୨ ଫୁଟର ପାଣି

ପଦ୍ମପୁର, ୫।୭ (ଡି.ଏନ.ଏ.) – ବିଳମ୍ବିତ ମୌସୁମୀ ବର୍ଷା ପରେ ନଦୀ ଜଳ ଏବେ ଚାଷୀଙ୍କ ପାଇଁ କାଳ ସାଜିଛି। ଭଦ୍ରକ ବ୍ଲକ ସାହାଡ଼ା ପଞ୍ଚାୟତର ଧରମସରଣବିନ୍ଧା, ସାହାଡା ହରିପୁର, ବାସୁଦେବପୁର ବ୍ଲକ ସୁଗୋ ପଞ୍ଚାୟତର କୁସୁନବିନ୍ଧା, କାଞ୍ଜିଖିଆ, ସୁଗୋ, ପଦ୍ମପୁର…

ପ୍ରେମ, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ୨ ଗିରଫ

ଗଞ୍ଜାମ,୫ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟ ଡେମୋନଷ୍ଟ୍ରେଟର ଅଶ୍ୱିନି ମିଶ୍ର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମଧୁରଚୁଅଁା ଗ୍ରାମର ଜନାର୍ଦ୍ଦନ ନାହାକ ଓରଫ ଦନା (୪୧) ଓ ସହଯୋଗୀ ଉକ୍ତ କଲେଜର ପୂର୍ବତନ ଛାତ୍ର…

ନିଶାଶକ୍ତ ଚାଳକଙ୍କ ଲାଇସେନ୍ସ ରଦ୍ଦ

ଦାରିଙ୍ଗବାଡ଼ି,୪।୭(ଡି.ଏନ.ଏ.)- ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଜଣେ କାର ଚାଳକଙ୍କୁ ଦାରିଙ୍ଗବାଡ଼ି ପୋଲିସ ଥାନାକୁ ଆଣିଛି। ଚାଳକ ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ଭୀମ ବିଶ୍ୱାଳ। ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କ ପରୀକ୍ଷା…

ମାଟ୍ରିକ ସାର୍ଟିଫିକେଟ ପାଇଁ ଅର୍ଥ ଆଦାୟ ଅଭିଯୋଗ

ପାତ୍ରପୁର,୪ା୭(ଡି.ଏନ୍‌.ଏ.)- ରାଜ୍ୟରେ ଦଶମ ଶ୍ରେଣୀ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ୨ଦିନ ହେଲା ସାର୍ଟିଫିକେଟ ପ୍ରଦାନ କରାଯାଉଛି। ସରକାର ବିନା ଅର୍ଥରେ ଏହି ସାର୍ଟିଫିକେଟ ଦେଉଥିବାବେଳେ ପାତ୍ରପୁର ଅଞ୍ଚଳର ଏକ ହାଇସ୍କୁଲରେ ଏନେଇ ଅର୍ଥ ଦାବି କରାଯାଉଥିବା ଅଭିଯୋଗ ହୋଇଛି। ବିନା ଟଙ୍କାରେ…

ଶ୍ୱଶୁରଙ୍କ ଗଳା କାଟିଲେ ଜ୍ୱାଇଁ

ବାଲେଶ୍ୱର ଅଫିସ,୪।୭-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମନ୍ତ୍ରୀଡାହି ଗ୍ରାମର ରତ୍ନାକର ମହାନ୍ତଙ୍କ ଗଳାକୁ ତାଙ୍କ ଜ୍ୱାଇଁ କାଟି ଦେଇଥିବା ନଜରକୁ ଆସିଛି। ରାଗର ପ୍ରତିଶୋଧ ନେବା ପାଇଁ ସେ ଏହି କାଣ୍ଡ ଘଟାଇଥିବା ଜଣାପଡିଛି। ରନତ୍ାକର ୩ବର୍ଷ ତଳେ ପୂର୍ବେ…

ଡମ୍ପର ଧକ୍କାରେ ବାଇକ ଆରୋହୀ ମୃତ: ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ରୂପ୍‌ସା/ବସ୍ତା, ୪।୭(ସ୍ବ.ପ୍ର.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅନ୍ତର୍ଗତ ସାର୍ଥା ଓଡ଼ିଶାଳ ଶିବ ମନ୍ଦିରଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ବାଲି ବୋଝେଇ ଡମ୍ପର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।…

ସବୁଜ ସୁନ୍ଦର କୋରାପୁଟ ପାଇଁ ପରିବାର ପିଛା ୨ ଚାରା ବାଣ୍ଟୁଛି ବନ ବିଭାଗ

ସେମିଳିଗୁଡ଼ା,୪ା୭(ସ୍ବ.ପ୍ର.): କୋରାପୁଟ ଜିଲାକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରଥମ ପଦକ୍ଷେପ ଭାବେ ପ୍ରତି ପରିବାରକୁ ମାଗଣାରେ ୨ଟି ଲେଖାଏଁ ଚାରା ବଣ୍ଟାଯାଉଛି। କୋରାପୁଟ ବନ ବିଭାଗ ସେମିଳିଗୁଡ଼ାରେ ଏଭଳି ଅଭିନବ ଉପାୟରେ ଚାରା ବାଣ୍ଟୁଛି। ସେମିଳିଗୁଡ଼ା ସ୍ଥିତ ଭେଣ୍ଡିଂଜୋନ୍‌ର ଜାତୀୟ…

ଆକର୍ଷଣ ସାଜିଲା ଖବରକାଗଜ ନିର୍ମିତ କୁନିରଥ

ଜୟପୁର,୪ା୭(ଡି.ଏନ୍‌.ଏ.): ଜୟପୁର ସହରର କେବିଏସ୍‌ଡି ରାସ୍ତାଦେଇ ତିନି ଠାକୁର ପହଣ୍ଡିରେ ମନ୍ଦିରରୁ ରଥପଡ଼ିଆ ପର୍ଯ୍ୟନ୍ତ ଯାଇଥିଲେ। ଏହି ସମୟରେ ସେହି ରାସ୍ତାରେ ପୁରୁଣା ଖବରକାଗଜରେ ନିର୍ମିତ ଏକ କୁନିରଥ ସମସ୍ତଙ୍କୁ ଆକୃଷ୍ଟ କରିଛି। ୮ବର୍ଷର ସହସ୍ରାଂଶୁ ପୂଜାରୀ ଏହା ତିଆରି କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?