ଆମ ଜିଲା ଖବର

ପ୍ରସ୍ତାବିତ ଟ୍ରକ ଟର୍ମିନାଲ ବିରୋଧରେ ମହିଳାଙ୍କ ବିକ୍ଷୋଭ

କୁଜଙ୍ଗ,୧୧ା୭(ସ୍ବ.ପ୍ର.): ପାରାଦୀପ ବନ୍ଦର ପକ୍ଷରୁ ଭୂତମୁଣ୍ଡାଇଠାରେ ୧୦ହଜାର ଟ୍ରକ୍‌ ରହଣୀ ପାଇଁ ଏକ ଟ୍ରକ୍‌ ଟର୍ମିନାଲ ନିର୍ମାଣ କରିବାକୁ ଉଦ୍ୟମ ଚାଲିଛି। ତେବେ ଏକ ଜନବସତି ଅଞ୍ଚଳରେ ଏଭଳି ଏକ ପ୍ରଦୂଷଣ ସୃଷ୍ଟିକାରୀ ପ୍ରକଳ୍ପ ନିର୍ମାଣକୁ ସ୍ଥାନୀୟ ଲୋକେ ଜୋରଦାର ବିରୋଧ…

ବିପଦ ଅବସ୍‌ତାରେ ବିଦ୍ୟୁତ ଖୁଁଟା: ଗାଁବାସୀକୁ ଘାରୁଛେ କ୍ଷୟକ୍ଷତିର ଭଏ

ଦେଓଗାଁ,୧୧ା୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡ଼ାର ପଁଚେତ୍‌ର ଶିରାବାହାଲ ଆର ସାଲେପାଲି ପଁଚେତ୍‌ ସଦରରେ ବହୁତ୍‌ଟେ ପୁରନା ବିଦ୍ୟୁତ ଖୁଁଟା ବିପଦ୍‌ ଅବସ୍‌ତାରେ ରହିଛେ। ଯେନ୍‌ଟା ଧନ୍‌ଜୀବନ୍‌ ଉପରେ ବିପଦ୍‌ ସୁରୁଷ୍‌ଟି କରୁଛେ। ଏନ୍‌ତାଥି ଗାଁବାସୀ ବି ଭଏଭିତ ଅବସ୍‌ତାରେ…

୧୨ ବର୍ଷର ସଂଘର୍ଷ ପରେ ମିଳିଲା ଜମିପଟା

ନାଉଗଁ। ,୧୧ା୭(ସ୍ବ.ପ୍ର.): ନାଉଗଁ। ବ୍ଲକ ଜାମୁଗଁ। ପଞ୍ଚାୟତ ନନ୍ଦୀ ଗ୍ରାମର ଶଙ୍କର ଭୋଇଙ୍କୁ ମଙ୍ଗଳବାର ନାଉଗଁ। ତହସିଲ ପକ୍ଷରୁ ଜମିପଟ୍ଟା ପ୍ରଦାନ କରାଯାଇଛି। ଦୀର୍ଘ ୧୨ ବର୍ଷର ସଂଘର୍ଷ ପରେ ତାଙ୍କୁ ଏହି ଜମିପଟା ମିଳିଛି। ସୂଚନା ଅନୁଯାୟୀ, ଶଙ୍କର ୧୯୭୦…

ପାରାଦୀପରେ ହ୍ରାସ ପାଉଛି ଜନସଂଖ୍ୟା

ପାରାଦୀପ,୧୧ା୭(ସ୍ବ.ପ୍ର.): ବିଶ୍ୱର କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ନେଇ ଏବେ ସବୁ ଦେଶରେ ଉଦ୍‌ବେଗ ପ୍ରକାଶ ପାଉଛି। ଏପରି କି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କେତେକ ଦେଶରେ କଡ଼ାକଡି ଆଇନ ପାଳନ କରାଯାଉଛି। ଆମ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାରୀସ୍ତରରେ ସଚେତନତା…

ବାରଣ୍ଡାରେ ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ

ଝରିଗାଁ,୧୧।୭(ସ୍ବ.ପ୍ର)- ଗ୍ରାମାଞ୍ଚଳରେ ଗୁଣାମତ୍କ ଶିକ୍ଷାକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ସରକାରୀ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଠିକ୍‌ ନଥିବାରୁ ଛାତ୍ରୀଛାତ୍ରମାନେ ପାଠ ପଢିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶ୍ରେଣୀ ଗୃହ ନ ଥିବାରୁ ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ନବରଙ୍ଗପୁର…

ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଘରୋଇ ସେବା ଅଭିଯୋଗ : ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ ଅଫିସ, ୧୧।୭ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ମହିଳା ଡାକ୍ତର ବୁଧବାର ମେଡିକାଲରେ ଥାଇ ବି ଏକ ଘରୋଇ ଚିକିତ୍ସାଳୟର କାର୍ଯ୍ୟ କରିବା ଅଭିଯୋଗ ହୋଇଛି। ଜାତୀୟ ଫୁଟବଲ ଖେଳାଳି ତନୁଜା ବାଗେ ଏହି ଅଭିଯୋଗ ଆଣିଛନ୍ତି।…

କାଳିଆ ଯୋଜନାରେ ୭୧.୫୪% ଚାଷୀ ନିରାଶ : ଆକାଉଣ୍ଟକୁ ଏଯାଏ ଆସିନି ଟଙ୍କା

ତାଳଚେର, ୧୧ା୭ – ଚାଷୀମାନଙ୍କ ଉନ୍ନତି ତଥା ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହେବେ ବୋଲି କୁହାଯାଇଥିଲା। ହେଲେ ଅନୁଗୋଳ ଜିଲା ତାଳଚେର ବ୍ଲକରେ ରାଜ୍ୟ…

ଅନୁଗୋଳ, ବଅଁରପାଳ ଖେଳାଳିଙ୍କୁ ଉପେକ୍ଷା : ନିର୍ମାଣ ହୋଇନି ମିନି ଷ୍ଟାଡିୟମ

ଅନୁଗୋଳ ଅଫିସ, ୧୧।୭ – କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବ୍ଲକସ୍ତରରେ ମିନି ଷ୍ଟାଡିୟମମାନ ନିର୍ମାଣ କରୁଛନ୍ତି। କିନ୍ତୁ ଅନୁଗୋଳ ଜିଲାର ୮ ବ୍ଲକ…

କପିଳାସ ପୀଠରେ ଜଳକଷ୍ଟ ସବୁଦିନିଆ: ଅଟକିଛି ୫୦ଲକ୍ଷ ଟଙ୍କାର ପ୍ରକଳ୍ପ

ଢେଙ୍କାନାଳ ଅଫିସ, ୧୧।୭ – ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ କପିଳାସରେ ପାନୀୟ ଜଳ ଅଭାବ ପ୍ରମୁଖ ସମସ୍ୟା ଭାବେ ଉଭାହୋଇଛି। ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ବିଶୁଦ୍ଧ ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି। ଏହାର ସ୍ଥାୟୀ ସମାଧାନ ଲାଗି…

ଏଟିଏମ୍‌ ଠକ ଗିରଫ : ୫୯ ହଜାର ଟଙ୍କା, ୯ କାର୍ଡ ଜବତ

ଆସିକା,୧୧ା୦୭ (ଡି.ଏନ୍‌.ଏ.)-ଏଟିଏମ୍‌କୁ ଟଙ୍କା ଉଠାଣ ପାଇଁ ଯାଉଥିବା ଅନଭିଜ୍ଞ ବ୍ୟକ୍ତିଙ୍କୁ ସହାୟତା କରିବା ଆଳରେ ଠକୁଥିବା ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ଆସିକା ପୋଲିସ ଗିରଫ କରିଛି। ସେ ହେଲେ ଆସିକା ଥାନା ବାବନପୁରର ସନ୍ତୋଷ ପଟ୍ଟନାୟକ। ଆସିକା ଥାନା ଇଲାକାରେ ଘଟିଥିବା…

୩ ବର୍ଷ ଧରି ସିସିଏଙ୍କୁ ମିଳୁନାହିଁ ଦରମା

ଫୁଲବାଣୀ ଅଫିସ, ୧୧ା୭-କନ୍ଧମାଳ ଜିଲାରେ ବିଭିନ୍ନ ସେବାଶ୍ରେମ/ଆଶ୍ରମ ବିଦ୍ୟାଳୟରେ ସିସିଏ(କୁକ୍‌ କମ୍‌ ଆଟେଣ୍ଡାଣ୍ଟ)ଙ୍କୁ ଦରମା ମିଳୁ ନାହିଁ। ତୁମୁଡ଼ିବନ୍ଧ ବ୍ଲକ ଭାଲିଆପାଣି ସେବାଶ୍ରମ ବିଦ୍ୟାଳୟର ସିସିଏମାନେ ଆସି ଜିଲାପାଳଙ୍କୁ ଏନେଇ ଅଭିଯୋଗ କରିଛନ୍ତି। ୨୦୧୬ ଜୁଲାଇ ୧ରେ ବିଦ୍ୟାଳୟ ପରିଚାଳନା କମିଟି…

ନକଲି ଖବରଦାତା ଗିରଫ

ବ୍ରହ୍ମପୁର ଅଫିସ,୧୧ା୭:-ଗୋଷାଣୀନୂଆଗଁ। ପୋଲିସ ଧମକ ଚମକ ଦେଉଥିବା ଅଭିଯୋଗରେ ଜଣେ ନକଲି ଖବରଦାତାଙ୍କୁ ମଙ୍ଗଳବାର ଗିରଫ କରିଛି। ସେ ହେଲେ ପ୍ରସାଦ କୁମାର ସାହୁ। ମାମଲା ନଂ. ୭୧/୧୯ ରେ ତାଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୁମିତ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?