ମଦମୁକ୍ତି ଅଭିଯାନରେ କାଳିଞ୍ଜି ସମାଜ ସାମିଲ
ବେଗୁନିଆପଡ଼ା,୧୪ା୬(ଡି.ଏନ.ଏ.)-ବେଗୁନିଆପଡ଼ା ବ୍ଲକ ଷଣ୍ଢମୂଳ ପଞ୍ଚାୟତ ଶାଳବଣ ଗ୍ରାମରୁ ଓଡ୍ର ଖଣ୍ଡାୟତ କାଳିଞ୍ଜି ଓଡ଼ିଆ ସମାଜ ପକ୍ଷରୁ ମଦମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଛି। ବ୍ଲକ ଅନ୍ତର୍ଗତ ନୂଆଗଡ଼ କାଳିଞ୍ଜି ସମାଜ ପକ୍ଷରୁ ସଭାପତି ମୁକୁନ୍ଦ ମାଧବ ସ୍ବାଇଁ, ସମ୍ପାଦକ ପ୍ରକାଶ ଚନ୍ଦ୍ର ଭୂୟାଁ,…
ପାରିବାରିକ କଳହର କରୁଣ ପରିଣତି: ୨ ଭଉଣୀଙ୍କ ଆତ୍ମହତ୍ୟା, ବାପା ଅଟକ
କବିସୂର୍ଯ୍ୟନଗର,୧୪।୬- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ଓ ବାପାଙ୍କ ମାଡଗାଳି ଅସହ୍ୟ ହେବାରୁ ୨ ଭଉଣୀ ମୂଷାମରା ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ସେମାନେ ହେଲେ ଦୀପା ଭୂୟଁା (୧୭)…
ଦ୍ରୁତଗତିରେ ଗାଡ଼ି ଚାଳନା କାଳ ହେଲା: ଦୁର୍ଘଟଣାରେ ଚାଲିଗଲା ୩ ଜୀବନ
ବାଲେଶ୍ୱର ଅଫିସ/ରସାଳପୁର(ଡି.ଏନ.ଏ), ୧୪।୬-ବାଲେଶ୍ୱର ସହର ନିକଟସ୍ଥ ଚାନ୍ଦିପୁର ରାସ୍ତାରେ ଶୁକ୍ରବାର ଅପରାହ୍ନ ସାଢେ ୨ଟା ବେଳେ ଏକ ସଡକ ଦୁର୍ଘଟଣା ଘଟି ୩ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ରୂପସା ଥାନା କେନ୍ଦୁଦାଙ୍ଗୀରି ଗ୍ରାମର ଭକ୍ତବନ୍ଧୁ ସିଂ (୨୬), ନୀଳଗିରି ବରହମପୁର…
ହରିଶଙ୍କରରେ ମାଓବାଦୀଙ୍କ ବ୍ୟାନର
ଖପ୍ରାଖୋଲ ୧୪।୬ (ଡି.ଏନ.ଏ.) : କିଛିଦିନର ନିରବତା ପରେ ପୁଣି ମାଓବାଦୀମାନେ ବଲାଙ୍ଗୀର ଜିଲା ଖପ୍ରାଖୋଲ ଅଞ୍ଚଳରେ ନିଜ ଉପସ୍ଥିତି ଜାହିର କରିଛନ୍ତି। ଖପ୍ରାଖୋଲ ବ୍ଲକ ହରିଶଙ୍କରଠାରେ ଶୁକ୍ରବାର ମାଓବାଦୀମାନେ ବ୍ୟାନର ଲଗାଇ ଜନଆନ୍ଦୋଳନ ଉପରେ ଫାସୀବାଦି ଦମନକୁ ବିରୋଧ କରିବାକୁ…
ସୁନ୍ଦରପୁର ରଜ ମହୋତ୍ସବ ଉଦ୍ଘାଟିତ: ସଭା ସାଙ୍ଗକୁ ରଜ କୁଇନ ପ୍ରତିଯୋଗିତା
ଖଇରା, ୧୪।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସୁନ୍ଦରପୁର ହାଇସ୍କୁଲ ପଡିଆରେ ବ୍ଲକସ୍ତରୀୟ ରଜ ମହୋତ୍ସବ ଗୁରୁବାର ଉଦ୍ଘାଟିତ ହୋଇଯାଇଛି। ସକାଳେ କମିଟି ସଭାପତି ଅଧ୍ୟାପକ ସୁରେନ୍ଦ୍ର ପ୍ରସାଦ ରାଉତ ପତାକା ଉତ୍ତୋଳନ କରି ଏହାକୁ ଉଦ୍ଘାଟନ କରିଥିଲେ। ଆୟୋଜିତ ସଭାରେ…
ମଦମୃତ୍ୟୁ ଘଟଣାର ତଦନ୍ତରେ ଶିଥିଳତା: ୧୯ରେ ଥାନା ଘେରିବ ଭାଜପା
ତିହିଡ଼ି, ୧୪।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପୀରହାଟ ଅଞ୍ଚଳରେ ମଦମୃତ୍ୟୁ ଭଳି ଏକ ସ୍ପର୍ଶକାତର ଘଟଣାର ତଦନ୍ତରେ ଶିଥିଳତା ଦେଖାଦେଇଛି। ଏହାକୁ ନେଇ ଭାଜପା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଆସନ୍ତା…
ମୃତ କୁଟୁରା ଜବତ, ଜଣେ ଗିରଫ
କାମାକ୍ଷାନଗର, ୧୪।୬(ଡି.ଏନ୍.ଏ.)-କୁଟୁରା ଶିକାର ଅଭିଯୋଗରେ ଗିରଫ ହୋଇଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ମରୁଆବିଲି ପଞ୍ଚାୟତ ଅନ୍ତର୍ଗତ କମ୍ପୁଲେଇ ଗ୍ରାମର ରଥିଆ ମୁଣ୍ଡା (୪୦)। ତାଙ୍କ ନିକଟରୁ ୩୦ କେଜି ଓଜନର ମୃତ କୁଟୁରା ଏବଂ ଶିକାରରେ ବ୍ୟବହୃତ ତୀର…
ଲୋକକଳା ଦିବସ ପାଳିତ: ‘ସଂରକ୍ଷଣ ହେବ ପାରମ୍ପରିକ କଳା’
ଢେଙ୍କାନାଳ ଅଫିସ, ୧୪।୬-ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପ୍ରଥମ ଥର ଆୟୋଜନ କରାଯାଇଥିବା ଲୋକକଳା ଦିବସ ନୂତନ ଅଧ୍ୟାୟ ସୃଷ୍ଟି କରିଛି। କଳାକାରଙ୍କ ଆର୍ଥତ୍କ, ସାମାଜିକ ଏବଂ କଳା ନୈପୁଣ୍ୟତାର ବିକାଶ ପାଇଁ ଆଗାମୀ…
କାର୍ରେ ମଦ ଚାଲାଣ, ୨ ଗିରଫ
କାମାକ୍ଷାନଗର, ୧୪।୬(ଡି.ଏନ୍.ଏ.)-କାର୍ରେ ମଦ ଚାଲାଣ କରୁଥିବାବେଳେ କାମାକ୍ଷାନଗର ପୋଲିସ ହାତରେ ଧରାପଡ଼ିଛନ୍ତି ୨ ଅଭିଯୁକ୍ତ। ସେମାନେ ହେଲେ ମାର୍ଥାପୁର ଗ୍ରାମର ଅନିଲ ମିଶ୍ର ଏବଂ ଡ୍ରାଇଭର ବିରଜା ପ୍ରସାଦ ନନ୍ଦ। ଗାଡ଼ିରୁ ୨୨୮ ବୋତଲ ବିଅର, ୪୮ ବୋତଲ ଦାମୀ ବ୍ରାଣ୍ଡର…
ସ୍ତ୍ରୀଙ୍କୁ ମାଡ଼ମାରି ଗଛରେ ଟାଙ୍ଗିଦେଲେ ସ୍ବାମୀ: ଡାଳ ଭିଙ୍ଗିଯିବାରୁ ବଞ୍ଚିଗଲେ ସ୍ତ୍ରୀ
ଆନନ୍ଦପୁର,୧୪।୬(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ନଦୁଆଁ ଗ୍ରାମରେ ରଜ ଉତ୍ସବ ଚାଲିଥିବା ବେଳେ ଏକ ଅଘଟଣ ଘଟିଛି। ସ୍ତ୍ରୀଙ୍କୁ ମାଡ଼ମାରି ଗଛରେ ଟାଙ୍ଗି ଦେଇଥିଲେ ସ୍ବାମୀ। ତେବେ ଗଛ ଡାଳ ଭାଙ୍ଗିଯିବାରୁ ସ୍ତ୍ରୀ ବଞ୍ଚିଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର…
ଅବୈଧ ଟିକଟ କାରବାର କରୁଥିବା ନକଲି ରେଳ ଅଧିକାରୀ ଗିରଫ
ବଲାଙ୍ଗୀର ଅଫିସ,୧୪।୬: ବଲାଙ୍ଗୀର ରେଳ ସୁରକ୍ଷା ବଳ ଥାନା ପୋଲିସ ପକ୍ଷରୁ ଶୁକ୍ରବାର ଜଣେ ନକଲି ରେଳ ଅଧିକାରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଲୋଇସିଂହା ଥାନା ଅନ୍ତର୍ଗତ ବାଦୀବାହାଲ ଗ୍ରାମର ହୃଷୀକେଶ ଦାଶ । ହୃଷୀକେଶ ନିଜକୁ ରେଳ…
ଶିକ୍ଷାନିକେତନ ବିଦ୍ୟାଳୟରେ ରକ୍ତଦାନ ଶିବିର: ୨୭ ୟୁନିଟ୍ ରକ୍ତ ସଂଗ୍ରହ
ବାଲିଗୁଡା,୧୪।୬: କନ୍ଧମାଳ ଜିଲା ଶିକ୍ଷାନିକେତନ ତରଫରୁ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ା ଅତିଥିଭାବେ ବନଖଣ୍ଡ ଅଧିକାରୀ ବିଶ୍ୱନାଥମ ନୀଳାଧରମ, ଡାକ୍ତର କେଦାର ପାଢ଼ୀ ଯୋଗ ଦେଇଥିବା ବେଳେ…
Archives


