ବିଜୟା ଦଶମୀରେ ମହିଳାଙ୍କ ସିନ୍ଦୂର ଖେଳ
ବାରିପଦା ଅଫିସ,୮।୧୦- ସଂସ୍କୃତି ଓ ପରମ୍ପରାକୁ ନେଇ ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣ କେନ୍ଦ୍ର ବାରିପଦା ସହର ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ସହରର ୨୬ଟି ପୂଜାମଣ୍ଡପରେ ଜଗତଜନନୀ ମା ଦୁର୍ଗା, ହରାପର୍ବତୀ ଓ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଉଛି। ବିଜୟାଦଶମୀରେ ପରମ୍ପରା…
ବ୍ରାହ୍ମଣ ସାହିରେ ମା’ଙ୍କୁ ଆବାହନ
ରାୟଗଡା ଅଫିସ, ୮।୧୦: ରାୟଗଡା ସହରରେ ବିଜୟା ଦଶମୀ ପୂଜା ପାରମ୍ପରିକ ରୀତିନୀତିରେ ଚାଲିଛି। ରାୟଗଡା ବ୍ରାହ୍ମଣ ସାହିରେ ଅତି ଆଡ଼ମ୍ବରରେ ଦଶହରା ପୂଜା ଚାଲିଛି। ସକାଳୁ ପ୍ରଥମେ ମଙ୍ଗଳ ଆଳତି ପରେ ଦ୍ୱାରପୂଜା ସହ ହୋମ ଯଜ୍ଞ କରାଯାଇଛି। ପୂଣ୍ଣାହୂତି…
ବିଦାୟ ନେଲେ ମା’
ଆରଡ଼ି, ୮ା୧୦( ଡି.ଏନ୍.ଏ.)- ଭଦ୍ରକ ଜିଲା ଆରଡ଼ି ନିକଟସ୍ଥ ସାନ ଓଳଗ ଓ ବଡ଼ ଓଳଗ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ମା’ ଦୁର୍ଗତି ନାଶିନୀଙ୍କୁ ବିଦାୟ ଦିଆଯାଇଛି। ବିଦାୟ ବେଳେ ମା’ ଙ୍କୁ ଶୋଭାଯାତ୍ରାରେ ନିଆଯାଇଥିଲା। ପାରମ୍ପରିକ ରୀତିରେ ଗାଁର ଯୁବକମାନେ…
ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
ରାୟଗଡା ଅଫିସ, ୮।୧୦-ଜେକେ କାଗଜ କାଳ ପକ୍ଷରୁ ଦୁର୍ଗାପୂଜା ପାଳନ କରାଯାଉଛି। ଦଶମୀରେ ମା’ଙ୍କ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ୫ଜଣ ପୁରୋହିତଙ୍କ ଦ୍ୱାରା ପୂଜା କାର୍ଯ୍ୟ କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି…
ପୂଜା ସ୍ପେସିଆଲ ଡ୍ରାଇଭ, ୫୨ ଜୁଆଡି ଗିରଫ
ଛତ୍ରପୁର, ୮ା୧୦(ଡି.ଏନ୍.ଏ.)- ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନା ପୋଲିସ ପକ୍ଷରୁ ଜୁଆ ଖେଳବେଳେ ଚଢ଼ାଉ କରାଯାଇଛି। ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏଙ୍କ ନିର୍ଦ୍ଦେଶ ଅନୁସାରେ ଦଶହରା ପୂଜାବେଳେ ଜୁଆ ଖେଳ ଉପରେ ଅଙ୍କୁଶ ଲଗାଇବା ପାଇଁ ସ୍ପେସିଆଲ ଡ୍ରାଇଭ…
ମହାନଦୀ ମୁହାଣରେ ବୁଡ଼ିଲା ଟ୍ରଲର: ୩ ମତ୍ସ୍ୟଜୀବୀ ନିଖୋଜ, ୨ ଉଦ୍ଧାର
ପାରାଦୀପ,୮ା୧୦(ସ୍ବ.ପ୍ର.)- ସମୁଦ୍ରରୁ ମାଛଧରି ଫେରୁ୍ଥିବା ଏକ ଟ୍ରଲର ମହାନଦୀ ମୁହାଣରେ ମଙ୍ଗଳବାର ବୁଡ଼ିଯାଇଛି। ସେଥିରେ ଥିବା ୫ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ସେହି ମୁହାଣ ଅଞ୍ଚଳରେ ଅନ୍ୟ…
ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼
ଭଣ୍ଡାରିପୋଖରୀ,୮ା୧୦ (ଡି.ଏନ୍.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ କୁଣ୍ଡସାହି ଦୁର୍ଗାମଣ୍ଡପରେ ଜଗଜ୍ଜନନୀ ମା ଦୁର୍ଗାଙ୍କ ଦଶହରା ପୂଜା ଅନୁଷ୍ଠିତ ହୋଇଛି। ଏଥିପାଇଁ ପୂଜାମଣ୍ଡପରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ୯୦ ବର୍ଷରେ ପଦାର୍ପଣ କରିଥିବା ଏହି ପୂଜା…
ପୁରୀ-ରାଉରକେଲା ଯାତ୍ରୀବାହୀ ଟ୍ରେନ୍ରୁ ଚୋରା କେନ୍ଦୁପତ୍ର ଜବତ
ରେଢ଼ାଖୋଲ,୮।୧୦(ଡି.ଏନ୍.ଏ.): ପୁରୀ-ରାଉରକେଲା ଯାତ୍ରୀବାହୀ ଟ୍ରେନ୍ରୁ ମଙ୍ଗଳବାର ଅପରାହ୍ନରେ ରେଢ଼ାଖୋଲ ରେଳବାଇ ପୋଲିସ ଚଢ଼ାଉ କରି ଚାଲାଣ ହେଉଥିବା ୧୮ ବଣ୍ଡଲ କେନ୍ଦୁପତ୍ର ଜବତ କରିଛି। ତେବେ ଏ ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ସୂଚନା ମିଳିଛି। ଜବତ କେନ୍ଦୁପତ୍ରର…
୪ ସନ୍ତାନ ଜନ୍ମ ଦେଲେ ମହିଳା
ସୁବର୍ଣ୍ଣପୁର,୮।୧୦(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ଝିଙ୍କି ଗାଁର ଜଣେ ମହିଳା ମଙ୍ଗଳବାର ୪ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ତେବେ ନବଜାତ ୪ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପୂର୍ଣ୍ଣବିକଶିତ ହୋଇ ନ ଥିବାରୁ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଅସୁସ୍ଥ ଅଛନ୍ତି।…
ବିଦ୍ୟାଳୟରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣା: ପ୍ରେମିକାଙ୍କୁ ଉଠାଇ ଆଣିଲା ପୋଲିସ
ଜଗତ୍ସିଂହପୁର ଅଫିସ,୮ା୧୦: ବାଲିକୁଦା ଥାନା ଅଢଙ୍ଗ ପଞ୍ଚାୟତ ଦାଗାଁ ବିଦ୍ୟାଳୟ (ବାତ୍ୟା ଆଶ୍ରୟସ୍ଥଳ) ବିଲ୍ଡିଂରେ ଗତ ୫ତାରିଖ ରାତିରେ ସନ୍ଦେହଜନକ ଭାବେ ପୋଡ଼ି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ପ୍ରଥମେ ମୃତକଙ୍କ ପରିଚୟ ମିଳି ନ ଥିବାବେଳେ ଗତ ୭ତାରିଖରେ…
ମାଙ୍ଗାନିଜ୍ ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ
ବଡବିଲ,୮ା୧୦ (ଡି.ଏନ୍.ଏ.)- ମାଙ୍ଗାନିଜ ଚୋରାଚାଲାଣ ବେଳେ ରୁଗୁଡି ଥାନା ପୋଲିସ ମଙ୍ଗଳବାର ଚଢାଉ କରିଛି। ସ୍ଥାନୀୟ କାଟେସାହିରୁ ଏହି ଚୋରାଚାଲାଣ ହେଉଥିବା ବେଳେ ପୋଲିସ ଚଢାଉ କରିଥିଲା। ଚଢାଉବେଳେ ୨ଟି ୧୨ ଚକିଆ, ଗୋଟିଏ ବୋଲେରୋ, ୮ଟି ମୋବାଇଲ, ଗୋଟିଏ ବାଇକ…
ଲାଗିହେଲା ବିଜୟା ଭୋଗ, ସରିଲା ଅପରାଜିତା ପୂଜା
ରୂପସା,୮ା୧୦ (ଡି.ଏନ୍.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଫୁଲାଡି, ଦୁବୁଲାଗଡି, ହଳଦୀପଦା, କଷାଫଳ, ମାଣ୍ଡରୁକୁଲା, ମନୁଡିହା ସମେତ ରୂପସା ଷ୍ଟେସନ ବଜାର, କସିପଦା, ପାଟପୁର ବଜାର, ନୂଆଗାଁ ଓ ଜହତା ପ୍ରଭୃତି ପୂଜାମଣ୍ଡପରେ ମଙ୍ଗଳବାର ପବିତ୍ର ଦଶହରା ପୂଜା ଯଥାବିଧି…

