ଆମ ଜିଲା ଖବର

ଜିଲାରେ ବେଆଇନ ଗୋଚାଲାଣ ବନ୍ଦ ଦାବି: ଏସ୍‌ପିଙ୍କୁ ସାକ୍ଷାତ କଲେ ଏମ୍‌ପି, ବିଧାୟକ

ବାରିପଦା ଅଫିସ,୧୪ା୧୦- ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ସୀମାବର୍ତ୍ତୀ ଜିଲା ହେଉଛି ମୟୂରଭଞ୍ଜ। ଏଠାରେ ପ୍ରତିଦିନ ବେଆଇନ ଭାବେ ଗୋଚାଲାଣ କରାଯାଉଛି। ଏହି ଘଟଣାରେ ଜିଲା ପୋଲିସ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନ ଥିବାରୁ କ୍ଷୋଭ ପ୍ରକାଶ କରି…

ବଢି ଚାଲିଛି ମାପ ଓଜନ ଠକେଇ

ଭଦ୍ରକ ଅଫିସ, ୧୪।୧୦ – ଭଦ୍ରକ ଜିଲା ସଦର ମହକୁମା ବଙ୍କସାହି ଠାରେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବୈଧ ମାପବିଜ୍ଞାନ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏକ ଭଡ଼ା ଘରେ ଚାଲିଛି । କାର୍ଯ୍ୟାଳୟର ଦୁରବସ୍ଥା କହିଲେ ନ ସରେ…

ସାଇକେଲ ମରାମତି ସହ ଜନସେବା

ଅନୁଗୋଳ ଜିଲା ବଅଁରପାଳ ବ୍ଲକ କନିଆବେଡ଼ା ଗ୍ରାମର କିଶୋରୀ ସାହୁ(୩୮)। ସ୍ତ୍ରୀ, ଦୁଇ ପୁଅ ଓ ମାଆ, ବାପାଙ୍କୁ ନେଇ ତାଙ୍କ ପରିବାର। ଅଷ୍ଟମ ଶ୍ରେଣୀ ଯାଏ ପଢ଼ିଥିବା କିଶୋରୀ ଦୀର୍ଘ ବର୍ଷ ହେଲା ସାଇକେଲ ମରାମତି କାର୍ଯ୍ୟ କରୁଛନ୍ତି। ଦୈନିକ…

୫-ଟି ସଚିବଙ୍କ ବାରିପଦା ମେଡିକାଲ କଲେଜ ପରିଦର୍ଶନ : ‘୪ ମାସ ମଧ୍ୟରେ ଉନ୍ନତ ଭିତ୍ତିଭୂମି ଗଢ’

ବାରିପଦା ଅଫିସ,୧୪ା୧୦- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ରବିବାର ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ପରିଦର୍ଶନ କରିଛନ୍ତି। ହସ୍ପିଟାଲ ପରିଦର୍ଶନ ବେଳେ ୱାର୍ଡକୁ ଯାଇ ରୋଗୀମାନଙ୍କ ସହିତ ବ୍ୟକ୍ତିଗତ…

ଡକାୟତି ଉଦ୍ୟମ ପଣ୍ଡ : ଅଟକ ୨ ଡକାୟତ ଜେଲ ଗଲେ

ରଣପୁର,୧୪ା୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାରେ ଅଟକ ଥିବା ୨ ଡକାୟତ ଡମସାହିର ଯଶୋଦା ପ୍ରଧାନ (୩୮) ଓ ସୁବ୍ରତ ନାୟକ (୪୫)ଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରଥିଲା। ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ରଣପୁର ସବ୍‌ଜେଲକୁ…

ପାଥୋଲାବ୍‌ରେ ଯୁବତୀଙ୍କୁ ଅସଦାଚରଣ

ବୈଶିଙ୍ଗା/ବଡ଼ସାହି,୧୪ା୧୦(ଡି.ଏନ୍‌.ଏ./ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ବଜାରଠାରେ ଥିବା ଏକ ପାଥୋଲୋଜି ସେଣ୍ଟରକୁ ରବିବାର ରକ୍ତ ପରୀକ୍ଷା କରିବା ପାଇଁ ଆସିଥିବା ଜନୈକା ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ…

ଭତ୍ତାରେ ପୂରୁନି ପରିବାରର ପେଟ; ସାହା ଖୋଜୁଛନ୍ତି ୭୦ ବର୍ଷୀୟା ଚମ୍ପା

ଛେଣ୍ଡିପଦା,୧୪।୧୦(ସ୍ବ.ପ୍ର.) ରୋଗରେ ବୋହୂ ଓ ସାପ କାମୁଡ଼ାରେ ପୁଅର ମୃତ୍ୟୁ ପରେ ୩ ନାତୁଣୀନାତିଙ୍କ ଭରଣପୋଷଣ କରୁଛନ୍ତି ବୃଦ୍ଧା ଜେଜେମା’। ବର୍ଷ କେଇଟା ତଳେ ଦେହରେ ବଳ ଥିଲା ତାଙ୍କର। ପର ବିଲରେ ମୂଲ ମଜୁରି କରି ୩ ପିଲାଙ୍କ ପେଟରେ…

ମଦ ବୋଝେଇ ଟ୍ରକ୍‌ ଦୁର୍ଘଟଣା ଗ୍ରସ୍ତ

ଉଦଳା,୧୪ା୧୦(ଡି.ଏନ୍‌.ଏ.): ଯଶିପୁର ଅଭିମୁଖେ ଯାଉଥିବା ଏକ ମଦ ବୋଝେଇ ଟ୍ରକ ଶନିବାର ବିଳମ୍ବିତ ରାତିରେ ଉଦଳା ଥାନା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଲିସ ଟ୍ରକ ସହ ମଦ ଜବତ କରିଛି। ଟ୍ରକରେ ଥିବା ୩ଶହ ପେଟି ବିଦେଶୀ ମଦ ଯଶିପୁରଠାରେ ଥିବା…

ଟ୍ରେନ୍‌ରୁ ପଡି ଯୁବକ ଗୁରୁତର

ଯାଜପୁର ରୋଡ,୧୪ା୧୦(ନି.ପ୍ର.): ଯାଜପୁର ରୋଡ ଷ୍ଟେଶନ ନିକଟରେ ରବିବାର ଜଣେ ଯୁବକ ଟ୍ରେନ୍‌ରୁ ଖସି ପଡି ଗୁୁରୁତର ହୋଇଛନ୍ତି। ଯୁବକ ଜଣଙ୍କ ବିହାର ରାଜ୍ୟର ଶୁମନ୍ତ କୁମାର ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।…

କାଳୀପୂଜା ପ୍ରସ୍ତୁତି ଆରମ୍ଭ : ମୂର୍ତ୍ତି ନିର୍ମାଣ ପାଇଁ ଉଠିଲା ମାଟି

ଯାଜପୁର ରୋଡ,୧୪ା୧୦(ନି.ପ୍ର.): କାଳୀପୂଜାକୁ ସରସ ସୁନ୍ଦର କରିବା ନେଇ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶାସ୍ତ୍ର ଅନୁସାରେ କୁମାର ପୂର୍ଣ୍ଣିମା ଦିନରୁ ମା’ କାଳୀଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଉଠିବାର ପରମ୍ପରା ରହିଛି। ଏହି…

ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା, ଟ୍ରକ ଚାଳକ ମୃତ

ବାଙ୍ଗିରିପୋଷି,୧୪ା୧୦(ଡି.ଏନ୍‌.ଏ.): ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ରବିବାର ଟ୍ରକ ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ଆହତ ହୋଇଛନ୍ତି। ମୃତ ଟ୍ରକ ଚାଳକ ହେଲେ ସୋମନାଥ ଚାଟାର୍ଜୀ ଏବଂ ଆହତ ହେଲପର ହେଲେ…

ଗାଁଗଣ୍ଡାରେ କୁମାର ପୂର୍ଣ୍ଣିମା ଉତ୍ସବ: ଆଗ ଭଳି ନାହିଁ ପୁଚିଖେଳ କି ଫୁଲବଉଳବେଣୀ ଗୀତର ମଉଜ

ଭଣ୍ଡାରିପୋଖରୀ, ୧୪ା୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଲାଗି ରବିବାର ଉତ୍ସବ ମୁଖର ହୋଇଉଠିଛି। କୁମାରୀମାନେ ଓଷା କରିବା ସହ ନୂତନ ବସ୍ତ୍ର ପରିଧାନ କରି କୁମାର ପୂର୍ଣ୍ଣିମା ଉତ୍ସବ ପାଳନ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?