ଆମ ଜିଲା ଖବର

ମେଡିକାଲ ଷ୍ଟୋରରୁ ଚୋରି ଘଟଣା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଭବାନୀପାଟଣା,୧୪।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ କ୍ରିଷ୍ଣା ମେଡିକାଲ ଷ୍ଟୋରରୁ ଚୋରି ଘଟଣାରେ ପୋଲିସ ରବିବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ପରମାନନ୍ଦପୁରର ଛନ୍ଦାଚରଣ ଓରଫ ଚମାର ରାଉତ (୩୫)। ତାଙ୍କଠାରୁ…

ଡାକ୍ତର ଫେରାଇଦେବା ପରେ ମେଡିକାଲ ବାରଣ୍ଡାରେ ପ୍ରସବ କଲେ ମହିଳା

ଭଦ୍ରକ ଅଫିସ,୧୪ା୧୦: ଡାକ୍ତର ଫେରାଇଦେବା ପରେ ମେଡିକାଲ ବାରଣ୍ଡାରେ ପ୍ରସବ କଲେ ଜଣେ ମହିଳା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚିକିତ୍ସାଳୟରେ। ତିହିଡ଼ି ତଳଦୁମୁକା ଅଞ୍ଚଳର ଜଣେ ମହିଳା ପ୍ରସବ ପାଇଁ ସୋମବାର ସକାଳ ୯ଟାରେ ମେଡିକାଲରେ…

ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ାଉ: ୫୦ ଜୁଆଡ଼ି ଗିରଫ,୨ ଲକ୍ଷରୁ ଊର୍ଦ୍ଧ୍ୱ ଜବତ

ବ୍ରହ୍ମପୁର ଅଫିସ,୧୪।୧୦: ବ୍ରହ୍ମପୁର ପୋଲିସ ରବିବାର ରାତିରେ ଜିଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉକରି ୫୦ ଜୁଆଡ଼ିଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ୨ଲକ୍ଷ ୧୦ହଜାର ୯ଶହ ୬୦ଟଙ୍କା, ୨୬ଟି ମୋବାଇଲ ଫୋନ୍‌ ଓ ୪ ବାଇକ ଜବତ କରିଛି। ଏ…

ଦାଦାବଟିକୁ କେନ୍ଦ୍ରକରି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ବ୍ରହ୍ମପୁର ଅଫିସ,୧୪।୧୦: ଗଞ୍ଜାମ ଜିଲା ବଡ଼ବଜାରର ଝରଣାନଗରରେ ରବିବାର ରାତିରେ ୨ ଜଣ ଅପରାଧୀ ଦାଦାବଟି ମାଗିବା ସହ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଆହତ ଯୁବକ ଜଣଙ୍କ ରାଧାକାନ୍ତ ସାହିର ତୋଫାନ ଗୌଡ଼ ଓରଫ କାମିନୀ (୨୨)। ଏନେଇ…

ବିଭିନ୍ନ ଦାବିରେ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଚାଷୀ

ବିଜେପୁର,୧୪।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ୭ ଦିନ ଥିବା ବେଳେ ୪ ଦଫା ଦାବି ନେଇ ବ୍ଲକ କୃଷକ ସଂଗଠନ ପକ୍ଷରୁ ସୋମବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏସିଏଫ୍‌ ଓ ଓ୍ବାସିଏଫ୍‌ ଉଚ୍ଛେଦ, ୨୦୧୮ର…

କୋଇଲା ସଙ୍କଟ : ବନ୍ଦ ହେଲା ଓପିଜିସିର ୨ୟ ୟୁନିଟ୍‌, ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ

ଝାରସୁଗୁଡ଼ା ଅଫିସ/ଲଖନପୁର, ୧୪/୧୯(ଡି.ଏନ.ଏ.): ଝାରସୁଗୁଡ଼ା ଜିଲା ବନହରପାଲିସ୍ଥିତ ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ(ଓପିଜିସି)ର ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୨ୟ ୟୁନିଟ୍‌କୁ କମ୍ପାନୀ କର୍ତ୍ତୃପକ୍ଷ ଗତ ରବିବାର ରାତି ୧୨ଟା ୧୭ ମିନିଟରୁ ବନ୍ଦ କରିଦେଇଛନ୍ତି। ଏକ ମାସ ହେବ କୋଇଲା…

ରାସ୍ତା ପାର୍ଶ୍ୱକୁ ଓଲଟିଲା ହାଇଓ୍ବା: ଡ୍ରାଇଭର ଫେରାର

ବନ୍ତ,୧୪।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ-ଆଗରପଡ଼ା ରାସ୍ତାର ବଧିଗଡ଼ିଆ ତାରିଣୀ ଛକଠାରେ ସୋମବାର ଏକ ମେଟାଲ ବୋଝେଇ ହାଇଓ୍ବା ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଛି । ଉକ୍ତ ଗାଡ଼ି ଆଗରପଡ଼ା ଆଡୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ…

ଚୁଲିରୁ ନିଆଁଲାଗି ନାବାଳିକା ଗୁରୁତର

ମୁନିଗୁଡ଼ା,୧୪।୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ମୁନିଖୋଲ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ମା’ ପଞ୍ଚାୟତକୁ ଚାଉଳ ଆଣିବାକୁ ଯାଇଥିଲେ। ଏହି ସମୟରେ ଘରେ ରୋଷଇ କରୁଥିବା ବେଳେ ହଠାତ୍‌ ଚୁଲିରୁ ନିଆଁ ଲାଗିଯିବାରୁ ଜଣେ ନାବାଳିକା ଗୁରୁତର…

ମଠ ପରିସରରେ ଟିଫିନ ବୋମା ବିସ୍ଫୋରଣ, ମହିଳା ଗୁରୁତର

ପୁରୀ ଅଫିସ,୧୪।୧୦: ପୁରୀ ଜିଲା ବ୍ରହ୍ମଗିରି ଥାନା ଅଧୀନ ଖଜୁରିଆରେ ସୋମବାର ପୂର୍ବାହ୍ନରେ ଟିଫିନ ବୋମା ବିସ୍ଫୋରଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର କୁନ୍ତଳା ପରିଡା(୫୭)। ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି…

ଦୁର୍ବ୍ୟବହାରର ପ୍ରତିବାଦ କରିବାରୁ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ

ବୈଶିଙ୍ଗା,୧୪।୧୦(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଛୁରୁଣୀ ଗ୍ରାମରେ ଝୁନି ଦେହୁରୀ (୨୫) ନାମକ ଜଣେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଏହି ଗ୍ରାମର ସନିଆ ନାମକ ଜଣେ ବ୍ୟକ୍ତି…

ସ୍କୁଲ ଜମିକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୧ ମୃତ, ୫ ଆହତ

ବାଲେଶ୍ୱର ଅଫିସ/ବାଲିଆପାଳ, ୧୪।୧୦(ସ୍ବ.ପ୍ର.): ବାଲେଶ୍ବର ଜିଲା ବାଲିଆପାଳ ଥାନା ନୁଆଗାଁ ପଞ୍ଚାୟତ କଟ୍ରମହଲ ଗାଁରେ ସୋମବାର ସ୍କୁଲ ଜମି ଜବରଦଖଲକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗ୍ରାମର…

ପୋଲିସ ପରିଚୟଦେଇ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍‌

ପୁରୀ ଅଫିସ,୧୪।୧୦: ନିଜକୁ ପୋଲିସ ପରିଚୟ ଦେଇ ୨ ଯୁବକ ମହିଳାଙ୍କଠାରୁ ସୁନାଅଳଙ୍କାର ଲୁଟି ନେଇଛନ୍ତି। ଘଟଣାଟି ଘଟିଛି ପୁରୀ ଜିଲା ସିଟି ଡିଏସ୍‌ପିଙ୍କ ଅଫିସଠାରୁ ମାତ୍ର ଶହେ ମିଟର ଦୂରରେ। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ କୁମୁଟି ସାହିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?