ହାତୀ ଆକ୍ରମଣରେ ମହିଳାଙ୍କ ଜୀବନଗଲା
ବେତନଟୀ,୨୭।୧୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବନାଞ୍ଚଳ ଅଧୀନ ମେରଦା ଜଙ୍ଗଲ ନିକଟ କୁସୁମପୁର ଗ୍ରାମର ଜଣେ ମହିଳାଙ୍କ ବୁଧବାର ସକାଳେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ମୃତା ହେଲେ ସୀତା ମାରେଣ୍ଡି(୫୫)। ସୂଚନାନୁଯାୟୀ, ଆଜକୁ ୫ ଦିନ ହେବ ଉକ୍ତ ଅଞ୍ଚଳରେ…
ପ୍ରେମିକଙ୍କ ବିବାହ ଅନ୍ୟତ୍ର ଠିକ ହେବାକୁ ନେଇ ପ୍ରେମିକାଙ୍କ ଷଡଯନ୍ତ୍ର: ଘର ନିକଟକୁ ଡାକି କଲେ ଏସିଡ୍ ମାଡ
କଟକ ଅଫିସ,୨୭।୧୧- ଜଗତପୁର ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମରେ ବିଫଳ ହେବା ପରେ ପ୍ରେମିକା ପ୍ରତିଶୋଧ ପରାୟଣ ହୋଇ ପ୍ରେମିକଙ୍କ ମୁହଁରେ ଏସିଡ୍ ପକାଇଛନ୍ତି । ଏଥିରେ ଯୁବକଜଣଙ୍କ ଗୁରୁତର ଆହତ…
ଚୋରା ବାଲି ବୋଝେଇ ଟ୍ରାକ୍ଟର, ପଥର ବୋଝେଇ ଟିପ୍ପର ଜବତ
ଛେଣ୍ଡିପଦା, ୨୭।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ଅଞ୍ଚଳରୁ ବୁଧବାର ଚୋରା ବାଲି ବୋଝେଇ ଟ୍ରାକ୍ଟର ଓ ଏକ ପଥର ବୋଝେଇ ଟିପ୍ପରକୁ ଜବତ କରାଯାଇଛି। ଘଟଣାରୁ ପ୍ରକାଶ, ସରକାରୀ ରାଜସ୍ବକୁ ଠକି ବାଲି, ପଥର, ମୋରମକୁ ମାଫିଆମାନେ ଅନୁଗୋଳ ଜିଲାର…
ପଦାଧିକାରୀ ହେଲେ ହେଁ ଜୀବନଯାପନ ସାଧାରଣ: ପନିପରିବା ଚାଷ କରନ୍ତି ଛେଣ୍ଡିପଦା ବିଡିଓ
ଛେଣ୍ଡିପଦା,୨୭।୧୧(ସ୍ବ.ପ୍ର.): ଅଧିକାରୀମାନେ ପଦପଦବୀ ମଣ୍ଡନ କରିବା ପରେ ସେମାନଙ୍କର ପ୍ରାୟ ଅଧିକାଂଶ କାର୍ଯ୍ୟ ଅର୍ଡର୍ଲିମାନେ କରିଥାନ୍ତି। ଯେମିତିକି ବଜାରରୁ ପରିବା ଆଣିବା, ଗ୍ରୋସରି ଆଣିବା, ବଗିଚାରେ ପାଣି ଦେବା, ଫୁଲଗଛ ଲଗାଇବା, ବଗିଚାର ଯତ୍ନ ନେବା ଇତ୍ୟାଦି। ହେଲେ ଏହିଭଳି ଅର୍ଡର…
କାର ସହ ୬୧କେଜି ଗଞ୍ଜେଇ ଜବତ: ୩ ଗିରଫ
ଖୋର୍ଦ୍ଧା ଅଫିସ,୨୭।୧୧: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ କୋଲକାତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥରୁ ଏକ ନୂଆ କାର ସହ ୬୧ କେଜି ଗଞ୍ଜେଇ ଅବକାରୀ ବିଭାଗ ଜବତ କରଛି। ବୁଧବାର ପୂର୍ବାହ୍ନରେ ଭୁବନେଶ୍ୱର ସ୍ପେଶାଲ ସ୍କ୍ବାଡ ଓ ଖୋର୍ଦ୍ଧା ଅବକାରୀ…
କରତକଳ ଅନୁମତି ଦାବିରେ ଡିଏଫ୍ଓଙ୍କ କାର୍ଯ୍ୟାଳୟ ଘେରାଉ
ଚାନ୍ଦବାଲି,୨୭।୧୧(ଡି.ଏନ୍.ଏ.): ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳରେ କରତକଳ ସ୍ଥାପନ ନିମନ୍ତେ ସରକାରୀ ଅନୁମତି ପ୍ରଦାନ ଦାବିରେ ବୁଧବାର ଶତାଧିକ କରତକଳ ମାଲିକ, କାଠମିସ୍ତ୍ରୀ, କାଠ ବ୍ୟବସାୟୀ ଚାନ୍ଦବାଲିସ୍ଥିତ ଭଦ୍ରକ ଡିଏଫ୍ଓ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ କରତକଳକୁ ଅନୁମତି ନ…
ଯୁବକଙ୍କ ମୃତଦେହ ଉଦ୍ଧାର, ବନ୍ଧୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର
ମହାକାଳପଡ଼ା,୨୭।୧୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ଜଅଁରା ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ବୁଧବାର ସକାଳେ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ପ୍ରମୋଦ ସାହୁଙ୍କ ପୁଅ ପ୍ରଶାନ୍ତ (୨୨)। ସୂଚନାନୁଯାୟୀ, ପ୍ରଶାନ୍ତ ଓ ତାଙ୍କ ସାଙ୍ଗ ଉକ୍ତ…
ମହିଳାଙ୍କୁ ଗୁଳିକରି ହତ୍ୟା: ତଦନ୍ତ ଆରମ୍ଭ
ଝାରସୁଗୁଡ଼ା ଅଫିସ/ଲଖନପୁର,୨୭।୧୧(ଡି.ଏନ୍.ଏ.): ଝାରସୁଗୁଡ଼ା ଥାନା ଅଧୀନ ସାରସମାଲ ରୋହିଦାସ ପଡ଼ାରେ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜଣେ ମହିଳାଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ କନକଲତା ରୋହିଦାସ(୩୫)। ଖବର ପାଇ ଝାରସୁଗୁଡା ଏସ୍ଡିପିଓ…
ତିତ୍ଲି କ୍ଷତିପୂରଣ ଦାବି: ଧାରଣା ଦ୍ୱିତୀୟ ଦିନରେ
ପାତ୍ରପୁର,୨୭।୧୧(ଡି.ଏନ୍.ଏ.): ତିତ୍ଲି କ୍ଷୟକ୍ଷତି ପ୍ରଦାନ ଦାବି ନେଇ ଦ୍ୱିତୀୟ ଦିନରେ ୩ଟି ଆଦିବାସୀ ପଞ୍ଚାୟତର ଲୋକେ ପାତ୍ରପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଗତ ତିତ୍ଲି ବାତ୍ୟା ବେଳେ ଏହି ତହସିଲର ତୁମ୍ବା, ବୁରାତାଲ ଏବଂ ଆଙ୍କୁଲି ପଞ୍ଚାୟତର ପାହାଡ଼…
ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଠିକା କର୍ମଚାରୀଙ୍କ ଧାରଣା: ପୁରୀ ମେଡିକାଲରେ ଅଚଳାବସ୍ଥା ଜାରି
ପୁରୀ ଅଫିସ,୨୭।୧୧: ୮ ମାସର ବକେୟା ଦରମା ପ୍ରଦାନ ଦାବିରେ ମେଡିକାଲ ଠିକା କର୍ମଚାରୀ ସଂଘ ପକ୍ଷରୁ ବୁଧବାର ମେଡିକାଲ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ଅନିଦ୍ଧିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ…
ଉତ୍ତେଜନାପୂର୍ଣ୍ଣ ବାତାବରଣରେ ଚାଲିଛି ପଞ୍ଚାୟତ ଉପନିର୍ବାଚନ
ଆରଡ଼ି,୨୭।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଲିଡିହ ପଞ୍ଚାୟତରେ ଉପନିର୍ବାଚନ ବୁଧବାର ଅନୁଷ୍ଠିତ ହେଉଛି। ଏହି ନିର୍ବାଚନରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିବାକୁ କିଛି ଯୁବକ ପ୍ରୟାସ କରୁଛନ୍ତି। ଥାନାଧିକାରୀ ପ୍ରଜ୍ଞା ମହାନ୍ତି ସେମାନଙ୍କୁ କଡ଼ା ଚେତାବନୀ ଦେବା ସହ…
ଗଞ୍ଜାମ ବସ୍ ବନ୍ଦ: ୫ ରୁ୍ଟ୍ରେ ଯାତ୍ରୀଙ୍କ ପାଇଁ ପ୍ରଶାସନର ସ୍ବତନ୍ତ୍ର ବସ୍
ବ୍ରହ୍ମପୁର ଅଫିସ, ୨୭।୧୧-ହଲଦିଆପଦର ବସଷ୍ଟାଣ୍ଡରୁ ଘରୋଇ ବସ୍ ଚଳାଚଳ ନେଇ ବିଡିଏର ନୋଟିସକୁ ବିରୋଧ କରି ବସ୍ ମାଲିକ ସଂଘ ବନ୍ଦ ଡାକରା ଦେଇଥିବାବେଳେ ପ୍ରଶାସନ ଏହାର ମୁକାବିଲା ତଥା ଯାତ୍ରୀଙ୍କ ସୁବିଧା ପାଇଁ ସୱତନ୍ତ୍ର ବସ୍ର ବ୍ୟବସ୍ଥା କରିଛି। ହଲାଦିଅପଦରରୁ…

