ଆମ ଜିଲା ଖବର

ଅନୁଗୋଳ ପୋଲିସ ହାତରେ ଚୋରା କୋଇଲା ଗ୍ୟାଙ୍ଗ

ଅନୁଗୋଳ ଅଫିସ, ୧୮।୧୨- ଚୋରା କୋଇଲା କାରବାର କରୁଥିବା ଏକ ଗ୍ୟାଙ୍ଗର ୪ଜଣଙ୍କୁ ଅନୁଗୋଳ ପୋଲିସ କାବୁ କରିଛି। ଏଥିସହ ସମ୍ପୃକ୍ତ ମାଫିଆଙ୍କ ନିକଟରୁ ବିପୁଳ ପରିମାଣର ଚୋରା କୋଇଲା ସହ ଏକ ଗାଡ଼ି ଜବତ କରାଯାଇଛି। ଏହି ଘଟଣାରେ ଅନ୍ୟ…

ଶିଶୁର ବିକାଶ ପାଇଁ ଉଦ୍ୟମ ଆବଶ୍ୟକ

ଅନୁଗୋଳ ଅଫିସ, ୧୮।୧୨-ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ପାଇଁ ୧୯୭୯ରୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଶିଶୁ ଉତ୍ସବ ପାଳନ କରାଯାଉଛି। ମଙ୍ଗଳବାର କୁମଣ୍ଡ ଜରାସିଂହା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜିଲାସ୍ତରୀୟ ଓଷ୍ଟାର ବାର୍ଷିକ ଶିଶୁମେଳାରେ ରାଜ୍ୟ…

ବାଲି ଚାଲାଣକୁ ପୁଣି ବିରୋଧ

ଭୁବନ, ୧୮ା୧୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅନ୍ତର୍ଗତ ୩ନଂ. ଓ୍ବାର୍ଡ ନୂଆ ଭୁବନ ଦେଇ ବାଲିବୋଝେଇ ଭାରିଯାନ ଚଳାଚଳକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବାଲି ବ୍ୟବସାୟୀମାନେ ସର୍ତ୍ତ ଖିଲାପ କରୁଥିବାରୁ ଏହାର ପ୍ରତିବାଦରେ ମଙ୍ଗଳବାର ଅଞ୍ଚଳବାସୀ…

ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ଜୟପୁର,୧୮।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ଦୌରାଜଜ୍‌ ବିମଳ ଚାନ୍ଦ ମଙ୍ଗଳବାର ଏକ ହତ୍ୟା ମାମଲାର ଶୁଣାଣି କରି ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ହେଲେ ବୋରିଗୁମ୍ମା ଥାନା ଖଇରିମୁଣ୍ଡି ଗ୍ରାମର ବଳରାମ ହରିଜନ(୨୫)। ଏଥିସହ ତାଙ୍କୁ…

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟାଙ୍କ ଅନୁଗୋଳ ଗସ୍ତ: ଶିଶୁ ସଦନ, ବାଳିକା ବିଦ୍ୟାଳୟ ସ୍ଥିତି ପରଖିଲେ

ଅନୁଗୋଳ ଅଫିସ, ୧୮।୧୨-ଅନୁଗୋଳ ଜିଲାରେ ଚାଲୁଥିବା ଶିଶୁ ଯତ୍ନ ଅନୁଷ୍ଠାନ, ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ତଫସିଲଭୁକ୍ତ ଜାତି ଓ ଜନଜାତି ବିଦ୍ୟାଳୟ ଗୁଡ଼ିକରେ ରହୁଥିବା ଶିଶୁମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା…

ଜଳିଗଲେ ୫୦୦ କୁକୁଡ଼ା ଚିଆଁ

ଛେଣ୍ଡିପଦା,୧୮।୧୨ (ସ୍ବ.ପ୍ର.)-ଛେଣ୍ଡିପଦା ବ୍ଲକ କୋଶଳା ଗ୍ରାମ ଶିମିଳିସାହିର ବାଉରି ସାହୁଙ୍କ କୁକୁଡା ଫାର୍ମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଫାର୍ମରେ ଥିବା ୫ଶହରୁ ଊର୍ଦ୍ଧ୍ୱ କୁକୁଡା ଚିଅଁା ଜଳିଯାଇଛନ୍ତି। ଏଥିସହ ୧୦ ବଖରା ଛାରଖାର ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଗ୍ରାମବାସୀ ନିଆଁକୁ…

ବାପୁଜୀ ସେକେଣ୍ଡାରୀ ସ୍କୁଲରେ ପିଲାଙ୍କ ଭବିଷ୍ୟତ ସହ ଖେଳ: ଆଡମିଶନ ହୋଇଥି୍ଲା, ଫର୍ମ ଫିଲ୍‌ଅପ୍‌ ନୋହିଲା

ପରଜଙ୍ଗ, ୧୮।୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗଡ଼ପଳାଶୁଣୀସ୍ଥିତ ବାପୁଜୀ ସେକେଣ୍ଡାରୀ ସ୍କୁଲରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳାଯାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ଘାଘରାମୁଣ୍ଡା ଗ୍ରାମର ଛାତ୍ର ରାକେଶ ନାୟକ। ସେ କହିଛନ୍ତି, ଆଡମିଶନବେଳେ ଧାର୍ଯ୍ୟଠାରୁ ଅଧିକ ଟଙ୍କା ନେଇଥିଲେ…

ବୈଠକକୁ ଯାଇଥିବା ପିଇଓ, ଜିଆର୍‌ଏସ୍‌ଙ୍କୁ ତାଲା

କୋଟଗଡ,୧୮ା୧୨(ଡି.ଏନ.ଏ.): କୋଟଗଡ ବ୍ଲକ ପାରିଗଡ ଗ୍ରାମ ପଞ୍ଚାୟତରେ ସୋମବାର ମାସିକ ବୈଠକ ଥିଲା। ପାରିଗଡ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ବିନାୟକ ନାୟକ ଓ ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ସୋମ୍ୟ ରଞ୍ଜନ ନନ୍ଦ ପାରିଗଡ ଯାଇଥିଲେ। ମାତ୍ର ସରପଞ୍ଚଙ୍କ ବିରୋଧୀ…

ରାସ୍ତା, ପାନୀୟ ଜଳ, ପାଣ୍ଠି ବିନିଯୋଗ ଉପରେ ଗୁରୁତ୍ୱ

ଫୁଲବାଣୀ ଅଫିସ,୧୮ା୧୨- ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତିି। ପ୍ରଥମ ଦିନରେ ବିଭିନ୍ନ ଯୋଜନାରେ ହୋଇଥିବା ପ୍ରକଳ୍ପ ଉଦ୍‌ଘାଟନ କରିବା ସହ…

୧୦୮୦ ଶିଶୁଙ୍କୁ ଦିଆଗଲା ‘ସ୍ବର୍ଣ୍ଣପ୍ରାଶନ’

ବ୍ରହ୍ମପୁର ଅଫିସ,୧୭ା୧୨- ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁରସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା(କେଏଟିଏସ୍‌) ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଶିଶୁମାନଙ୍କ ପାଇଁ ଟିକାକରଣ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ା ଏହାକୁ କେଏଟିଏସ୍‌ ଆୟୁର୍ବେଦ କଲେଜ ଅଧ୍ୟକ୍ଷ ପ୍ରଫେସର ଡା. ବିପିନ ବିହାରୀ…

ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ

ଖଲ୍ଲିକୋଟ,୧୮ା୧୨ (ଡି.ଏନ.ଏ.)-ଏକ ହତ୍ୟା ମାମଲାର ବିଚାର କରି ଖଲ୍ଲିକୋଟ ଏଡିଜେ (ଆଡିସନାଲ ଡିଷ୍ଟ୍ରିକ୍ଟ ଜଜ୍‌) ଶ୍ରୀନିବାସ ପ୍ରତିହାରୀ ମଙ୍ଗଳବାର ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକା ୬ ମାସ ଜେଲଦଣ୍ଡ ଶୁଣାଇଛନ୍ତି। ସୂଚନା…

ମମତା ସହାୟତା ପ୍ରଦାନରେ ଅବହେଳା , ୧୬ ସିଡିପିଓଙ୍କୁ କାରଣ ଦର୍ଶାଅ ନୋଟିସ

ଛତ୍ରପୁର,୧୮ା୧୨(ଡି.ଏନ.ଏ)- ମମତା ଯୋଜନାରେ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନରେ ଅବହେଳା ଗଞ୍ଜାମ ଜିଲାର ୧୬ ସିଡିପିଓଙ୍କୁ ମହଙ୍ଗା ପଡିଛି। କାର୍ଯ୍ୟାନୁଷ୍ଠାନ ସ୍ବରୁପ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଖଲ୍ଲିକୋଟ, ବୁଗୁଡ଼ା, ଭଞ୍ଜନଗର, ବେଲଗୁଣ୍ଠା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?