ଆମ ଜିଲା ଖବର

ଅନୁଗୋଳ ଜିଲାରେ ଖୋଲିଲା ୩ ମଣ୍ଡି

ଅନୁଗୋଳ ଅଫିସ/ତାଳଚେର/ପାଲଲହଡ଼ା/ବଇଣ୍ଡା, ୧୭।୧୨ ଅନୁଗୋଳ ଜିଲାର ୩ଟି ବ୍ଲକ ଅଞ୍ଚଳରେ ସୋମବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଛି। ପାଲଲହଡ଼ା ବ୍ଲକ ନିଜିଗଡ଼ରେ ଜିଲାପାଳ ମନୋଜ କୁମାର ମହାନ୍ତି ମଣ୍ଡି ଉଦ୍‌ଘାଟନ କରିଥିବାବେଳେ କଳମଛୁଇଁରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଆଠମଲ୍ଲିକ…

ମାନିଲେନି ସେଣ୍ଟ୍ରାଲ ଜୁ ଅଥରିଟି ନିର୍ଦ୍ଦେଶ:ମାନ୍ୟତା ହରାଇବ କପିଳାସ ଚିଡ଼ିଆଖାନା

ଢେଙ୍କାନାଳ ଅଫିସ,୧୭ା୧୨ବନ ବିଭାଗର ଚରମ ଅବହେଳା, ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ମାନ୍ୟତା ହରାଇବାକୁ ଯାଉଛି ଢେଙ୍କାନାଳ ଜିଲାର କପିଳାସ ଚିଡ଼ିଆଖାନା। ଏ ନେଇ ନୂଆଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ଜୁ ଅଥରିଟି ଅଫ୍‌ ଇଣ୍ଡିଆ ଗତ ନଭେମ୍ବରରେ ବନ ବିଭାଗକୁ ପତ୍ର ମାଧ୍ୟମରେ…

ଅବ୍ୟବସ୍ଥାରେ ଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ: ୧୨ ଶିକ୍ଷକ ବଦଳରେ ଅଛନ୍ତି ୬

ଚନ୍ଦ୍ରପୁର, ୧୭।୧୨ (ଡି.ଏନ୍‌.ଏ.) – ଗୁଣାତ୍ମକ ଶିକ୍ଷା ପାଇଁ ଅନେକ ସରକାରୀ ଯୋଜନା ରହିଛି। ସେଗୁଡିକର ଫାଇଦା କିନ୍ତୁ ସବୁଠି ମିଳୁନି। କେଉଁଠି ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି ତ କେଉଁଠି ଜରାଜୀର୍ଣ୍ଣ ଶ୍ରେଣୀଗୃହରେ ବିପଦସଙ୍କୁଳଭାବେ ପାଠପଢା ହେଉଛି। ଏଥିସହ ସ୍କୁଲରେ…

ସରକାରୀ ଯୋଜନା ବାଟ୍‌ବନା: ଦୁରଦିନ୍‌ରେ ଦମୟନ୍ତୀକଁର ପରିବାର

  କେସିଙ୍ଗା, ୧୭।୧୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ପଁଚେତ୍‌ ଅଧୀନ ରିଗିଡ଼ିମାଲ ପଡ଼ର ବିଧବା ମହିଲା ଦମୟନ୍ତୀ ଜାନୀ। ସେ ୨ ବଛର ତଲେ ଆପ୍‌ନେ ଅଜିତ ଜାନୀକୁଁ ହରେଇଛନ୍‌। ଏନ୍‌ତାଥି ସେ ଦୁଇ ପୁଓକୁ ଧରି…

ଭତା ପାଏଲେ ଦିବ୍ୟାଙ୍ଗ ସୁବାସ, ମା’ ବଁଚିତ୍‌

  ଲାଞ୍ଜିଗଡ଼, ୧୭।୧୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଁଚେତ୍‌ ଅଧୀନ ଜଙ୍ଗେରଗୁଡ଼ା ଗଁାର ସ୍ବର୍ଗତ କାଲା ମାଝି ଆର ମନାଙ୍ଗ ମାଝି(୬୫)କଁର ପୁଓ ସୁବାସ ମାଝି(୧୨)। ସେ ଜନ୍‌ମୁ ଦିବ୍ୟାଙ୍ଗ ଆନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ…

୧୫ ବଛର ହେଲା ଖୁଲା ଆକାଶ ତଲେ ଉର୍ମିଳା

  ତଳଗଁ।, ୧୭।୧୨ (ଡି.ଏନ୍‌.ଏ.)- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଅନେକ ସରକାରୀ ଯୋଜନା ବାଟ୍‌ବନା ହେଉଥିବାର ଦେଖ୍‌ବାକେ ମିଲିଛେ। ଅଧ୍‌କାରୀ, କରମ୍‌ଚାରୀକଁର ଅଁାତରିକତା ଅଭାବୁ ଅନେକ ଗରିବ୍‌ ଦୁଖି, ହକ୍‌ଦାର ହିତାଧିକାରୀ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ବଡ଼ା ଗୁଲ୍‌ଗୁଲାରେ…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କୁ ନିଲମ୍ବନ ଘଟଣା: ୨୪ ଘଣ୍ଟିଆ କାଲିମେଳା ବନ୍ଦ

କାଲିମେଳା,୧୬।୧୨(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ମୁକ୍ତିକାନ୍ତ ମଲ୍ଲିକଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର, ତାଙ୍କର ପୁନଃ ନିଯୁକ୍ତି ଦାବିରେ ସୋମବାର କାଲିମେଳାରେ ବନ୍ଦ ପାଳନ କରାଯାଇଛି। ବିଜେଡି,ଭାଜପା ଓ କଂଗ୍ରେସର ଲୋକ ପ୍ରତିନିଧିଙ୍କ ସହ କାଲିମେଳା…

ରାସ୍ତାରୋକୋ କରି ଆନ୍ଦୋଳନ କଲେ ଚାଷୀ

କୋରୁକୋଣ୍ଡା, ୧୬।୧୨ (ଡ଼ି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡାଠାରେ ଚାଷୀମାନେ ମାଲକାନଗିରି-ବାଲିମେଳା ରାସ୍ତାକୁ ଅବରୋଧ କଲେ। ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକେନ ନ ମିଳିବା, ଚାଷୀଙ୍କୁ ଯେତିକି ଧାନବିକ୍ରି ନେଇ କୁହାଯାଇଥିଲା ସେଥିରୁ କମିବା ଏବଂ ଜଳକର ପୈଠ କରିବା ପରେ…

ନାବାଳିକା ଅପହରଣ, ବଳାତ୍କାର ମାମଲା: ଦୋଷୀଙ୍କୁ ୧୦ବର୍ଷ ସଶ୍ରମ ଜେଲ୍‌

ଫୁଲବାଣୀ ଅଫିସ,୧୬ା୧୨-ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ସୋମବାର ଫୁଲବାଣୀ ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ବିଚାରପତି ସମର ବିଳାସ ବେହେରା ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୫ ହଜାର ଟଙ୍କା ଜରିମାନା…

ଅଟୋ ଓଲଟି ୭ ଆହତ, ଜଣେ ଗୁରୁତର

ବୁଗୁଡ଼ା,୧୬ା୧୨(ଡି.ଏନ.ଏ.)-ବୁଗୁଡ଼ା ସହର ଚଢ଼ିଆପଲ୍ଲୀ ମୁଖ୍ୟରାସ୍ତାରେ ସୋମବାର ଏକ ଅଟୋ ଓଲଟି ପଡ଼ିବାରୁ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନେ ହେଲେ ବଗୁଡ଼ା ଥାନା ତାକରଡ଼ା ଗ୍ରାମର ପୂର୍ବତନ ସମିତିସଭ୍ୟ ମୁକୁନ୍ଦ ନାୟକ, ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ଅଳିୟ ନାୟକ,…

ରାତି ହେଲେ ଏଟିଏମ୍‌ରେ ତାଲା

ଭଞ୍ଜନଗର,୧୬।୧୨(ଡି.ଏନ.ଏ)-ଭଞ୍ଜନଗର ସହରର କେତେକ ଏଟିଏମ୍‌ରେ ରାତି ୮ଟାରୁ ତାଲା ପକାଇ ଦିଆଯାଉଛି । ଏଟିଏମ୍‌ ସମ୍ମୁଖରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ହଟାଇ ନିଆଯାଉଛି । କିଛି ଏଟିଏମ୍‌ ରାତିସାରା ଖୋଲା ରହୁଥିଲେ ମଧ୍ୟ ଲୋକଙ୍କ ଆବଶ୍ୟକ ଅନୁଯାୟୀ ଟଙ୍କା ରହୁନି। ଫଳରେ…

ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରି ପ୍ରାପ୍ୟ ମିଳିନି

ଲୋଇସିଂହା, ୧୬।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର କେତେକ ଜବକାର୍ଡଧାରୀ ଶ୍ରମିକ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରି ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି। ଉକ୍ତ ଶ୍ରମିକ ପରିବାର ପ୍ରାପ୍ୟ ନ ପାଇ ପରିବାର ଚଳଣିରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?