Odisha Elections 2024

ଆମ ଜିଲା ଖବର

ବିପଦପୂର୍ଣ୍ଣ ଅବସ୍ଥାରେ ପୋଲିସ ବିଟ୍‌ ହାଉସ

ଯାଜପୁରରୋଡ୍‌,୧୮ା୮(ପବିତ୍ର ମହାନ୍ତି): କ୍ରମବର୍ଦ୍ଧିଷ୍ଣୁ ବ୍ୟାସନଗର ସହରର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ଏହି ସହରରେ ଦୁଇଟି ଥାନା ଆବଶ୍ୟକତା ଥିବାବେଳେ ଗୋଟିଏ ଥାନା କାର୍ଯ୍ୟକରୁଛି। ବ୍ୟାସନଗର ସହରଟି ଯାଜପୁରରୋଡ୍‌ ଥାନା ଅଧୀନରେ...

ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ

ମହାକାଳପଡ଼ା,୧୮ା୮ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଭାରତ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ ବୋଲି କହିଛନ୍ତି ଗ୍ରାମବାସୀ। ଗ୍ରାମର ଛାତ୍ରୀଛାତ୍ରମାନେ ପାଠ ପଢ଼ିବା ପାଇଁ ୨ କି.ମି. ଦୂର ନିକଟ ଉଚ୍ଚ ବିଦ୍ୟାଳୟକୁ ଯାତାୟାତ ପାଇଁ...

ବଳରାମପୁରରେ ପୁଣି ଧସିଲା ବୈତରଣୀ ନଦୀବନ୍ଧ

ଝୁମ୍ପୁରୀ/ଦଶରଥପରୁ,୧୮ା୮(ସରୋଜ ନାୟକ/ମନୋଜ ପୃଷ୍ଟି): ପୁଣି ବୈତରଣୀ ନଦୀ ବନ୍ଧରୁ ପ୍ରାୟ ୫୦ ଫୁଟ୍‌ରୁ ଊର୍ଦ୍ଧ୍ୱ ନଦୀଗର୍ଭରେ ଲୀନ ହୋଇଯାଇଛି। ଫଳରେ ୩ ପଞ୍ଚାୟତର ଅଧିବାସୀଙ୍କ ମନରେ କୋକୁଆ ଭୟ ଖେଳିଯାଇଛି। ଏପରି ଅବସ୍ଥା ସୃଷ୍ଟି ହୋଇଛି ଦଶରଥପୁର ବ୍ଲକ୍‌ କମାରଡ଼ିହ...

କମିଗଲା ୯ କି.ମି. ରାସ୍ତା ନିର୍ମାଣ

ଯାଜପୁର,୧୮ା୮(ହର୍ଷବର୍ଦ୍ଧନ ବେହେରା): ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ଯାଜପୁର ଜିଲା ଦେଇ ଏକ ନୂତନ ଜାତୀୟ ରାଜପଥ(ଏନଏଚ)ର ପରିକଳ୍ପନା କରାଯାଇଛି । ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ...

୧୦୧ କିଲୋ ଗଞ୍ଜେଇ ଜବତ

ନନ୍ଦପୁର,୧୭ା୮(ଶଙ୍କର ପୂଜାରୀ): ଚୋରା ଚାଲାଣ ପାଇଁ ଜଙ୍ଗଲରେ ଗଚ୍ଛିତ ରଖିଥିବା ଗଞ୍ଜେଇକୁ ଗୁରୁବାର ପାଡୁଆ ପୋଲିସ ଜବତ କରିଛି। ଏହାର ପରିମାଣ ୧୦୧ କେଜି। ତେବେ ୨ ଚାଲାଣକାରୀ ଖସି ପଳାଇଛନ୍ତି। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ...

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ମାଧପୁର,୧୭।୮(ମନୋଜ ପ୍ରଧାନ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ ଟୁସର ନିକଟରେ ଗୁରୁବାର ଏକ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବାଇକ୍‌ ଆରୋହୀ ଜଣଙ୍କ ଟୁସରରୁ ବାରେଣି ଆସୁଥିବା ବେଳେ...

ନାବାଳକଙ୍କ ସହ ଧରାପଡ଼ିଲେ ୪ ମାଓବାଦୀ 

ମାଲକାନଗିର,୧୭ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦନ୍ତଓ୍ବୋଡା ଜିଲା ପୋଲିସ ଜଣେ ନାବାଳକଙ୍କ ସହ ୪ଜଣ ମାଓବାଦୀଙ୍କୁ ଗିରଫ କରିବା ସହ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଗିରଫ ମାଓବାଦୀମାନେ ହେଲେ ବିଜାପୁର ଗ୍ରାମର ସୁବାସ କୁମାର କଡତି,...

ଗାଁ ସମସ୍ୟା ଜଣାଇଲେ କୁନି କଳାକାର

କୋରାପୁଟ,୧୭ା୮(ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଆୟୋଜିତ ୭୭ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ଫ୍ୟାନ୍‌ସି ଡ୍ରେସ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଖୁଣ ଅଭିନୟ ମାଧ୍ୟମରେ ନିଜ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଜଣାଇଛନ୍ତି...

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ: ବେକରେ ବନ୍ଧା ହୋଇଥିଲା ପଥର 

କୋଡିଙ୍ଗା,୧୭।୮(ସମରେନ୍ଦ୍ର ପଟ୍ଟନାୟକ): ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ଅଧୀନ ନୁଆଗୁଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ କୋଡିଙ୍ଗା ପୋଲିସ ଜବତ କରିଛି। ମୃତକ ହେଲେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ କଂଗ୍ରା ପଞ୍ଚାୟତ...

ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ

ବୁଗୁଡ଼ା,୧୭ା୮(କାଳିଚରଣ ଦାଶ): ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଖଦଃ ଘଟଣା ଘଟିଛି ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଗହଙ୍ଗୁ ଗ୍ରାମରେ। ମୃତ ଚାଷୀ ହେଲେ...

ଭାଲୁ ହାବୁଡରେ ପଡ଼ିଗଲେ ଯୁବକ

କୋକସରା,୧୭।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଭାଲୁ ଆକ୍ରମଣରେ କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ତେତେଲପଡ଼ା ଗ୍ରାମର କମଳ ଲୋଚନ ନାଗ(୪୦) ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଲୋଚନ ଶୌଚ ପାଇଁ ଗାଁ ନାଲାକୁ ଯାଇଥିଲେ। ସେତିକିବେଳେ...

ବିଜେଡିରେ ମିଶିଲେ ସ୍ବାଧୀନ କାଉନସିଲର ଶମ୍ଭୁ ବଗର୍ତ୍ତୀ

କେସିଙ୍ଗା,୧୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଭବାନୀପାଟଣା ଟାଉନ ହଲ୍‌ଠାରେ ଗୁରୁବାର ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହିଲ୍‌ ଟାଉନ ପରିସରରୁ ଏକ ବାଇକ୍‌ ଶୋଭାଯାତ୍ରା ହୋଇଥିଲା। ପରେ ସହରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri