ସାତକୋଶିଆ ବିସ୍ଥାପିତଙ୍କ ଜମିର ହେଉନି କିସମ ପରିବର୍ତ୍ତନ
ଅନୁଗୋଳ,୧୪।୯(ଦିବ୍ୟଶାନ୍ତନୁ ନାଥ): ଦୀର୍ଘବର୍ଷ ହେଲା ଗଁା ବିସ୍ଥାପିତ ହେଲାଣି। ଗଁା ଲୋକେ ଅନ୍ୟ ଅଞ୍ଚଳର ବାସିନ୍ଦା ହେଲେଣି। ଗଁା ଲୋକଙ୍କ ନାମରେ ଥିବା ଜମି ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରେ ମିଶାଇ ଦିଆଗଲାଣି। ହେଲେ ଉକ୍ତ ଜମିର କିସମ ପରିବର୍ତ୍ତନ ଏଯାଏ…
କସୃପଡ଼ା ଗାଁରେ ଚୋରା ମଦ କାରବାର ବନ୍ଦ କରିବାକୁ ନେଇ ଥାନାରେ ଅଭଯୋଗ, ଚୋରା ମଦ ବନ୍ଦ ନହେଲେ…
କେସିଙ୍ଗା,୧୪।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ କସୃପଡ଼ା ଗ୍ରାମର ବଙ୍ଗଳା ପଡ଼ାଠାରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବାରୁ ଗ୍ରାମର କିଛି ଯୁବଗୋଷ୍ଠୀ ସମାଜ ସେବୀ ଜିତୁମିଶ୍ରଙ୍କ ନେତୃତ୍ୱରେ ୩୦ରୁ ଉର୍ଦ୍ଧ ଯୁବକ ଶନିବାର ଦିନ କେସିଙ୍ଗା…
କଥା ଦେଇଥିଲେ ବିବାହ କରିବେ, ହେଲେ ଶାରୀରିକ ସମ୍ପର୍କ ପରେ ଗର୍ଭବତୀ ହେବା ଜାଣି ପ୍ରତାରଣା, ଥାନାରେ ପହଞ୍ଚି…
ଦିଗପହଣ୍ଡି/ପାଟପୁର, ୧୩।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ପ୍ରତାରଣା କରିଥିବା ନେଇ ଯୁବତୀ ଜଣକ ଶନିବାର ସାରେ ପାଟପୁର ଥାନାରେ…
୨ ଦିନରୁ ନିଖୋଜ ଥିଲେ, ଆଜି କ୍ଷେତରୁ ମିଳିଲା ମୃତଦେହ; ଭାଙ୍ଗି ପଡ଼ିଲେ ପରିବାର…
ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଟାଉନ ଥାନା ଅନ୍ତର୍ଗତ କଟାପାଲି ଗ୍ରାମର ନିଖୋଜ ସନ୍ତୋଷ ପାଣ୍ଡେଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ନିଜ ଚାଷଜମିରୁ ତାଙ୍କ ମୃତଦେହ ମିଳିଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ପାରିପାଶର୍ବିକ ସ୍ଥିତିରୁ କ୍ଷେତରେ…
ଠକି ନେଲେ ୨୩ ଲକ୍ଷ: ଟଙ୍କା ମାଗିବାରୁ ମହିଳାଙ୍କୁ ଆକ୍ରମଣ, ଆଉ ତା’ପରେ…
ଗଜପତି,୧୩।୯(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମାର ପାରଳାଖେମୁଣ୍ଡି ସହରରେ ଜଣେ ମହିଳାଙ୍କଠାରୁ ୨୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏପରିକି ଟଙ୍କା ଫେରସ୍ତ ମାଗିବାରୁ ମହିଳାଙ୍କୁ ଧମକ ଦେବା ଏବଂ ମାରପିଟ କରିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ…
ବନ୍ଧୁ ଘରୁ ଫେରୁଥିବା ବେଳେ ଧକ୍କା ଦେଲା ପିକ୍ଅପ୍, ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ
ଜୁନାଗଡ଼,୧୩।୯(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କାଲୋପଲା ଛକରେ ଶନିବାର ସାଂରେ ଏକ ପରିବା ବୋଝେଇ ପିକଅପ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।ମୃତ ବାଇକ ଆରୋହୀଙ୍କ ନାମ ହରିଶଙ୍କର ମାଝୀ ଓ ସେ ଧନେର ଗ୍ରାମର ବୋଲି…
କଂଗ୍ରେସରେ ଯୋଗଦେଲେ ବିକଳ୍ପ ଓଡିଶା ସଭାପତି
ଭୁବନେଶ୍ୱର,୧୩।୯(ସୁନିତ୍ ମିଶ୍ର): ‘ବିକଳ୍ପ ଓଡିଶା’ ସଭାପତି କୈଳାଶ ମିଶ୍ର ଶନିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଏଆଇସିସି ଓଡିଶା ପ୍ରଭାରୀ ଅଜୟ ଲାଲୁଙ୍କ ପୌରୋହିତ୍ୟରେ କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ କୈଳାଶ ମିଶ୍ର ୨ ଶହରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଆସି…
ମିଳୁନି ନ୍ୟାୟ: ଥାନାଧିକାରୀ, ବିଇଓଙ୍କ ନାଁରେ ଲିଖିତ ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ…
ଭବାନୀପାଟଣା, ୧୩।୯ (ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଗତ ୩ ତାରିଖ ଜୁନାଗଡ଼ ପୋଲିସ ଦ୍ୱାରା ପୋକ୍ସୋ ଆକ୍ଟରେ ଗିରଫ ହୋଇଥିଲେ।…
ନିର୍ମାଣାଧୀନ କଲ୍ୟାଣ ମଣ୍ଡପକୁ ଡାକି ନାବାଳକଙ୍କ ସହ ରଖିଥିଲେ ଅପ୍ରାକୃତିକ ଯୌନ ସମ୍ପର୍କ, ୧୯ ବର୍ଷୀୟ ଯୁବକଙ୍କୁ ବାନ୍ଧିଲା…
ଧରାକୋଟ,୧୩।୯:ଜଣେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳକ ସହ ଅପ୍ରାକୃତିକ ଯୌନ ସଂପର୍କ ରଖିବା ଅଭିଯୋଗରେ ଗଞ୍ଜାମ ଜିଲା ଧରାକୋଟ ପୋଲିସ ଜଣେ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଧରାକୋଟ ଥାନା ଅନ୍ତର୍ଗତ କୁସପଡା ଗ୍ରାମ…
ପୋଲ କାମ ସାରିବାକୁ ବିଧାୟକଙ୍କ ସହ ଆଲୋଚନା
ଖଜୁରିପଡ଼ା,୧୩ା୯ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ଅଧୀନସ୍ଥ ଗାଡ଼ିଆପଡ଼ା ଘାଟି ଶେଷରେ ଥିବା ସେବାଶ୍ରମ ବିଦ୍ୟାଳୟ ନିକଟ ନାଳରେ ପୋଲ ନିର୍ମାଣ ଚାଲିଛି। ଫୁଲବାଣୀ ଭୁବନେଶ୍ୱର ମୁଖ୍ୟରାସ୍ତା ଏବଂ ଘାଟିରହିଥିବା ଗାଡ଼ିଆପଡା ଗ୍ରାମରେ ଏହି ପୋଲ ନିର୍ମାଣ ହେଲେ ଯାନବାହନ ଯିବା…
ରାଷ୍ଟ୍ରୀୟ ଲୋକ ଅଦାଲତ: ୩ ଲକ୍ଷ ୯୭ ହଜାର ୭୫୦ ଟଙ୍କା ଆଦାୟ
ଦିଗପହଣ୍ଡି,୧୩ା୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଜୁଡ଼ିସିଆଲ କମ୍ପ୍ଲେକ୍ସରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ସିଭିଲ ଜଜ୍ ସିନିୟର ଡିଭିଜନ କୋର୍ଟର ମାଜିଷ୍ଟ୍ରେଟ ମହାଶ୍ୱେତା ପରିଜା ୩ଟି ଦେୱାନି ମାମଲାର ଚୂଡାନ୍ତ ଫୈସଲା କରିଥିବା ବେଳେ ସ୍ଥାନୀୟ ପ୍ରଥମ…
ଭୁଶୁଡ଼ିଲା ମାର୍କେଟ କମ୍ପ୍ଲେକ୍ସ: ଚାପିହୋଇ ଚାଲିଗଲା ଦୋକାନ ମାଲିକଙ୍କ ଜୀବନ
କୋରାପୁଟ,୧୩ା୯(ଅମିତାଭ ବେହେରା): କୋରାପୁଟ ସହରର ବସ୍ଷ୍ଟାଣ୍ଡ ନିକଟ ତଥା ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସର ୨ଟି ଦୋକାନ ଘର ଭୁଶୁଡ଼ି ଶନିବାର ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦୋକାନ ମାଲିକ ଲୋକନାଥ ପାତ୍ର(୬୨)। ଅନ୍ୟ…
Archives


