ଆମ ଜିଲା ଖବର

ସ୍ଥାଣୁ ପାଲଟିଛି ଭିଜିଲାନ୍ସର ସୋସିଆଲ ମିଡିଆ

କଟକ ଅଫିସ, ୩୦ା୧୧: ଓଡ଼ିଶା ଭିଜିଲାନ୍ସ ବିଭାଗରେ ଶତାଧିକ ଦୁର୍ନୀତି ଅଭିଯୋଗ ତଦନ୍ତ ନ ହୋଇ ପଡ଼ିରହିଛି। ଏପରି ସ୍ଥଳେ ରାଜ୍ୟରେ ଦୁର୍ନୀତି କମିଛି ବୋଲି ନିକଟରେ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ଇଣ୍ଡିଆ (ଟିଆଇଆଇ) ନାମକ ଏକ ଅଣସରକାରୀ ସଂସ୍ଥାର ସର୍ଭେ...

କନ୍ୟାକୁମାରୀରୁ କଟକ: ଏକତାର ମନ୍ତ୍ର ନେଇ ଥଙ୍ଗାରାଜାଙ୍କ ଦେଶ ପରିକ୍ରମା

କଟକ ଅଫିସ, ୩୦ା୧୧: ପଙ୍ଗୁ ଲଙ୍ଘୟତେ ଗିରି। ସଂସ୍କୃତରେ ଥିବା ଏହି ଶ୍ଳୋକକୁ ପ୍ରମାଣିତ କରିଛନ୍ତି କନ୍ୟାକୁମାରୀର ଆର୍‌. ଥଙ୍ଗାରାଜା(୪୦)। ଦୁଇଟି ଗୋଡ଼ ଅକର୍ମଣ୍ୟ ହୋଇଥିଲେ ମଧ୍ୟ ଏକ ସ୍ବତନ୍ତ୍ର ସ୍କୁଟରରେ ଦେଶ ପରିକ୍ରମାରେ ସେ ବାହାରିଛନ୍ତି। ରାଜଧାନୀ ଦିଲ୍ଲୀ...

ଭଦ୍ରକ ଜିଲା ଚିକିତ୍ସାଳୟର ଏମ୍‌ସିଏଚ୍‌ ସମ୍ପ୍ରସାରଣ ହେବ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଭଦ୍ରକ ଜିଲା ଚିକିତ୍ସାଳୟରେ ଥିବା ଏମ୍‌ସିଏଚ୍‌କୁ ସମ୍ପ୍ରସାରଣ କରାଯାଇ ୧୦୦ ଶଯ୍ୟାବିଶିଷ୍ଟରେ ପରିଣତ କରାଯିବ। ହସ୍ପିଟାଲ୍‌ର ଚାରିପାଖେ ପାଚେରି ଓ ରାସ୍ତା ନିର୍ମାଣ ଲାଗି ୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ପ୍ରଶଂସା ସାଉଣ୍ଟୁଛି ଆସାଦ୍‌ଙ୍କ ‘ଆଫିୟାନ୍ସ’

କଟକ ଅଫିସ,୩୦ା୧୧: ଆଜି କଟକ ସହରକୁ ଓଡ଼ିଆ ସଙ୍ଗୀତର ଅନ୍ତୁଡ଼ିଶାଳ ବୋଲି କୁହାଯାଉଛି। ହେଲେ ୮୦ ଦଶକ ପୂର୍ବରୁ ଏଭଳି ଚିତ୍ର ନ ଥିଲା। ସେତେବେଳେ କୋଲକାତା, ମାଡ୍ରାସ ଓ ବମ୍ବେ ସହର ଉପରେ ଓଡ଼ିଶା ସଙ୍ଗୀତ ଜଗତ ଭରସା...

ବରଡ଼ା ଛପର ତଳେ ବିଦ୍ୟାଳୟ

ଆଠମଲ୍ଲିକ, ୩୦ା୧୧(ଡି.ଏନ.ଏ.) – ପତ୍ରଫଡିରୁ ଆରମ୍ଭ ହୋଇ ଗ୍ରାମବାସୀଙ୍କ ଉଦ୍ୟମରେ ବରଡା ଛପର ଘରେ ପହଞ୍ଚିଥିବା ବିଦ୍ୟାଳୟର ବିକାଶ ଭୁଲିଯାଇଛି ପ୍ରଶାସନ। ଫଳରେ ବିନା ଶ୍ରେଣୀଗୃହରେ ଖୋଲାମେଲାରେ ବିପଦସଙ୍କୁଳ ଭାବେ ପାଠ ପଢୁଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ସଦର ମହକୁମା...

ଢେଙ୍କାନାଳରେ ଅର୍ଥମନ୍ତ୍ରୀ: ‘ଚୋରା ମଦ ବିକ୍ରି ସମ୍ପୂର୍ଣ୍ଣ ନିଷେଧ କର’

ଢେଙ୍କାନାଳ ଅଫିସ, ୩୦।୧୧ – କଲିକତାରୁ ବିପୁଳ ପରିମାଣରେ ନକଲି ମଦ ଓଡ଼ିଶାକୁ ଆସୁଛି। ଚୋରା ମଦ ବ୍ୟବସାୟୀମାନେ ଏହାକୁ ବିଭିନ୍ନ ଅଞ୍ଚଳକୁ ପହଞ୍ଚାଉଛନ୍ତି। ଏହାକୁ ରୋକିବାକୁ ଅବକାରୀ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବା ଜରୁରୀ। ଢେଙ୍କାନାଳରେ ଚୋରା ମଦ...

ଧଉରାଗୋଠ ଜଳସେଚନ ପ୍ରକଳ୍ପକୁ ବିରୋଧ: ମରିଯିବୁ ପଛେ ଜାଗା ଦେବୁନି

ବଇଣ୍ଡା,୩୦।୧୧(ଡି.ଏନ୍‌.ଏ.) – ସଂସାରକୁ ଚଳାଉଥିବା ଭିଟାମାଟିକୁ ଛଡ଼ାଇ ନେଇ ଧଉରାଗୋଠ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରାଯାଉଛି। ହେଲେ ଦାନା ଦେଉଥିବା ଜମିରୁ ଇଞ୍ଚେ ବି ପ୍ରକଳ୍ପ ପାଇଁ ଛଡାଯିବନି ବୋଲି ଜିଦ୍‌ ଧରିବା ସହ ଶୁକ୍ରବାର ଆଠମଲ୍ଲିକ...

ଦୃଷ୍ଟି ଆଢୁଆଳରେ ମା’ ଝାରୀ କୁଆଁଦେଈ ପୀଠ: ଉନ୍ନତୀକରଣ, ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଛେଣ୍ଡିପଦା, ୩୦।୧୧(ସ୍ବ.ପ୍ର.) ମନୋରମ ପରିବେଶ, ଉଷ୍ମ ପ୍ରସ୍ରବଣ, ଜନ ସାଧାରଣଙ୍କ ସମାଗମ ଲାଗି ରହିବା ସତ୍ତ୍ୱେ ପର୍ଯ୍ୟଟନ ବିଭାଗ ତଥା ପ୍ରଶାସନର ଦୃଷ୍ଟି ଆଢୁଆଳରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଚାଙ୍ଗୁଡିଆ ପଞ୍ଚାୟତ ବଡବେରେଣା ଗ୍ରାମସ୍ଥିତ ମା’ ଝାରୀ କୁଆଁଦେଈ...

ଅନାହାରରେ ଦୁଇ ମା’ ଝିଅ

ହାଟଡିହୀ,୩୦। ୧୧(ଡି.ଏନ୍‌.ଏ.)- କେନ୍ଦୁଝର ଜିଲାର ବଣପାହାଡ ଘେରା ହାଟଡିହୀ ବ୍ଲକର ଏକ ଅବହେଳିତ ଆଦିବାସୀ ଅଧ୍ୟୁଷିତ ଗାଁ ହଦଗଡ଼ । ଏହିଗାଁରେ ଅନେକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ ବିତାଉଛନ୍ତି। ସରକାର ଗରିବ ଲୋକଙ୍କ ଲାଗି କାର୍ଯ୍ୟକାରୀ କରୁଥିବା...

ପଦ୍ମାବତୀ ପାଇଲେ ରାଜ୍ୟପାଳ ଟ୍ରଫି

କେନ୍ଦୁଝର,୩୦।୧୧( ସ୍ବ.ପ୍ର./ଡି.ଏନ.ଏ.)- ଭୁବନେଶ୍ୱର ଯାତ୍ରୀ ନିବାସଠାରେ ୨୦୧୭ – ୧୮ ବର୍ଷ ପାଇଁ ‘ପ୍ରତିଭା ଅନ୍ବେଷଣ’ କାର୍ଯ୍ୟକ୍ରମରେ ରାଜ୍ୟପାଳ ଟ୍ରଫି ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲାର ୨୦୦ ପ୍ରତିଯୋଗୀ ଭାଗ ନେଇଥିଲେ । ୨୮ ତାରିଖରେ ରବୀନ୍ଦ୍ର...

ପିଲାଙ୍କୁ ଇଂଲିଶ ମାଧ୍ୟମ ପାଠପଢା ନାଁରେ ପ୍ରତାରଣା: ଠକେଇର ଶିକାର ଶତାଧିକ ମହିଳା

ଝୁମ୍ପୁରା, ୩୦।୧୧ (ଡି.ଏନ.ଏ.)- ଗ୍ରାାମାଞ୍ଚଳ ପିଲାଙ୍କୁ ଇଂଲିଶ ମାଧ୍ୟମରେ ପାଠ ପଢାଇବା ପ୍ରଲୋଭନ ଦେଖାଇ ଝାଡଖଣ୍ଡ ରାଜ୍ୟର ଜଣେ ବ୍ୟକ୍ତି କେନ୍ଦୁଝର ଜିଲା ଝୁମ୍ପୁରା ଅଞ୍ଚଳରେ ଶିକ୍ଷାନଷ୍ଠାନ ଓ କୋଚିଂ ସେଣ୍ଟର ଖୋଲି ବଡ ଧରଣର ଠକେଇ କରିଥିବା ପଦାକୁ...

ମୟୂରଭଞ୍ଜ ଛଉନୃତ୍ୟ ଦଳର ବିଦେଶ ଯାତ୍ରା

ବାରିପଦା ଅଫିସ, ୩୦।୧୧- ମୟୂରଭଞ୍ଜ ଛଉନୃତ୍ୟର ପ୍ରଚାର ପ୍ରସାର ଲାଗି ଜିଲା ପ୍ରଶାସନ ପକ୍ଷରୁ ୨୦୧୬ରୁ କାର୍ଯ୍ୟକାରୀ ହେଉଥିବା ପ୍ରୋଜେକ୍ଟ ଛାଉଣୀର ଏକ ନୃତ୍ୟଦଳ ଓ୍ବେଷ୍ଟଇଣ୍ଡିଜ ଏବଂ ସାଉଥ୍‌ ଆମେରିକା ଯାତ୍ରା କରିଛନ୍ତି। ୮ ଜଣ ବିଶିଷ୍ଟ ଏହି ଦଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri