ଆମ ଜିଲା ଖବର

କରୋନା ମୁକାବିଲା ଲାଗି ନୀଳଗିରି ବିଧାୟକ ଦେଲେ ୩୪ଲକ୍ଷ

ସଜନାଗଡ଼,୨୯।୪(ଡି.ଏନ.ଏ.)-ମହାମାରୀ କରୋନା ମୁକାବିଲା ଲାଗି ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ସହାୟତାର ହାତ ବଢାଇଛନ୍ତି। ବହିରାଗତଙ୍କ ଫେରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବିଭିନ୍ନ ପଞ୍ଚାୟତ ସ୍କୁଲ ପରିସରରେ ଆଇସୋଲେଶନ କେନ୍ଦ୍ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଧାୟକ ସୋମବାର ୩୪ଲକ୍ଷ…

ମେ ୮ରୁ ପୁରୀ ଜିଲାରେ ରବି ଧାନ ସଂଗ୍ରହ

ପୁରୀ ଅଫିସ, ୨୮ା୪: ଆସନ୍ତା ମେ ୮ ତାରିଖରୁ ପୁରୀ ଜିଲାର ଚାଷୀଙ୍କଠାରୁ ରବି ଧାନ ସଂଗ୍ରହ କରାଯିବ। ଏହି ଧାନ ସଂଗ୍ରହ କିପରି ସୁରୁଖୁରରେ ହେବ ସେ ନେଇ ମଙ୍ଗଳବାର ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ…

କୋଭିଡ୍‌ ଫଣ୍ଡକୁ ୧୦ହଜାର ଦେଲେ ବ୍ଲକ ଅଧ୍ୟକ୍ଷ

ଖଜୁରିପଡ଼ା/ବଲସକୁମ୍ପା,୨୮ା୪(ଡି.ଏନ.ଏ.)- କରୋନା ମହାମାରୀର ମୁକାବିଲା ପାଇଁ ଖଜୁରିପଡ଼ା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର ୧୦ ହଜାର ଟଙ୍କା କୋଭିଡ୍‌ ଫଣ୍ଡକୁ ଦାନ କରିଛନ୍ତି। ସେ ସୋମବାର କନ୍ଧମାଳ ଜିଲାପାଳ ଡ଼. ବୃନ୍ଦା ଡ଼ିଙ୍କୁ ସାକ୍ଷାତ କରି ଏହା ପ୍ରଦାନ କରିଛନ୍ତି।…

କ୍ବାରାଣ୍ଟାଇନ ସେଣ୍ଟର ବୁଲିଲେ ବିଧାୟକ

ପୁରୀ ଅଫିସ,୨୮ା୪: ପୁରୀ ସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ କରୋନା ମୁକାବିଲା ନେଇ କିଭଳି ପ୍ରସ୍ତୁତି ଚାଲିଛି ତାହାର ତଦାରଖ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ବିଧାୟକ ଷଡ଼ଙ୍ଗୀ ମଙ୍ଗଳବାର ଗୋପୀନାଥପୁର, କାଶୀହରିପୁର, ହରେକୃଷ୍ଣପୁର, ତଳଜଙ୍ଗ ଓ ମାଳତୀପାଟୁପର ପଞ୍ଚାୟତ…

କୋଭିଡ୍‌ ଫଣ୍ଡକୁ ଶିକ୍ଷକ ଦେଲେ ୪.୮୩ ଲକ୍ଷ

ଶେରଗଡ଼,୨୮ା୪(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକର ଶିକ୍ଷକମାନେ ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ଫଣ୍ଡକୁ ପ୍ରଦାନ କରିଛନ୍ତି। ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ୪ଲକ୍ଷ ୮୩ହଜାର ୪୪୧ଟଙ୍କା ସୋମବାର ଶେରଗଡ଼ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ପ୍ରଦାନ କରାଯାଇଛି।…

ଶହେ ଲିଟର ଦେଶୀମଦ ଜବତ, ୨ ଗିରଫ

ଧରାକୋଟ,୨୮ା୪(ଡି.ଏନ.ଏ.)- ଧରାକୋଟ ଥାନା ଚମ୍ପାପଲ୍ଲି ଗ୍ରାମରେ ବ୍ୟାପକ ଚୋରାମଦ ପ୍ରସ୍ତୁତି ଚାଲିଥିବାବେଳେ ବାରମ୍ବାର ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ ଜାରି ରହିଛି। ମାତ୍ର ମଦ ପ୍ରସ୍ତୁତକାରୀ ଭୃକ୍ଷେପ କରୁ ନ ଥିବା ଜଣାପଡିଛି। ମଙ୍ଗଳବାର ଭୋରରୁ ଆସିକା ଏସଡିପିଓ ସୂର୍ଯ୍ୟମଣି…

ପୂଜା ସାମଗ୍ରୀ ଦୋକାନ ଜଳିଗଲା

ଭଞ୍ଜନଗର,୨୮।୪(ଡି.ଏନ.ଏ.)- ଭଞ୍ଜନଗର ହନୁମାନ ମନ୍ଦିରକୁ ଲାଗିଥିବା ମହାବୀର ପୂଜା ସାମଗ୍ରୀ ଦୋକାନଟି ସୋମବାର ରାତିରେ ଜଳିଯାଇଛି। ନିଅଁା କେଉଁଭଳି ଲାଗିଲା ଜଣାପଡ଼ିନାହିଁ। ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ କରିଥିଲେ। ଲକ୍‌ଡ଼ାଉନ ଯୋଗୁ ଦୋକାନଟି ବନ୍ଦ ଥିଲା। ସଟ୍‌ସର୍କିଟ…

ପୁରାତନ ଛାତ୍ର ସଂସଦ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

କୋଣାର୍କ,୨୮।୪(ଡି.ଏନ୍‌.ଏ.): କୋଣାର୍କସ୍ଥିତ କୋଣାର୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦିଲୀପ କୁମାର ଦାସ, ବିଜୟ ରାୟ ଓ କୈଳାସ ଚନ୍ଦ୍ର ରାୟଙ୍କ ଆର୍ଥତ୍କ ପ୍ରୋତ୍ସାହନ ଓ ପ୍ରେରଣାରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ଗରିବମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ସଂସଦର…

ଯୋଗାଣ ସହାୟିକାଙ୍କୁ ଆକ୍ରମଣ

ପାଟପୁର,୨୭ା୪- ଜଣେ ମହିଳା ସରକାରୀ କର୍ମଚାରୀଙ୍କୁ ସୋମବାର କାର୍ଯ୍ୟ କ୍ଷେତ୍ରରେ ଆକ୍ରମଣ ହୋଇଥିବା ପାଟପୁର ଥାନାରେ ଏତଲା ହୋଇଛି। ନଂ.୯୩/୨୦ରେ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଛି। ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତର ଯୋଗାଣ ସହାୟିକା ପ୍ରମିତା କୁମାରୀ ଶତପଥି…

ଗ୍ରାହକ ସାଜି ଅବକାରୀ ବିଭାଗର ଚଢ଼ାଉ

ପାଟପୁର,୨୮ା୪- ଦିଗପହଣ୍ଡି ଅବକାରୀ ବିଭାଗ, ସାନଖେମୁଣ୍ଡି ତହସିଲଦାର, ପାଟପୁର ପୋଲିସ ସୋମବାର ରାତି ପ୍ରାୟ ୧୦ଟାରେ ପାଟପୁର ଥାନା ପଳାସପୁର ଛକରେ ଥିବା ଏକ ପାନ ଦୋକାନରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିବା ସହ ୨୨ ଲିଟର ବିଦେଶୀ ମଦ…

ଜନ୍ମଦିନ ସଂଚିତ ଅର୍ଥ ଦାନ କଲେ ୪ ବର୍ଷିୟା ସୁହାନି

ଗୋପ,୨୮ା୪(ଡି.ଏନ.ଏ): କରୋନା ମୁକାବିଲା ପାଇଁ ସଂଗଠନ, ବିଶିଷ୍ଟ ବ୍ୟକ୍ତି ସରକାର ପାଣ୍ଠିକୁ ସହାୟତା କରୁଥିବାବେଳେ ମଙ୍ଗଳବାର ପୁରୀ ଜିଲା ଗୋପ ବ୍ଲକ ଅଞ୍ଚଳର ୪ ବର୍ଷିୟା ଶିଶୁକନ୍ୟା ସୁହାନି ନିଜ ଜନ୍ମଦିନ ପାଇଁ ସଞ୍ଚୟ କରି ରଖିଥିବା ଅର୍ଥକୁ ମୁଖ୍ୟମନ୍ତ୍ରୀ ରିଲିଫ…

ବିଷ୍ଣୁପୁର ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା

ବାହାନଗା, ୨୮ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲାର ୧୬ ନମ୍ବର ସଂକ୍ରମିତ ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମରେ ଚିହ୍ନଟ ହେବା ପରେ ସୋମବାର ରାତିରେ ଜିଲା ପ୍ରଶାସନ ଗ୍ରାମ ଉଭୟ ପାର୍ଶ୍ୱର ୨ କିଲୋମିଟର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ଏହା ୭ଦିନ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?