ଆମ ଜିଲା ଖବର

କୋଭିଡ୍‌-୧୯ରୁ ମୁକ୍ତି ପାଇଁ ଗ୍ରାମଦେବତୀଙ୍କ ନିକଟରେ ପୂଜା

ବେଗୁନିଆପଡ଼ା,୨୯ା୪(ଡି.ଏନ.ଏ.)-କରୋନା ଭୂତାଣୁ ଲୋକଙ୍କ ନିଦ ହଜାଇଦେଇଥିବା ବେଳେ ଏଥିପାଇଁ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି। ମଙ୍ଗଳବାର ବେଗୁନିଆପଡ଼ା ବ୍ଲ୍ଳକ ଏସ୍‌.ଛଚିନା ଗ୍ରାମରେ କୋଭିଡ୍‌-୧୯ରୁ ରକ୍ଷା ପାଇବା ପାଇଁ ଏବଂ ଗ୍ରାମରେ ଶାନ୍ତି ପ୍ରତିଷ୍ଠା ପାଇଁ ଗ୍ରାମଦେବତୀଙ୍କ…

ଖାଦ୍ୟ ଲାଗି ହନ୍ତସନ୍ତ ହେଉଛନ୍ତି ଗୋରୁ, କୁକୁର

ବ୍ରହ୍ମପୁର ଅଫିସ,୨୯ା୪-କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଘୋଷଣା କରାଯାଇଛି। ଏଥି ଯୋଗୁ ସମଗ୍ର ଜିଲାରେ ବୁଲା ଗୋରୁ, କୁକୁର ଏବେ ଭୋକିଲା ରହୁଛନ୍ତି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ସହରରେ ବୁଲୁଥିବା ଗୋରୁ ଓ…

କ୍ୱାରାଣ୍ଟାଇନ କେନ୍ଦ୍ର ପମ୍ପ ଅଚଳ: ପାଣି ପାଇଁ ଧାରଣା

ଭଞ୍ଜନଗର,୨୯।୪(ଡି.ଏନ୍‌.ଏ.)- ଭଞ୍ଜନଗର ଏନ୍‌ଏସି ପକ୍ଷରୁ ଟାଉନ ହଲ୍‌ରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ର ପାଣିପମ୍ପ ସୋମବାର ରାତିରେ ଅଚଳ ହୋଇପଡ଼ିଥିଲା। ମଙ୍ଗଳବାର ସକାଳେ ଲୋକେ ପାଣି ପାଇପାରିନଥିଲେ। କେନ୍ଦ୍ରରେ ଥିବା ଖ୍ରୀଷ୍ଟିୟାନ ସାହିର ଜଣେ ବ୍ୟକ୍ତି ଏନେଇ କେନ୍ଦ୍ର ସମ୍ମୁଖରେ କିଛି ସମୟ…

ଚାଲିଚାଲି ଚେନ୍ନାଇରୁ ଫେରିଲେ ୧୦ ଶ୍ରମିକ

ଶେରଗଡ,୨୯ା୪(ଡି.ଏନ୍‌.ଏ.)- ଚେନ୍ନାଇରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଗଞ୍ଜାମ ଜିଲା ଶେରଗଡ ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ୧୦ ଜଣ ଲକ୍‌ଡାଉନ ପରେ ସେଠାରେ ଫସି ରହିଥିଲେ। କାମଧନ୍ଦା ବନ୍ଦ ପରେ ଖାଇବାକୁ ବହୁ ଅସୁବିଧା ହେବାରୁ ଶେଷରେ…

ଭାଲୁ ଆକ୍ରମଣରେ ୨ ଯୁବକ ଗୁରୁତର

କେନ୍ଦୁଝର/ସଜନାଗଡ଼,୨୯।୪(ଡି.ଏନ.ଏ.)-ବାଲେଶ୍ୱର ଓ କେନ୍ଦୁଝର ଜିଲାରେ ମଙ୍ଗଳବାର ୨ଜଣ ଯୁବକ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଗୁହାଳିଆ ଗ୍ରାମର କରୁଣାକର ମହାନ୍ତି ଗାଈ ଚରାଇବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ସେ ଜୋରରେ ଚିତ୍କାର…

କରୋନା ଯୋଦ୍ଧା ସମ୍ମାନିତ

ହାଟଡିହୀ, ୨୯ା୪(ଡ଼ି.ଏନ.ଏ.)-ବର୍ତ୍ତମାନ ପରିସ୍ଥିତିରେ ଦିନ ରାତି ଏକାଠି କରି କାମ କରୁଥିବା କରୋନା ଯୋଦ୍ଧାଙ୍କୁ କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ସମ୍ମାନିତ କରିଛନ୍ତି। ସେ ହାଟଡିହୀ ଅଙ୍ଗନଓ୍ବାଡି କର୍ମୀ ଓ ଆଶାକର୍ମୀଙ୍କୁ ପ୍ରଶସ୍ତିପତ୍ର ଦେବା…

ବନ୍ତରେ କଟକଣା କଡ଼ାକଡ଼ି

ବନ୍ତ,୨୯।୪(ଡି.ଏନ୍‌.ଏ./ସ୍ବ.ପ୍ର.)-ମଙ୍ଗଳବାର ଭଦ୍ରକ ଜିଲା ବନ୍ତ ବ୍ଲକରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଇଛି। ଚାରିଗାଁ ଗ୍ରାମରେ ସମ୍ପୃକ୍ତ ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଥିବାରୁ ଉକ୍ତ ଗ୍ରାମକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି ା…

ମୟୂରଭଞ୍ଜ ବ୍ୟବସାୟୀ ସଂଘର ବୈଠକ

ବାରିପଦା ଅଫିସ, ୨୯ା୪- ମୟୂରଭଞ୍ଜ ବ୍ୟବସାୟୀ ସଂଘ ପକ୍ଷରୁ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶ ତଥା ବିଶ୍ୱରେ ଦେଖା ଦେଇଥିବା ମହାମାରୀ କରୋନାର ମୁକାବିଲା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ଖୋଲା ରହୁଛି। ତେଣୁ ଦୋକାନ…

ବହିରାଗତଙ୍କୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ

କୁଆମରା,୨୯।୪(ଡି.ଏନ୍‌.ଏ.)-କରୋନା ଯୋଗୁ ବହିରାଗତଙ୍କୁୁ ନେଇ ପ୍ରଶାସନର ଚିନ୍ତା ବଢିଛି। ପୂର୍ବରୁ ବାହାର ରାଜ୍ୟ ଓ ଜିଲାକୁ ଯାଇଥିବା ଶ୍ରମିକମାନେ ଏବେ ଲୁଚିଛପି ରାତିରେ ଚାଲିଚାଲି ନିଜ ନିଜ ଗାଁକୁ ପଳାଇ ଆସୁଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା…

୫୦ଜଣଙ୍କ ସ୍ବାବ ସଂଗ୍ରହ

ସୋର,୨୯ା୪(ଡି.ଏନ୍‌.ଏ.)-ସୋର ମ୍ୟୁନିସିପାଲିଟି ସହ ବିଭିନ୍ନ ପଞ୍ଚାୟତରେ ବାହାରୁ ଆସି କ୍ୱାରାଣ୍ଟାଇନ୍‌ରେ ଥିବା ୩୭୨ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଛି। ମଙ୍ଗଳବାର ମାଣିପୁର ପଞ୍ଚାୟତ ହାଇସ୍କୁଲ ପରିସରରେ ଥିବା ୫୦ଜଣଙ୍କ ସ୍ବାବ ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତତ୍ତ୍ୱାବଧାନରେ ବାଲେଶ୍ୱରରୁ ଆସିଥିବା ସ୍ବତନ୍ତ୍ର ଟିମ୍‌ ଦ୍ୱାରା…

ଦିନକର ଦରମା ଦାନ କଲେ ଶିକ୍ଷକ, କର୍ମଚାରୀ

ସୋର,୨୯ା୪(ଡି.ଏନ.ଏ.)-ସୋର ମ୍ୟୁନିସିପାଲଟି ଅନ୍ତର୍ଗତ ଏସ୍‌ଏନ୍‌ ହାଇସ୍କୁଲ ପକ୍ଷରୁ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କର ଗୋଟିଏ ଦିନର ଦରମା କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି। ଏହି ବିଦ୍ୟାଳୟର ୧୯ ଜଣ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ସେମାନଙ୍କର…

୧୦ ପଞ୍ଚାୟତରେ ଶୌଚାଳୟ ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭ

ଖଇରା, ୨୯।୪(ଡି.ଏନ.ଏ.)-କରୋନାର ସଫଳ ମୁକାବିଲା ପାଇଁ ଓଡିଶା ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱର ଜିଲାର ଖଇରା ଓ ସିମୁଳିଆ ବ୍ଲକର ବିଭିନ୍ନ ବଜାର ସମେତ ଅଫିସକୁ ବିଶୋଧନ କରାଯାଇଛି। ଏହାସହ ୪୦ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?