ପୁଣି ବୋଟ୍ରେ ଆସିଲେ ୩୩ ମତ୍ସ୍ୟଜୀବୀ
ଛତ୍ରପୁର,୨୯ା୪(ଡି.ଏନ୍.ଏ.): ଲକ୍ଡାଉନ୍ ଯୋଗୁ ଚେନ୍ନାଇରେ ଫସି ରହିଥିବା ମତ୍ସ୍ୟଜୀବୀ ଓ ଶ୍ରମିକମାନେ ନିଜ ଉଦ୍ୟମରେ ବୋଟ୍ କିଣି ସମୁଦ୍ର ପଥରେ ଗଞ୍ଜାମ ଫେରିବାରେ ଲାଗିଛନ୍ତି। କରୋନା ଭୟ ହେଉ କି କାମଧନ୍ଦା ମିଳୁ ନ ଥିବାରୁ ଖାଦ୍ୟ ଯୋଗାଡ଼ କରି ନ…
CORONAVIRUS UPDATE: ପୁଣି ଭୁବନେଶ୍ୱରରେ କରୋନା ପଜିଟିଭ ଚିହ୍ନଟ : ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ ଛୁଇଁଲା
ଭୁବନେଶ୍ୱର,୨୯।୪ (ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଁଚିଛି। ସେହି ବ୍ୟକ୍ତି ଜଣକ ଭୁବନେଶ୍ୱରର ମଧୂସୁଦନ ନଗରର ବାସିନ୍ଦା ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚୀତ…
୬୦ ଲିଟର ମହୁଲି ମଦ ଜବତ, ୫ ଗିରଫ
ଦେବଗଡ଼,୨୯ା୪(ଡି.ଏନ୍.ଏ.)-ଅବକାରୀ ବିଭାଗ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୬୦ ଲିଟର ମହୁଲି ମଦ ଓ ୧୮୮୦ କେଜି ମହୁଲ ପୋଚ ଜବତ କରାଯାଇଛି ା ଉପରୋକ୍ତ ଘଟଣାରେ ୫ଟି ମାମଲା ରୁଜୁ ହୋଇଛି ା ୫ ଅଭିଯୁକ୍ତଙ୍କୁ ଅବକାରୀ…
୨୪ ଘଣ୍ଟାରେ ୫ ଦୋକାନ ସିଲ୍
ଦେବଗଡ଼,୨୯ା୪(ଡି.ଏନ.ଏ.)-ଲକ୍ଡାଉନ କଟକଣା ସତ୍ତ୍ୱେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ଦୋକାନ ଖୋଲା ରଖିବା ଏବଂ କୌଣସି କାମ ନ ଥାଇ ବାହାରେ ବୁଲାବୁଲି କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଜିଲା ପ୍ରଶାସନ ା ମାସ୍କ ବ୍ୟବହାର କରୁ…
ନାବାଳିକାଙ୍କ ବିବାହ ଯୋଜନା ଧରାପଡ଼ିଲା, ୩ଗିରଫ
ବୌଦ୍ଧ, ୨୯ା୪(ସ୍ବ.ପ୍ର)-ଜଣେ ନାବାଳିକାଙ୍କ ବିବାହ ଯୋଜନା ପୋଲିସ ହାତରେ ଧରାପଡିଛି ା ଏହି ବିବାହରେ ବ୍ୟବହୃତ କାର ପାଇଁ ଜାଲ୍ ପାସ୍ ବ୍ୟବହାର କରାଯାଇଥିବା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ୩ଜଣଙ୍କୁ ଗିରଫ କରିଛି ା ସେମାନେ ହେଲେ କାର…
ପଥରରେ ଛେଚି ଯୁବକଙ୍କୁ ହତ୍ୟା
ସୋହେଲା,୨୯ା୪(ଡି.ଏନ.ଏ.) – ସୀମାନ୍ତ ଲୁହୁରାଚଟି ପୁରୁଣା ଚେକ୍ଗେଟରେ ଚା ଦୋକାନ କରି ପରିବାର ପୋଷଣ କରୁଥିବା ଲୁହୁରାଚଟି ଗ୍ରାମର ରଜନୀକାନ୍ତ ଠେଟୁଆ(୩୮)ଙ୍କ ମୃତଦେହ ମଙ୍ଗଳବାର ସକାଳେ ଛତିଶଗଡ ରାଜ୍ୟ ସୀମାନ୍ତ ଏକ ଚାଷଜମିରୁ ଉଦ୍ଧାର କରାଯାଇଛି। ତାଙ୍କ ମୁଣ୍ଡକୁ ପଥରରେ ଛେଚି…
ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ କଲେ ବିଧାୟକ
ଲାଠୋର, ୨୯ା୪(ଡି.ଏନ.ଏ) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକର ବିଭିନ୍ନ ପଞ୍ଚାୟତରେ ନିର୍ମାଣ ହୋଇଥିବା କୋଭିଡ ୧୯ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରକୁ ଗୁରୁବାର ପାଟଣାଗଡ ବିଧାୟକ ସରୋଜ ମେହେର ପରିଦର୍ଶନ କରିଥିଲେ। ଅଞ୍ଚଳରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଶିବିରମାନ କିପରି ସ୍ଥିତିରେ…
ମୁଗଚାଷୀଙ୍କୁ କାଳବୈଶାଖୀ ଚଡ଼କ
ଭୁବନ, ୨୯।୪(ଡି.ଏନ.ଏ.) – ଚାଷୀଙ୍କ ଉପରେ ଚଡ଼କ ପକାଇଛି କାଳବୈଶାଖୀ ବର୍ଷା। ଅମଳ ପାଇଁ ଉପାଡ଼ି ଖଳାରେ ରଖାଯାଇଥିବା ମୁଗ ଅଦିନିଆ ବର୍ଷାରେ ଭିଜି ଗଜା ହୋଇଯାଇଛି, ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ଭୁବନ ଏନ୍ଏସିର ୩୦ ଚାଷୀ।…
ଫେରାର ଭାଟି ମ୍ୟାନେଜରଙ୍କୁ ଖୋଜୁଛି ପୋଲିସ
ଅନୁଗୋଳ ଅଫିସ, ୨୯।୪ – ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆରେ ଥିବା ଦେଶୀ ମଦ ଭାଟି ଉପରେ ଚଢ଼ାଉ ବେଳେ ଫେରାର ହୋଇଯାଇଥିବା ମ୍ୟାନେଜରଙ୍କୁ ଗିରଫ କରିବାକୁ ଅନୁଗୋଳ ପୋଲିସ ଉଦ୍ୟମ ଜାରି ରଖିଛି। ଏହି ଘଟଣାରେ ଭାଟି ମାଲିକ ବିକ୍ରମ…
ସଙ୍ଗରୋଧ କେନ୍ଦ୍ର ପାର୍ଶ୍ୱରେ ଚାଲିଛି ପରିବା ବିକ୍ରି
ଅନୁଗୋଳ ଅଫିସ, ୨୯।୪ – ଅନୁଗୋଳ ପୌର ପ୍ରଶାସନ ପକ୍ଷରୁ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଟାଉନ୍ ହାଇସ୍କୁଲ ଠାରେ କ୍ୱାରାଣ୍ଟାଇନ ସେଣ୍ଟର କରାଯାଇଛି। କିନ୍ତୁ ଉକ୍ତ ସେଣ୍ଟର ପାର୍ଶ୍ୱରେ ଦୈନିକ ପରିବା ବ୍ୟବସାୟୀମାନେ ବେପାର କରୁଛନ୍ତି। କରୋନା ସନ୍ଦିଗ୍ଧମାନଙ୍କୁ ସେଠାରେ…
ବସ୍ରେ ଘରକୁ ଗଲେ ୧୭୯ ଜଣ
ଅନୁଗୋଳ ଅଫିସ, ୨୯।୪ – ଅନୁଗୋଳ ଜିଲାର ବିଭିନ୍ନ ବ୍ଲକରେ କ୍ୱାରାଣ୍ଟାଇନ୍ରେ ଥିବା ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ କଳାହାଣ୍ଡି ଜିଲାର ୧୭୯ ଜଣ ଲୋକଙ୍କୁ ମଙ୍ଗଳବାର ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। କ୍ୱାରାଣ୍ଟାଇନ ଅବଧି ଶେଷ ହୋଇଯାଇଥିବାରୁ ପ୍ରଶାସନ ପକ୍ଷରୁ…
ରାସ୍ତାରେ ଯମ, କରୋନା
ଢେଙ୍କାନାଳ ଅଫିସ, ୨୯।୪ – ‘ମୁଁ ହେଉଛି ଯମରାଜ। ଆଜି ମଇଁଷି ଆଣିନି। ମୋ ସାଙ୍ଗରେ କରୋନା ଆଣିଛି। ଟିକେ ଫାଙ୍କା ପାଇଲେ କରୋନା ମାଡ଼ି ବସିବ।’ ମଙ୍ଗଳବାର ଏପରି ସତର୍କବାଣୀ ଶୁଣିବାକୁ ମିଳିଥିଲା ଢେଙ୍କାନାଳ ସହରରେ। ଲକ୍ଡାଉନ ନିୟମ ଭଙ୍ଗକରି…

