ଆମ ଜିଲା ଖବର

ସଙ୍ଗରୋଧ ଗୃହରୁ ଫେରିଲେ ୧୬ ଶ୍ରମିକ

ଟିକିରି,୨୯ା୪: ରାୟଗଡ଼ା ଜିଲା କାଶିପୁର ବ୍ଲକ୍‌ ଟିକିରି ହାଇସ୍କୁଲସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଥିବା ୧୬ ଶ୍ରମିକ ମଙ୍ଗଳବାର ଫେରିଛନ୍ତି। ପ୍ରକାଶ ଯେ, ମାର୍ଚ୍ଚ ୨୯ ରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ୬ ଜଣ ବ୍ୟକ୍ତି ବାଇକ୍‌ ଯୋଗେ ବଲାଙ୍ଗୀର ଜିଲାର ବଡ଼ମାଲ…

୨୮୨ ସ୍ବାବ୍‌ ନେଗେଟିଭ

ରାୟଗଡ଼ା ଅଫିସ,୨୯ା୪: ରାୟଗଡ଼ା ଜିଲାରେ କରୋନା ସଂକ୍ରମଣ ନ ବ୍ୟାପିବା ପାଇଁ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଜିଲାରେ କରୋନାର ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଏଯାବତ୍‌ ଜିଲାରୁ ୮ଟି ପର୍ଯ୍ୟାୟରେ ୫୬ ଜଣ ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ…

ଗ୍ରାହକଶୂନ୍ୟ ନର୍ସରି, ନଷ୍ଟ ହେଉଛି ଚାରା

ଜୟପୁର,୨୯ା୪(ନି.ପ୍ର.): ପାଖାପାଖି ୪୦ ଦିନର ଲକ୍‌ଡାଉନ। ସ୍ବାସ୍ଥ୍ୟକୁ ଆଖି ଆଗରେ ସମାଜର ସବୁ ବର୍ଗର ଲୋକେ ସିନା ଘର ଭିତରେ ରହିଛନ୍ତି, କିନ୍ତୁ ସେମାନଙ୍କ ଜୀବନ ଜୀବିକା ଏବେ ହୁଡ଼ିବାକୁ ବସିଲାଣି। ଜୟପୁର ନିକଟସ୍ଥ ତେଲିଗୁଡ଼ାର ପାୟଲ ନର୍ସରୀ ସେହିଭଳି ସମସ୍ୟା…

ଗୋଦାମରେ ଚଢ଼ାଉ, ୧୬ ବସ୍ତା ଗୁଟ୍‌ଖା ଜବତ

ଜୟପୁର,୨୯ା୪(ନି.ପ୍ର./ଡି.ଏନ୍‌.ଏ.): ଲକ୍‌ଡାଉନ ଚାଲିଥିବା ବେଳେ କୋରାପୁଟ ଜିଲା ଜୟପୁର ସହରରେ ଗୁଟ୍‌ଖା ଓ ତମାଖୁର ଅବାଧ ବିକ୍ରି ଚାଲିଛି। ତେଣୁ ବୁଧବାର ପୋଲିସ, ତହସିଲ ଓ ପୌରପରିଷଦ ମିଳିତ ଭାବେ ସହରର ଭଦ୍ରାୟାସାହିରେ ଥିବା ଦୋକାନ ଓ ୨ଟି ଗୋଦାମରେ ଚଢ଼ାଉ…

ସ୍ତ୍ରୀ-ଛୁଆଙ୍କଠୁ ଦୂରରେ ରଖିଛି କରୋନା: ରନ୍ଧନ ଗ୍ୟାସ ପରିବହନ କରୁଥିବା ଟ୍ରକ୍‌ ଚାଳକଙ୍କ ଦୁଃଖ

ବୈପାରୀଗୁଡ଼ା,୨୯ା୪(ଡି.ଏନ୍‌.ଏ.): ଘରେ ସ୍ତ୍ରୀ ସହ ଦୁଇଟି ଛୋଟ ଝିଅ। ମାସେରୁ ଅଧିକ ହେବ ବାପାଙ୍କୁ ନ ଦେଖି ଝିଅମାନେ ଅଥୟ ହୋଇ କାନ୍ଦୁଛନ୍ତି। ପରିବାର ଲୋକଙ୍କୁ ଭେଟିବା ପାଇଁ କିମ୍ବା ପନିପରିବା ଆଣିବାକୁ ଗଲେ ଲୋକେ ବାରଣ କରୁଛନ୍ତି। ଛୋଟ ଛୁଆଙ୍କୁ…

ସୁରଟ ଫେରନ୍ତାଙ୍କୁ ଖାଇବାକୁ ଦିଆଗଲା

ସୋହେଲା,୨୯।୪(ଡି.ଏନ.ଏ): ଗୁଜୁରାଟ ରାଜ୍ୟ ସୁରଟରୁ ଓଡ଼ିଶା ଫେରୁଥିବା ଲୋକଙ୍କୁ ବୁଧବାର ବରଗଡ଼ ଜିଲା ସୋହେଲା ନିକଟ ଲୁହୁରାଚଟି ନିକଟରେ ପ୍ରଶାସନ ପକ୍ଷରୁ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥିଲା। ସେମାନେ ସ୍ବତନ୍ତ୍ର ୪ଟି ବସ୍‌ ଯୋଗେ ବରଗଡ଼ ଦେଇ ଗଞ୍ଜାମ ଫେରୁଥିବା ଖବର…

ପୁରୀରୁ ଫେରି ପାରୁ ନାହାନ୍ତି ୩୫ଶ୍ରମିକ

ବରଗଡ଼ ଅଫିସ୍‌,୨୯।୪: ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁର ୩୫ଜଣ ଶ୍ରମିକ ପୁରୀ ଜିଲାକୁ ଦାଦନ ଖଟିବାକୁ ଯାଇ ସେଠାରେ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି। ସେମାନେ ସମସ୍ତେ ଗୋପ ବ୍ଲକ ଅଚ୍ୟୁତପୁରଠାରେ ଥିବା ଏକ ଇଟାଭାଟିରେ କାମ କରୁଥିଲେ ।…

ଆନ୍ଧ୍ରରେ ଫସି ରହିଛନ୍ତି ୨୫୦ ଶ୍ରମିକ

ବରଗଡ଼ ଅଫିସ୍‌,୨୯।୪: ଲକ୍‌ ଡାଉନ୍‌ ଯୋଗୁ ରାଜ୍ୟ ବାହାରକୁ ଯାଇଥିବା ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଏହି କ୍ରମରେ ବରଗଡ଼ ଓ ବଲାଙ୍ଗୀର ଜିଲାରୁ ଆନ୍ଧ୍ର ପ୍ରଦେଶ ଯାଇଥିବା ୨୫୦ଜଣ ଶ୍ରମିକ ସେଠାରେ ଫସି ରହି ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା…

ମାନବିକତା ଦେଖାଇଲେ ବିଏସ୍‌ଏସ୍‌ଓ

ଜୁନାଗଡ଼,୨୯।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ କାର୍ଯ୍ୟରତ ବିଏସ୍‌ଏସ୍‌ଓ(ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ) ତୁଷାର ରଞ୍ଜନ ସାହୁ ମାନବିକତା ଦେଖାଇଛନ୍ତି। ରାସ୍ତା କଡ଼ ଗଛ ତଳେ ଅସହାୟ ଭାବେ ବସିଥିବା ଜଣେ ମହିଳାଙ୍କୁ ଉଦ୍ଧାର କରି ଧର୍ମଗଡ଼ ବ୍ଲକ ଗମ୍ଭାରୀଗୁଡାସ୍ଥିତ ଯଶୋଦା…

କୋମନା ସହରକୁ ବିଶୋଧନ କରାଗଲା

କୋମନା,୨୯ା୪(ଡି.ଏନ୍‌.ଏ.): ବୁଧବାର ଭୋରରୁ ଅଗ୍ନିଶମ ବିଭାଗ ତରଫରୁ କୋମନା ସହରକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଛି । ସହରର ପ୍ରତ୍ୟେକ ଦୋକାନ ବଜାର, ବସଷ୍ଟାଣ୍ଡ ସମେତ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ, କୃଷି ବିଭାଗ, ଭାରତୀୟ ଷ୍ଟେଟବ୍ୟାଙ୍କ, ଅସ୍ଥାୟୀ କରୋନା ସ୍ବାସ୍ଥ୍ୟ…

ଶେଷରେ ଅସହାୟ ମହିଳାଙ୍କ ଚିକିତ୍ସା ହେଲା

ଲୋଇସିଂହା, ୨୯।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରା ଗାଁ। ସେହି ଗାଁର ଅସହାୟ ମହିଳା ହାଡ ସାହୁ। ମୂଲଲାଗି ପରିବାର ଚଳାନ୍ତି। କାମକୁ ନ ଗଲେ ତାଙ୍କ ଘରେ ଚୁଲି ଜଳେନି। ଏପରି ପରିସ୍ଥିତିରେ ଦିନେ ସେ କାମ…

ଲୋକଙ୍କୁ ମାକ୍ସ ପିନ୍ଧାଇ ସଚେତନ କଲା ଗଞ୍ଜାମ ପୋଲିସ

ଗଞ୍ଜାମ,୨୯ା୪(ଡି.ଏନ୍‌.ଏ.)- ବର୍ତ୍ତମାନ କରୋନା ଭୂତାଣୁ ସାରା ବିଶ୍ୱରେ କାୟାବିସ୍ତାର କରି ଚାଲିଛି। ଏଥିପାଇଁ ସରକାର ଓ ଜିଲା ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସାମାଜିକ ଦୂରତା, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଏବଂ ମାକ୍ସ ବ୍ୟବହାର ନେଇ କଟକଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?