କରୋନା କଟକଣା: ନୀତି କାନ୍ତିରେ ଆରମ୍ଭ ହେଲା ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଯାତ୍ରା
ପୁରୁଷୋତ୍ତମପୁର,୨୪।୪(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । କରୋନା ଲାଗି ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣା ଯୋଗୁ ଯାତ୍ରା ସମ୍ପୂର୍ଣ୍ଣ ଫିକା ପଡିଯାଇଛି। ପରମ୍ପରା ଅନୁସାରେ ବର୍ଷକୁ ୨୧…
ବାଲେଶ୍ୱର ଲକ୍ଡାଉନ୍: ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ଯାତାୟାତ କରିବାକୁ ଲୋକଙ୍କୁ ଅନୁମତି
ବାଲେଶ୍ୱର ଅଫିସ,୨୪।୩: କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏ ନେଇ ସୋମବାର ୯ଟି ଜିଲାକୁ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏହି ୯ ଜିଲାର ତାଲିକାରେ ଥିବା ବାଲେଶ୍ୱର ସହରକୁ ମଙ୍ଗଳବାର ପୂର୍ବାହ୍ନରୁ ଲକ୍ଡାଉନ୍ କରାଯାଇଛି…
ସହରରେ ଘୋଷଣା ପୂର୍ବରୁ ଲକ୍ଡାଉନ୍: ଭୟଭୀତ ଅବସ୍ଥାରେ ଲୋକେ
କେନ୍ଦୁଝର, ୨୪।୩ (ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ସହରରେ ସୋମବାରଠାରୁ ଅଘୋଷିତ ଲକ୍ଡାଉନ୍ ଲାଗୁ ହୋଇଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବନ୍ଦ କରିଦିଆଯାଇଛି। ଫଳରେ ଅପ୍ରସ୍ତୁତ ଲୋକମାନେ…
ଲକ୍ଡାଉନ୍ ମାନୁନାହାନ୍ତି ଲୋକେ: ପରିବା ମାର୍କେଟରେ ଭିଡ଼ ଅସମ୍ଭାଳ
ରଣପୁର, ୨୪।୩(ଡି.ଏନ୍.ଏ.): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୟାଗଡ଼ ଜିଲାକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ମଙ୍ଗଳବାର ଲକ୍ଡାଉନ୍ର ପ୍ରଥମ ଦିନରେ ରାଜସୁନାଖଳାର ବିଭିନ୍ନ ସ୍ଥାନରେ ଲୋକେ ପ୍ରଶାସନିକ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ଦେଖିବାକୁ…
୧୪୪ ଧାରା ଉଲ୍ଲଂଘନ: ୭ ଗିରଫ
ଖୋର୍ଦ୍ଧା ଅଫିସ,୨୪।୩: କରୋନା ପାଇଁ ଲାଗୁ ହୋଇଥିବା ୧୪୪ ଧାରା ଉଲ୍ଲଂଘନ ଅଭିଯୋଗରେ ଖୋର୍ଦ୍ଧା ସଦର ଥାନା ପୋଲିସ ସୋମବାର ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବିକାଶ ସାହୁ, ରଶ୍ମିରଞ୍ଜନ ମଙ୍ଗରାଜ, ପ୍ରତାପ ଭୂଜବଲ, କାଳୁ…
ହୋଟେଲ, ପାନ୍ଥନିବାସରେ କ୍ବାରାଣ୍ଟାଇନ ବ୍ୟବସ୍ଥା
ପୁରୀ ଅଫିସ,୨୪।୩: କରୋନା ମୁକାବିଲା ପାଇଁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସହରସ୍ଥ ୨ଟି ଘରୋଇ ହୋଟେଲ ଏବଂ ପାନ୍ଥନିବାସରେ ପେଡ୍ କ୍ବାରାଣ୍ଟାଇନ ବ୍ୟବସ୍ଥା କରାଯାଇଛି। ଏହି ୨ଟି ହୋଟେଲ ହେଉଛି ସିଟି ରୋଡର ସାଗର ତରଙ୍ଗ ଏବଂ ବଳିଆପଣ୍ଡା ଅଞ୍ଚଳର…
ଶ୍ରୀମନ୍ଦିର ହୁଣ୍ଡିରୁ ୪୬୭ ଟଙ୍କା
ପୁରୀ ଅଫିସ,୨୪।୩: କରୋନା ସଂକ୍ରମଣକୁ ରୋକିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି। ଗତ ୨୦ ତାରିଖରୁ ଶ୍ରୀମନ୍ଦିର ବନ୍ଦ ରହିଥିବାବେଳେୁ ପ୍ରତିଦିନ ମନ୍ଦିର ହୁଣ୍ଡିରୁ କିନ୍ତୁ ଟଙ୍କା ବାହାରୁଛି। ଏ ଦାନ ଅର୍ଥ ଆସୁଛି କେଉଁଠୁ ବୋଲି…
କରୋନା କରିଛି ଗାଁ ମୁହାଁ: ‘ଟଙ୍କା ନୁହେଁ, ପୁଅ ପାଖରେ ଥାଉ’
ପୁରୀ ଅଫିସ, ୨୪।୩: କରୋନା ଆତଙ୍କ ପାଇଁ ରାଜ୍ୟ ବାହାରେ ରହୁଥିବା ବହୁ ଓଡ଼ିଆ ନିଜ ଭିଟାମାଟିକୁ ଫେରି ଆସିଛନ୍ତି। ଅନେକ ଗାଁରେ ଏବେ ବାହାର ଫେରନ୍ତା ଯୁବକ। ଟଙ୍କା ରୋଜଗାର ଆଶାରେ ଦୀର୍ଘଦିନ ଧରି ଗାଁ ମାଟି ମାଡ଼ିି ନ…
ଆନ୍ଧ୍ରରେ ଫଶି ରହିଛନ୍ତି ଓଡ଼ିଆ ଯୁବକ : ସହାୟତା ପାଇଁ ଉପଜିଲାପାଳଙ୍କୁ ଗୁହାରି କଲେ ବାପା
ସଜନାଗଡ଼, ୨୪।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଔପଦା ବ୍ଲକ ଢ଼ୋଲପୁର ଗ୍ରାମର କେଶବ ଚନ୍ଦ୍ର ନାୟକଙ୍କ ପୁଅ କମଳାକାନ୍ତ ପରିବାର ପ୍ରତିପୋଷଣ ପାଇଁ ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲାର ଏକ ଗ୍ରାନାଇଟ୍ କମ୍ପାନୀରେ କାମ କରିବାକୁ ଯାଇ ସେଠାରେ ଫଶି ରହିଛନ୍ତି।…
ସମ୍ପର୍କୀୟଙ୍କ ସହ କଥା ହେବାକୁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା
ଭଦ୍ରକ ଅଫିସ, ୨୪।୩-ଭଦ୍ରକ ଜିଲା ମୁଖ୍ୟାଳୟରେ ଥିବା ସବ୍ଜେଲରେ ଏବେ କ୍ଷମତାଠାରୁ ଦୁଇଗୁଣ ଅଧିକ କଏଦୀ ରହୁଛନ୍ତି। କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ସେମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ସମ୍ଭବ ହେଉନାହିଁ ଯାହାକି ଚିନ୍ତାର କାରଣ ହୋଇଛି। ଜେଲରେ…
ଭଦ୍ରକ ଜିଲା ଲକ୍ଡାଉନ୍ ଘୋଷଣା
ଭଦ୍ରକ ଅଫିସ, ୨୪ା୩- କରୋନାର ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲାରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି। ପୂର୍ବରୁ କେବଳ ଭଦ୍ରକ ସହରକୁ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏବେ ଜିଲାର ସମସ୍ତ ପୌରପାଳିକା, ଏନ୍ଏସି…
‘ସହଯୋଗ ଦିଅ, ନିଜେ ନିଜକୁ ଲକ୍ଡାଉନ କର’
ବାରିପଦା ଅଫିସ, ୨୪ା୩- କରୋନା ଭାଇରସ୍ ସଂକ୍ରମଣ ରୋକିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି। ସମସ୍ତେ ଏଥିଲାଗି ସ୍ବାସ୍ଥ୍ୟ ପ୍ରତି ସଚେତନ ରହି ସ୍ବଚ୍ଛତା ରକ୍ଷା କରିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଏକ ସପ୍ତାହ ପର୍ଯ୍ୟନ୍ତ ଆବଶ୍ୟକ ନ…
Archives


