ଅଜଗର ଉଦ୍ଧାର
ଉଦଳା,୧୨ା୧୨(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ବୈରାଟପୁର ଗ୍ରାମ ନିକଟସ୍ଥ ସୋନ ନଦୀ ପଠାରୁ ମଙ୍ଗଳବାର ଏକ ୭ ଫୁଟିଆ ଅଜଗର ଉଦ୍ଧାର ହୋଇଛି ା ରାତିରେ ସାପଟି ଗ୍ରାମରୁ ନଦୀ ପଠାକୁ ଯାଉଥିବା ଗ୍ରାମବାସୀ ଦେଖି ସ୍ନେକ...
ଓଡ଼ିଶା ଦଳରେ ସମୀର
ବ୍ରହ୍ମପୁର ଅଫିସ୍,୧୨ା୧୨: କୁଚ୍ବିହାର ଟ୍ରଫିର ଆଗାମୀ ମ୍ୟାଚ୍ ଆସନ୍ତା ୧୩ତାରିଖରେ ଓଡ଼ିଶା ଦଳ ଆସାମ ବିପକ୍ଷରେ ଖେଳିବ। ଆସାମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ଓଡ଼ିଶା ଦଳ ଘୋଷଣା ହୋଇଯାଇଛି। ଓଡ଼ିଶା କ୍ରିକେଟ ସଂଘ(ଓସିଏ) ତରଫରୁ ୧୫ଜଣିଆ ଦଳ...
ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା ଘଟଣା: ବାଲିଗୁଡ଼ାରେ ସୂଚନା ଅଧିକାର ଅଭିଯାନ ଟିମ୍
ବାଲିଗୁଡା,୧୨ା୧୨(ଡି.ଏନ୍.ଏ.)-ବାଲିଗୁଡ଼ାର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ମଙ୍ଗଳବାର ସକାଳେ ତାଙ୍କ ଘର ଆଗରେ ଗୁଳି କରି ହତ୍ୟା କରାଯାଇଥିଲା। ୨ ଜଣ ଦୁର୍ବୃତ୍ତ ତାଙ୍କୁ ଘରୁ ଡାକି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ ା ଏହି ଘଟଣାର ୨...
ଉପଖଣ୍ଡସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ: ଛତ୍ରପୁର ବଜାର ରାସ୍ତାରୁ ହଟିବ ଫାଷ୍ଟଫୁଡ୍ ଦୋକାନ
ଛତ୍ରପୁର,୧୨ା୧୨(ଡି.ଏନ.ଏ)-ଛତ୍ରପୁର ଉପଖଣ୍ଡସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ବୁଧବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା କରିଥିଲେ। ଛତ୍ରପୁର ସହରରେ କିଭଳି ଟ୍ରାଫିକ୍ ସମସ୍ୟା ଦୂର ହେବ ସେ ଉପରେ...
ମା’ର ମୃତ୍ୟୁ ପରେ ଜେଲରେ ବାପା: ୧୮ଦିନର ଶିଶୁପୁତ୍ରକୁ ଉଦ୍ଧାର
ବାଲେଶ୍ୱର ଅଫିସ,୧୨।୧୨- ବାଲେଶ୍ୱର ଚାଇଲ୍ଡ ଲାଇନ୍ ପକ୍ଷରୁ ବୁଧବାର ବସ୍ତା ଥାନା ଅନ୍ତର୍ଗତ ସାନଧନାଡ଼ି ଗ୍ରାମରୁ ୧୮ ଦିନର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ପରେ ଏହି ଶିଶୁକୁ ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି। ଚାଇଲ୍ଡ ଲାଇନ୍ ସୂତ୍ରୁ...
କୁକୁଡ଼ା ଚୋରି ଘଟଣାକୁ ନେଇ ହତ୍ୟା ମାମଲାର ରାୟ : ଅଭିଯୁକ୍ତ ଯୁବକଙ୍କୁ ଆଜୀବନ କାରାଦଣ୍ଡ
ରାଉରକେଲା ଅଫିସ, ୧୨।୧୨- ସୁନ୍ଦରଗଡ଼ ଜିଲା ଛେଣ୍ଡ ଥାନା ଅନ୍ତର୍ଗତ ହଠାତ ବସ୍ତିରେ ଏକ କୁକୁଡ଼ା ଚୋରି ଘଟଣାକୁ ନେଇ ଘଟିଥିବା ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ପ୍ରଥମ ଶ୍ରେଣୀ ଅତିରିକ୍ତ ଜିଲା ଦୌରାଜଜ୍ ଦୀପକ କୁମାର...
ଗଛକୁ ଧକ୍କା ଦେଲା ଗାଡ଼ି: ୪ ଆହତ
ଠାକୁରମୁଣ୍ଡା,୧୨ା୧୨(ଡି.ଏନ୍.ଏ.)- ଠାକୁରମୁଣ୍ଡାଠାରୁ ୪ କି.ମି ଦୂର ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାର ହାଣ୍ଡିଫୁଟା ଛକ ନିକଟରେ ବୁଧବାର ସକାଳେ ଏକ ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଏକ ଟାଟା ସୁମୋ ଗାଡି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛକୁ ଧକ୍କା...
ଭିକ୍ଷାବୃତ୍ତି ଶେଷ ସାହାରା
ଭଦ୍ରକ ଅଫିସ, ୧୨।୧୨- ବେଶ୍ ହସଖୁସିରେ ଚାଲିଥିଲା ତାଙ୍କ ସଂସାର। ଘର ନିକଟ ତଥା ଆଖପାଖ ଅଞ୍ଚଳରେ ସାଇକେଲ ଯୋଗେ ବୁଲି ଦହିବରା ବିକୁଥିଲେ। ସେହି ବ୍ୟବସାୟରୁ ଯାହା ରୋଜଗାର ହେଉଥିଲା ସେଥିରେ ତାଙ୍କର ଛୋଟିଆ ପରିବାର ଚଳିଯାଉଥିଲା। ହେଲେ...
ଖୁଣ୍ଟ ପୋତାଯାଇଛି, ଜଳୁନି ଲାଇଟ୍
ଚମ୍ପୁଆ,୧୨।୧୨(ଡି.ଏନ.ଏ.)-ଏନଏସି ଗଠନ ପରେ ଜନସାଧାରଣଙ୍କୁ ମିଳିବାକୁ ଥିବା ମୌଳିକ ସୁବିଧା ପାଇବାରୁ ଏନଏସିବାସୀ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ଏନଏସି ଓ ବିଦ୍ୟୁତ ବିଭାଗ ପରସ୍ପରକୁ ଦୋଷ ଦେଉଥିବାରୁ ପଥପ୍ରାନ୍ତ ଆଲୋକ ବ୍ୟବସ୍ଥା ପ୍ରହସନରେ ପାଲଟିଛି। ଏଥିପାଇଁ ସମସ୍ତ କାର୍ଯ୍ୟ...
ଅଜନା ରୋଗ୍ରେ ପୀଡ଼ିତ ଶୁକଦେବ
ଦେଓଗାଁ,୧୨ା୧୨(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ପଁଚେତ ଅଧୀନ ଚନ୍ଦ୍ରପୁରର ଶୁକଦେବ ନାଗ(୪୦)। ସେ କେହେନ୍ସି ଗୁଟେ ଅଜନା ରୋଗ୍ରେ ଆକ୍ରଁାତ ହେଇ ଭଗବାନ ଭରସାରେ ଜୀବନ୍ ବିତଉଥିବାର ନଜରକେ ଆସିଛେ। ହେଲେ ତାହାକୁ ଡାକ୍ତର ବିନା ଚିକିଛାରେ...
୧୧ଲକ୍ଷ ୩୫ ହଜାର ଭତ୍ତା ଟଙ୍କା ଲୁଟ୍ ଘଟଣା: ୪ ଅଭିଯୁକ୍ତ ଗିରଫ, ୪ଲକ୍ଷ ଉଦ୍ଧାର
ସୁନ୍ଦରଗଡ଼/କୁଆଁରମୁଣ୍ଡା, ୧୨।୧୨ (ଡି.ଏନ୍.ଏ.)- ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ୫ଟି ପଞ୍ଚାୟତର ୧୧ଲକ୍ଷ ୩୫ ହଜାର ଭତ୍ତା ଟଙ୍କା ଲୁଟ୍ ଘଟଣାରେ ପୋଲିସ ୭ ସପ୍ତାହ ପରେ ମଙ୍ଗଳବାର ରାତିରେ ପୁଣି ୪ଜଣଙ୍କୁ...
ଜାନୁୟାରୀରୁ ପୌର ପାଳିକାରେ ଲାଗୁହେବ ମୋ ସରକାର
ପାରାଦୀପ,୧୨ା୧୨(ସ୍ବ.ପ୍ର.): ୨୦୨୦ ଜାନୁୟାରୀ ପହିଲାରୁ ପାରାଦୀପ ପୌରପାଳିକାରେ ମୋ ସରକାର ଯୋଜନା ଲାଗୁହେବ। ଏହା ଜାନୁୟାରୀ ୧୦ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଚାଲିବ। ତା’ପରଠାରୁ ପୂର୍ଣ୍ଣାଙ୍ଗଭାବେ ମୋ ସରକାର ନୀତି ନିୟମ ଲାଗୁ ହେବ। ଏନେଇ ରାଜ୍ୟର ୧୧୪ ପୌରସଂସ୍ଥା...
Archives


