ସୁରଟରୁ ପୁଣି ୫ ବସ୍ ଗଞ୍ଜାମ ଆସିଲା
ଭଞ୍ଜନଗର,୭।୫(ଡି.ଏନ.ଏ)- କରୋନା ଭୂତାଣୁ ପାଇଁ ସୁରଟରୁ ହଜାର ହଜାର ଓଡ଼ିଆ ନିଜ ଭିଟାମାଟିକୁ ଫେରୁଛନ୍ତି। ପ୍ରଥମେ ବସ୍ ଯୋଗେ ଆସୁଥିବାବେଳେ ଦୁର୍ଘଟଣା ବଢ଼ିବା ସହ ସାମାଜିକ ଦୂରତ୍ୱ ରହିଲା ନାହିଁ। ଫଳରେ ସରକାର ବସ୍ ବଦଳରେ ଟ୍ରେନ୍ ଯୋଗେ ସୁରଟରୁ ପ୍ରବାସୀ…
କାଳବୈଶାଖୀ ଉଜାଡିଲା ଧାନ
ବିନିକା, ୭।୫(ଡି.ଏନ୍.ଏ.)-ସୁବଣ୍ଣର୍ର୍ପୁର ଜିଲାର ବିନିକା ଅଞ୍ଚଳ ଧାନଚାଷ ପାଇଁ ପ୍ରସିଦ୍ଧ। ଚଳିତ ବର୍ଷ ବିନିକାରେ ରବି ଧାନଚାଷ ୧୭ହଜାର ୨ଶହ ହେକ୍ଟର ଜମିରେ ହୋଇଛି। ୬୦ଭାଗ ଧାନଚାଷ କେନାଲ ଜଳସେଚନ ଓ ୪୦ଭାଗ ଉଠା ଜଳସେଚନ ଦ୍ୱାରା ହୋଇଛି । ୩…
ବାଇକ୍, ବୋଲେରୋ ଜବତ: ଅମାନିଆଙ୍କ ନାଁରେ ମାମଲା
ଦେବଗଡ,୭।୫(ଡି.ଏନ.ଏ):ଦେବଗଡ ଜିଲାକୁ ଅରେଞ୍ଜ ଜୋନ ଘୋଷଣା ପରେ ସନ୍ଧ୍ୟା ୭ରୁ ସକାଳ ୭ଟା ଯାଏ ବାହାରକୁ ନ ବାହାରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାସତ୍ତ୍ୱେ ଭିଭିନ୍ନ ସ୍ଥାନରେ ଏହି ନିର୍ଦ୍ଦେଶନାମାକୁ ଅମାନ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ଏହିକ୍ରମରେ…
ଆଧାରକାର୍ଡ ସଂଯୋଗ ଆଳରେ ଠକେଇ: ୫୦ ଗ୍ରାମବାସୀଙ୍କ ଜମାଖାତାରୁ ଅର୍ଥ ହଡ଼ପ
ବୈପାରିଗଡ଼ା,୭ା୫ (ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରିଗଡ଼ା ବ୍ଲକ ସଦର ପଞ୍ଚାୟତ ସନ୍ତେଇପଟ ଓ ଅମଳାଭଟ୍ଟା ଗ୍ରାମବାସୀ ଠକେଇର ଶିକାର ହୋଇଛନ୍ତି। ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ଜଣେ ଯୁବକ ସେମାନଙ୍କ ଜମାଖାତାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି। ଏନେଇ…
ଜନ୍ତୁ ଶିକାର ଲାଗି ଫାଶ ବିଛାବେଳେ ଧରାପଡିଲେ ଶିକାରୀ
ଦେବଗଡ, ୭।୫(ଡି.ଏନ.ଏ.):ଦେବଗଡ଼ ଜିଲା ଲକ୍ଷ୍ମୀପୁର ବିଟ୍ ଅଧୀନ ବାବାଜୀ ମଠ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଜଣେ ଶିକାରୀଙ୍କୁ ଧରିଛି। ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଓ ୩ଟି ଜନ୍ତୁଧରା ଫାଶ(ଜାଲ) ଜବତ ହୋଇଛି। ଲକ୍ଡାଉନର ସୁଯୋଗ ନେଇ ପଳସମା…
ଦିଲ୍ଲୀରେ ଜୁହାର ପରିବାର ବାଣ୍ଟିଲା ରିଲିଫ
ସମ୍ବଲପୁର, ୭।୫ (ବ୍ୟୁରୋ)- ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଜୁହାର ପରିବାର ପକ୍ଷରୁ ଦିଲ୍ଲୀରେ କରୋନା ପରିସ୍ଥିତିକୁ ଦେଖି ରିଲିଫ ବଣ୍ଟନ କରାଯାଇଛି । ଲକ୍ ଡାଉନରେ ପ୍ରଭାବିତ ହୋଇଥିବା ଗରିବମାନଙ୍କୁ ଚାଉଳ, ଡାଲି, ଅଟା, ତେଳ, ଆଳୁ, ଲୁଣ, ଚିନି,…
ସମ୍ବଲପୁର ରେଳ ମଣ୍ଡଳରେ ବିଦ୍ୟୁତ ଦୁର୍ଘଟଣା ରୋକିବାକୁ ଶପଥ
ସମ୍ବଲପୁର, ୭।୫ (ବ୍ୟୁରୋ)- ପୂର୍ବତଟ ରେଳବାଇ ସମ୍ବଲପୁର ରେଳ ମଣ୍ଡଳରେ ବିଦ୍ୟୁତ ନିରାପତ୍ତା ସପ୍ତାହ ପାଳିତ ହୋଇଯାଇଛି । ବିଭିନ୍ନ ରେଳଷ୍ଟେଶନ, ରେଳବାଇ କଲୋନୀ, ଅଫିସ ଓ ମଣ୍ଡଳ ଅଫିସରେ ବିଦ୍ୟୁତ ନିରାପତ୍ତା ସ୍ଲୋଗାନ, ବ୍ୟାନର, ଷ୍ଟିକର୍ ଏବଂ ପୋଷ୍ଟର ପ୍ରଦର୍ଶିତ…
ପରସ୍ପରଠୁ ଦୂରତ୍ୱ ରଖି ଶିବିରରେ ବସିଲେ
ସମ୍ବଲପୁର, ୭।୫ (ବ୍ୟୁରୋ)- ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଶ୍ରମିକ ଆଇନ ଆଧାରିତ କରୋନା ସଚେତନତା ଶିବିର ଗୁରୁବାର ଏଡିଆର କେନ୍ଦ୍ର କୋଠା ପରିସରରେ ସାମାଜିକ ଦୂରତ୍ୱ ପାଳନ ସହ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା…
ଫସି ରହିଥିବା ପରିବାର ଶେଷରେ ଘରକୁ ଗଲେ
ସମ୍ବଲପୁର, ୭।୫ (ବ୍ୟୁରୋ): ଲକ୍ ଡାଉନ୍ ଯୋଗୁ ସମ୍ବଲପୁର ଫାଟକଠାରେ ଫସି ରହି ଯାଇଥିବା ବରଗଡ ଜିଲା ଭଟଲିର ଏକ ପରିବାର ଶେଷରେ ଘରକୁ ଫେରିଛନ୍ତି। ଗାଡ଼ିମୋଟର ଚଳାଚଳ ବନ୍ଦ ହୋଇ ଯାଇଥିବାରୁ ଭଟଲିର କିସୁନ ସାହାଣି (୭୦) ତାଙ୍କ ସ୍ତ୍ରୀ…
ହାତୀଶାଳ କଲୋନିରେ ବାହାର ରାଜ୍ୟର ୫ ବ୍ୟକ୍ତି
ଜୟପୁର,୭ା୫(ଡି.ଏନ.ଏ): କୋରାପୁଟ ଜିଲା ଜୟପୁର ସହର ଉପକଣ୍ଠ ହାତୀଶାଳ କଲୋନିଠାରେ ମହାରାଷ୍ଟ୍ର ରାଜ୍ୟର ରେଜିଷ୍ଟ୍ରେଶନ ଥାଇ ଏକ ଇନୋଭା କାର ଏବଂ ସେଠାରେ ଜଣେ ବ୍ୟକ୍ତିଙ୍କ ଘରେ ବାହାର ରାଜ୍ୟର ୫ଜଣ ବ୍ୟକ୍ତି ରହୁଥିବା ଜଣାପଡିଛି। ଏହାକୁ ନେଇ କଲୋନି ବାସିନ୍ଦାଙ୍କ…
ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତରତ୍ନ ପ୍ରଦାନ ଦାବି
ବାରିପଦା ଅଫିସ, ୭ା୫- ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମୀ ପକ୍ଷରୁ ବାରିପଦା ନିକଟସ୍ଥ ସୋଡ଼ଇମଠାରେ ସାନ୍ତାଳୀ ଭାଷା ଅଲ୍ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲା ସଭାପତି ମୁକେଶ ମାରାଣ୍ଡିଙ୍କ ପୌରାହିତ୍ୟରେ ଅନୁଷ୍ଠିତ…
କୁରୁଣ୍ଟା, ସାରୁଗାଁ, ସୁଣ୍ଢିରାରୁ ସ୍ବାବ ସଂଗ୍ରହ
ଖଇରା, ୭।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକରେ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ବାଲେଶ୍ୱର ଓ ଖଇରା ମେଡିକାଲ ଟିମ୍ ତରଫରୁ ସ୍ବାବ ସଂଗ୍ରହ କାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରାଯାଇଛି। କରୁଣ୍ଟା ପଞ୍ଚାୟତର ବାରିଙ୍ଗିଆ ଗ୍ରାମରୁ ବୁଧବାର ଜଣେ ସଂକ୍ରମିତ ଚିହ୍ନଟ…

