ଆମ ଜିଲା ଖବର

ଜିଲା ମୁଖ୍ୟ ଚିକିତ୍ସାଳୟରେ ମାସ୍କ ବଣ୍ଟନ

କେନ୍ଦୁଝର, ୭ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କ ସେବାରେ ନିୟୋଜିତ ନର୍ସମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି। କେନ୍ଦୁଝର ସହରସ୍ଥ ମା’ ଜଗଦମ୍ବା ଟ୍ରଷ୍ଟ ତରଫରୁ ପ୍ରସ୍ତୁତ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ମାସ୍କ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସ ଗୁରୁବାରୀ ଦେଇଙ୍କୁ ଟ୍ରଷ୍ଟର…

ଚିତ୍ରରେ ସଚେତନତାର ବାର୍ତ୍ତା

ହାଟଡିହୀ, ୭।୫(ଡି.ଏନ.ଏ.)-କରୋନା ରୋଗକୁ ମୁକାବିଲା ଲାଗି ସମଗ୍ର ବିଶ୍ୱ ଏବେ ଏକଜୁଟ ହୋଇଛି। ସମସ୍ତେ ସାହାଯ୍ୟ ଓ ସହାୟତାର ହାତ ବଢ଼ାଉଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ୨ଜଣ ଯୁବକ ଚିତ୍ର ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା…

ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସୁରଟରୁ ଆସିବାବୁ ଥିବା ଟ୍ରେନ୍‌ ବାତିଲ

ଭୁବନେଶ୍ୱର, ୭।୫(ବ୍ୟୁରୋ): ଓଡ଼ିଶା ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସୁରଟରୁ ଆସିବାକୁ ଥିବା ୩ଟି ଟ୍ରେନ୍‌କୁ ଗୁରୁବାର ବାତିଲ କରାଯାଇଛି। କରୋନା ନମୁନା ପରୀକ୍ଷା ବିନା କୌଣସି ବ୍ୟକ୍ତି ସୀମାରେ ପ୍ରବେଶ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା…

ଲିଖିରିଆରେ ଏମ୍ସର ରାପିଡ୍‌ ରେସପନ୍ସ ଟିମ୍‌

ବଲାଙ୍ଗୀର ଅଫିସ, ୭ା୫: ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ୍‌ (ଏମ୍ସ) ଭୁବନେଶ୍ୱର ଶାଖାର ଏକ ରାପିଡ ରେସପନ୍ସ ଟିମ୍‌ (ଆରଆରଟି) ଗୁରୁବାର ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ୍‌ର କଣ୍ଟେମେଣ୍ଟ ଜୋନ୍‌ ପରିଚିହ୍ନତ ଲିଖିରିଆ, ତୁଷରା ଓ ରୁଷୁଡାରେ ପହଞ୍ଚତ୍ ଅନୁସନ୍ଧାନ ପ୍ରକ୍ରିୟାର…

ଭୁବନେଶ୍ୱର ସ୍ଥାନାନ୍ତର ହେଲେ ଦୁଇ କରୋନା ସଂକ୍ରମିତ

ବଲାଙ୍ଗୀର ଅଫିସ, ୭ା୫- ବଲାଙ୍ଗୀର ଜିଲା ଲିଖିରିଆ ଗଁାର ଦୁଇଜଣ କରୋନା ସଂକ୍ରମିତ ଯୁବକଙ୍କୁ ଗୁରୁବାର ବଲାଙ୍ଗୀର କୋଭିଡ୍‌ ହସ୍ପିିଟାଲରୁ ଭୁବନେଶ୍ୱର କିମ୍ସ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁଇ ଯୁବକ ସଂକ୍ରମିତ ବୋଲି ଗତ ମେ ୧ ତାରିଖ…

ଜିଲାପାଳ, ଏସ୍‌ପିଙ୍କ କରୋନା ସ୍ଥିତି ସମୀକ୍ଷା

ଟିଟିଲାଗଡ, ୭।୫(ଡି.ଏନ.ଏ.): କରୋନା ମହାମାରୀ ନେଇ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ, ଏସ୍‌ପି ସନ୍ଦୀପ ସମ୍ପଦ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଲ୍ପ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ବାଇଁ ଗୁରୁବାର ଟିଟିଲାଗଡ ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଛନ୍ତି। ଏନେଇ ଟିଟିଲାଗଡ…

ରେଢାଖୋଲରେ ନିରାଡ଼ମ୍ବରରେ ପାଳିତ ହେଲା ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ

ରେଢାଖୋଲ,୭।୫(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢାଖୋଲରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ଗୁରୁବାର ନିରାଡ଼ମ୍ବର ଭାବେ ପାଳିତ ହୋଇଛି। ବ୍ରହ୍ମ ଅବଧୁତ ବାବା ଆନନ୍ଦ ଦାସ ଦୀପ ପ୍ରଜ୍ୱଳନ କରି ବିଶ୍ୱଶାନ୍ତି କାମନା କରିଥିଲେ। ଏହି ଅବସରରେ ବସଷ୍ଟାଣ୍ଡସ୍ଥିତ ସନ୍ଥକବି ଭୀମ ଭୋଇଙ୍କ…

ରଥ ନିର୍ମାଣକୁ କେନ୍ଦ୍ର ସରକାରଙ୍କ ଅନୁମତି: ରଥ ଖଳାରେ ଧାର୍ମିକ ସମାବେଶକୁ ବାରଣ

ଭୁବନେଶ୍ୱର, ୭।୫(ବ୍ୟୁରୋ): ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କରିବା ସକାଶେ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ରଥ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ଗୁରୁବାର ରାଜ୍ୟ ସରକାରଙ୍କୁ କେତେକ ସର୍ତ୍ତମୂଳକ ଭତ୍ତିରେ ଅନୁମତି ଦେଇଛନ୍ତି। ଏ…

ଦୁର୍ବଳ ନଦୀବନ୍ଧ ମରାମତି ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୭।୫-ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପ୍ରାକୃତ୍ତିକ ବିପର୍ଯ୍ୟୟ କମିଟି ଓ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିବା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲାପାଳ…

କରୋନା ଯୋଦ୍ଧାଙ୍କ ଲାଗି ମାକ୍ସ, ସାନିଟାଇଜର ପ୍ରଦାନ

ଖପ୍ରାଖୋଲ, ୭ା୫(ଡି.ଏନ.ଏ.): ସାରା ଦେଶରେ କରୋନା ମୁକାବିଲା ପାଇଁ ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ, ପୋଲିସ ସଜାଗ ରହି ଯୋଦ୍ଧା ସାଜିଛନ୍ତି। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କ ପାଇଁ ସାମାଜିକ ସଂଗଠନ ଆରସିଡିସି ଓ ଏଫ୍‌ଇଏସ୍‌ ତରଫରୁ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଅନୁଦାନ

ବାଲେଶ୍ୱର ଅଫିସ, ୭।୫-ବାଲେଶ୍ୱର ଜିଲା ଗାୟତ୍ରୀ ଶକ୍ତିପୀଠ ତରଫରୁ ମହାମାରୀ କରୋନା ପୀଡ଼ିତଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୨୫ହଜାର ଟଙ୍କାର ଚେକ୍‌ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କୁ ପ୍ରଦାନ କରାଯାଇଛି। ଅଙ୍ଗାରଗଡ଼ିଆସ୍ଥିତ ଉକ୍ତ ଶକ୍ତିପୀଠର ଯୁବାବର୍ଗ ଲକ୍‌ଡାଉନ୍‌…

ସ୍ବତନ୍ତ୍ର ବସ୍‌ ଯୋଗେ ଝାଡଖଣ୍ଡ ଗଲେ ୨୮ ଶ୍ରମିକ

ବଡ଼ବିଲ, ୭।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲରୁ ବୁଧବାର ୨୮ଜଣ ଶ୍ରମିକଙ୍କୁ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ଝାଡ଼ଖଣ୍ଡ ରାଜ୍ୟକୁ ପଠାଯାଇଥିବା ଜଣାପଡିଛି। ରାଜ୍ୟର କେନ୍ଦୁଝର ଜିଲା ବାମେବାରୀ, ଯୋଡ଼ା ଓ ରୁଗୁଡି ଏବଂ ସୁନ୍ଦରଗଡ଼ ଜିଲାର କୋଇଡା ଓ କାଲଟା ଆଦି ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?