ଆମ ଜିଲା ଖବର

ଦିବ୍ୟାଙ୍ଗ ଯୁବତୀ ବଳାତ୍କାରର ଶିକାର

ନାକଟିଦେଉଳ,୯।୫(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅନ୍ତର୍ଗତ ଜାମୁଯୋରୀ ପଞ୍ଚାୟତର ଏକ ଗାଁରେ ଜଣେ ଦିବ୍ୟାଙ୍ଗ ଯୁବତୀ ବଳାତ୍କାରର ଶିକାର ହୋଇଛନ୍ତି। ଏ ନେଇ ନାକଟିଦେଉଳ ଥାନାରେ ଶନିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ବୈରାଗୀ ମାଝି ଓରଫ ବାବୁଲି…

ଓଡ଼ିଶା ଫେରାଇ ଆଣିବାକୁ ତାମିଲନାଡୁରୁ ପ୍ରବାସୀଙ୍କ ନିବେଦନ

ବାମରା,୯।୫,(ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ ଲରିଆପାଲି ପଞ୍ଚାୟତ ନୂଆଡ଼ିହି ଗ୍ରାମର ଲିଲିମା କୁଜୁର ଓ ଜମନକିରା ବ୍ଲକ ଟିକଲିପଡା ପଞ୍ଚାୟତ ବରହାମୁଣ୍ଡି ଗ୍ରାମର ଶୁକ୍ରା ଓରାମଙ୍କ ସମେତ କେତେକ ଯୁବକ ଯୁବତୀ ତାମିଲନାଡୁ ରାଜ୍ୟ ଇରୋଡ଼ ଜିଲା ପଲଭାକାଲିପଲାୟମସ୍ଥିତ ଅରୁଣ…

ଛତିଶଗଡ଼, ଝାଡ଼ଖଣ୍ଡ ଗଲେ ୧୦୬

ଅନୁଗୋଳ ଅଫିସ/ଛେଣ୍ଡିପଦା/ପାଲଲହଡ଼ା, ୯।୫- ଅନୁଗୋଳ ଜିଲାର ବିଭିନ୍ନ ବ୍ଲକରେ କ୍ବାରାଣ୍ଟାଇନ୍‌ ଅବଧି ସମାପ୍ତ କରିଥିବା ଛତିଶଗଡ଼ର ୭୫ ଜଣ ଶ୍ରମିକଙ୍କୁ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ତାଙ୍କ ଅଞ୍ଚଳକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ଅନୁଗୋଳ ବ୍ଲକରେ ୨୪ ଜଣ, ବଅଁରପାଳ ବ୍ଲକରେ…

ଗୁଜରାଟ, ମହାରାଷ୍ଟ୍ରରୁ ଆସୁଛନ୍ତି ୧୦୯ ପ୍ରବାସୀ

ଅନୁଗୋଳ ଅଫିସ, ୯।୫- ମହାରାଷ୍ଟ୍ର ଓ ଗୁଜରାଟରୁ ଓଡ଼ିଶାକୁ ଆସୁଥିବା ଦୁଇଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଅନୁଗୋଳ ଜିଲାର ୧୦୯ ଜଣ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଶ୍ରମିକମାନେ ପହଞ୍ଚତ୍ବା ପରେ ସେମାନଙ୍କୁ ସ୍ବତନ୍ତ୍ର ବସ୍‌ରେ ଅନୁଗୋଳ…

ଭାଜପା ପକ୍ଷରୁ ବିନା ରାଶନକାର୍ଡ଼ଧାରୀଙ୍କୁ ସାମଗ୍ରୀ ବଣ୍ଟନ

ବାଲେଶ୍ୱର ଅଫିସ, ୯।୫-କରୋନା ମହାମାରୀର ମୁକାବିଲା ପାଇଁ ସରକାରଙ୍କ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ଏକମାତ୍ର ବିକଳ୍ପ ସାମାଜିକ ଦୂରତ୍ୱ ରକ୍ଷା କରିବା। ସେହି କ୍ରମରେ ଗତ ମାର୍ଚ୍ଚ ୨୩ତାରିଖରୁ କ୍ରମାଗତ ଭାବେ ରାଜ୍ୟ ଲକ୍‌ଡାଉନରେ ରହିଛି। ଲୋକଙ୍କର ଜୀବନଜୀବିକା ପାଇଁ ଉଭୟ…

୨ ଚୋରି ମାମଲାରେ ୩ ଗିରଫ

ବାଲେଶ୍ୱର ଅଫିସ, ୯।୫-ବାଲେଶ୍ୱର ଜିିଲା ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଭୋଳାଗଡ଼ିଆ ଅଞ୍ଚଳର ଜଣେ ମହିଳା ଶୁକ୍ରବାର ପୂର୍ବାହ୍ନରେ ଡାକ୍ତରଙ୍କ ପାଖକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଉଥିବା ବେଳେ ଏକୁଟିଆ ଦେଖି ଦୁଇଜଣ ଯୁବକ ତାଙ୍କଠାରୁ ୧୬ ଗ୍ରାନ୍‌ର ସୁନାଚେନ୍‌ ଲୁଟି…

କରୋନା ମୁକାବିଲା ଲାଗି ଆଇସିଡିଏସର ସହାୟତା

ଲୋଇସିଂହା, ୯।୫(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ସମନ୍ବିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ କାର୍ଯ୍ୟରତ ସିଡିପିଓ, ସୁପରଭାଇଜର, ବ୍ଲକର ସମସ୍ତ ଅଙ୍ଗନମ୍ବାଡି କର୍ମୀ, ସହାୟିକା ଓ ମହିଳା ସ୍ବାୟଂସହାୟିକା ଗୋଷ୍ଠୀ ପକ୍ଷରୁ ୮୬୪୫୦ ଟଙ୍କା ସଂଗୃହୀତ ହୋଇଛି ା ସଂଗୃହୀତ ଅର୍ଥରୁ ୧୩ ହଜାର…

ନିଆରା ଢ଼ଙ୍ଗରେ କରୋନା ସଚେତନତା

ବଲାଙ୍ଗୀର ଅଫିସ, ୯ା୫- ବଲାଙ୍ଗୀରରେ ଶନିବାର ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଟେସନ୍‌ ତରଫରୁ ନିଆରା ଢ଼ଙ୍ଗରେ କରୋନା ଭାଇରସ୍‌ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା କରାଯାଇଛି ା ମଞ୍ଚ ଅଭିନେତା ସୁରେଶ ସାହୁ କରୋନା ଭାଇରସ୍‌ ଭୂମିକାରେ ଲୋକଙ୍କୁ ଅଭିନବ ଢ଼ଙ୍ଗରେ ସଚେତନ କରିଥିଲେ…

ବାର୍‌ହା ମାଂସ ଜବତ, ୩ ଶିକାରୀ ଗିରଫ

ପାଟଣାଗଡ଼, ୯ା୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ପାଟଣାଗଡ଼ ବନବିଭାଗ ଶନିବାର କିରିବାଞ୍ଜି ଜଙ୍ଗଲରେ ଚଢ଼ାଉ କରି ବାର୍‌ହା ମାଂସ ଜବତ କରିବା ସହ ୩ ଜଣ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଶିକାରୀମାନେ ହେଲେ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସିଆଲବନ୍ଧ ଗ୍ରାମର କାଲି…

ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

ପାଟଣା,୯।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମ ପାତୁ ସାହିର ରୟା ମୁଣ୍ଡା (୧୬) ନାମକ ଜଣେ ଯୁବକଙ୍କର ଶନିବାର ସକାଳୁ ମୃତ୍ୟୁ ଘଟିଛି। ଘର ଲୋକଙ୍କ ସୂଚନା ମୁତାବକ ରୟା କାମରୁ ଆସି ଖାଇ ପିଇ ଶୋଇଥିଲେ।…

ସିଲ୍‌ ହେବ ୧୪ ଦୋକାନ

ବାରିପଦା ଅଫିସ,୯ା୫: ସାମାଜିକ ଦୁରତ୍ୱ ପାଳନ ନ କରିଥିବା ଅଭିଯୋଗରେ ବାରିପଦା ସହରରେ ଥିବା ୧୪ଟି ଦୋକାନକୁ ସିଲ୍‌ କରାଯିବ ବୋଲି ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ୍‌ ପ୍ରକାଶ କରିଛନ୍ତି। କଚେରୀ ମାର୍କେଟ, ଲାଲ ବଜାର, ବାଣ୍ଠିଆ ଜଗନ୍ନାଥ ମନ୍ଦିର ସମ୍ମୁଖ,…

ଅଦିନିଆ ବର୍ଷାରେ ଭାଙ୍ଗିଲା ଘର

କପ୍ତିପଦା,୯ା୫(ଡି.ଏନ.ଏ)- କପ୍ତିପଦା ଖପରାପାଳ ଗ୍ରାମର ଜଣେ ଗରିବ ମହିଳାଙ୍କ ଘରଟି ଅଦିନିଆ ବର୍ଷାରେ ଭାଙ୍ଗି ମାଟିରେ ମିଶିଯାଇଛି। ସେ ହେଲେ ମୀନତି ଦାସ। ତାଙ୍କର ୨ପୁଅ ଓ ୨ ଝିଅ। ୨ ପୁଅ ଶ୍ରମିକ ଭାବେ କାମ କରୁଥିବାବେଳେ ୨ ଝିଅଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?