ଆମ ଜିଲା ଖବର

ସୁରଟ ଫେରନ୍ତାଙ୍କୁ ନେଇ ଗଞ୍ଜାମ ଆତଙ୍କିତ

ବ୍ରହ୍ମପୁର ଅଫିସ,୧୦ା୫- ବିଶ୍ୱରେ କରୋନା ଏବେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନେଇ ଲୋକେ ଭୟଭୀତ ହେବା ସହ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ଏହି ଧାରାରେ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗ୍ରୀନ୍‌ଜୋନରେ ଥିବା ଗଞ୍ଜାମ ଜିଲାରେ…

ଗଞ୍ଜାମର ଫେରିଛନ୍ତି ୧୯,୨୯୫

ଛତ୍ରପୁର,୧୦ା୫(ଡି.ଏନ.ଏ.)- ପ୍ରବାସୀମାନେ ଶୁକ୍ରବାର ସୁଦ୍ଧା ୧୯ଟ୍ରେନ୍‌ ଯୋଗେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନରେ ଆସି ପହଞ୍ଚିଥିଲେ। ହାଇକୋର୍ଟର ସ୍ଥଗିତାଦେଶ ଯୋଗୁ ଶନିବାର କୌଣସି ଟ୍ରେନ୍‌ ଆସି ନ ଥିଲା। ତେବେ ସୁପ୍ରିମକୋର୍ଟଙ୍କଠାରୁ ଗ୍ରୀନ୍‌ ସିଗ୍‌ନାଲ ପରେ ପୁଣି ଶନିବାର ଅପରାହ୍ନ ୧ଟା…

୫-ଟି ସଚିବ ଦେଲେ କରୋନା ମୁକାବିଲା ମନ୍ତ୍ର

ଛତ୍ରପୁର,୧୦ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ମୁକାବିଲା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ‘ଚିଅର୍‌ ଅପ୍‌ ଇୟୋର’ ବାର୍ତ୍ତା ଦେଇଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ। ଜିଲା କରୋନା ମୁକାବିଲାରେ ଆରମ୍ଭରୁ ସଫଳତା ପ୍ରଦର୍ଶନ କରିଆସିଛି। ପର୍ଯ୍ୟାୟ କ୍ରମେ ଏହା…

CORONAVIRUS UPDATE: ଗଞ୍ଜାମରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ଟପିଲା

ଭୁବନେଶ୍ୱର,୧୦।୫:(ବ୍ୟୁରୋ)- ଗଞ୍ଜାମ ଜିଲ୍ଲାରେ କରୋନା ତାଣ୍ଡବ ରଚିଛି। ରବିବାର ଜିଲାରେ୨୯ ପଜିଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ଟପିବାରେ ଗଂଜାମ ପ୍ରଥମ ଜିଲା। ଏଥି ସହ ଜିଲାରେ ଜଣେ କରୋନା…

କୋରାପୁଟରୁ ବାପାଙ୍କୁ ଆଣିଥିଲେ: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ସରପଞ୍ଚଙ୍କ ପରିବାର

ଆର.ଉଦୟଗିରି,୧୦ା୫(ଡି.ଏନ.ଏ.)- ଆର.ଉଦୟଗିରି ବ୍ଲକ ମଙ୍ଗରାଜପୁର ସରପଞ୍ଚ ବାପାଙ୍କୁ କୋରାପୁଟରୁ ଘରକୁ ଆଣିଥିବାରୁ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ସପରିବାର ହୋମ୍‌ କ୍ବାରାଣ୍ଟାଇନରେ ରହିଛନ୍ତି। ମଙ୍ଗରାଜପୁର ସରପଞ୍ଚ ରୁବି ରଇତ ବାପାଙ୍କ ଦେହ ଖରାପ ଥିବାରୁ କୋରାପୁଟ ଦେଖା କରିବାକୁ ଯାଇଥିଲେ। ବାପାଙ୍କୁ ଧରି ଗୁରୁବାର…

ସଙ୍ଗରୋଧ କେନ୍ଦ୍ରରେ ସମ୍ପର୍କୀୟଙ୍କ ଅବାଧ ପ୍ରବେଶ

ଶେରଗଡ଼,୧୦ା୫(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ଗୋଠଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ରକୁ ସୁରଟ ଫେରନ୍ତାଙ୍କ ସମ୍ପର୍କୀୟ ଭେଟିବାକୁ ଆସିବା ସହ ଜିନିଷ ପତ୍ର ମଧ୍ୟ ଦେଉଛନ୍ତ। ସଙ୍ଗରୋଧ କେନ୍ଦ୍ରକୁ ଏପରି ଅବାଧ ପ୍ରବେଶ ଗୋଠଗଁ। ପ୍ରତି ବିପଦ ଆଣିପାରେ। ଉକ୍ତ କେନ୍ଦ୍ରରେ…

ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ ସହାୟତା

ବାଲେଶ୍ୱର ଅଫିସ, ୧୦।୫-ସମଗ୍ର ବିଶ୍ୱ ଏବେ ମହାମାରୀ କରୋନା କବଳରେ। ଏହାଯୋଗୁ ଅନେକ ଜୀବନ ଗଲାଣି ଓ ଅନେକ ଆକ୍ରାନ୍ତ ହେଲେଣି। ଆର୍ଥିକ ଓ ସାମାଜିକ ଜୀବନ ଦୋହଲି ଗଲାଣି। ଏଭଳି ବିପତ୍ତି ସମୟରେ ସରକାର, ପ୍ରଶାସନ, ଡାକ୍ତର, ପୋଲିସ, ନର୍ସ,…

ଜିଲା ପ୍ରଶାସନ ତରଫରୁ ଦିଆଗଲା ଶୁଖିଲା ରାଶନ

ବାଲେଶ୍ୱର ଅଫିସ, ୧୦।୫-ଲକଡାଉନ ସମୟରେ ନିଜ ଗୁଜରାଣ ମେଣ୍ଟାଇବା ଲାଗି ବିଭିନ୍ନ ସମସ୍ୟାର ସାମ୍ନା କରୁଥିବା ୫୩ଟି ଅସହାୟ ପରିବାରଙ୍କୁ ଜିଲା ପ୍ରଶାସନ ତରଫରୁ ଶୁଖିଲା ରାଶନ କିଟ୍‌ ବଣ୍ଟନ କରାଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଜରୁରୀକାଳୀନ…

ପରଲୋକରେ ବିଜେଡି ନେତା ସୁବାସ ଚୌହାନ

ଭୁବନେଶ୍ୱର/ ବରଗଡ ଅଫିସ, ୧୦।୫:(ବ୍ୟୁରୋ)- ପରଲୋକରେ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୁବାସ ଚୌହାନ। ଶନିବାର ବିଳମ୍ବିତ ରାତି ୩ଟା ୫ ମିନିଟ୍‌ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।…

ରେଳ ଧାରଣାରେ ବେଲଦା ଯାଉଛନ୍ତି ୧୪ ଶ୍ରମିକ

ଜଳେଶ୍ୱର, ୧୦।୫(ସ୍ବ.ପ୍ର.)-କରୋନା ଲାଗି ଲକ୍‌ଡାଉନ୍‌ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ କଳକାରଖାନା, କମ୍ପାନୀ ଆଦି ବନ୍ଦ ହୋଇ ଯାଇଥିବାରୁ ପ୍ରବାସୀମାନେ ଘରମୁହଁ। ହୋଇଛନ୍ତି। ଗମନାଗମନରେ ରୋକୋ ଲାଗିଥିବାରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟାତ ଅସମ୍ଭବ ହୋଇପଡିଛି। ପାଖରେ ଅର୍ଥ ନ…

ପିଲାଙ୍କୁ ବାଣ୍ଟିଲେ ପାଠ୍ୟ ଉପକରଣ

ଯୋଡ଼ା, ୧୦।୫(ଡି.ଏନ.ଏ.)-କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସମଗ୍ର ଦେଶରେ ଲକଡାଉନ୍‌ ଘୋଷଣା କରାଯାଇଛି। ଏହି କାରଣରୁ ସମଗ୍ର ଦେଶରେ ସ୍କୁଲ୍‌ ଗୁଡିକ ବନ୍ଦ ରହିଛି। ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍‌ର ଛାତ୍ରୀଛାତ୍ରଙ୍କୁ ଘରେ ରହି ମୋବାଇଲ ଫୋନ ଦ୍ୱାରା ଅନଲାଇନ୍‌…

CORONAVIRUS UPDATE: ୨୦ ଜିଲାକୁ ଡେଇଁଲା କରୋନା; ଏକାଥରେ ୫୮ ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୩୫୨

ଭୁବନେଶ୍ୱର,୧୦।୫:(ବ୍ୟୁରୋ)- ରାଜ୍ୟରେ ଏକାଥରେ ୫୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୯ଜଣ ଗଞ୍ଜାମ,ବାଲେଶ୍ଵର ୧୫, ମୟୁରଭଞ୍ଜ ୧ ଏବଂ ଅନୁଗୁଳ ଜିଲାରେ ୧୩ ଜଣ ରହିଥିବା ନେଇ ସ୍ୱାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?