ଆମ ଜିଲା ଖବର

ନୂତନ ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର,୧।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ନୂତନ ଏନ୍‌ଏସିର ନିର୍ବାହୀ ଅଧିକାରୀ ଭାବେ ଏନ୍‌ ଗଣେଶ ବାବୁ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ବ୍ରହ୍ମପୁର ମହାନଗର ନିଗମରେ ଓଏସ୍‌ଡି ଭାବେ କାର୍ଯ୍ୟକରୁଥିଲେ । ଛତ୍ରପୁର ଏନ୍‌ଏସିର ବିଭିନ୍ନ…

ବିକାଶର କର୍ଣ୍ଣଧାର ଥିଲେ ପର୍ଶୁରାମ

ଖଇରା, ୧ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ସିମୁଳିଆ ନିର୍ବାଚନମଣ୍ଡଳୀରେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସ୍ବର୍ଗତ ପର୍ଶୁରାମ ପାଣିଗ୍ରାହୀଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ ଖଇରା ବ୍ଲକର ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ଖଇରା ବିଜୁ ଜନତା କାର୍ଯ୍ୟାଳୟରେ ଅୟୋଜିତ…

କାଳ ବୈଶାଖୀ ପ୍ରଭାବ : କାନ୍ଥ ପଡି ଘର ଭାଙ୍ଗିଲା, ୩ ଆହତ

ପାଟଣା,୧।୬(ସ୍ବ.ପ୍ର.)-କାଳବୈଶାଖୀ ପ୍ରଭାବରେ ସୋମବାର ଅପରାହ୍ନରେ କେନ୍ଦୁଝର ଜିଲ ପାଟଣା ଅଞ୍ଚଳରେ କୁଆପଥର ବର୍ଷା, ଘଡଘଡି ସାଙ୍ଗକୁ ବହୁତ ଜୋର୍‌ସେ ପବନରେ ବିଦ୍ୟୁତ ସରବରାହ ବ୍ୟାହତ ହେବା ସହ ୩ଜଣ ଆହତ ହୋଇଛନ୍ତି। ପୂର୍ବାହ୍ନରୁ ସା ମଧ୍ୟରେ ପାଟଣା ଅଞ୍ଚଳରେ ୪୧.୪ ମିଲି…

ଜୁନାଗଡରେ ୟୁଡବ୍ଲ୍ୟୁଇଆଇ କାର୍ଯ୍ୟର ଶୁଭାରମ୍ଭ

ଜୁନାଗଡ,୧।୬(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ସହରରେ ସୋମବାର ସହରାଞ୍ଚଳ ଶ୍ରମନିଯୁକ୍ତି ପଦକ୍ଷେପ (ୟୁଡବ୍ଲ୍ୟୁଇଆଇ)ପାଇଁ ଉଦିଷ୍ଟ ଥିବା କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।…

ମାଟି ତଳୁ ମିଳିଲା ପୁରାତନ ଦୀପଷ୍ଟାଣ୍ଡ

ଚମ୍ପୁଆ/ଝୁମ୍ପୁରା/ପାଟଣା,୧।୬(ଡି.ଏନ.ଏ/ସ୍ବ.ପ୍ର.)-ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତ ଅଧୀନ ରସବନ୍ତଳା ଗ୍ରାମରୁ ପୁରାତନ କାଳରେ ବ୍ୟବହାର ହେଉଥିବା ସୌଖୀନଯୁକ୍ତ କାରୁକାର୍ଯ୍ୟ ସମ୍ପନ୍ନ ଏକ ଦୀପଷ୍ଟାଣ୍ଡ ମାଟି ତଳୁ ଉଦ୍ଧାର କରାଯାଇଛି। ଏହା ରାଜା ରାଜରାଜୁଡ଼ା ସମୟରେ ବ୍ୟବହାର କରାଯାଉଥିଲା ବୋଲି…

ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ କୋର୍ଟଚାଲାଣ

ଜୁନାଗଡ,୧।୬(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ବିଜ୍ରାଦର ଗ୍ରାମରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବା ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ରାମେଶ୍ୱର ନିଆଲ। ତାଙ୍କୁ ସୋମବାର…

କାଳବୈଶାଖୀରେ ଭାଙ୍ଗିଲା ଗଛ, ଟ୍ରାନ୍ସଫର୍ମର

ଭଦ୍ରକ ଅଫିସ,୧ା୬- ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବହୁ କ୍ଷୟକ୍ଷତି ଘଟିଛି। ବହୁଦିନର ଗଛଗୁଡ଼ିକ ଭାଙ୍ଗି ପଡ଼ିଥିବା ବେଳେ ଅନେକ ସ୍ଥାନରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଲୋଟି ପଡ଼ିଛି। ଭଦ୍ରକ ଉପକଣ୍ଠ ଗେଲପୁର ନିକଟରେ ବିରାଟ ଗଛ…

ବିଦ୍ୟୁତ୍‌ ବିଲ୍‌ ଛାଡ଼ ପାଇଁ ବିକ୍ଷୋଭ

କଟକ ଅଫିସ,୧ା୬: ଏସୟୁସିଆଇ (ସି) କଟକ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବିରେ ସୋମବାର ରାଣୀହାଟ ସେସୁ ଅଫିସ୍‌ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପଠାଯାଇଛି। ଲକ୍‌ଡାଉନ୍‌ ପାଇଁ ବହୁ ଲୋକ ନିଜର କର୍ମ…

ବିରଳ ପ୍ରଜାତିର କଇଁଛ ଉଦ୍ଧାର

ବାରିପଦା ଅଫିସ,୧ା୬- ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ ଅଧୀନ ଦେଉଳିସ୍ଥିତ ଜମ୍ଭୀରା ଡ୍ୟାମ୍‌ରୁ ସୋମବାର ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର କରାଯାଇଛି। ସକାଳେ କିଛି ମତ୍ସ୍ୟଜୀବୀ ମାଛ ଧରୁଥିବା ବେଳେ ଏହି କଇଁଛଟି ଜାଲରେ ଲାଗିଥିଲା। ଏହାର ଓଜନ ୩୦…

ବିପଦକୁ ଡାକୁଛି ଜାଇକାର ବେପରୁଆ କାମ: ଜିଲାପାଳଙ୍କୁ ଜଣାଇବ ଭାଜପା

କଟକ ଅଫିସ,୧ା୬: ଡ୍ରେନ୍‌ରୁ ପଙ୍କୋଦ୍ଧାର ବେଳେ ଛତ୍ରବଜାର ନିକଟସ୍ଥ ଜଣଙ୍କ ଘରଆଗ କାନ୍ଥ ଧସିଯିବା ପରେ ରବିବାର ଭାଜପାର ଏକ ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଦୀର୍ଘଦିନ ଧରି ଜାଇକାର ଯନ୍ତ୍ରଣାରେ ସହରବାସୀ ଅତିଷ୍ଠ। ଏହାର ମନମୁଖୀ ଓ ବେପରୁଆ…

ମୃତ ପ୍ରବାସୀ ଶ୍ରମିକଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ

ବାଲେଶ୍ୱର ଅଫିସ, ୧।୬-ସମଗ୍ର ଦେଶରେ ଲକ୍‌ଡାଉନ୍‌ ଯୋଗୁ ଜୀବିକା ହରାଇ ଭୋକିଲା ପେଟରେ ହଜାର ହଜାର କି.ମି. ପାଦରେ ଚାଲିବା ସହ ଅକାଳ ମୃତ୍ୟୁବରଣ କରିଥିବା ପ୍ରବାସୀ ଶ୍ରମିକଙ୍କ ସମ୍ମାନାର୍ଥେ ଉତ୍କଳ ମହିଳା ସମିତି ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ…

ଡକାୟତି ଯୋଜନା ପଣ୍ଡ: ୧୪ କୋର୍ଟ ଚାଲାଣ

ଗଞ୍ଜାମ,୧ା୬(ଡି.ଏନ.ଏ.)-ଗଞ୍ଜାମ ଜିଲା ରମ୍ଭା ଥାନା ଗଡ଼ହୁମ୍ମା ପାହାଡ଼ି ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ଏକ ଡକାୟତି ଦଳକୁ ପୋଲିସ କାବୁ କରି କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ, ରବିବାର ଅପରାହ୍ନରେ ଡକାୟତି ଯୋଜନା କରୁଥିବା ଏକ ଦଳ ଉପରେ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?