ଆମ ଜିଲା ଖବର

ଭିଟାମାଟି ପାଇଁ ବିକ୍ଷୋଭ

ବାଲେଶ୍ୱର ଅଫିସ, ୧।୬-ବାଲେଶ୍ୱର ସଦର ତହସିଲ ଅଧୀନ ଚାନ୍ଦିପୁର ଶ୍ରୀକୋଣା, ହିଡ଼ିଗାଁ ଆଦି ଅଞ୍ଚଳରେ ଶହ ଶହ ବର୍ଷ ଧରି ଭୂମିହୀନ, ଆଦିବାସୀ, ଦଳିତ ଓ ଗରିବ ଲୋକମାନେ ରହିଆସୁଛନ୍ତି। ସେମାନଙ୍କୁ ସରକାରୀ ଜମିର ପଟ୍ଟା ଦିଆ ନ ଯାଇ ମାଫିଆମାନେ…

କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨: ଗୋଟିଏ ଦିନରେ ୯ ସଂକ୍ରମିତ

ଫୁଲବାଣୀ ଅଫିସ, ୧ା୬-କନ୍ଧମାଳ ଜିଲା ଫୁଲବାଣୀ କୋଭିଡ୍‌ ହସ୍ପିଟାଲରେ ଦୁଇ ଦିନ ପୂର୍ବରୁ ଭର୍ତ୍ତି ହୋଇଥିବା ସମସ୍ତ ୯ ଜଣ କରୋନା ଚିହ୍ନଟ ହୋଇଛନ୍ତିି। ସେମାନଙ୍କ ସ୍ବାବ୍‌ ନମୁନା ପଜିଟିଭ ଆସିଥିବା ସୋମବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ା…

ସରକାରୀ କାର୍ଯ୍ୟାଳୟରେ ଲାଗିଲା ୟୁଭିସି ମେଶିନ

ବ୍ରହ୍ମପୁର ଅଫିସ,୧ା୬-ଇଲୋକ୍ଟ୍ରୋନିକ୍‌ ଉପକରଣ ତଥା ସାନିଟାଇଜର ଦ୍ୱାରା ବିଶୋଧିତ କରାଯାଇ ପାରୁ ନ ଥିବା ସାମଗ୍ରୀକୁ ବିଶୋଧିତ କରିବା ନେଇ ବ୍ରହ୍ମପୁର ସରକାରୀ ଆଇଟିଆଇ ପକ୍ଷରୁ ନିର୍ମିତ ୟୁଭିସି(ଅଲଟ୍ରା ଭାଇଲେଟ୍‌ ଚାମ୍ବର) ସାନିଟାଇଜର ମେଶିନ ସୋମବାର ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ…

ଅତିରିକ୍ତ ସଚିବଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ

ଚିତ୍ରକୋଣ୍ଡା,୧ା୬(ଡି.ଏନ.ଏ.)-ସୋମବାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳ ଅତିରିକ୍ତ ସଚିବ ତଥା ନୋଡାଲ ଅଫିସର ରସିଦ ଖାନ ଗସ୍ତ କରି ଫେରିଛନ୍ତି। ତାଙ୍କ ସହ ପିଡି ବାଳ ମୁକୁନ୍ଦ ଭୂୟାଁ, ବିଡ଼ିଓ ଲରିମନ ଖରସେଲ, ତହସିଲଦାର ଟି.ପଦ୍ମନାଭ ଦୋରା,…

ପଡ଼ିଆ ବ୍ଲକ୍‌ ଅଞ୍ଚଳରେ ମାତିଲେଣି ପଙ୍ଗପାଳ  

ପଡ଼ିଆ,୧ା୬ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ପଡ଼ିଆ ବ୍ଲକ ଅଞ୍ଚଳରେ ପଙ୍ଗପାଳଙ୍କ ଉତ୍ପାତ ଦେଖିବାକୁ ମିଳିଛି। ପଙ୍ଗପାଳକୁ ନେଇ ସରକାର ଚାଷୀଙ୍କୁ ସତର୍କ ରହିବା ପାଇଁ କହିଥିବା ବେଳେ ଏହି ପଙ୍ଗପାଳ ଜିଲାର ସୀମାନ୍ତରେ ପହଞ୍ଚତ୍ ସାରିଛି। ତେବେ ବର୍ତ୍ତମାନ ଚାଷୀମାନଙ୍କର କୌଣସି…

କ୍ୱାରାଣ୍ଟାଇନ୍‌ରେ ସ୍ବାବ୍‌ ଟେଷ୍ଟ ହେଲାନି: ଘରକୁ ନ ଯାଇ ପୋଖରୀ ହୁଡ଼ାରେ କୁଡ଼ିଆ କରି ରହିଲେ ପ୍ରବାସୀ

ନୂଆପଡ଼ା ଅଫିସ,୧ା୬: ସରକାରୀ କ୍ୱାରାଣ୍ଟାଇନ୍‌ର ସାତଦିନ ଅବଧି ପୂର୍ଣ୍ଣ ପରେ ପ୍ରବାସୀ ଘରକୁ ଯାଇ ହୋମ କ୍ୱାରାଣ୍ଟାଇନରେ ରହିବାକୁ ସରକାରୀ ନିର୍ଦ୍ଦେଶ ରହିଛି । ହେଲେ ଶ୍ରମିକମାନଙ୍କୁ ବିନା ସ୍ବାବ୍‌ ପରୀକ୍ଷଣରେ ଘରକୁ ଛାଡି ଦିଆଯାଉଥିବାରୁ ପରବର୍ତ୍ତୀ ସମୟରେ ସେମାନେ କରୋନା…

ସୀମାନ୍ତ ଲୋକଙ୍କୁ ଉତ୍ତମ ସେବା ଯୋଗାଇବ ଫାଣ୍ଡି: ଡିଆଇଜି

ପଟ୍ଟାଙ୍ଗୀ,୧ା୬(ଡି.ଏନ୍‌.ଏ.)-କୋରାପୁଟ ଜିଲା ତଥା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ସୁଙ୍କି ପଞ୍ଚାୟତ କାର୍ଯ୍ୟାଳୟର ଅସ୍ଥାୟୀ ଗୃହରେ ଚାଲିଥିବା ସୁଙ୍କି ଫାଣ୍ଡିକୁ ସୋମବାର ଡିଆଇଜି ସଫିନ ଅହମ୍ମଦ କେ. ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ସୁନାବେଡ଼ା ଏସ୍‌ଡିପିଓ ନିରଞ୍ଜନ ବେହେରା…

୨ ସ୍ପେଶାଲ ଟ୍ରେନ୍‌ରେ ପହଞ୍ଚିଲେ ପ୍ରବାସୀ

ବଲାଙ୍ଗୀର ଅଫିସ, ୧ା୬: ବଲାଙ୍ଗୀର ରେଳଷ୍ଟେଶନ୍‌ରେ ରବିବାର ରାତିରେ ୨ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚିଥିଲା। ତାମିଲନାଡୁର ତିରପୁରରୁ ରାଉରକେଲା ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ରାତି ୯ଟାରେ ଏଠାରେ ପହଞ୍ଚିଥିଲେ। ଏଥିରେ ବଲାଙ୍ଗୀର ଜିଲାର ୨୭୧, ବରଗଡର ୧୩୨, ସୁବର୍ଣ୍ଣପୁରର…

ଟିଟିଲାଗଡ଼ କୋଭିଡ କେୟାର ସେଣ୍ଟର ଉଦ୍‌ଘାଟିତ

ଟିଟିଲାଗଡ଼, ୧।୬ (ଡି.ଏନ.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ ମାତୃ ଓ ଶିଶୁ ଡାକ୍ତରଖାନା କୋଭିଡ କେୟାର ସେଣ୍ଟର ଭାବରେ କାର୍ଯ୍ୟ ଆରମ୍ଭ କରିଛି। ସୋମବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ…

୭୧ ଦିନ ପରେ ଜଳେଶ୍ୱରରେ ଟ୍ରେନ୍‌ ରହଣି : ଯାତ୍ରୀଙ୍କୁ କରାଗଲା ଥର୍ମାଲ ସ୍କ୍ରିନିଂ

ଜଳେଶ୍ୱର, ୧।୬(ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ଦୀର୍ଘ ୭୧ ଦିନ ପରେ ସୋମବାର ପ୍ରଥମ କରି ୦୨୦୭୪ ଡାଉନ୍‌ ଜନଶତାବ୍ଦୀ ଟ୍ରେନ୍‌ ପୂର୍ବାହ୍ନ ୧୦ଟାରେ ଭୁବନେଶ୍ୱରରୁ ଆସି ଜଳେଶ୍ୱରରେ ପହଞ୍ଚିଥିଲା। ଏଠାରୁ ୨୩ଜଣ…

ଖାତା ମୂଲ୍ୟାଙ୍କନକାରୀଙ୍କୁ ଭତ୍ତା ପ୍ରଦାନ ପାଇଁ ଦାବିପତ୍ର

କେନ୍ଦୁଝର, ୧ା୬ (ସ୍ବ.ପ୍ର.)-ଚଳିତବର୍ଷ କରୋନା ମହାମାରୀ ସତ୍ତ୍ୱେ ମାଧ୍ୟମିକ ଶିକ୍ଷା ପରିଷଦ, କଟକ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଖାତା ମୂଲ୍ୟାୟନ ଗତ ୨୬ ତାରିଖଠାରୁ ଆରମ୍ଭ ହୋଇଛି। କେନ୍ଦୁଝର ଜିଲାରେ ନରସିଂହସ୍ବାଇଁ ପୋଲିସ ଉଚ୍ଚ ବିଦ୍ୟାଳୟ ଏବଂ ଆନନ୍ଦପୁର…

ବଜ୍ରପାତରେ ୨ ଯୁବକ ଗୁରୁତର, ଜଳିଗଲେ ୬ ଛେଳି, ମେଣ୍ଢା

ନୟାଗଡ଼ ଅଫିସ,୧ା୬: ସୋମବାର ଅପରାହ୍ନରେ ନୟାଗଡ଼ରେ ବର୍ଷାପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏହା ପ୍ରଭାବରେ ନୟାଗଡ ବ୍ଲକ ଚଣ୍ଡିବସ୍ତ ପୋଖରୀ ନିକଟରେ ୫ ମେଣ୍ଢା ଓ ୧ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେହିପରି ଛେଳି ଓ ମେଣ୍ଢା ଚରାଉଥିବା ଅଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?