ଆମ ଜିଲା ଖବର

ପ୍ରଶାସନ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ଉଠା ଦୋକାନୀ: ବିରକ୍ତି ପ୍ରକାଶ କଲେ ଜିଲାପାଳ

ଜଟଣୀ,୨୫।୩(ଡି.ଏନ୍‌.ଏ.): କରୋନା(କୋଭିଡ୍‌-୧୯) ଭାଇରସ୍‌ ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ଜଟଣୀର କେତେକ ବଜାରରେ ବୁଧବାର ସକାଳେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ସ୍ଥାନୀୟ ସୀତାରାମ ଛକ, ବଡ଼ବଜାର, ରେଲ୍‌ୱେ ମାର୍କେଟ, ଦୁର୍ଗା ମାର୍କେଟରେ ସକାଳୁ…

ଗୁଣପୁରରେ ବାଇକ୍‌ ଚଳାଚଳ ଉପରେ ପ୍ରଶାସନର କଡ଼ା ନଜର

ଗୁଣପୁର, ୨୫।୩(ଡି.ଏନ୍‌.ଏ.): କରୋନା(କୋଭିଡ୍‌-୧୯) ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏହାର ମୁକାବିଲା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲା ଗୁଣପୁରରେ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି। ବାଇକ୍‌ ଚଳାଚଳ ଉପରେ…

ଚଢ଼ା ଦରରେ ସାମଗ୍ରୀ ବିକ୍ରି କରି ଦୋକାନୀ ଗିରଫ

ଝାରସୁଗୁଡ଼ା ଅଫିସ,୨୫।୩: କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରି ସ୍ଥଳେ ଅତ୍ୟାବଶ୍ୟକ ସାମଗ୍ରୀ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ବିକ୍ରୟ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି। ଏହାର ସୁଯୋଗ ନେଇ କିଛି ବ୍ୟବସାୟୀ ବିଭିନ୍ନ…

ଲକ୍‌ଡାଉନ୍‌ ପ୍ରଭାବ: ଖୋର୍ଦ୍ଧା ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନାକାବନ୍ଦୀ

ଖୋର୍ଦ୍ଧା ଅଫିସ,୨୫।୩: କରୋନା(କୋଭିଡ୍‌-୧୯) ସଂକ୍ରମଣର ମୁକାବିଲା ଲାଗି ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲାର କେତେକ ସ୍ଥାନରେ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି। ଆଉ କେତେକ ସ୍ଥାନରେ ବିନା କାରଣରେ ଲୋକେ ଗାଡ଼ି ଧରି ବୁଲୁଛନ୍ତି। ଏ…

ଫାଇନ୍‌ ଦେଲେ, ସଚେତନ ହେଲେ

ଚୌଦ୍ୱାର,୨୫ା୩ (ଡି.ଏନ୍‌.ଏ): କରୋନା ଭୂତାଣୁକୁ ପ୍ରତିରୋଧ କରିବା ପାଇଁ ସାରା ବିଶ୍ୱ ସଚେତନତା ଉପରେ ଗୁରୁତ୍ୱ ଦେଇଛି। ସେହିପରି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆଗାମୀ ୨୧ଦିନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଘରୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି।…

କରୋନା ପାଇଁ ପଡ଼ିପାରୁନି ହାତଗଣ୍ଠି

ସମ୍ବଲପୁର, ୨୫। ୩(ବ୍ୟୁରୋ): କରୋନା ଭୂତାଣୁକୁ ନେଇ ସମଗ୍ର ଦେଶବାସୀ ଭୟଭିତ। ଏହାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରିକି ଲକ୍‌ ଡାଉନ ଓ ଜନତା କର୍ଫ୍ୟୁ ଭଳି ପଦକ୍ଷେପ ନିଆଯାଇଛି…

ବ୍ରହ୍ମଗିରିରେ ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର

ବ୍ରହ୍ମଗିରି,୨୫। ୩ (ଡି.ଏନ.ଏ): ମହାମାରୀ କରୋନା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି। ଏହାପରେ ରାଜ୍ୟ ସରକାର କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଡାଲି, ଚାଉଳ, ତେଲ, ମାଛ, ଅଣ୍ଡା, ପରିବା ଓ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ…

ଲକ୍‌ଡାଉନ୍‌ ସମୟରେ ସାହିଦାଣ୍ଡରେ ଭତ୍ତା ବଣ୍ଟନ: ଶତାଧିକ ହିତାଧିକାରୀଙ୍କ ଗହଳି

ଦେବଗଡ଼,୨୫।୩:(ଡି.ଏନ୍‌.ଏ.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ରାଜ୍ୟକୁ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ଜନସାଧାରଣଙ୍କ ଗହଳି ଲାଗି କଟକଣା ଲାଗୁ କରାଯାଇଛି। ତେବେ ଦେବଗଡ଼ ପୌରାଞ୍ଚଳର ୪ନଂ. ୱାର୍ଡ ବରପାଲି ସାହିଠାରେ ମଙ୍ଗଳବାର ପୂର୍ବାହ୍ନରୁ ପୌର ପରିଷଦ ପକ୍ଷରୁ ୨, ୩…

ଲକ୍‌ଡାଉନ୍‌ ସମୟରେ କଳାବଜାର ରୋକିବାକୁ ଜିଲା ପୋଲିସ ପକ୍ଷରୁ ବ୍ୟବସାୟୀ ସଂଘ ସହ ଆଲୋଚନା

ଦେବଗଡ଼,୨୫।୩:(ଡି.ଏନ୍‌.ଏ.): କରୋନା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଚାଲିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ଓ ଜନସାଧାରଣଙ୍କ ଚିନ୍ତା ବଢ଼ାଇଛି। ଏପରିସ୍ଥଳେ ରାଜ୍ୟକୁ ଲକ୍‌ଡାଉନ୍‌ କରାଯାଇଛି। କେବଳ ଅତ୍ୟାବଶ୍ୟକ ଦୋକାନଗୁଡ଼ିକ ନିର୍ଦ୍ଦିଷ୍ଟ…

ରେଖାଙ୍କିତ ଚିହ୍ନ ମଧ୍ୟରେ ଠିଆହୋଇ ରାଶନ କିଣିବାକୁ ପୋଲିସର ପରାମର୍ଶ

ଦିଗପହଣ୍ଡି,୨୫।୩(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ସହରରେ ଥିବା ରାଶନ ଦୋକାନଗୁଡିକର ଭିଡ଼ ନିୟନ୍ତ୍ରଣ କରି ସତର୍କତା ଅବଲମ୍ବନ କରିବାକୁ ପଦକ୍ଷେପ ନିଆଯାଇଛି। ପ୍ରତି ଦୋକାନ ସମ୍ମୁଖରେ ରେଖାଙ୍କିତ ଚିହ୍ନ ମଧ୍ୟରେ ଠିଆହୋଇ ଆବଶ୍ୟକ ରାଶନ କିଣିବା ପାଇଁ ଲୋକଙ୍କୁ ପରାମର୍ଶ…

ମହିଳାଙ୍କ କାନରୁ ସୁନାଫୁଲ ଝାମ୍ପିନେଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୨୫।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡିରେ ଜଣେ ମହିଳାଙ୍କଠାରୁ ବୁଧବାର ଲୁଟ୍‌ ହୋଇଛି। ଦୁର୍ବୃତ୍ତ ଜଣେ ମହିଳାଙ୍କୁ ମାଡ଼ ମାରିବା ସହ ତାଙ୍କ କାନରୁ ସୁନାଫୁଲ ଛଡାଇ ନେଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ଲୁଟ୍‌ର ଶିକାର ମହିଳା ଜଣକ…

କରୋନା କଟକଣା: ନୀରବି ଯାଇଛି ଆରଡ଼ି ପୀଠ, ୩୫୦ ବର୍ଷ ମଧ୍ୟରେ ନ ଥିଲା ଏପରି ପ୍ରତିବନ୍ଧକ

ଆରଡ଼ି,୨୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥାଏ। ହେଲେ କରୋନା ଭାଇରସ୍‌ ପାଇଁ ଶୁକ୍ରବାରଠାରୁ କଟକଣା ଜାରି କରାଯାଇଛି। ଫଳରେ ୬ ଦିନ ହେଲାଣି ଆଉ ଶୁଭୁନି ହରିବୋଲ, ହୁଳହୁଳି ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri