ଆମ ଜିଲା ଖବର

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଖଇରା, ୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକରେ କରୋନା ମୁକାବିଲାରେ ନିଜକୁ ସମର୍ପିତ କରିଥିବା ଅଧିକାରୀମାନଙ୍କୁ ମଙ୍ଗଳବାର ଆୟୁଷ୍ମାନ ଏବଂ ସୁନ୍ଦର ଓଡିଶାର ମିଳିତ ଆନୁକୂଲ୍ୟରେ ସମ୍ବର୍ଦ୍ଧିତ କରାଯାଇଛି ା ସଙ୍ଗଠନର ସଦସ୍ୟମାନେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ଖଇରା ଥାନା ଆଇଆଇସି…

ପ୍ରମାଣ ପାଇ ବି ପୋଲିସ ଚୁପ୍‌

ଖଇରା, ୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନୟାଖଣ୍ଡି ଗ୍ରାମରେ ଜଣେ ଭଡାଟିଆ କମଳାକାନ୍ତ ଦାସଙ୍କ ଘରୁ ଚୋରି ହେବା ଏବଂ ଚୋରି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ସମସ୍ତ ପ୍ରମାଣ ପ୍ରଦାନ ପରେ ମଧ୍ୟ ଖଇରା ପୋଲିସ ଏ…

ଚିତ୍ର ମାଧ୍ୟମରେ କରୋନା ସଚେତନତା

ବସ୍ତା, ୩।୬(ଡି.ଏନ.ଏ.)-ସମଗ୍ର ବିଶ୍ୱ ଏବେ କରୋନା କବଳିତ ହୋଇଥିବା ବେଳେ ସଚେତନତା ପାଇଁ ବିଭିନ୍ନ ସ୍ତରରେ ପ୍ରଚେଷ୍ଟା ଜାରି ରହିଥିବା ଦେଖିବାକୁ ମିଳିଛି ା ଏହିଭଳି ଏକ ଭିନ୍ନ ଢଙ୍ଗରେ ସଚେତନତାର ବାର୍ତ୍ତା ଦେଇଛନ୍ତି ବସ୍ତା ବ୍ଲକର ଏକ ଜାଗୃତି ଯୁବ…

ବନ୍ଦେ ଉତ୍କଳ ଜନନୀ ଗାନ ବେଳେ ବିଭ୍ରାଟ ଘଟଣା: ଡିଆଇପିଆର୍‌ଓଙ୍କୁ ସ୍ପଷ୍ଟୀକରଣ ମାଗିଲେ ଜିଲାପାଳ

ଅନୁଗୋଳ ଅଫିସ, ୨।୬- କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ ୩୦ ଅପରାହ୍ନ ୫ଟା ୩୦ରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଆହ୍ବାନ ଦେଇଥିଲେ। ହେଲେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଏହି ସଙ୍ଗୀତ ଗାନ…

୬ ବର୍ଷର ଶିଶୁ କରୋନା ପଜିଟିଭ୍‌

ଅନୁଗୋଳ ଅଫିସ୍‌, ୨।୬- ଅନୁଗୋଳ ଜିଲାରେ ମଙ୍ଗଳବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଜଣକ ଜଣେ ୬ ବର୍ଷ ଶିଶୁ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ତାଙ୍କ ମା ଓ ବାପାଙ୍କ ରିପୋର୍ଟ…

ତାମିଲନାଡ଼ୁରୁ ଫେରିଲେ ଆଉ ୧୫୧ ପ୍ରବାସୀ

ରାୟଗଡ଼ା ଅଫିସ,୨ା୬: ତାମିଲନାଡ଼ୁର ତିରୁପୁରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍‌ ମଙ୍ଗଳବାର ମଧ୍ୟାହ୍ନରେ ରାୟଗଡ଼ାରେ ପହଞ୍ଚିଛି। ଏଥିରୁ ୧୫୧ ଶ୍ରମିକ ରାୟଗଡ଼ା ଷ୍ଟେଶନରେ ଓହ୍ଲାଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ରାୟଗଡ଼ା ଜିଲାର ୪୪ଜଣ, ଗଜପତି ୧୮, କୋରାପୁଟ ୨,…

ପଜିଟିଭ୍‌ ବାହାରିଲେ ସଙ୍ଗରୋଧ ଫେରନ୍ତା: ସ୍ବାବ୍‌ ରିପୋର୍ଟ ନ ଆସୁଣୁ ଘରକୁ ପଳାଇଥିଲେ

ଢେଙ୍କାନାଳ ଅଫିସ, ୨।୬-ସ୍ବାବ୍‌ ରିପୋର୍ଟ ଆସିବା ପୂର୍ବରୁ ସଙ୍ଗରୋଧରେ ଥିବା ଜଣେ ପ୍ରବାସୀ ଘରକୁ ପଳାଇଯିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିବାକୁ ନେଇ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରାନ୍ତ ଯୁବକ…

ସେଲ୍‌ଟର ହୋମ୍‌ ଯୌନଶୋଷଣ ମାମଲା: ଫୟାଜ, ସୀମାଞ୍ଚଳଙ୍କୁ ଜାମିନ

ଢେଙ୍କାନାଳ ଅଫିସ, ୨।୬-ଢେଙ୍କାନାଳ ଜିଲା ବେଲଟିକିରିସ୍ଥିତ ଗୁଡ ନିଉଜ୍‌ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର ସେଲଟର ହୋମ୍‌ ଯୌନଶୋଷଣ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଅନୁଷ୍ଠାନର ଚେୟାରମ୍ୟାନ ଫୟାଜ୍‌ ରେହମନ୍‌ (୬୩) ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ସୀମାଞ୍ଚଳ ନାୟକ (୩୯) ମଙ୍ଗଳବାର ସନ୍ଧ୍ୟାରେ…

ବଜ୍ରପାତ ନେଲା ୨ ଜୀବନ

ରାଇରଙ୍ଗପୁର/ପାଟଣା,୨ା୬(ଡି.ଏନ୍‌.ଏ./ସ୍ବ.ପ୍ର.)-ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରେ ମଙ୍ଗଳବାର ବଜ୍ରପାତ ଘଟି ୨ ଜଣଙ୍କ ପ୍ରାଣହାନୀ ଘଟିଛି। ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ମୁଣ୍ଡାକାଟି ଗ୍ରାମର ଅଟୋଚାଳକ ମେଘରାୟ ମୁର୍ମୁ ଅପରାହ୍ନରେ ବିଜାତଳା ନିକଟସ୍ଥ ରାସ୍ତାରେ ଅଟୋ ଧରି ଯାତ୍ରୀଙ୍କୁ ଅପେକ୍ଷା…

ଚୋରି ଉଦ୍ୟମ ପଣ୍ଡ: ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ଚିକିଟି,୨ା୬(ଡି.ଏନ୍‌.ଏ.)- କେ.ନୂଆଗଁା ଥାନା ଚିକିଟି ଫାଣ୍ଡି ମାଧବନ୍ଧ ଗ୍ରାମ ନିକଟରେ ଥିବା ଘରୋଇ କମ୍ପାନୀର ଏକ ମୋବାଇଲ ଟାୱାର ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ୫ଜଣ ଅଜଣା ଯୁବକ ଯନ୍ତ୍ରାଂଶଗୁଡିକ ଖୋଲୁଥିଲେ। ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ପଚାରିବାରୁ ସେମାନେ ଘଟଣାସ୍ଥଳରୁ ଚମ୍ପଟ…

କୋଭିଡ୍‌ ଆମ୍ବୁଲାନ୍ସ ଚାଳକଙ୍କୁ କରୋନା, ପଞ୍ଚାୟତ ଶଟ୍‌ଡାଉନ୍‌

ଧରାକୋଟ,୨ା୬(ଡି.ଏନ୍‌.ଏ.)- ଧରାକୋଟ ବ୍ଲକ ଗୋଲାଦାମୋଦରପଲ୍ଲୀ ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସରପଞ୍ଚ ଜି.ସୂର୍ଯ୍ୟ କୁମାରୀ ରେଡ୍ଡୀ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏ ନେଇ ଗଞ୍ଜାମ ଜିଲାପାଳ, ଧରାକୋଟ ତହସିଲଦାର, ଧରାକୋଟ ବିଡିଓ ଓ ଥାନାଧିକାରୀଙ୍କୁ ସୂଚନା ପ୍ରଦାନ କରିଥିବା ସେ କହିଛନ୍ତି।…

ବୁଗୁଡ଼ା ବ୍ଲକରେ ପୁଣି ୨ କରୋନା ପଜିଟିଭ

ବୁଗୁଡ଼ା,୨ା୬(ଡି.ଏନ.ଏ.)- ବୁଗୁଡ଼ା ବ୍ଲକରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ ପରେ ସେମାନଙ୍କୁ ମଙ୍ଗଳବାର ଶୀତଳାପଲ୍ଲୀସ୍ଥିତ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଥିବା ବିଡିଓ ତନ୍ମୟ ପାତ୍ର କହିଛନ୍ତି। ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିଷ୍ଣୁଚକ୍ର ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ଜନୈକ ଗର୍ଭବତୀଙ୍କ ସ୍ବାବ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?