କଲଭର୍ଟ ତଳକୁ ଖସିଲା ବାଇକ୍: ୨ କଲେଜ ଛାତ୍ର ମୃତ, ଜଣେ ଆହତ
ସୁନ୍ଦରଗଡ଼,୧୩।୬(ଡି.ଏନ୍.ଏ.): ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଅଲେଇକେରା ନିକଟରେ ଶନିବାର ଭାରସାମ୍ୟ ହରାଇ ଏକ ବାଇକ୍ କଲଭର୍ଟ ତଳକୁ ଖସି ପଡ଼ିଛି। ଦୁର୍ଘଟଣାରେ ୨ଜଣ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକମାନେ ହେଲେ କିଞ୍ଜିରକେଲା ଥାନା…
କଟକରେ ରଜ କଟକଣା: ଭିଡ଼ ଜଗିବ ୩ଟି ଟିମ୍
କଟକ ଅଫିସ,୧୩।୬: ଆସନ୍ତା ସୋମବାର ଏବଂ ମଙ୍ଗଳବାର ରଜ ଯୋଗୁ ବଜାର ଭିଡ଼ ରହିବାର ସମ୍ଭାବନା ରହିଛି। ଅନେକ ସ୍ଥାନରେ ରଜ ଖେଳିବା ପାଇଁ ପ୍ରସ୍ତୁତି ଚାଲିଛି। ଏହାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ୩ଟି ଟିମ୍ ଗଠନ…
ନିଶ୍ଚିନ୍ତକୋଇଲି ବ୍ଲକରେ ୪୩ କରୋନା ପଜିଟିଭ୍ ଚିହ୍ନଟ: ଅଞ୍ଚଳରେ ଭୟର ବାତାବରଣ, ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ
ନିଶ୍ଚିନ୍ତକୋଇଲି,୧୩।୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ୪୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୯ଜଣ ସରକାରୀ ସଂଗରୋଧ କେନ୍ଦ୍ର ଓ ୪ଜଣ ହୋମ୍ କ୍ୱାରାଣ୍ଟାଇନ୍ରେ ଥିଲେ। ବଡ଼ଖିର ପଞ୍ଚାୟତ ଗୋପପୁର ଗ୍ରାମର ୨ଜଣ, କଳମିଶ୍ରୀ ପଞ୍ଚାୟତର ୨ଜଣ ଅଛନ୍ତି।…
ଗଞ୍ଜାମରେ ନୂଆ ପଜିଟିଭ୍ ମଧ୍ୟରେ ୧୧ କରୋନା ଯୋଦ୍ଧା, ଟୁଇଟ୍ କରି ସୂଚନା ଦେଲେ ଜିଲାପାଳ
ଛତ୍ରପୁର, ୧୩।୬(ଡି.ଏନ୍.ଏ.)- ଗଞ୍ଜାମ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ଜଣ କରୋନା ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି। ସେଥିରେ ୧୧ ଜଣ କରୋନା ଯୋଦ୍ଧା ମଧ୍ୟ ଅଛନ୍ତି। ସେମାନେ କରୋନା ପଜିଟିଭ୍ମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଶନିବାର ଅପରାହ୍ନ…
ଆଜି ବରଗଡ଼ରେ ପହଞ୍ଚିବ ସ୍ବତନ୍ତ୍ର ପ୍ରବାସୀ ଟ୍ରେନ: ୨ଟି ରାସ୍ତାରେ ୧୪୪ ଧାରା ଲାଗୁ କଲା ପ୍ରଶାସନ
ବରଗଡ଼ ଅଫିସ,୧୩।୬: ରାଜ୍ୟ ବାହାରେ ଥିବା ଶ୍ରମିକଙ୍କୁ ନେଇ ଏକ ସ୍ବତନ୍ତ୍ର ପ୍ରବାସୀ ଟ୍ରେନ ବରଗଡ଼ ଅଭିମୁଖେ ଆସୁଛି। ଶନିବାର ଦିନ ପ୍ରାୟ ୨ଟା ୩୦ ମିନିଟରେ ଏହି ଟ୍ରେନ୍ ବରଗଡ଼ ରେଳ ଷ୍ଟେଶନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଫଳରେ କରୋନା…
ଛତ୍ରପୁର ବ୍ଲକରୁ ୪ କରୋନା ପଜିଟିଭ ଚିହ୍ନଟ: ନରେନ୍ଦ୍ରପୁର ପଞ୍ଚାୟତ, ଘଡ଼ଘଡ଼ାପଲି ଗାଁ ୧୭ ପର୍ଯ୍ୟନ୍ତ ଶଟ୍ଡାଉନ
ଛତ୍ରପୁର, ୧୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରୁ ଶନିବାର ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଘଡ଼ଘଡ଼ାପଲି ଗାଁର ୩ ଆକ୍ରାନ୍ତ ରହିଥିବା ବେଳେ ନରେନ୍ଦ୍ରପୁର ଗାଁର ଜଣେ ରହିଛନ୍ତି। ପଜିଟିଭ ଚିହ୍ନଟ ପରେ…
ବଲାଙ୍ଗୀରରେ ଦୁଇ ଦିନିଆ ଶଟ୍ଡାଉନ୍ ଆରମ୍ଭ: ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସବୁ ବନ୍ଦ, ରାସ୍ତାଘାଟ ଜନଶୂନ୍ୟ
ବଲାଙ୍ଗୀର ଅଫିସ, ୧୩।୬- କରୋନା ସଂକ୍ରମଣ ରୋକିବା ଲାଗି ସରକାର ରାଜ୍ୟର ୧୧ଟି ଜିଲାରେ ଜୁନ ମାସର ପ୍ରତ୍ୟେକ ଶନିବାର ଓ ରବିବାରକୁ ଶଟ୍ଡାଉନ୍ ଘୋଷଣା କରିଛନ୍ତି । ଏହି କ୍ରମରେ ଜୁନ ମାସର ଦ୍ବିତୀୟ ଶନିବାର ବଲାଙ୍ଗୀର ଜିଲାରେ ସମ୍ପର୍ଣ୍ଣ…
କଣ୍ଟାବାଞ୍ଜିରେ ଶଟ୍ଡାଉନ ପ୍ରଭାବ: ପୋଲିସର କଡ଼ାକଡ଼ି ଯାଞ୍ଚ, ଅମାନିଆଙ୍କଠୁ ଆଦାୟ ହେଉଛି ଜରିମାନା
କଣ୍ଟାବାଞ୍ଜି,୧୩।୬(ଡି.ଏନ୍.ଏ.): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ ଜିଲାରେ ଜୁନ୍ ମାସର ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନିଆ ଶଟ୍ଡାଉନ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିିରେ ମଧ୍ୟ ଦ୍ୱିତୀୟ ଶଟ୍ଡାଉନକୁ କଡ଼ାକଡ଼ି…
ପୋଖରୀରେ ବୁଡ଼ି ୪ ମାସର ହାତୀ ଛୁଆର ଜୀବନଗଲା
କୁଆଁରମୁଣ୍ଡା,୧୩।୬(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ବନ ରେଞ୍ଜ ଅଞ୍ଚଳର ସାନଡୋଲାକୁଦର ଜଙ୍ଗଲରେ ଥିବା ପୋଖରୀରେ ବୁଡ଼ି ଶୁକ୍ରବାର ଅପରାହ୍ନରେ ଏକ ୪ ମାସର ମାଈ ହାତୀ ଛୁଆର ମୃତ୍ୟୁ ଘଟିଛି। ଛୁଆ ହାତୀଟିକୁ କୁଆଁରମୁଣ୍ଡା ବନ ରେଞ୍ଜ…
ଛତ୍ରପୁର ଏସ୍ଡିପିଓ-ଆଇଆଇସିଙ୍କୁ କରୋନା: ଟୁଇଟ୍ କରି ସୂଚନା ଦେଲେ ଗଞ୍ଜାମ ଏସ୍ପି
ଛତ୍ରପୁର,୧୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲିସ ଅଧୀନ ଛତ୍ରପୁର ଏସ୍ଡିପିଓ ଓ ଥାନା ଆଇଆଇସି କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଶନିବାର ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେମାନଙ୍କ ସେବା…
କାକଟପୁର ଥାନା ଅଧିକାରୀଙ୍କ କ୍ୱାର୍ଟରରୁ ଚୋରି
ପୁରୀ ଅଫିସ, ୧୩।୬: ପୁରୀରେ ଦୀର୍ଘ ଦିନ ପରେ ପୁଣି ସକ୍ରିୟ ହୋଇଛନ୍ତି ସିନ୍ଧି ଚୋର। ଶୁକ୍ରବାର ରାତିରେ କ୍ଲର୍କ ରୋଡ୍ରେ ଥିବା କାକଟପୁର ଥାନା ଅଧିକାରୀ ସୁଜିତ ଦାସଙ୍କ ଘରୁ ଚୋରି କରିଛନ୍ତି। ଲକ୍ଡାଉନ୍ ଯୋଗୁ ସୁଜିତ ଓ ତାଙ୍କ…
ମୁମ୍ବାଇରୁ ଫେରିଥିଲେ କଟକ ସହରର ଏକମାତ୍ର ଆକ୍ରାନ୍ତ
କଟକ ଅଫିସ,୧୩।୬: କଟକ ଜିଲାରୁ ଶୁକ୍ରବାର ମୋଟ ୯୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ଜଣେ ଆକ୍ରାନ୍ତ କଟକ ସହରର। ସେ ପୁରୁଷ ହୋଇଥିବା ବେଳେ ତାଙ୍କ ବୟସ ୩୭। ଏ ନେଇ କଟକ ମହାନଗର ନିଗମ…

