ଆମ ଜିଲା ଖବର

୬ବର୍ଷ ହେଲା ପାଇପ ଜଳଯୋଗାଣ ବନ୍ଦ

ଜୁନାଗଡ,୧୭।୬(ଡି.ଏନ୍‌.ଏ) – କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦାସିଗଁ।ରେ ଗତ ୬ବର୍ଷ ହେଲା ଜଳ ଯୋଗାଣ ବନ୍ଦ ରହିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୬ ୱାର୍ଡ ବିଶିଷ୍ଟ ଦାସିଗଁ।ର ଜନସଂଖ୍ୟା ପ୍ରାୟ ୫ହଜାର। ୨୦୦୮ ମସିହାରେ ଗ୍ରାମରେ…

ମଦ ନିଶାରେ ପରିବାରର ୫ଜଣଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ

ମାଲକାନଗିରି,୧୬ା୬(ଡି.ଏନ୍‌.ଏ.): ନିଶା ସେବନ କଲେ ମଣିଷ ନିଜର ହିତାହତ ଜ୍ଞାନ ହରାଇ ବସିଥାଏ। ସେ ସମୟରେ ସେ କ’ଣ କରିଥାଏ ନିଜେ ବୁଝିପାରି ନ ଥାଏ। ମାଲାକନଗିରି ଜିଲାରେ ଜଣେ ବ୍ୟକ୍ତି ନିଶା ସେବନ କରି ନିଜ ପରିବାରର ୫ଜଣଙ୍କୁ ବିଷ…

ନଦୀରେ ଭାସିଯାଇ ଭାଉଜ, ଦିଅର ମୃତ

ବୈପାରିଗୁଡା,୧୬ା୬(ଡି.ଏନ.ଏ.)-କୋରାପୁଟ ଜିଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ କଳାପଡ଼ା ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ନଦୀ ପାର ହେଉଥିବା ବେଳେ ଜଣେ ମହିଳା ଓ ଜଣେ ପୁରୁଷ ନଦୀରେ ଭାସିଯିବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଲା ପରଜା(୫୩)…

ରଥରେ ଲାଗିଲା କଳସ, ଓଲଟ ଶୁଆ

ପୁରୀ ଅଫିସ,୧୬ା୬: ରଥଯାତ୍ରା ପାଇଁ ଚାଲିଥିବା ତିନିରଥ ନିର୍ମାଣ କାମ ସରି ସରି ଆସୁଛି। ରଥଖଳାରୁ କାମ ପ୍ରାୟ ଶେଷ ହୋଇଥିବାବେଳେ ଏବେ ରଥ ଉପରେ ଅଳ୍ପ କିଛି କାମ କରାଯାଉଛି। ମଙ୍ଗଳବାର ତିନିରଥରେ କଳସ, ଅଁଳା ସହ ଓଲଟ ଶୁଆ…

ଗାଧୋଇବା ବେଳେ ଟିକ୍‌ଟକ୍‌ ଭିଡିଓ କରିବା ହେଲା କାଳ: ବାହ୍ମଣୀରେ ବୁଡ଼ିଗଲେ ଯୁବକ

ପଟ୍ଟାମୁଣ୍ଡାଇ,୧୬ା୬(ସ୍ବ.ପ୍ର.)- ଗାଧୋଉଥିବା ବେଳେ ମୋବାଇଲେ ଟିକଟକ୍‌ ଭିଡିଓ କରିବା କାଳ ହୋଇଛି। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ଅନ୍ତର୍ଗତ ନାହିଆଦିଆ ଗ୍ରାମରେ ଏଭଳି ଘଟଣା ଘଟିଛି। ସେଠାରେ ଥିବା ବାହ୍ମଣୀ ନଦୀରେ ବୁଡ଼ିି ଜଣେ ୨୫ ବର୍ଷୀୟ ଯୁବକଙ୍କ…

ମହାନଦୀକୁ ଡେଇଁ ପଡ଼ିଲେ ଯୁବତୀ

ବାଙ୍କୀ,୧୬ା୬(ସ୍ବ.ପ୍ର.)-ବାଙ୍କୀ ଜାତମୁଣ୍ଡିଆ ସୁବର୍ଣ୍ଣପୁର ସେତୁ ଉପରୁ ମଙ୍ଗଳବାର ମହାନଦୀକୁ ଡେଇଁ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ବୟସ ୨୫ ବର୍ଷ ହୋଇଥିବା ବେଳେ ତିଗିରିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଡମପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଦୀର୍ଘ ୩ ଘଣ୍ଟା ଧରି…

ଅଜଗରକୁ ପିଟି ମାରିଦେଲେ, କୂଅରୁ କୁଟୁରା ଉଦ୍ଧାର

ଆର,ଉଦୟଗିରି,୧୬ା୬(ଡି.ଏନ୍‌.ଏ.)- ଆର୍‌.ଉଦୟଗିରି ଅଞ୍ଚଳରେ ଲୋକେ ଏକ ଅଜଗରକୁ ମାରି ଦେଇଥିବାବେଳେ ଚନ୍ଦ୍ରଗିରି ଅଞ୍ଚଳରେ ଏକ କୁଟୁରା ଶାବକକୁ ଲୋକେ କୂଅରୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ଆର୍‌.ଉଦୟଗିରି ଗଁାର କେତେଜଣ ମହିଳା ସୋମବାର ସନ୍ଧ୍ୟାରେ ନଦୀକୁ ଯାଉଥିବା ବେଳେ ରାସ୍ତାରେ…

ଋଷ୍ୟଶୃଙ୍ଗ-ଶାନ୍ତାକୁମାରୀଙ୍କ ବିବାହ

ବାସୁଦେବପୁର, ୧୬ା୬(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ପଢ଼ୁଁଆ ପଞ୍ଚାୟତ ସରପୋଖରୀଆଡ଼ିଠାରେ ଋଷ୍ୟଶୃଙ୍ଗ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଋଷ୍ୟଶୃଙ୍ଗ-ଶାନ୍ତାକୁମାରୀଙ୍କ ବିବାହ ଉତ୍ସବ ୩ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରବିବାର କଳସପୂଜା କରାଯାଇଥିଲା। ସୋମବାର ମଙ୍ଗଳବାର ଦୁଇଦିନ ଧରି ଋଷ୍ୟଶୃଙ୍ଗ ଓ…

ସମୁଦ୍ର କୂଳରେ ‘ୱାଲର୍‌ଡ କ୍ଲେ ଡେ’

ବାଲେଶ୍ୱର ଅଫିସ,୧୬।୬-ବାଲେଶ୍ୱର ମଡ଼ ଆର୍ଟିଷ୍ଟଙ୍କ ଦ୍ୱାରା ମଙ୍ଗଳବାର ପୂର୍ବାହ୍ନରେ ଦୁବଲାଗଡ଼ି ସମୁଦ୍ରକୂଳରେ ‘ୱାଲର୍‌ଡ କ୍ଲେ ଡେ’ ପାଳନ କରାଯାଇଛି। ଶିଳ୍ପୀ କେଶୁ ଦାସଙ୍କ ତତ୍ତ୍ୱାବଧାନରେ ୧୫ଜଣ ମଡ଼ ଆର୍ଟିଷ୍ଟ ବିଭିନ୍ନ ଭଙ୍ଗୀରେ ପ୍ରଦର୍ଶନ କରି ସ୍ଥାନୀୟ ଲୋକଙ୍କୁ ଆକୃଷ୍ଟ କରିଥିଲେ। ଶିଳ୍ପୀ…

ଆହୁରି ବଢ଼ିଲା ମହାପ୍ରଭୁଙ୍କ ଘୋଷଯାତ୍ରା ସମ୍ଭାବନା: ବଡ଼ଦାଣ୍ଡରୁ ହଟିବେ ଉଠା ଦୋକାନୀ, ୧୯ ସୁଦ୍ଧା କ୍ୟାବିନ୍‌ ଉଠାଇବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୧୬।୬: ପୁଣି ବଢ଼ିଲା ମହାପ୍ରଭୁଙ୍କ ଘୋଷଯାତ୍ରା ସମ୍ଭାବନା। ମଙ୍ଗଳବାର ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟାଇବାକୁ ପୌରସଂସ୍ଥା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୯ ତାରିଖ ସୁଦ୍ଧା ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡରୁ ଉଠାଦୋକାନୀମାନଙ୍କୁ କ୍ୟାବିନ୍‌ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।…

ଜଳ ନିଷ୍କାସନ ପାଇଁ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

ଶେରଗଡ଼,୧୭ା୬(ଡି.ଏନ୍‌.ଏ.)- ମୌସୁମୀର ପ୍ରଥମ ବର୍ଷାରେ ଶେରଗଡ଼ ଅବସ୍ଥା ବେହାଲ ହୋଇ ପଡିଥିଲା। ତିନି ଛକକୁ ଲାଗି ରହିଥିବା ୫ଶହ ଏକର ଜମି ଜଳମଗ୍ନ ହୋଇ ରହିଛି। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ଶତପଥୀ, ତହସିଲଦାର ଡ. ଦୟାସିନ୍ଧୁ ପରିଡା,…

ବେତାରସିଙ୍ଗିର ୩ ସାହି କଣ୍ଟେନ୍‌ମେଣ୍ଟ ଜୋନ୍‌: ଆଖପାଖ ୬ ଗ୍ରାମ ବଫର ଜୋନ୍‌

ବୁଗୁଡ଼ା,୧୬ା୬(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ବେତାରସିଙ୍ଗି ଗ୍ରାମର ହୋମ୍‌ କ୍ବାରାଣ୍ଟାଇନରେ ଥିବା ଜଣେ ଯୁବକଙ୍କର ଶନିବାର କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଫଳରେ ଜିଲା ପ୍ରଶାସନ ସୋମବାର ବିଳମ୍ବିତ ରାତିରେ ବେତାରସିଙ୍ଗି ଗ୍ରାମର ତଳ ସାହି, ବଡ଼ଦାଣ୍ଡ ସାହି ଓ ଖଦାଳ ସାହିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?