ଆମ ଜିଲା ଖବର

ଯବାନଙ୍କ ମଙ୍ଗଳ କାମନା କରି ଏଥର ରାକ୍ଷୀ ସହ ମାସ୍କ ପଠାଇଲେ ଛାତ୍ରୀଛାତ୍ର

ବୁଗୁଡା,୩୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ପିପୁଲସ କଲେଜ ଭାରତ ସ୍କାଉଟ ଗାଇଡ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଭାରତ ସୀମାନ୍ତରେଥିବା ଯବାନମାନଙ୍କ ମଙ୍ଗଳ କାମନା କରି ରାକ୍ଷୀ ଏବଂ ମାସ୍କ ପଠାଇଛନ୍ତି। ଛାତ୍ରୀଛାତ୍ର ବର୍ତ୍ତମାନ…

ରାତି ଅଧରେ ଚୋରକୁ ଧରିଲେ ଗ୍ରାମବାସୀ, ନିର୍ଧୂମ ଛେଚିଲା ପରେ କଲେ ଏମିତି

ବାହାନଗା,୩୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ଅଟାସପୁର ଗ୍ରାମରେ ଜଣେ ଚୋରକୁ ଧରି ଗ୍ରାମବାସୀ ଶୁକ୍ରବାର ପୋଲିସ ଜିମା ଦେଇଛନ୍ତି। ଅଟାସପୁର ସ୍ଥିତ ମଦନାପୁର ଗ୍ରାମର ରମେଶ ଚନ୍ଦ୍ର ଦାସଙ୍କ ଘରୁ ଦୁଇଟି ସାଇକେଲ ଚୋରି ହୋଇଛି। ସୂଚନାଯୋଗ୍ୟ,…

ଖବରକାଗଜ ବିତରକଙ୍କ ପୁଅ ମାଟ୍ରିକ ପରୀକ୍ଷାରେ ରଖିଛନ୍ତି ୫୫୭ ମାର୍କ

ଛତ୍ରପୁର,୩୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରର ଜଣେ ଖବରକାଗଜ ବିତରକ ସୂର୍ଯ୍ୟ ନାରାୟଣ ଶତପଥୀଙ୍କ ପୁଅ ଶୁଭ୍ରାଂଶୁ ଚଳିତ ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ସେ ୫୫୭ ( ୯୨.୮୩ %) ମାର୍କ ରଖିଛନ୍ତି ତାଙ୍କ ଘର ଛତ୍ରପୁର ରାମଲକ୍ଷ୍ମୀ ନଗର…

କରୋନା ନେଲା ଏଏସ୍‌ଆଇଙ୍କ ଜୀବନ

ବ୍ରହ୍ମପୁର ଅଫିସ,୩୧।୭: ଗଞ୍ଜାମ ଜିଲାରେ କରୋନା ଏବେ ବିସ୍ଫୋରକ ସ୍ଥିତି ଦେଇ ଗତି କରୁଛି । ଆକ୍ରାନ୍ତଙ୍କ ସଂଖ୍ୟ ହୁ ହୁ ହୋଇ ବଢୁଥିବା ବେଳେ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି। ତେବେ ଶୁକ୍ରବାର ସକାଳେ ବ୍ରହ୍ମପୁର ପୋଲିସ ଏଏସ୍‌ଆଇ…

ଡ୍ୟୁଟିରେ ଥିବାବେଳେ ଛତ୍ରପୁର ବ୍ଲକ ଜେଇଙ୍କୁ କରୋନା: ଜାଣନ୍ତୁ କିପରି ହେଲେ ଆକ୍ରାନ୍ତ

ଛତ୍ରପୁର,୩୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ଜେଇ ଜୟସେନ ବେହେରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ କରୋନା ମୁକାବିଲା ଡ୍ୟୁଟିରେ ଥିବାବେଳେ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କ ଆସୁ ଆରୋଗ୍ୟ କାମନା କରାଯାଇଛି।

ଜି. ଉଦୟଗିରିରେ ବଢି ଚାଲିଛି କଣ୍ଟେନ୍‌ମେଣ୍ଟ ଜୋନ ଅଞ୍ଚଳ: ଚିନ୍ତାରେ ସହରବାସୀ

ଜି.ଉଦୟଗିରି, ୩୧।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରିରେ କଣ୍ଟେନମେଣ୍ଟ ଜୋନ ଦିନକୁ ଦିନ ବଢି ଚାଲିଛି। ଅନେକ ସାହିରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରଥମେ କିଛି ବ୍ୟାଙ୍କ କର୍ମଚାରୀ ଚିହ୍ନଟ ହେବା ପରେ ଷ୍ଟେଟ ବ୍ୟାଙ୍କ ସିଲ କରାଯାଇଥିଲା। ଏହାପରେ ମହାଗୁଡା…

ବାହାର ପଟୁ ତାଲା ମାରି ନିଆଁ ଲଗାଇଦେଲେ: ଗୋଟିଏ ପରିବାରର ୫ ଗୁରୁତର

କେନ୍ଦ୍ରାପଡା ଅଫିସ/ ମାର୍ଶାଘାଇ (ଡି.ଏନ୍‌.ଏ.), ୩୧ା୭- କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଦୁମୁକା ପଞ୍ଚାୟତ ଗିରଙ୍ଗ ଗ୍ରାମରେ ଶୁକ୍ରବାର ଭୋର ସମୟରେ ଏକ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଟୁକୁନା ଓରଫ ମାନସ ବାରିକଙ୍କ ୫ ଜଣ ସଦସ୍ୟ ପୋଡିଯାଇ ଗୁରୁତର…

୫ ଦିନ ବନ୍ଦ ରହିବ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ହସ୍ପିଟାଲ: ଜାଣନ୍ତୁ କେଉଁ ଦିନରୁ କେଉଁ ଦିନ

କୋରାପୁଟ,୩୧।୭(ସ୍ବ.ପ୍ର.): କୋରାପୁଟ ଜିଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଶୁକ୍ରବାରଠାରୁ ୫ ଦିନ ପର୍ଯ୍ୟନ୍ତ ସହରରେ ଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ବନ୍ଦ କରାଯାଇଛି। ଏ ନେଇ କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ର…

ଗଞ୍ଜାମରେ ବୋଲ ମାନୁନି କରୋନା: ଆଜି ୧୦ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩୧।୭(ବ୍ୟୁରୋ): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହୋଇ ପଡ଼ିଲାଣି। ଶୁକ୍ରବାର ୩୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦ ହଜାର ଟପିଛି। ରାଜ୍ୟର ପ୍ରଥମ ଜିଲା ଭାବେ ଜିଲାରେ ମୋଟ…

ଏହି ଏନ୍‌ଏସିରେ କରୋନା ସ୍ଥିତି ନିୟନ୍ତ୍ରିତ

ଗଞ୍ଜାମ,୩୧ା୭(ଡି.ଏନ୍‌.ଏ.): ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରି ଚାଲିଥିବା ବେଳେ ଗଞ୍ଜାମରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ କହିଛନ୍ତି l ଗତ ଜୁନ୍‌ ୪ରେ ଏହି ଏନ୍‌ଏସିରେ ପ୍ରଥମ କରୋନା…

ଜବରଦଖଲକାରୀଙ୍କୁ ପୋଲିସର ଅନୁକମ୍ପା

ନୟାଗଡ଼ ଅଫିସ/ରଣପୁର, ୩୧।୭(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଏନ୍‌ଏସିର ସାନଗଡ଼ରେ ଜଣେ ବ୍ୟବସାୟୀ ଶିଶୁ ଉଦ୍ୟାନ ପାଇଁ ଖୋଳାଯାଇଥିବା ନିଅଁ ପୋତିବା ପରେ ଉତ୍ତେଜନା ଦେଖାଦେଇଛି। ରଣପୁର ଥାନା ପୋଲିସ ସମ୍ପୃକ୍ତ ବ୍ୟବସାୟୀଙ୍କୁ ସହଯୋଗ କରିବା ସହ ଗାଁ ଲୋକଙ୍କୁ ମାଡ଼…

କେବୁଲ୍‌ ଟିଭି ମାଧ୍ୟମରେ ଶିକ୍ଷାଦାନ: ୨୭୩ ପ୍ରଧାନଶିକ୍ଷକଙ୍କ ସହ ଡିଇଓଙ୍କ ଗୁଗଲ୍‌ ମିଟ୍‌

ଜଗତ୍‌ସିଂହପୁର ଅଫିସ, ୩୧।୭: ଜଗତ୍‌ସିଂହପୁର ଜିଲା ଶିକ୍ଷା ଅଧିକାରୀ (ଡିଇଓ) ପ୍ରତିଭା ମଞ୍ଜରୀ ଦାସ ଜିଲାର ୨୭୩ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ସହ ଗୁରୁବାର ଗୁଗଲ୍‌ ମିଟ୍‌ କରିଛନ୍ତି। ଏଥିରେ ଡିଇଓ ୧ମରୁ ୮ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନଭୋଜନ ଚାଉଳ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?