ଶିକାରୀଙ୍କ ବିଦ୍ୟୁତ୍ ତାରରେ ଲାଗି ୨ ଭାଇ ମୃତ
ହିଞ୍ଜିଳିକାଟୁ,୫ା୯(ଡି.ଏନ୍.ଏ.)-ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସିଙ୍ଗିପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ଭାଇଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ସିଙ୍ଗିପୁର ଗ୍ରାମର ରମେଶ ମୁନି…
ଗଞ୍ଜାମରେ କରୋନା ନେଲାଣି ୨୦୦ ଜୀବନ
ଛତ୍ରପୁର, ୫ା୯(ଡି.ଏନ୍.ଏ.)- କରୋନାରେ ଗଞ୍ଜାମ ଜ଼ିଲାର ୨୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଜ଼ିଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଜିଲାରେ ମୃତ୍ୟୁ ସଂଖ୍ୟା କମୁ ନ ଥିବାରୁ ଚିନ୍ତା ବଢିଛି…
ଆନନ୍ଦପୁର ବିଧାୟକଙ୍କୁ କରୋନା
କେନ୍ଦୁଝର, ୫।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ହୋମ କ୍ୱାରାଣ୍ଟାଇନ୍ରେ ରହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବନ୍ଧୁ ତଥା ସମର୍ଥକମାନଙ୍କୁ…
କଟକ ସହରରୁ ଆଜି ୧୮୪ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ,୫।୯-କଟକ ସହରରୁ ଶନିବାର ୧୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୧୦୭ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୭ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ କରି…
ରାଜ୍ୟରେ ସୁସ୍ଥ ହେଲେ ଆଉ ୩୪୪୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୫।୯(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୩୪୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୫୧, ମୟୂରଭଞ୍ଜରୁ ୨୧୩, ଭଦ୍ରକରୁ ୧୬୪, ଢେଙ୍କାନାଳରୁ ୧୬୧, ରାୟଗଡାରୁ ୧୫୪, ଗଞ୍ଜାମରୁ ୧୪୮, ଯାଜପୁରରୁ ୧୪୪,…
ଭୋଜି ସାରି ଫେରୁଥିବାବେଳେ ପୋଲ ତଳକୁ ଖସି ପଡିଲା ବାଇକ: ୨ ମୃତ
ପରଜଙ୍ଗ,୫ା୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା-ଆଳୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ପୋଲ ତଳକୁ ଏକ ବାଇକ୍ ଖସି ଶନିବାର ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟରପଦା ଗ୍ରାମର ସରୋଜ ନାୟକ ଓ ବସନ୍ତପଡା ଗ୍ରାମର ସୁବ୍ରତ ସାହୁ। ପାଟରପଦା…
ଗଞ୍ଜାମରୁ ସୁରତ ଯାଉଥିବା ବସ୍ ଦୁର୍ଘଟଣା; ୮ ଶ୍ରମିକ ମୃତ
ରାୟପୁର, ୫।୯: ଛତିଶଗଡ଼ର ରାଜଧାନୀ ରାୟପୁରରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଯାଉଥିବା ଏକ ବସ ରାଇପୁରର ଚେରି ଖେଡି ନିକଟରେ ଗୋଟିଏ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ…
ଗଞ୍ଜାମରେ ପ୍ଲାଜମା ନେଇ ସୁସ୍ଥ ହେଲେଣି ୫୮ କରୋନା ରୋଗୀ
ଛତ୍ରପୁର,୫।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍କେସିଜି ପ୍ଲାଜମା ବ୍ୟାଙ୍କରେ କରୋନାରୁ ସୁସ୍ଥ ହୋଇଥି ଲୋକଙ୍କ ମଧ୍ୟରୁ ୨୦୧ ଜଣ ପ୍ଲାଜମା ଦାନ କରିଛନ୍ତି। ଅପରପକ୍ଷରେ କରୋନାରେ ଗୁରୁତର ୧୮୦ ଜଣଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି। ସେଥିରୁ ୫୮ ଜଣ ସୁସ୍ଥ ହୋଇ…
ମୁଖିଗୁଡ଼ା, କୁସୁମଖୁଣ୍ଟି ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ କରୋନା: ପରେ ହେଲା ବିଶୋଧନ
ଭବାନୀପାଟଣା,୫।୯ (ଡି.ଏନ୍.ଏ.): ଗତ ୭୨ ଘଣ୍ଟା ଧରି କଳାହାଣ୍ଡି ଜିଲା ମୁଖିଗୁଡ଼ା ଓ କୁସୁମଖୁଣ୍ଟି ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଶଟ୍ଡାଉନ୍ ଥିଲା। ଶୁକ୍ରବାର ଅଗ୍ନିଶବ ବିଭାଗ ସହାୟତାରେ କାର୍ଯ୍ୟାଳୟକୁ ବିଶୋଧିତ କରାଯାଇଛି। ୩ ଦିନ ତଳେ ଜଳସମ୍ପଦ ବିଭାଗ ମୁଖ୍ୟ ନିର୍ମାଣ…
ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ହସ୍ପିଟାଲରେ ହେବ ୭୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ
କୋରାପୁଟ,୫।୯,(ସ୍ବ.ପ୍ର): କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଶନିବାର ପୁଣି ଜିଲାରେ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୬୦କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କୋରାପୁଟ ସହିଦ ଲକ୍ଷ୍ମଣ…
ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ଯୋଦ୍ଧା: ପ୍ରଶାସନ, ମେଡିକାଲ ସେବାକୁ ଜଣାଇଲେ କୃତଜ୍ଞତା
ଛତ୍ରପୁର,୫।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ତଥା କରୋନା ଯୋଦ୍ଧା ଜୟସେନ ବେହେରା କାର୍ଯ୍ୟରତ ଅବସ୍ଥାରେ କରୋନାରେ ସଂକ୍ରମିତ ହୋଇଥିଲେ। ସେ ବର୍ତ୍ତମାନ ସୁସ୍ଥ ହେବା ପରେ ତାଙ୍କ ଅନୁଭୂତି ବାଣ୍ଟିଛନ୍ତି। ଜିଲାପାଳ, ବିଡିଓଙ୍କ ସହଯୋଗ ଏବଂ କୋଭିଡ…
ଗଞ୍ଜାମ ସହରରେ କରୋନା ସ୍ଥିତି ନିୟନ୍ତ୍ରଣ: ସୁସ୍ଥହାର ୯୩ %
ଗଞ୍ଜାମ,୫।୯(ଡି.ଏନ୍.ଏ.): ଗଞ୍ଜାମ ସହରରେ ମହାମାରୀ କରୋନା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ସହରରେ ୮୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମାତ୍ର ୫ ଜଣ ଚିକିତ୍ସାଧୀନ ଥିବା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ ସୂଚନା…

