ଆମ ଜିଲା ଖବର

ମ୍ୟାଜିକ୍‌ ବଦଳାଇଛି ଜୀବନ ମୋଡ଼

ଅନୁଗୋଳ ଅଫିସ୍‌, ୧୬।୩ (ଅମିତ କୁମାର ସାମଲ) : ପୋଲିସ ବିଭାଗରେ ଚାକିରି କରି ବି ମନରେ ସନ୍ତୋଷ ନ ଥିଲା। ଚାକିରି ସହ ଅନ୍ୟ କିଛି କରି ଲୋକଙ୍କ ହୃଦୟ ଜିଣିବାକୁ ସେ ଚାହୁଁଥିଲେ। ତେଣୁ ତବଲା, ବେହେଲାଠାରୁ ସଙ୍ଗୀତ...

ଅସହାୟ ଅବସ୍ଥାରେ ଚୈତନ୍ୟଙ୍କ ପରିବାର

ଡାବୁଗାଁ, ୧୬।୩ (ଡି.ଏନ.ଏ.) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଡ଼ଙ୍ଗରିଗୁଡା ପଞ୍ଚାୟତର ଜୟନ୍ତୀନଗର ଠାରେ ଦୀର୍ଘଦିନ ଧରି ବିଛଣାରେ ପଡିରହିଛନ୍ତି ଚୈତନ୍ୟ ଜାନୀ (୪୫) । ପାରାଲିଶିସରେ ଆକ୍ରାନ୍ତ ହୋଇ ତାଙ୍କ ବାମ ହାତ ଓ ଗୋଡ ସମ୍ପୂର୍ଣ୍ଣ ଅକାମି ହୋଇପଡିଛି...

ହାଇକୋର୍ଟଙ୍କ ବେଲ୍‌ ଅର୍ଡରକୁ ଅଣଦେଖା: ଥାନାକୁ ଆଣି ଜେଲ ହାଜତରେ ପୂରାଇଲେ, ସମାଧାନ ପାଇଁ ଅପହରଣ ଧମକ

ନୟାଗଡ଼ ଅଫିସ/ରଣପୁର,୧୬ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ପୋଲିସ ହାଇକୋର୍ଟଙ୍କ ବେଲ୍‌ ଅର୍ଡରକୁ ବି ଖାତିର କରୁନି। ବେଲ୍‌ ଅର୍ଡର ଦେଖାଉଥିବା ଜଣେ ଅଭିଯୁକ୍ତଙ୍କୁ ଥାନାକୁ ଆଣି ୨ଘଣ୍ଟା ହାଜତରେ ରଖିଲେ। ପରେ ଏସ୍‌ଡିପିଓଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତଙ୍କଠାରୁ ବେଲ୍‌ ଅର୍ଡର...

ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ପୁଷ୍ପା: ଝି’ର ଚିକିଛା ଲାଗି ଦାଦନ ଖଟୁଛେ ବାପ୍‌

କୋମନା, ୧୬।୩ (ଡି.ଏନ୍‌.ଏ.)- ନୂଆପଡ଼ା ଜିଲା କୋମନା ବ୍ଲକ ଭେଲା ଗାଁ ହରିଜନ ପଡ଼ାର ବିଜେ ସୁନାନୀକଁର ଝି’ ପୁଷ୍ପା ସୁନାନୀ(୧୬)। ସେ ଛୁଆବେଲୁ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ମା’ବାପ୍‌ ସରକାରୀ, ବେସରକାରୀ ସାହାଜ୍‌ ଲାଗି...

ବିପଦରେ ଜୈବ ବିବିଧତା: ୮୫ ପ୍ରତିଶତ ଜମିର ମାଟି ଅମ୍ଳଯୁକ୍ତ,ଫସଲ ଉତ୍ପାଦନରେ ବାଧକ

ନୟାଗଡ଼ ଅଫିସ,୧୬ା୩: ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଦ୍ୱାରା ଜୈବ ବିବିଧତା ବିପଦରେ ରହିଛି। ଏହି କାରଣରୁ ନୟାଗଡ଼ ଜିଲାର ୮୫ ପ୍ରତିଶତ ଜମିର ମାଟି ଅମ୍ଳଯୁକ୍ତ ହୋଇସାରିଲାଣି। ଏହି ଅମ୍ଳଯୁକ୍ତ ମାଟି ଫସଲ ଉତ୍ପାଦନରେ ବାଧକ...

ଅପମିଶ୍ରଣରେ ଲଗାମ ନାହିଁ

ପାରାଦୀପ,୧୬।୩ (ସ୍ବ.ପ୍ର.): ସମ୍ପ୍ରତି କରୋନା ଭାଇରସ୍‌ ପାଇଁ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଖୁବ୍‌ ତତ୍ପରତା ସହ ପଦକ୍ଷେପ ନେଉଛନ୍ତି। ହେଲେ ବିଭିନ୍ନ ଖାଦ୍ୟ ପଦାର୍ଥରେ କରାଯାଉଥିବା ଅପମିଶ୍ରଣ ପ୍ରତି ଲଗାମ ରହୁ ନ...

ବଧୂ ନିର୍ଯାତନା: ସ୍ବାମୀ, ଶ୍ୱଶୁରଙ୍କ ବିରୋଧରେ ଅଭିଯୋଗ

ରଘୁନାଥପୁର,୧୬।୩ (ଡି.ଏନ.ଏ.): ସ୍ବାମୀ ଓ ଶ୍ୱଶୁରଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ବଧୂ କିଶନନଗର ଥାନା ଅନ୍ତର୍ଗତ କଲରାବାଙ୍କ ଫାଣ୍ଡିରେ ରାବିବାର ଅଭିଯୋଗ କରିଛନ୍ତି। ମହିଳା ଜଣକ ହେଲେ ଏହି ଥାନା ଅନ୍ତର୍ଗତ ଶିର୍ଲୋ ଗଁାର ପ୍ରିୟଙ୍କା ସିଂହ। ପ୍ରିୟଙ୍କା...

ରାସ୍ତା କାମ ବେଳେ ବଟି ଆଦାୟ: ଥାନାରେ ଅଭିଯୋଗ

ନାଉଗାଁ, ୧୬।୩ (ସ୍ବ.ପ୍ର.): ନାଉଗାଁ ବ୍ଲକ ଅଧୀନ ନାଉଗାଁ -ଗାରୋଇ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାରଙ୍କୁ କୋରୁଅ ପଞ୍ଚାୟତ ଧୂଆଁପଦା ଗ୍ରାମର ଦୁଇ ଜଣ ବ୍ୟକ୍ତି ବଟି ମାଗିବା ନେଇ ରବିବାର ଥାନାରେ ଅଭିଯୋଗ ହୋଇଛି। କାନୁନ୍‌ଗୋ...

ରାସ୍ତାକଡ଼ରୁ ଶିଶୁକନ୍ୟା ଉଦ୍ଧାର

ଏରସମା,୧୬।୩ (ସ୍ବ.ପ୍ର.): ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଗତ ଗୁରୁବାର ଅନୁଗୋଳ ଜିଲାର ଏକ ଶ୍ମଶାନରୁ ଶିଶୁକନ୍ୟାଟିଏ ଉଦ୍ଧାର ହୋଇଥିବା ବେଳେ ରବିବାର ଏରସମା ଥାନା ଅଧୀନ ଜିରାଇଲୋ ପଞ୍ଚାୟତର ଏକଘରିଆ ନିକଟ ରାସ୍ତାକଡ଼ରୁ ଆଉ ଏକ ନବଜାତ ଶିଶୁକନ୍ୟା...

ପାରାଦୀପ ଶିଳ୍ପାଞ୍ଚଳ: ଅପରାଧ ନିୟନ୍ତ୍ରଣ ନିରୁତ୍ସାହଜନକ

ପାରାଦୀପ,୧୬।୩ (ସ୍ବ.ପ୍ର.): ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳରେ ଏବେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ୨୦୦୧ ଜନଗଣନା ତଥ୍ୟାନୁସାରେ ଏଠାକାର ଜନସଂଖ୍ୟା ୭୩,୬୨୫ ଥିବା ବେଳେ ୨୦୧୧ ବେଳକୁ ହ୍ରାସ ପାଇ ୬୮,୩୧୦ରେ ପହଞ୍ଚତ୍ଥିଲା। ୨୦୨୧ ଜନଗଣନା ବେଳକୁ ସେହି...

କରୋନା ଭାଇରସ୍‌ ଆତଙ୍କ: ପତିରାଜପୁର ମେଳା ବନ୍ଦ କରିବାକୁ ନିର୍ଦ୍ଦେଶ

ଖଇରା,୧୫।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ଐତିହାସିକ ପତିରାଜପୁର ମେଳା ଚାଲିବାର ମାତ୍ର ୫ଦିନ ଅତିକ୍ରାନ୍ତ ହୋଇଛି। କରୋନା ଭାଇରସ୍‌ ଆତଙ୍କ ଲାଗି ପ୍ରଶାସନ ପକ୍ଷରୁ ମେଳା ବନ୍ଦ କରିବା ଲାଗି ନିର୍ଦ୍ଦେଶ ହୋଇଛି। ଫଳରେ ଏଠାକୁ ଆସିଥିବା ୫ଶହ ବ୍ୟବସାୟୀଙ୍କ...

ସରପଞ୍ଚଙ୍କ ସ୍ବାମୀ,ଖବରଦାତାଙ୍କୁ ହାଣି ହତ୍ୟା

ବାଙ୍କୀ, ୧୫ା୨ (ସ୍ବ.ପ୍ର.)- ବାଙ୍କୀରେ ଘଟିଛି ଡବଲ ମର୍ଡର। ବରପୁଟ ପଞ୍ଚାୟତର ଜୋକଲାଞ୍ଜି ପ୍ରକଳ୍ପ ନିକଟରେ ନୂଆଗଁା ସରପଞ୍ଚଙ୍କ ସ୍ବାମୀ ଓ ଜଣେ ଖବରଦାତାଙ୍କୁ ଶନିବାର ଅପରାହ୍ନରେ ଗୋଡାଇ ଗୋଡାଇ ହତ୍ୟା କରାଯାଇଛି। ମୃତକ ଦ୍ୱୟ ହେଲେ ଖଜୁରିପଦା ନୂଆଗାଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri