ବିଦେଶରୁ ଫେରିଲେ ୧୩୦, ବଢ଼ୁଛି କରୋନା ଭୟ
କେନ୍ଦ୍ରାପଡା ଅଫିସ, ୨୧ା୩: ଗତ ୪ ତାରିଖରୁ ଗୁରୁବାର ସୁଦ୍ଧା ମୋଟ ୧୦୦ ଜଣ ବ୍ୟକ୍ତି ବିଦେଶରୁ ଜିଲାକୁ ଫେରିଥିବା ବେଳେ ଶୁକ୍ରବାର ୩୦ ଜଣ କେନ୍ଦ୍ରାପଡା ଆସିଛନ୍ତି। ଏହି ୩୦ ଜଣ ଜିଲା ମୁଖ୍ୟ ଚିକିତ୍ସାଳୟରେ ନିଜର ନାମ...
ବଢ଼ିଛି ମହିଳା ସଙ୍କୀତ୍ତର୍ର୍ର୍ନ ମଣ୍ଡଳୀର ଆଦୃତି
କେନ୍ଦୁଝର,୨୧।୩-ସମାଜରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ସହ କିଛି ରୋଜଗାର କରି ପେଟ ପୋଷିବା ଲାଗି ମହିଳାମାନେ ଆଗଭର ହୋଇ ପାଲା, ସଙ୍କୀତ୍ତର୍ର୍ନ ଭଳି କାର୍ଯ୍ୟକୁ ଆଦରି ନେଉଛନ୍ତି। କଳା ସଂସ୍କୃତିର ପ୍ରଚାର ଲକ୍ଷ୍ୟ ନେଇ ବର୍ଷେ ତଳେ କେନ୍ଦୁଝର...
ଘରୋଇ କଳହ ବେଳେ ମାରପିଟ୍ରୁ ହତ୍ୟାକାଣ୍ଡ: କ୍ରିକେଟ ବ୍ୟାଟ୍ ମାଡ଼ରେ ଜୀବନ ଗଲା
ଯୋଡ଼ା,୨୧।୩(ଡି.ଏନ.ଏ.)- କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ସିଲିଯୋଡା ବେଲ ହଟିଂଠାରେ ଗୁରୁବାର ରାତିରେ ଘରୋଇ କଳହ ଓ ମାରପିଟ୍କୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଖବର ପାଇ ପୋଲିସ ଶୁକ୍ରବାର ଗାଁରେ ପହଞ୍ଚି ଦୟାଲ ମୁଣ୍ଡା(୪୦)ଙ୍କ ମୃତଦେହକୁ ଉଦ୍ଧାର...
ମା’ ତାରିଣୀଙ୍କ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ମନା
ଘଟଗାଁ,୨୧।୩(ଡି.ଏନ୍.ଏ.)- କେନ୍ଦୁଝର ଜିଲାର ପ୍ରସିଦ୍ଧ ମା’ ତାରିଣୀଙ୍କ ପୀଠରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି। କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ତରଫରୁ ଜିଲାର ସମସ୍ତ ମଠ ମନ୍ଦିରରେ ପୂଜାର୍ଚ୍ଚନା...
ପାଇଖାନା ନିର୍ମାଣ ନଁ।ରେ ଅନିୟମିତତା
ପଦ୍ମପୁର,୨୧।୩(ଡି.ଏନ.ଏ.)-ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ଅନିୟମିତତା ହୋଇଥିବା ଘଟଣା ପଦାକୁ ଆସିଛି। ଏ ନେଇ ବିଡିଓ, ଜିଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। କରଞ୍ଜଆଡ଼ିଆ ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର କୈଳାସ ନାଥଙ୍କ ଅଭିଯୋଗ...
ଘରେ ପଶିଲା ଡ୍ରେନ୍ ପାଣି,ପ୍ରତିବାଦରେ ରାସ୍ତାରୋକୋ
ବାରିପଦା ଅଫିସ, ୨୧ା୩- ଗୁରୁବାର ରାତିରେ ହୋଇଥିବା ବର୍ଷାରେ ବାରିପଦା ପୌରପରିଷଦର ୨୭ନଂ. ୱାର୍ଡ଼ ତୁଳସୀଚଉରା ଅଞ୍ଚଳରେ ବସବାସ କରୁଥିବା ବିଭିିନ୍ନ ବ୍ୟକ୍ତିଙ୍କ ଘରେ ଡ୍ରେନ ପାଣି ପଶି ଯାଇଥିଲା। ଏହାର ପ୍ରତିବାଦରେ ଶୁକ୍ରବାର ସକାଳେ ୭ଟାରେ ଅଞ୍ଚଳବାସୀ ତୁଳସୀଚଉରା...
ଧାନ ମଣ୍ଡି ଅନିୟମିତତା, ୨ ସମ୍ପାଦକଙ୍କ ନାମରେ ଏତଲା
କେନ୍ଦ୍ରାପଡା ଅଫିସ, ୨୧ା୩: କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ଧାନ ମଣ୍ଡିରେ ସମବାୟ ସମିତି ସମ୍ପାଦକ ଅନିୟମିତତା ଘଟଣାରେ ୨ ସମ୍ପାଦକଙ୍କ ନାମରେ ଜିଲା ପ୍ରଶାସନ ପକ୍ଷରୁ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ସମ୍ପାଦକ ହେଲେ...
ଚାକିରି ଅପେକ୍ଷାରେ ୩୩,୭୨୧ ବେକାର
ବାରିପଦା ଅଫିସ, ୨୧ା୩- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ବର୍ତ୍ତମାନ ବେକାରି ସମସ୍ୟା ଉତ୍କଟ ହେବାରେ ଲାଗିଛି। ପ୍ରତିବର୍ଷ ବେକାରିଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲୁଛି। ସରକାରଙ୍କ ପକ୍ଷରୁ ନିଯୁକ୍ତି ମେଳା ଆୟୋଜନ କରାଯାଉଛି। ବିଜୁ ଦକ୍ଷତା କେନ୍ଦ୍ର...
ଓଟିରୋଡ ସମ୍ପ୍ରସାରଣ ଲାଗି ଜବରଦଖଲ ଉଚ୍ଛେଦ : ଭଙ୍ଗା ହେଲା ଲକ୍ଷ୍ମୀନାରାୟଣ ମନ୍ଦିର ନାଟମଣ୍ଡପ
ବାଲେଶ୍ୱର ଅଫିସ, ୨୧।୩-ବାଲେଶ୍ୱର ସହରର ମୁଖ୍ୟରାସ୍ତା ଓଟିରୋଡ୍ ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ଆଇଟିଆଇସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରର ତୋରଣ, ଗରୁଡ଼ଖମ୍ଭ ଓ ନାଟମଣ୍ଡପ ଜେସିବି ଦ୍ୱାରା ଭଙ୍ଗା ଯାଇଥିବାବେଳେ କେବଳ ଠାକୁରଙ୍କ ଆସ୍ଥାନ ରହିଛି। ଜିଲାର...
ଦୁଇ ମାସର ରାଶନ ଆମତ୍ସାତ: ବିଡିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ
ବାଲେଶ୍ୱର ଅଫିସ, ୨୧।୩-ବାଲେଶ୍ୱର ସଦର ବ୍ଲକ ଛାନୁଆଁ ପଞ୍ଚାୟତରେ ଫେବୃୟାରୀ ଓ ମାର୍ଚ୍ଚ ମାସର ଗହମ, ଚାଉଳ ଓ କିରୋସିନ ଦିଆ ନ ଯାଇ ହଡ଼ପ କରାଯାଇଥିବା ପଞ୍ଚାୟତବାସୀ ଅଭିଯୋଗ ଆଣିଛନ୍ତି। ଏ ନେଇ ସେମାନେ ଶୁକ୍ରବାର ସଦର ବିଡ଼ିଓଙ୍କୁ...
ଆରତି ମାଉସୀଙ୍କ ‘ଭୋଜନାଳୟ’
ଭୋଗରାଇ, ୨୧।୩(ପ୍ରଦୀପ ଦାସ)-ବାଲେଶ୍ୱର ଜିଲା ଭୋଗରାଇ ଥାନା ସମ୍ମୁଖ ଭାଗରେ ରହିଛି ଏକ ଭୋଜନାଳୟ। ବାହାରେ ନାହଁ ଅନ୍ୟ ଭୋଜନାଳୟ ଭଳି କିଛି ଚାକଚକ୍ୟ। ନଡ଼ା ଛପର ମିଶା ଆଜବେଷ୍ଟସ ଘର। ଏହା ଭିତରେ ଚାଲିଥିବା ଭୋଜନାଳୟ ଗ୍ରାହକଙ୍କ ଲାଗି...
ସିଲ୍ ପରେ ଚିନିକଳର ସୁରକ୍ଷା ନାହିଁ
ନୟାଗଡ଼ ଅଫିସ,୨୧ା୩: ଗତ ୧୨ ତାରିଖରେ ନୟାଗଡ ପାଣିପୋଇଲାସ୍ଥିତ ଚିନିକଳରେ ଥିବା ଉପକରଣର ତଦାରଖ ଓ ଆକଳନ ମାଜିଷ୍ଟ୍ରେଟ ନୟାଗଡ ଉପଜିଲାପାଳ ଲଗ୍ନଜିତ ରାଉତ ଓ ନୟାଗଡ ତହସିଲଦାର ଭିକାରୀ ସାହୁଙ୍କ ଉପସ୍ଥିତିରେ ହୋଇଥିଲା। ଆସ୍କା ଚିନିକଳର ୨ଜଣିଆ ବୈଷୟିକ...
Archives


