ଦିଗପହଣ୍ଡିରେ ଜନତା ହୋଟେଲ ସହ ବିଭିନ୍ନ ଦୋକାନ ସିଲ୍ : ୭ ଦିନ ରହିବ ବଳବତ୍ତର
ଦିଗପହଣ୍ଡି,୫।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡସ୍ଥିତ ଜନତା ହୋଟେଲକୁ ରବିବାର ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ସେହିପରି ଅନ୍ୟ ୩ଟି ଗ୍ରୋସରି ଦୋକାନକୁ ମଧ୍ୟ ସିଲ କରାଯିବା ସହ ଲୁଚା ଚୋରାରେ ବିକ୍ରି ହେଉଥିବା ମାଛ,ମାଂସ ଓ ଚିକେନ ଦୋକାନ ଉପରେ…
ଦବଙ୍ଗଗିରି ଦେଖାଇ ଫସିଲେ ପୋଲିସ ଗାଡ଼ି ଡ୍ରାଇଭର
ଝାରସୁଗୁଡା ଅଫିସ,୫ା୭- କରୋନା ମୁକାବିଲା ପାଇଁ ଝାରସୁଗୁଡା ଜିଲାରେ କରାଯାଇଥିବା ଶଟ୍ଡାଉନ୍ର ପ୍ରଥମ ଦିନ ଶନିବାରରେ ବ୍ରଜରାଜନଗର ଥାନାର ଏକ ପାଟ୍ରୋଲିଂ ଗାଡିର ଡ୍ରାଇଭରଙ୍କ କାର୍ଯ୍ୟକଳାପ ପାଇଁ ଜିଲା ପୋଲିସକୁ ବିଭିନ୍ନ ମହଲରୁ ସମାଲୋଚିତ ହେବାକୁ ପଡିଛି। ତେବେ ପୋଲିସ ନିଜ…
ଗଞ୍ଜାମ ଆସିଲେ ୪ ଡିଏସ୍ପି, ୪ ପ୍ଲାଟୁନ ଫୋର୍ସ: କରିବେ କୋଭିଡ ପରିଚାଳନା ତଦାରଖ
ଛତ୍ରପୁର,୫।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କୋଭିଡ-୧୯ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହିପରିପ୍ରେକ୍ଷୀରେ କୋଭିଡ ପରିଚାଳନା ଓ ନିୟମକୁ କଡାକଡି ପାଳନର ତଦାରଖ କରିବା ପାଇଁ ୪ ଜଣ ଡିଏସ୍ପି ଓ ୪ ପ୍ଲାଟୁନ ଫୋର୍ସଙ୍କୁ ଡିଜିପି ଜିଲାକୁ…
ଭଦ୍ରକରେ ପୁଣି ୧୬ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୨୬୨ରେ ପହଞ୍ଚଲା
ଭଦ୍ରକ ଅଫିସ,୫ା୭: ଭଦ୍ରକ ଜିଲାରେ ରବିବାର ୧୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୬୨ରେ ପହଞ୍ଚିଛି। ସମସ୍ତେ କ୍ୱାରାଣ୍ଟାଇନ୍ରେ ଥିଲେ। ଭଦ୍ରକ, ଧାମନଗର ଓ ତିହିଡି ବ୍ଲକରୁ ଏହି ଆକ୍ରାନ୍ତମାନେ ଚିହ୍ନଟ…
କଟକରେ ଶଟ୍ଡାଉନ୍ରେ ଗଡ଼ିବ ମୋ ବସ୍
କଟକ ଅଫିସ,୫।୭- କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ସହରରେ ଶଟ୍ଡାଉନ୍ ଘୋଷଣା କରାଯାଇଛି। ବୁଧବାର ମଧ୍ୟରାତ୍ରିି ଯାଏ ଶଟ୍ଡାଉନ୍ ଚାଲିବ। ଏହି ସମୟରେ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କିନ୍ତୁ ଶଟ୍ଡାଉନ୍ ସମୟରେ…
ସରକାରଙ୍କ କରୋନା ଚିନ୍ତା: ଗଞ୍ଜାମ ଜିଲାକୁ ଗଲେ ୪ ଡିଏସ୍ପି
କଟକ ଅଫିସ,୫।୭- ଗଞ୍ଜାମ ଜିଲାରେ ବଢୁଥିବା କରୋନା ସଂକ୍ରମଣ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ସରକାରଙ୍କ କଟକଣାକୁ ଲୋକମାନେ ମାନିବାରେ ଅବହେଳା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ଜିଲାକୁ ସ୍ବତନ୍ତ୍ର ଭାବେ ୪ ଜଣ ଡିଏସ୍ପିଙ୍କୁ…
ବିଶୋଧନ ହେଲା ଏସ୍ସିବି ପରିସର
କଟକ ଅଫିସ,୫।୭- କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରବିବାର ଅଗ୍ନିଶମ ବିଭାଗ ପକ୍ଷରୁ ମେଡିକାଲ ପରିସରକୁ ବିଶୋଧନ କରାଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ…
ପୋଲିସ ଗୁଳିରେ ଟଳିଲେ ୪ କ୍ୟାଡର ମାଓବାଦୀ
ବାଲିଗୁଡା,୫।୭.(ଡି.ଏନ୍.ଏ.): କନ୍ଧମାଳ ଜଙ୍ଗଲରେ ପୁଣି ପୋଲିସ-ମାଓବାଦୀ ଗୁଳିବିନମୟ। କନ୍ଧମାଳ ଜିଲା ପୋଲିସର ଏସ୍ଓଜି ଓ ଡିଭିଏଫ୍ର ମିଳିତ ଆକ୍ରମଣରେ ୪ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଶନିବାର ରାତିରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର…
ସୁସ୍ଥ ହେଲେ ଓଡ୍ରାଫ୍ର ୧୩ କର୍ମଚାରୀ
ଛତ୍ରପୁର,୫ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠରେ ଥିବା ଅଷ୍ଟମ ବାଟାଲିୟନ ଅଧୀନ ଓଡ୍ରାଫ୍ ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସର ୧୩ କର୍ମଚାରୀ କରୋନାରୁ ସୁସ୍ଥ ହୋଇଛନ୍ତି। ଏମାନେ ଭୁବନେଶ୍ୱରସ୍ଥିତ କୋଭିଡ୍ ହସ୍ପିଟାଲରୁ ଫେରି ହୋମ୍ କ୍ୱାରାଣ୍ଟାଇନ୍ରେ ଅଛନ୍ତି। ମିଳିଥିବା ସୂଚନାନୁଯାୟୀ,…
ଗ୍ରହଶାନ୍ତି ପୂଜା କରିବାକୁ ଆସି ବନ୍ଧାହେଲେ ତାନ୍ତ୍ରିକ
ମହାକାଳପଡ଼ା,୫ା୭(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀ ଗ୍ରାମରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଶତ୍ରୁତାକୁ ନେଇ ତାନ୍ତ୍ରିକଙ୍କ ସହଯୋଗରେ ସମସ୍ୟା ସମାଧାନ ଗ୍ରହ ଶାନ୍ତି ପୂଜାର୍ଚ୍ଚନା ଚାଲିଥିଲା। ଏହି ପୂଜା ପୂର୍ଣ୍ଣିମା ରାତିର ବିଳମ୍ବିତ ପ୍ରହର ଅର୍ଥାତ୍ ଶନିବାର ରାତି ହେଉଥିବା…
ଦାରିଙ୍ଗବାଡ଼ିରେ ବନ୍ଦ ହେଲା ସାପ୍ତାହିକ ହାଟ
ଦାରିଙ୍ଗବାଡ଼ି,୫ା୭(ଡି.ଏନ୍.ଏ.): କନ୍ଧମାଳ ଜିଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଶନିବାର ଏବଂ ରବିବାର ଶଟ୍ଡାଉନ୍ ଘୋଷଣାକୁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି। ଶନିବାର ସମ୍ପୂଣ୍ଣର୍ର୍ ବନ୍ଦ ରହିଥିବା ବେଳେ ରବିବାର ମଧ୍ୟ ସକାଳ ୬ଟାରୁ ସ୍ଥାନୀୟ ପୋଲିସ ପକ୍ଷରୁ…
ଗଞ୍ଜାମ ବ୍ଲକକୁ ଛୁଇଁଲା କରୋନା: ଏନ୍ଏସିରେ ସ୍ତ୍ରୀ ସ୍ବାମୀ, ଖଟୁଆକୁଦାରେ ଜଣେ ଗର୍ଭବତୀ ପଜିଟିଭ୍ ଚିହ୍ନଟ
ଗଞ୍ଜାମ,୫ା୭(ଡି.ଏନ୍.ଏ.): ଦୀର୍ଘ ପାଞ୍ଚମାସ ସଂଘର୍ଷ ପରେ ଶେଷରେ ଗଞ୍ଜାମ ବ୍ଲକକୁ କରୋନା ଛୁଇଁଥିବା ତହସିଲଦାର ଅବନୀ କୁମାର ସାହୁ ସୂଚନା ଦେଇଛନ୍ତି। ଗଞ୍ଜାମ ଏନ୍ଏସି ଓ୍ବାର୍ଡ ନଂ ୫ର ସ୍ତ୍ରୀ, ସ୍ବାମୀ ଓ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଓଡିଆର୍ପି…
Archives


