ଆମ ଜିଲା ଖବର

ରାପର୍‌ ଡୁଲେଙ୍କୁ ସହଯୋଗର ହାତ ବଢ଼ାଇଲେ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ

ଭବାନୀପାଟଣା,୧୨।୭ (ଡି.ଏନ୍‌.ଏ.): ‘ରାପର୍‌ ଡୁଲେ ରକ୍‌’ଙ୍କ ରାପ୍‌ ସଙ୍ଗ୍‌ ସୋସିଆଲ୍‌ ମଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି। କଳହାଣ୍ଡିର ଏହି ରାପର୍‌ଙ୍କ ଉପରେ ଏବେ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବିଶାଲ ଡଡ୍‌ଲାନିଙ୍କ ନଜର…

ବଉଳଗାଁ, ସୁନ୍ଦରପୁର ୭ ଦିନ ଶଟ୍‌ଡାଉନ୍‌

ଛତ୍ରପୁର,୧୨ା୭(ଡି.ଏନ୍‌.ଏ.): କରୋନା ପଜିଟିଭ୍‌ ଚି଼ହ୍ନଟ ପରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବଉଳଗାଁ ଓ ସୁନ୍ଦରପୁର ଗାଁକୁ ୭ ଦିନ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସୁନ୍ଦରପୁର ଗାଁରେ ୨ଜଣ ପଜିଟିଭ୍‌ ଚି଼ହ୍ନଟ ଫଳରେ ଜିଲାପାଳ କ୍ଷମତା ପ୍ରୟୋଗ କରି ସରପଞ୍ଚ ସସ୍ମିତା…

କୋଚିଂ ବନ୍ଦ, ବେରୋଜଗାର ଯୁବପିଢ଼ି

କଟକ ଅଫିସ,୧୨।୭: କରୋନା ଯୋଗୁ ଶିକ୍ଷାକ୍ଷେତ୍ର ଭୀଷଣ ପ୍ରଭାବିତ ହୋଇଛି। ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ପୂର୍ବ ବର୍ଷର ପରୀକ୍ଷା ହୋଇପାରି ନାହିଁ କିମ୍ବା ନୂତନ ଶିକ୍ଷାବର୍ଷର ପାଠପଢ଼ା ଆରମ୍ଭ ହେବା ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି। ଏଭଳି…

ଗୃହିଣୀ ସାଜିଲେ ଅଟୋଚାଳକ

ଖୋର୍ଦ୍ଧା ଅଫିସ,୧୨।୭: କରୋନା ଯୋଗୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ଲୋକେ କାମଧନ୍ଦା ନ ପାଇ ଘରେ ବସି ରହିଛନ୍ତି। ଘରେ ବସିବା ଅପେକ୍ଷା ଅଟୋ ଚଳାଇ ଜଣେ ମହିଳା ଗତ ୪ମାସ ହେବ ତାଙ୍କ ପରିବାର…

ଗଞ୍ଜାମରେ ବେଳକୁ ବେଳ ସ୍ଥିତି ସଂଙ୍ଗୀନ: ପୁଣି ଚିହ୍ନଟ ହେଲେ ୨୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟରେ ରବିବାର ଚିହ୍ନଟ ହୋଇଥିବା ନୂଆ ୫୯୫ ଆକ୍ରାନ୍ତ ୨୧ ଜିଲାର। ସେଥିରେ ଗଞ୍ଜାମର ସର୍ବାଧିକ ୨୩୦ ଜଣ ଅଛନ୍ତି। ଏହାଛଡ଼ା ଯାଜପୁରର ୯୭, ଖୋର୍ଦ୍ଧାର ୭୬, କୋରାପୁଟର ୪୪, ମାଲକାନଗିରିର ୩୬, ଗଜପତି ୨୦, ମୟୂରଭଞ୍ଜର ୧୪, ବାଲେଶ୍ୱର-ଭଦ୍ରକ-କଟକର…

ଗୁଣ୍ଡୁରି କରିଛି ଆତ୍ମନିର୍ଭରଶୀଳ

କଣିହାଁ,୧୨ା୭ (ସଚ୍ଚିଦାନନ୍ଦ ପ୍ରଧାନ): ଶିକ୍ଷିତ ହୋଇଥିବାରୁ ଚାକିରି କରିବାକୁ ଚାହିଁଥିଲେ। କିନ୍ତୁ ସେଥିରେ ମନ ମାନି ନ ଥିଲା। ତେଣୁ ଚାକିରି ଛାଡ଼ି ଆତ୍ମନିର୍ଭରଶୀଳ ହେବାକୁ ନିଷ୍ପତ୍ତି ନେବା ସହ ଆରମ୍ଭ କରିଥିଲେ ଗୁଣ୍ଡୁରି ପକ୍ଷୀ (କୋଏଲ) ଓ କୁକୁଡ଼ା ପାଳନ।…

କଲେଜ ବାଇପାସ୍‌-ବସ୍‌ଷ୍ଟାଣ୍ଡ ଦୁଇଥାକିଆ ରାସ୍ତା: ମୋହର ଅପେକ୍ଷାରେ ପ୍ରସ୍ତାବ

ଢେଙ୍କାନାଳ ଅଫିସ, ୧୨ା୭:  ଢେଙ୍କାନାଳ ସହର ଉପକଣ୍ଠ କଲେଜ ବାଇପାସ୍‌ ଛକଠାରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତା ନିର୍ମାଣ ପ୍ରସ୍ତାବକୁ ମୋହର ବାଜିପାରୁନି। ଏହି ରାସ୍ତାର ଉନ୍ନତୀକରଣ ଲାଗି ଗତ ଫେବୃୟାରୀରୁ ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି। ହେଲେ କରୋନା ପ୍ରାଦୁର୍ଭାବ ଯୋଗୁ…

ବିନା ରସିଦ୍‌ରେ ଜରିମାନା

ଅନୁଗୋଳ ଅଫିସ୍‌, ୧୨ା୭: ଅନୁଗୋଳ ତହସିଲ ଅଧୀନ ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ବଢିବାରେ ଲାଗିଛି। ଏଥିରେ ତହସିଲ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ଜୋର ଧରିଛି। ଏପରିକି ମାଫିଆଙ୍କ ଗାଡି ଯାଞ୍ଚ ବେଳେ ଜରିମାନା ଆଦାୟ…

ଭୟରେ ସ୍ବାବ୍‌ ଟେଷ୍ଟ ପାଇଁ ଯାଉନାହାନ୍ତି ଲୋକେ

କବିସୂର୍ଯ୍ୟନଗର,୧୨ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। କବିସୂର୍ଯ୍ୟନଗର ବ୍ଲକ ଓ ଏନ୍‌ଏସିରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ଶନିବାର ଏନ୍‌ଏସିରୁ ୪ ଓ ବ୍ଲକରୁ ୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବୁଢ଼ାମ୍ବ ୨,…

ଖୁଣ୍ଟରେ ଝୁଲୁଛି ‘ସୌଭାଗ୍ୟ’

ବଇଣ୍ଡା, ୧୨ା୭(ଡି.ଏନ.ଏ.) ସୌଭାଗ୍ୟ ଯୋଜନାରେ ସାମିଲ ହୋଇ ମଧ୍ୟ ବିଜୁଳି ଆଲୁଅରୁ ବଞ୍ଚିତ ୩୦ ପରିବାର। ଟ୍ରାନ୍ସଫର୍ମର ବସିଛି, ଖୁଣ୍ଟ ପୋତି ତାର ବି ଟଣାଯାଇଛି। ହେଲେ ଖୁଣ୍ଟରେ ହିଁ ଝୁଲି ରହିଛି ଯୋଜନା ସହ ହିତାଧିକାରୀଙ୍କ ଭାଗ୍ୟ। ଫଳରେ ୩…

ୟୁଟ୍ୟୁବ୍‌ରେ ଓଡ଼ିଆ ପ୍ରତିଭା

ବାରିପଦା ଅଫିସ, ୧୨ା୭-ଆଗଭଳି ଆଉ କଳାକାରମାନଙ୍କୁ ନିଜର ପ୍ରତିଭା ଦେଖାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁନାହିଁ। ନିଜ ପ୍ରତିଭାକୁ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିବା ପରେ କେତେଜଣ ରାତାରାତି ଷ୍ଟାର ପାଲଟୁଛନ୍ତି ତ ଆଉ କେତେକ କିପରି ଉତ୍ତମ ଭାବେ ପ୍ରତିଭା…

ସଂକ୍ରମିତ ହେଲେଣି ୫୮୬ କରୋନା ଯୋଦ୍ଧା

ଛତ୍ରପୁର,୧୨ା୭(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାରେ କରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀ ତଥା କରୋନା ଯୋଦ୍ଧା ସଂକ୍ରମିତ ହେବାରେ ଲାଗିଛନ୍ତି । ପୁଣି ଜିଲାରେ ୪୩ ପଜିଟିଭ ଚିହ୍ନଟ ହୋଇଥିବା ଶନିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri