ଏମିତି ବି ଆସେ ମୃତ୍ୟୁ

ବାଲିଗୁଡ଼ା,୧୭ା୨: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଲଣ୍ଡାଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବାହାଘର ଭୋଜି ଖାଇ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦ୍ରୁତଗତିରେ ଆସୁଥିବା ଏକ କାର୍‌ ଧକ୍କାଦେଇ ନିକଟସ୍ଥ ଘର ଭିତରକୁ ପଶିଯାଇଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଲଣ୍ଡାଗାଁର ମାର୍କଣ୍ଡ ଦଣ୍ଡିଆ (୫୦)। ଘଟଣା ପରେ ଚାଳକ ସମେତ କାରରେ ବସିଥିବା ୫ଜଣ ଫେରାର ହୋଇଯାଇଛନ୍ତି।
ସୂଚନାଯୋଗ୍ୟ, ଅପରାହ୍ନରେ ଦ୍ରୁତଗତିରେ ଏକ କାର୍‌ (ଓଆର୍‌-୦୧ଟି-୨୪୪୯) ଆସି ମାର୍କଣ୍ଡଙ୍କୁ ଧକ୍କା ଦେବା ସହ ଘୋଷାରି ନେଇ ଘର ଭିତରକୁ ପଶି ଯାଇଥିଲା। ସ୍ଥାନୀୟ ଲୋକେ ମାର୍କଣ୍ଡଙ୍କୁ ଉଦ୍ଧାର କରି କଣ୍ଟାମାଳ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚତ୍ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଥାନାକୁ ଆଣିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। କାର୍‌ଟି ବାଲେଶ୍ୱର ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନତେରସରୁ ଚମକିବ ୪ରାଶିଙ୍କ ଭାଗ୍ୟ, ପ୍ରଚୁର ଧନଲାଭ! ମିଳିବ ପୁଳାପୁଳା ଟଙ୍କା…

ନଭେମ୍ୱର 8, 2026 ରେ ଦୀପାବଳିର ମହାପର୍ୱ ପାଳନ କରାଯାଉଛି। ଏହାକୁ ବର୍ଷର ସବୁଠାରୁ ବିଶେଷ ପର୍ୱ ଭାବରେ ବିବେଚନା କରାଯାଏ, ଯାହା ଜୀବନରେ ଖୁସି, ଶୁଭପ୍ରଦତା,…

ଅଦ୍ଭୁତ କ୍ୟାଚ୍‌ ଧରି ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି: ନ୍ୟୁଜିଲାଣ୍ଡ ମାଟିରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମୁକାବିଲା ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର…

ମାଥିଲିରେ ଭୂସ୍ଖଳନ, ଖସିଲା ବିରାଟ ପଥର

ମାଲକାନଗିରି, ୪।୧୧: ମାଲକାନଗିରି ଜିଲା ମାଥିଲି ଅଞ୍ଚଳର ନାଏକଗୁଡ଼ାଠାରେ ଭୂସ୍ଖଳନ ଘଟିଛି। ଏହି ସମୟରେ ପାହାଡ଼ରୁ ଏକ ବିରାଟ ପଥର ଖସି ଆସିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛି…

କଳାହାଣ୍ଡିରେ ଗୁରୁବାର ‘ବିକଶିତ ଭାରତ ଯୁବ ସଂସଦ’ କାର୍ଯ୍ୟକ୍ରମ: ବହୁସଂଖ୍ୟାରେ ଯୁବତୀଯୁବକ ଅଂଶଗ୍ରହଣ କରିବାକୁ ଆହ୍ବାନ

ଭବାନୀପାଟଣା,୪।୧୧(ଉତ୍ତମ କୁମାର ଦାଶ): ବିକଶିତ ଭାରତ ଯୁବ ନେତୃତ୍ୱ ବିକାଶ ଯୋଜନା (ଭିବିୱାଇଏଲଡି) ଆନୁକୁଲ୍ୟରେ ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୫ ତାରିଖ ଗୁରୁବାର ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ…

ବାତ୍ୟା ‘ଅର୍ଣ୍ଣବ’ ପରେ ଅସହାୟଙ୍କ ସାହା ସାଜିଲେ ଯୁବ ସ୍ବେଚ୍ଛାସେବୀ

ଗଞ୍ଜାମ, ୪।୧୧ (ବିଦ୍ୟାଧର ସାହୁ): ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ଗଞ୍ଜାମ ଅଞ୍ଚଳର ଅନେକ ପରିବାରଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। କାହାର ଘର ବନ୍ୟା ପାଣିରେ…

ଧନତେରସ ପୂର୍ବରୁ ବଜାରରେ ଚହଳ! ୯ଘଣ୍ଟାରେ ୮ହଜାର ଖସିଲା ସୁନା-ରୂପା ଦର, ଏକ୍ସପର୍ଟ କହିଲେ ଆଗକୁ…

ନୂଆଦିଲ୍ଲୀ,୪।୧୧: ଦୀପାବଳି ଏବଂ ଧନତେରସ ପୂର୍ୱରୁ ସୁନା ଏବଂ ଚାନ୍ଦି ଦରରେ ପ୍ରବଳ ଉପର-ତଳ ଦେଖିବାକୁ ମିଳୁଛି। ସୁନା ଓ ଚାନ୍ଦିର ଚମକ କେତେବେଳେ ଫିକା ପଡ଼ୁଥିବା…

ବର୍ଷ ଶେଷରେ ଏହି ଗୋଟିଏ ରାଶି ପାଇଁ କାଳ ସାଜିବେ ରାହୁ: ହେବ ଧନହାନି, ଦେଖାଯିବ ଭୟଙ୍କର ସ୍ବାସ୍ଥ୍ୟସମସ୍ୟା!

ବର୍ଷର ଶେଷ ଦିନଗୁଡ଼ିକ ମକର ରାଶିର ଲୋକଙ୍କ ପାଇଁ କିପରି ରହିବ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ କେଉଁ ସବୁ ପରିବର୍ତ୍ତନ ଆସିବ, ତାହା ରାଶିଫଳ ମାଧ୍ୟମରେ ଜାଣିହେବ।…

ଘିଡ଼ିପାବାଲି ଉଦ୍ଧାର କାର୍ଯ୍ୟ ସାମୟିକ ସ୍ଥଗିତ: ପରମ୍ପରା ଅନୁଯାୟୀ ଶେଷକୃତ୍ୟ ପାଇଁ ପ୍ରଶାସନର ସହଯୋଗ

ଭଞ୍ଜନଗର,୪।୧୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାର ଘିଡ଼ିପାବାଲି ଭୂସ୍ଖଳନ ଘଟଣାରେ ନିଖୋଜ ଲୋକଙ୍କୁ ଉଦ୍ଧାର ପାଇଁ ଚାଲିଥିବା ଅଭିଯାନକୁ ପାଣିପାଗ ଖରାପ ଥିବାରୁ ବୁଧବାର ପାଇଁ ସାମୟିକ ଭାବେ ସ୍ଥଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?