ଆମ ଜିଲା ଖବର

ଚା’ ଦୋକାନୀଙ୍କୁ ୧୧୦କୋଟିର ଜିଏସ୍‌ଟି ନୋଟିସ

ରାଉରକେଲା ଅଫିସ, ୧୬।୧୨: ରାଉରକେଲାରେ ଜିଏସ୍‌ଟି ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ସହରରେ ଜିଏସ୍‌ଟି ଠକେଇ ତାଲିକାରେ ଜଣେ ଚା’ ଦୋକାନୀଙ୍କ ନାଁ ଯୋଡ଼ି ହୋଇଯାଇଛି। ରାସ୍ତାକଡରେ ଏକ ଛୋଟିଆ ଗୁମୁଟିରେ ଚା’ ବିକି ଗୁଜରାଣ ମେଣ୍ଟାଉଥିବା କାର୍ତ୍ତିକ…

ଚାକିରି ନାଁରେ ୨୭ ଲକ୍ଷ ଠକେଇ

ଜଗନ୍ନାଥପ୍ରସାଦ,୧୬ା୧୨(ଡି.ଏନ.ଏ.): ବିଶାଖାପାଟଣା ପୋର୍ଟରେ ଚାକିରି ଦେବା ନାଁରେ ୨୭ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ମଙ୍ଗଳବାର ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ପୋଲିସ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ସରକୁମ୍ପା ଗ୍ରାମର ବଂଶୀଧର…

ଏଟିଏମ୍‌ କାଟି ସାଢ଼େ ୨୬ ଲକ୍ଷ ଲୁଟ୍‌

ଢେଙ୍କାନାଳ ଅଫିସ, ୧୬ା୧୨: ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଧୀନ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନିମବାହାଳି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଏକ ଏଟିଏମ୍‌ରୁ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଗ୍ୟାସ୍‌ କଟର ସହାୟତାରେ ଏଟିଏମ୍‌ କ୍ୟାଶ…

ପୁଅକୁ ବିଷ ଦେଇ ମା’ ପିଇଲେ

ସଇଁତଳା, ୧୬ା୧୨(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ କୁମ୍ଭାରୀ ଗ୍ରାମରେ ମଙ୍ଗଳବାର ସକାଳେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ବାମୀଙ୍କ ଅତ୍ୟାଚାର ସହି ନ ପାରି ଦୁଇବର୍ଷର ପୁଅକୁ ବିଷ ପିଆଇବା ପରେ ସ୍ତ୍ରୀ ରିକି ରଣା(୨୫) ନିଜେ ବିଷ ପିଇ…

ମୁଖ୍ୟ ବିଚାରପତି ପାଇଁ ଏସ୍‌. ମୁରଲିଧରଙ୍କ ନାମ ସୁପାରିସ

କଟକ ଅଫିସ, ୧୬।୧୨: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପଦ ପାଇଁ ଏସ୍‌. ମୁରଲିଧରଙ୍କ ନାମକୁ ସୁପ୍ରିମ୍‌କୋର୍ଟଙ୍କ କଲେଜିୟମ୍‌ ସୁପାରିସ କରିଛନ୍ତି। ଆଇନ୍‌ ମନ୍ତ୍ରଣାଳୟର ଅନୁମୋଦନ ପରେ ମୁରଲିଧର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବେ। ସେ…

ଚାଷୀଙ୍କୁ ବୀମା ପ୍ରହାର

ବରଗଡ଼ ଅଫିସ୍‌,୧୬।୧୨: ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥିରେ ରବି ଫସଲ ପାଇଁ ଚାଷୀମାନେ ଡିସେମ୍ବର ୩୧ ତାରିଖ ସୁଦ୍ଧା ବୀମା ପ୍ରିମିୟମ ରାଶି…

କୁମଝରିଆ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ, ରକ୍ତଦାନ କାର୍ଯ୍ୟକ୍ରମ

କୁଆଁରମୁଣ୍ଡା,୧୬।୧୨(ଡି.ଏନ.ଏ)-ସ୍କୁଲ ପ୍ରତି ଅଧିକ ସଂଖ୍ୟକ ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିବା ଓ ସ୍କୁଲର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅଭିଭାବକ, ଜନସାଧାରଣ,ପୁରାତନ ଛାତ୍ରୀଛାତ୍ରମାନଙ୍କୁ ସଂଶ୍ଳିଷ୍ଟ କରି ଅଞ୍ଚଳରେ ସରକାରୀ ସ୍କୁଲ ଶିକ୍ଷାର ପ୍ରସାର ଘଟାଇବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ…

ମଣ୍ଡାସୁଣି ଓ ସିଲିପଥର କମ୍ପାନୀର ବାର୍ଷିକ ସାଧାରଣସଭା ଏବଂ ନାବାର୍ଡର ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ରିଆମାଳ, ୧୬।୧୨ (ଡି.ଏନ.ଏ)- ଦେବଗଡ଼ ଜିଲା ରିଆମାଳ କଲ୍ୟାଣ ମଣ୍ଡପଠାରେ ନାବାର୍ଡ ସହାୟତାରେ ସିଏସକି.ଆର ଦ୍ୱାରା ଅନୁଷ୍ଠିତ ମଣ୍ଡାସୁଣି ଓ ସିଲିପଥର ପ୍ରଡ୍ୟୁସର କମ୍ପାନୀ ଲିଃର ବାର୍ଷିକ ସାଧାରଣ ସଭା ଏବଂ ନାବାର୍ଡର ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ…

ବାଇକ୍‌କୁ ଧକ୍କା ଦେଲା ମିନି ଟ୍ରକ୍‌ : ଗୃହରକ୍ଷୀ ମୃତ, ଶିଶୁ କନ୍ୟା ଓ ବଡ଼ ବାପା ଗୁରୁତର

ରିଆମାଳ,୧୬।୧୨(ଡି.ଏନ୍‌.ଏ)- ଦେବଗଡ଼ ଜିଲା ରିଆମାଳ ଥାନା ଅଧିନ ରେଙ୍ଗାଳବେଡା ହନୁମାନ ମନ୍ଦିର ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ମିନିଟ୍ରକ ଏକ ବାଇକ୍‌କୁ ଧକ୍କା ଦେବା ଫଳରେ ଧୀରେନ୍ଦ୍ର ସାହୁ (୩୫) ନାମକ ଜଣେ ଗୃହରକ୍ଷୀଙ୍କର…

ପୁରାତନ ଛାତ୍ର ସଂସଦ ପକ୍ଷରୁ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର

ଦେବଗଡ଼, ୧୬।୧୨(ଡି.ଏନ.ଏ)- ପଶ୍ଚିମ ଓଡ଼ିିଶାର ସର୍ବପୁରାତନ ବେସରକାରୀ କଲେଜ ଭାବେ ପରିଚିତ ଦେବଗଡ଼ ମହାବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଓ ସୁବର୍ଣ୍ଣଜୟନ୍ତୀ ସ୍ମାରକୀ ଫାଟକ ନିର୍ମାଣ ଦାବି ହୋଇଛି। ଏନେଇ ମଙ୍ଗଳବାର ଦେବଗଡ଼ କଲେଜ ପୁରାତନ ଛାତ୍ର ସଂସଦ ପକ୍ଷରୁ ପୂର୍ତ୍ତ ବିଭାଗ (ରାସ୍ତା…

ପ୍ରକୃତିକୁ ଫେରନ୍ତୁ ପର୍ଯ୍ୟଟକ

ଅନୁଗୋଳ ଅଫିସ, ୧୬।୧୨ – ରାଜ୍ୟ ପର୍ଯ୍ୟଟନରେ ଅନୁଗୋଳ ଜିଲାର ବେଶ୍‌ ଗୁରୁତ୍ୱ ରହିଛି। ସରକାରୀ ମାନଚିତ୍ରରେ ଏଠାକାର ୧୩ଟି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇଛି। ସେଥିରୁ ସାତକୋଶିଆର ସୌନ୍ଦର୍ଯ୍ୟ କାହାକୁ ବା ଅଛପା। ସେଥିପାଇଁ ପ୍ରକୃତିର ଗନ୍ତାଘର ଏହି ଅଭୟାରଣ୍ୟକୁ ପ୍ରତିବର୍ଷ…

ନଦୀ କଇଁଛଙ୍କ ସୁରକ୍ଷା ଚିନ୍ତା

ଢେଙ୍କାନାଳ ଅଫିସ, ୧୬।୧୨ – ଢେଙ୍କାନାଳ ଜିଲାର ବିସ୍ତୀର୍ଣ୍ଣ ନଦୀ ଅବବାହିକା ବିରଳ ପ୍ରଜାତିର କଇଁଛଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟିଛି। ଏମାନଙ୍କୁ ସୁରକ୍ଷା ଦେବାକୁ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ବନ ବିଭାଗ ପକ୍ଷରୁ ଏକ ପ୍ରକଳ୍ପ କରାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?