କୃଷକ ମୋର୍ଚ୍ଚା ପକ୍ଷରୁ ୪ ଘଣ୍ଟା ରେଳରୋକୋ

ବାଲେଶ୍ୱର ଅଫିସ, ୧୮।୨- କୃଷକ ମୋର୍ଚ୍ଚା ପକ୍ଷରୁ ଗୁରୁବାର ସର୍ବଭାରତୀୟସ୍ତରରେ ୪ ଘଣ୍ଟା ରେଳରୋକ କରାଯାଇଛି। କେନ୍ଦ୍ରରେ ମୋଦି ସରକାରଙ୍କ କଳା କୃଷକ ଆଇନ , ରେଳ ବଜେଟ୍‌ରେ ଓଡ଼ିଶାକୁ ଉପେକ୍ଷା ଓ କରୋନା ଆଳରେ ପାସେଞ୍ଜର ଟ୍ରେନ ଚଳାଚଳ ନ କରି ସତନ୍ତ୍ର ଟ୍ରେନକୁ ପ୍ରାଧାନ୍ୟ ଦେଇ ଯାତ୍ରୀଙ୍କୁ ଶୋଷଣ କରିବାକୁ ବିରୋଧ କରି କୃଷକ ମୋର୍ଚ୍ଚା ପକ୍ଷରୁ ବାଲେଶର ଷ୍ଟେଶନରେ ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ରେଳରୋକୋ କରଯାଇଥିଲା। ସଂଯୁକ୍ତ କିଶାନ ମୋର୍ଚ୍ଚା ଓ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ରାଜଧାନୀ ଏକ୍ସପ୍ରେସକୁ ଅଟକ ରଖାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପୂର୍ଣ୍ଣ ହେଉନି ପାଇପ୍‌ ସଂଯୋଗ

ବଇଣ୍ଡା,୬।୬(ଡି.ଏନ.ଏ.) ୪ ବର୍ଷ ହେଲା ସାହିରେ ପାଇପ୍‌ ବିଛାଯିବା ସହ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଛି। ଏପରି କି ବହୁ ଘରକୁ ପାଇପ୍‌ ସଂଯୋଗ ଦିଆଯାଇଛି। ହେଲେ...

ପଦ୍ମପୁରରେ ବ୍ୟାପୁଛି ଝାଡାବାନ୍ତି: ୨ ଦିନରେ ୩୦ ଆକ୍ରାନ୍ତ

ପଦ୍ମପୁର, ୧୨।୯(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ମାରିଗୁଡ଼ା ଓ ବହୁପଦର ଗ୍ରାମରେ ଝାଡାବାନ୍ତି ବ୍ୟାପିଛି। ଗତ ଦୁଇ ଦିନ ମଧ୍ୟରେ ଉଭୟ ଗ୍ରାମରେ ୩୦ରୁ...

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ କି ବିଜୁ ପକ୍କାଘର

ପଟ୍ଟାଙ୍ଗି,୧୯ା୬(ଶରତ ଧଳ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଆବାସ ଏବଂ ବିଜୁ ପକ୍କା ଘର ଯୋଜନା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଏବେ...

ଅସୁରକ୍ଷିତ ଶ୍ରେଣୀଗୃହ: ବାରଣ୍ଡାରେ ବସି ପାଠପଢୁଛନ୍ତି ପିଲା

ଖଣ୍ଡପଡା,୫।୧୨(ସ୍ବ.ପ୍ର.): ଦୀର୍ଘବର୍ଷରୁ ଅସୁରକ୍ଷିତ ଅବସ୍ଥାରେ ଥିବା ଶ୍ରେଣୀଗୃହ ଯୋଗୁ କୋସକା ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଏ ନେଇ...

ରାସ୍ତା ପାଇଁ କାଳ ସାଜୁଛି ଓଭରଲୋଡିଂ

ଉମରକୋଟ,୨୩।୧୨(ସ୍ବ.ପ୍ର.): ଗତ ୧୫ ତାରିଖରେ ଉମରକୋଟ ସହର ଦେଇ ଯାଇଥିବା ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଉମରକୋଟ ମିଳିତ ନାଗରିକ ମଞ୍ଚ ପକ୍ଷରୁ ସହରର ଡିଏନ୍‌କେ...

ବଜାରରେ ଦେଶୀ ରଙ୍ଗ କମ୍‌, କେମିକାଲ ବେଶି

ରାଉରକେଲା ଅଫିସ, ୬।୩:ଆସନ୍ତା ୮ତାରିଖରେ ଲୋକେ ଧୁମ୍‌ଧାମ୍‌ରେ ହୋଲି ପର୍ବ ପାଳନ କରିବେ। ଏହାକୁ ନେଇ ରାଉରକେଲା ସହର ଚଳଚଞ୍ଚଳ ହୋଇପଡିଛି। ହୋଲିରେ ସହରର ଶତାଧିକ...

ହସ୍ପିଟାଲ ବେଡ୍‌ରେ ଟିକ୍‌ଟକ୍‌

ଝାରସୁଗୁଡା ଅଫିସ,୧୮।୫: ଟିକ୍‌ଟକ୍‌ ଭିଡିଓ କରିବାବେଳେ ଲୋକେ ନିଜ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। କୌଣସି ସ୍ଥାନ କିମ୍ବା ପରିସ୍ଥିତିକୁ ମଧ୍ୟ ଦେଖୁନାହାନ୍ତି। ଝାରସୁଗୁଡାରେ ଏଭଳି...

ସ୍ବର୍ଗଦ୍ୱାରରେ ଦାହ କଟକଣା ମାସେ ବଢ଼ିଲା

ପୁରୀ ଅଫିସ,୨ା୧୦: ମହାମାରୀ କରୋନା ସଂକ୍ରମଣକୁ ନଜରରେ ରଖି ସ୍ବର୍ଗଦ୍ୱାରରେ ବାହାର ଜିଲା ଏବଂ ଅନ୍ୟ ରାଜ୍ୟର ମୃତଦେହ ଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ...

Advertisement
Archives

Model This Week