ଆମ ଜିଲା ଖବର

ମିଳିନି ବୀମା କ୍ଷତିପୂରଣ: ଜିଲାପାଳ ଅଫିସ ଆଗରେ ଧାରଣାରେ ବସିଲେ ଚାଷୀ

ବରଗଡ଼ ଅଫିସ,୧୯।୧: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା ପଞ୍ଚାୟତର ଚାଷୀମାନଙ୍କୁ ଗତ ରବିଋତୁ ଫସଲକ୍ଷତି ବୀମା କ୍ଷତିପୂରଣ ଏପର୍ଯ୍ୟନ୍ତ ମିଳି ପାରି ନାହିଁ। ଏହା ସହିତ ଉକ୍ତ ପଞ୍ଚାୟତର ୪୪ ଜଣ କ୍ଷତିଗ୍ରସ୍ତ ଚାଷୀ ଗତ ୨୦୧୯ ଖରିଫ…

୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

ଢେଙ୍କାନାଳ ଅଫିସ, ୧୯।୧: ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲକ୍ଷ୍ମଣ ମାଙ୍କଡ଼ା ପଥର ଚାଲାଣ ପାଇଁ ଟ୍ରାଞ୍ଜିଟ୍‌ ପାସ୍‌ କରାଇଦେବାକୁ ପଥର ବ୍ୟବସାୟୀ ଦିଲୀପ ସେନାପତିଙ୍କ ଠାରୁ ୩୦…

ଚାଷୀଙ୍କୁ ନେଇ ବିଜେଡି-ଭାଜପା ଟଣାଓଟରା

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଚାଷୀ ଓ ଚାଷକ୍‌ୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ଟଣା ଓଟରା ଲାଗିଛି। କେନ୍ଦ୍ର ସରକାର ଚାଉଳ ସଂଗ୍ରହ ନୀତିରେ ପରିବର୍ତ୍ତନ କରିବା ସହିତ ଧାନ ସଂଗ୍ରହ ବାବଦରେ ଓଡ଼ିଶାକୁ ଦେବାକୁ ଥିବା ୬୦୪୦ କୋଟି ଟଙ୍କାର ସବ୍‌ସିଡି…

୬୦ ଲକ୍ଷ ବ୍ୟୟରେ ହେବ କୁଶଭଦ୍ରା ନଦୀ ଖନନ

ନିମାପଡ଼ା,୧୯।୧(ଡି.ଏନ୍‌.ଏ.): କୁଶଭଦ୍ରା ନଦୀରେ ବନ୍ୟାଜଳ ସୁଚାରୁରୂପେ ନିଷ୍କାସନ ହେବା ନିମନ୍ତେ ୬୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୁଶଭଦ୍ରା ନଦୀ ଗର୍ତ୍ତ ଖୁବଶୀଘ୍ର ଖନନ କରାଯିବ ବୋଲି ସୋମବାର ନିମାପଡ଼ାରେ ଆୟୋଜିତ ଧନୁଅଁା ବନ୍ୟା ନିୟନ୍ତ୍ରିତ କମିଟିର ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ…

ଲିଜ୍‌, ଶ୍ରୀଜଗନ୍ନାଥ ଜମିର ସ୍ଥାୟୀ ସମାଧାନ ହେଉ

ପୁରୀ ଅଫିସ,୧୯।୧: ପୁରୀ ସହରରେ ଥିବା ପୌରାଞ୍ଚଳ ଲିଜ୍‌ ଜମି, ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି, ଇକୋ-ସେନ୍ସିଟିଭ୍‌ ଜମି ଭଳି ଅନେକ ମାମଲାର ସ୍ଥାୟୀ ସମାଧାନ ପାଇଁ ପୁରୀ ଜିଲା ଭାଜପା ଦାବି କରିଛି। ସୋମବାର ଏକ ଖବରଦାତା ସମ୍ମିଳନୀରେ ପୁରୀ ବିଧାୟକ ଜୟନ୍ତ…

ଗଦ୍‌ଗଦା ଜଳପ୍ରପାତ

ପାହାଡ଼ ପର୍ବତ ଘେରା ରାୟଗଡ଼ା ଜିଲାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଝରଣା ଓ ଜଳପ୍ରପାତର ଅଭାବ ନାହିଁ। ହେଲେ ଏଥିମଧ୍ୟରୁ କେତୋଟି ଜିଲା ତଥା ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବାବେଳେ ଆଉ କେତେକ ଦୃଷ୍ଟି ଆଢ଼ୁଆଳରେ ରହିଛି। ଜିଲାର ପ୍ରମୁଖ…

ଏସ୍‌ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଣାର୍କ,୧୯।୧(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରୁ ବାଲି ଚୋରି ଘଟଣାରେ ୪ ସପ୍ତାହ ମଧ୍ୟରେ ତଦନ୍ତ ସାରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ଘଟଣା ସମ୍ପର୍କରେ କୋଣାର୍କ ଆଞ୍ଚଳିକ ବିକାଶ ପରିଷଦ ସଭାପତି ସୁବାସ ନାୟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନା…

ଚିତ୍ରୋତ୍ପଳା ନଦୀରେ ଭାସିଗଲେ ଯୁବକ

ସାଲେପୁର,୧୯।୧(ଡି.ଏନ୍‌.ଏ.): ସାଲେପୁର ଥାନା ଅଧୀନ ହରିଚନ୍ଦନପୁର ବଉଳେଇ ଠାକୁରାଣୀ ପୀଠ ନିକଟ ଚିତ୍ରୋପତ୍ଳା ନଦୀରେ ଭାସି ସୋମବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏହି ଗ୍ରାମର ବୀରକିଶୋର ଦାଶଙ୍କ ପୁଅ ତାରାକାନ୍ତ ଦାଶ (୩୪)। ସେ କେତେଜଣ ସାଙ୍ଗଙ୍କ…

ଲାଞ୍ଚ ନେଇ କଲେଜ ଅଧ୍ୟକ୍ଷା ଗିରଫ

ବଙ୍ଗୋମୁଣ୍ଡା,୧୯।୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଯୁକ୍ତ୨ ଜୁନିୟର କଲେଜ ଅଧ୍ୟକ୍ଷା ମିନତୀ ରଥ ଲାଞ୍ଚ ନେଇ ସୋମବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କଲେଜରେ କାର୍ଯ୍ୟରତ ଲାଇବ୍ରେରିଆନ୍‌ ଡୋଳାମଣି ମେହେରଙ୍କଠାରୁ ଲାଞ୍ଚ ବାବଦ ୮୦ ହଜାର ଟଙ୍କା ନେଲା ବେଳେ…

ପରିବେଶ ପାଇଁ ଦିନକୁ ୨ ଘଣ୍ଟା

ବାରିପଦା ଅଫିସ,୧୮ା୧: ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ଦିନକୁ ୨ ଘଣ୍ଟା ପରିଶ୍ରମ କରୁଥିବା ବ୍ୟକ୍ତି ସମାଜରେ ଖୁବ୍‌ କମ୍‌ ଦେଖିବାକୁ ମିିଳନ୍ତି। ସ୍ବଚ୍ଛତାର ବାର୍ତ୍ତାକୁ ଗାଁରୁ ସହର ପର୍ଯ୍ୟନ୍ତ ପହଞ୍ଚାଇବା ନିମନ୍ତେ ଦୀର୍ଘ ୨୦ ବର୍ଷ ହେଲା…

ଯୋଜନାରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା

ଅନୁଗୋଳ ଅଫିସ, ୧୯।୧ – ରାଜ୍ୟରେ ବଢ଼ୁଛି ଶିଶୁ ନିର୍ଯାତନା ଓ ନିଖୋଜ ଘଟଣା। ପ୍ରତିବର୍ଷ ପାଖାପାଖି ୪ ହଜାର ଶିଶୁଙ୍କ ପତ୍ତା ମିଳୁନାହିଁ। ଅବହେଳିତ, ଅସୁରକ୍ଷିତ ଅବସ୍ଥାରେ ଥିବା ପିଲାଙ୍କ ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ। କିନ୍ତୁ ଏପରି…

ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ: ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଜିଲାପାଳ

ଦେବଗଡ଼,୧୯ା୧(ଡି.ଏନ୍‌.ଏ.) -ଜାନୁୟାରୀ ୧୮ ରୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ସୋମବାର ଜିଲା ଆଞ୍ଚଳିକ ପରିବହନ ବିଭାଗ ଓ ଜିଲା ସଡକ ସୁରକ୍ଷା ସମିତିଙ୍କ ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ସଡକ ସୁରକ୍ଷା ସପ୍ତାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?