ଆମ ଜିଲା ଖବର

ରମାପୁର ଘାଇ ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ

ଧର୍ମଶାଳା,୨୩।୧(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ କେଲୁଅ ନଦୀର ରମାପୁରଠାରେ ହୋଇଥିବା ଘାଇ ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ଶୁକ୍ରବାର କଟକ ଭିଜିଲାନ୍ସ ସେଲ୍‌ର ଏକ ୫ ଜଣିଆ ବୈଷୟିକ ଟିମ୍‌ ଘାଇ ସ୍ଥଳକୁ ଆସି ମାପଚୁପ କରି…

୩୦ ଟଙ୍କାରେ କୋଭିଡ୍‌ ରିପୋର୍ଟ

ପାରାଦୀପ,୨୩।୧(ସ୍ବ.ପ୍ର.): ମାତ୍ର ୩୦ ଟଙ୍କା ବିନିମୟରେ ମିଳୁଛି କୋଭିଡ୍‌ ରିପୋର୍ଟ। ପାରାଦୀପ ଅଭଚାନ୍ଦପୁର ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏକ ଜେରକ୍ସ ଦୋକାନରୁ ଏହି ରିପୋର୍ଟ ଦିଆଯାଉଥିଲା। ପାରାଦୀପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଶୁକ୍ରବାର ଏନେଇ ଖୋଳତାଡ କରାଯାଇଛି।…

ବକୁଳବନର ପୁନରୁଦ୍ଧାର ପାଇଁ ଶପଥ

ସାକ୍ଷୀଗୋପାଳ,୨୩ା୧(ସ୍ବ.ପ୍ର./ଡି.ଏନ୍‌.ଏ.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ସତୀର୍ଥମାନଙ୍କ ଦ୍ୱାରା ନିର୍ମିତ ମଣିଷ ତିଆରି କାରଖାନା, ସେବା, ସଂସ୍କାର ଓ ସାହିତ୍ୟ ସାଧନାରେ ପରିପୁଷ୍ଟ ଓଡ଼ିଶାର ଅନ୍ୟତମ ଐତିହାସିକ ପୀଠ ସତ୍ୟବାଦୀସ୍ଥିତ ବକୁଳବନର ହଜିଲା ସ୍ମୃତିକୁ ଫେରାଇ ଆଣିବାକୁ ଓଲିଉଡ ଅଭିନେତା…

ଉମରକୋଟ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ନବରଙ୍ଗପୁର/ଉମରକୋଟ,୨୩।୧(ବି.ପ୍ର./ସ୍ବ.ପ୍ର.) ନବରଙ୍ଗପୁର ଜିଲା ଉମରକେଟ ବ୍ଲକ ତାଲାପଦର ନାଗୀନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ (ବିଭାଜନ୨)ର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲଙ୍କୁ ନିଲମ୍ବନ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମ୍ୟ ଉନ୍ନୟନ ବିଭାଗର…

ଭାଜପାର ୭୨ଘଣ୍ଟିଆ ଚେତାବନୀ

ସମ୍ବଲପୁର,୨୩।୧(ବ୍ୟୁରୋ): ସମ୍ବଲପୁରରେ ଅନୁଷ୍ଠିତ ଚାଷୀ ଅଧିକାର ରାଲିରେ ଗିରଫ ଭାଜପା ନେତାମାନେ ଗୁରୁବାରଠାରୁ ଥାନା ପରିସରରେ ଦେଇଥିବା ଧାରଣା ସ୍ଥଗିତ ରଖିଛନ୍ତିି। ଆର୍‌ଡିସି ନିରଞ୍ଜନ ସାହୁଙ୍କଠାରୁ ପ୍ରତିଶ୍ରୁତି ପାଇ ଦଳ ୭୨ ଘଣ୍ଟା ସମୟ ଦେଇ ଆନ୍ଦୋଳନରୁ ଓହରି ଯାଇଛି। ଯଦି…

ମଣ୍ଡିରୁ କିଣାଯାଉନି ଧାନ, ଚାଷୀ ନିରାଶ

କାଶୀନଗର,୨୩।୧: ଗତ ଡିସେମ୍ବର ୩୧ ତାରିଖରୁ ମିଲରମାନେ ମଣ୍ଡିରୁ ଧାନ କିଣୁ ନ ଥିବା କାଶୀନଗର ବ୍ଲକ ବଥବା ଗ୍ରାମର ଚାଷୀମାନେ ଶୁକ୍ରବାର ଅଭିଯୋଗ କରିଛନ୍ତି । ଏ ନେଇ ବଥବା ଗ୍ରାମର ବହୁ ଚାଷୀ କାଶୀନଗର ବିଡିଓଙ୍କ ଜରିଆରେ ଗଜପତି…

ରତ୍ନଗର୍ଭାରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ବରୀ,୨୩।୧(ଡି.ଏନ.ଏ.): ଯାଜପୁର ଜିଲାର ବିଶ୍ୱପ୍ରସିଦ୍ଧ ରତ୍ନଗିରି, ଉଦୟଗିରି ଓ ଲଳିତଗିରି ବୌଦ୍ଧପୀଠ ମଧ୍ୟରେ ରତ୍ନଗିରିର ରହିଛି ସ୍ବତନ୍ତ୍ର ପରିଚୟ। ରତ୍ନଗର୍ଭା ବୋଲି କୁହାଯାଉଥିବା ଏହି ବୌଦ୍ଧପୀଠରେ ନାନା ସମସ୍ୟା ରହିଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଫଳରେ ଏହାକୁ…

ଫେରିବ ହକିର ହୃତଗୌରବ

ଢେଙ୍କାନାଳ ଅଫିସ, ୨୩।୧ ଢେଙ୍କାନାଳ ଜିଲାରେ ଶେଷନିଃଶ୍ୱାସ ନେଉଥିବା ହକିକୁ ମିଳିବ ପୁନର୍ଜନ୍ମ। ଏହି ଲୋକପ୍ରିୟ ଖେଳ ନୂଆ ରୂପରେ ପଡ଼ିଆକୁ ଫେରିବ। ହକିକୁ କ୍ୟାରିୟର କରିବାକୁ ଇଚ୍ଛୁକ ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ଦିଆଯିବ ଉଚ୍ଚମାନର ପ୍ରଶିକ୍ଷଣ। ରାଜ୍ୟ ତଥା ଜାତୀୟସ୍ତରରେ ସେମାନେ…

ଛାତ୍ରୀଛାତ୍ରଙ୍କ ଉପରୁ କମିବ ଚାପ

ଅନୁଗୋଳ ଅଫିସ, ୨୩।୧: ମହାମାରୀ କୋଭିଡ୍‌-୧୯ ବଦଳାଇ ଦେଇଛି ପଢ଼ା ସହ ପରୀକ୍ଷା ବ୍ୟବସ୍ଥା। ବିଶେଷକରି ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ନିଆଯାଇଛି ବହୁ ନୂଆ ପଦକ୍ଷେପ। ଦୀର୍ଘ ୯ ମାସର ଅନ୍‌ଲାଇନ୍‌ କ୍ଲାସ ପରେ ଏବେ ୧୦୦ ଦିନିଆ ଅଫ୍‌ଲାଇନ୍‌…

୧୦ମ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ

ଜୟପୁର,୨୨ା୧: କୋରାପୁଟ ଜିଲାର ଏକ ସେବାଶ୍ରମ ବିଦ୍ୟାଳୟର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ,…

ଶିକ୍ଷାନୁଷ୍ଠାନର ୨ଶହ ମିଟର ଭିତରେ ଗୁଟ୍‌ଖା, ସିଗାରେଟ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ

ଜୁନାଗଡ଼,୨୨।୧: କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ୨ଶହ ମିଟର ପରିସରରେ ଖୋଲା ହୋଇଥିବା ଦୋକାନରେ ଶୁକ୍ରବାର ଚଢାଉ କରାଯାଇଥିଲା। ଚଢାଉ ବେଳେ ଅଧିକାରୀମାନେ ଦୋକାନୀଙ୍କଠାରୁ ଫାଇନ ଆଦାୟ କରିବା ସହ ଗୁଟ୍‌ଖା, ତମାଖୁ, ବିଡି, ସିଗାରେଟ, ଖଇନୀ ଆଦି…

ଗଛ ଉପରେ ଭାଲୁ

ବୋରିଗୁମ୍ମା,୨୨ା୧: କ୍ରମାଗତ ଭାବେ ଜଙ୍ଗଲ ନଷ୍ଟ ଏବଂ ଖାଦ୍ୟାଭାବ ଯୋଗୁ ବିଭିନ୍ନ ସମୟରେ ବନ୍ୟଜନ୍ତୁ ଜନବସତି ଆଡକୁ ମୁହାଁଉଛନ୍ତି। ଫଳରେ ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ସେପରି ଏକ ପରିବେଶ ଦେଖିବାକୁ ମିଳିଛି କୋରାପୁଟ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?