୪ ବଖରା ଜଳିଗଲା
ହାଟଡିହୀ, ୧୭।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅରା ଗ୍ରାମରେ ଅଗ୍ନିକାଣ୍ଡ ଘଟି ବେଣୁଧର ପଣ୍ଡାଙ୍କ ୪ବଖରା ଜଳିଯାଇଛି। ଅଗ୍ନିକାଣ୍ଡ କେମିତି ଘଟିଲା ତାହାର କାରଣ ଜଣାପଡ଼ିନି। ହାଟଡିହୀ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘରର ସମସ୍ତ ଆସବାବପତ୍ର,...
ରୋଷେଇ ନିଆଁରୁ ଘର ଜଳିଗଲା
କଣିହାଁ, ୧୭ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ କମରେଇ ପଞ୍ଚାୟତ ଜୁଲିବନ୍ଧ ଗ୍ରାମରେ ଅଗ୍ନିକାଣ୍ଡରେ ଚିତ୍ରା ସାହୁଙ୍କ ଚାଳଘର ସମ୍ପୂର୍ଣ୍ଣ ଜଳିଯାଇଛି । ଏଥିରେ ଘରେ ଥିବା ସମସ୍ତ ଆସବାବ ପତ୍ର, ଖାଦ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି ।...
ନିରାଡ଼ମ୍ବରରେ ପାଳିତ ହେଲା ସୁନାମୁହିଁଙ୍କ ଚଡ଼କ ଯାତ୍ରା
ଭଣ୍ଡାରିପୋଖରୀ, ୧୭।୪ (ଡି.ଏନ.ଏ.)-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ବୈତରଣୀ ନଦୀକୂଳେ ବିରାଜମାନ ପ୍ରତ୍ୟକ୍ଷ ଦେବୀ ମା ସୁନାମୁହିଁଙ୍କ ପୀଠଠାରେ ଚଳିତବର୍ଷ ଚଡକ ଯାତ୍ରା ନିରାଡ଼ମ୍ବରରେ ପାଳିତ ହୋଇଛି। ଚଡକ ଯାତ୍ରାରେ ଠାକୁରାଣୀଙ୍କ ପୂଜାର୍ଚ୍ଚନା, ଚରକ ଖୁଣ୍ଟ ପୂଜା,...
ସିଲ୍ ମଦ ଦୋକାନ ଖୋଲି ସନ୍ଦେହରେ ଅବକାରୀ ବିଭାଗ
ଲଖନପୁର,୧୭।୪(ଡି.ଏନ୍.ଏ): କରୋନା ନିୟନ୍ତ୍ରଣକୁନେଇ ଲକ୍ଡାଉନ୍ ଜାରି ହୋଇଛି। କେଉଁସବୁ ଦୋକାନ ଖୋଲିବ, କେଉଁସବୁ ଦୋକାନ ଖୋଲିବ ନାହିଁ, କେତେ ସମୟ ଖୋଲିବ ଏସବୁକୁ ନେଇ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାକୁ ତଦାରଖ କରିବା ପାଇଁ ଜିଲା ପ୍ରଶାସନ, ପୋଲିସ୍...
ବିଦ୍ୟୁତ ତାର ଲଗି ବୃଦ୍ଧଙ୍କ ଜୀବନ ଗଲା
ତିହିଡି,୧୭।୪(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡି ଥାନା ଅଧୀନ ବାହାବଳପୁର ଗ୍ରାମର ଦୀନବନ୍ଧୁ ବେହେରା(୮୧) ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ବାଡିରେ କାମ କରୁଥିବାବେଳେ ଝୁଲି ରହିଥିବା ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଯାହାଫଳରେ ଘଟଣାସ୍ଥଳରେ...
ପୋଲିସ ପାଣ୍ଠିକୁ ଟ୍ୟୁଶନ ଦରମା ଦେଲେ ଛାତ୍ର
ପାରାଦୀପ, ୧୭।୪ (ସ୍ବ.ପ୍ର.)-କରୋନା ପାଇଁ ବିଭିନ୍ନ କଟକଣା ଲାଗୁ କରାଯାଇଥିବା ବେଳେ ପୋଲିସ ଏହାର ପରିଚାଳନା କରୁଛି। ପୋଲିସର ଏହି ସେବାଦୃଶ୍ୟ କାମ ପାଇଁ ଜଣେ ନର୍ସରୀ ଛାତ୍ର ବାଲିଝରା ବସ୍ତିର ପ୍ରତୀକ ତରାଇ ନିଜ ଟ୍ୟୁଶନ ଦରମା ୩୦୦୦...
ସମ୍ମାନିତ ହେଲେ ସଫେଇ କର୍ମଚାରୀ
ପାରାଦୀପ, ୧୭।୪ (ସ୍ବ.ପ୍ର.)-କରୋନା ଭୟରେ ଲୋକମାନେ ଘରୁ ବାହାରକୁ ବାହାରିବାକୁ ଭୟ କରୁଥିବା ବେଳେ ସଫେଇ କର୍ମଚାରୀମାନେ ଲୋକମାନଙ୍କୁ ନିରନ୍ତର ସେବା ଯୋଗାଇ ଦେଉଛନ୍ତି। ପାରାଦୀପ ପୌରାଞ୍ଚଳରେ ସଫେଇ କର୍ମଚାରୀମାନେ ପ୍ରତିଦିନ ସାନିଟାଇଜ୍ ସ୍ପ୍ରେ କରିବା ସହ ସଫେଇ କାମ...
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଚାଉଳ ମିଳିଲା
ଜହ୍ନାପଙ୍କ, ୧୭।୪ (ଡି.ଏନ.ଏ.): ବର୍ତ୍ତମାନ କରୋନା ପାଇଁ ଲକ୍ ଡାଉନ ଯୋଗୁ କାମ ଧନ୍ଦା ଠପ୍ ହୋଇଯାଇଛି । ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉପଭୋକ୍ତାଙ୍କୁ ୩ ମାସର ଚାଉଳ ଦେବା ସହିତ ହଜାରେ ଟଙ୍କା ମଧ୍ୟ ଦେବାର...
ବାଧକ ସାଜିଛି କରୋନା: ବିକ୍ରି ହେଉନି ଖଲି, ଚିନ୍ତାରେ ପରିବାର
ଦାରିଙ୍ଗବାଡ଼ି,୧୭ା୪(ଡି.ଏନ୍.ଏ.): କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହାକୁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳବାସୀ ପାଳନ କରିବା ସହ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଘରେ ରହୁଛନ୍ତି। ଆବଶ୍ୟକ ନ ଥିଲେ...
ଗଞ୍ଜାମର ୫୪୮୧ ହୋମ୍ କ୍ୱାରାଣ୍ଟାଇନ୍ରେ, ୭.୮୧ ଲକ୍ଷ ଘରେ ସ୍ବାସ୍ଥ୍ୟ ସମ୍ପର୍କିତ ଯାଞ୍ଚ
ଛତ୍ରପୁର,୧୭ା୪(ଡି.ଏନ୍.ଏ.) : କରୋନା ଭୂତାଣୁ ପ୍ରତିହତ ଲାଗି ଗଞ୍ଜାମ ଜିଲାକୁ ବିଦେଶ ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କୁ ହୋମ୍ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଅପରପକ୍ଷରେ ଗଞ୍ଜାମ ଜିଲାକୁ ଫେରିଥିବା ସମସ୍ତ ବିଦେଶ ଫେରନ୍ତାଙ୍କ ହୋମ୍ କ୍ୱାରାଣ୍ଟାଇନ ଅବଧି ସରିଛି। ତେବେ ଅବଧି...
ବାହାରୁ ଫେରିଥିବା ଲୋକଙ୍କୁ ଖାଦ୍ୟ ମିଳୁ ନ ଥିବା ଅଭିଯୋଗ
କେନ୍ଦୁଝର,୧୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ କାଦଡିହା ଗ୍ରାମର ପ୍ରାଥମିକ ସ୍କୁଲରେ ୧୩ ଜଣ ମହିଳା ଓ ପୁରୁଷ ଗତ ୩ ତାରିଖରୁ ଅଲଗା ରହୁଥିଲେ ହେଁ ପଞ୍ଚାୟତ କିମ୍ବା ବ୍ଲକ ପକ୍ଷରୁ ଖାଦ୍ୟ ମିଳୁ ନ ଥିବା...
ପ୍ରବଳ ଖରାରେ ସାମାଜିକ ଦୁରତ୍ୱ ରକ୍ଷା
ରାଇକିଆ,୧୭।୪(ଡି.ଏନ୍.ଏ.): କରନାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱକୁ ବିଶେଷଭାବେ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ସ୍ଥାନରେ ଅନ୍ୟ ଲୋକଙ୍କଠାରୁ ଦୂରେଇ ରହିବାକୁ କୁହାଯାଉଛି। ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଯାଇ ଲୋକଙ୍କୁ ପ୍ରବଳ ଖରାରେ ଛିଡ଼ା ହେବାକୁ ପଡୁଛି।...
Archives


