ଆମ ଜିଲା ଖବର

ପୋତାଯାଇଥିବା ବିପୁଳ ବିସ୍ଫୋରକ ଜବତ

ଚଢ଼େଇଧରା,୭।୧୦(ଡି.ଏନ.ଏ.): ଯାଜପୁର ଜିଲା ଜେନାପୁର ଥାନା ଅଧୀନ ଗଙ୍ଗେଇଡୁବୁରୀ(ଲୁଣିବେର) କଳାପଥର ଖଣିଠାରୁ କିଛି ଦୂରରେ ପୋତା ଯାଇଥିବା ବିପୁଳ ବିସ୍ଫୋରକକୁ ବୁଧବାର ରାତିରେ ଜବତ କରାଯାଇଛି। ଏକ ପଡ଼ିଆରେ ବିସ୍ଫୋରକ ପୋତା ଯାଇଥିବା ଖବର ପାଇ ଜେନାପୁର ଥାନାଧିକାରୀ ଶ୍ରବଣ କୁମାର…

ପୁଅକୁ ନିର୍ଦ୍ଦୋଷ କହିଲେ ବାପା

ରାଉରକେଲା ଅଫିସ, ୭।୧୦: ସମୁଦ୍ର ଭିତରେ କ୍ରୁଜ ଜାହାଜରେ ଚାଲିଥିବା ଡ୍ରଗ୍ସ ପାର୍ଟି ମାମଲାରେ ରାଉରକେଲାର ୨ଯୁବକଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଗିରଫ କରିଛି। ସେମାନେ ହେଲେ ସିଭିଲଟାଉନଶିପ କ୍ୱାର୍ଟର୍ସ ନଂ. ପି ୨୧ରେ ବାସ କରୁଥିବା ଅଭିନ ସାହୁ(୩୦)…

୨ ଲକ୍ଷ ଟଙ୍କା ପାଇଁ ମହିଳାଙ୍କୁ ନିର୍ଯାତନା

ନିମାପଡ଼ା,୭।୧୦(ଡି.ଏନ୍‌.ଏ.): ନିମାପଡ଼ା ଥାନା ଅନ୍ତର୍ଗତ ଗୁହାଳପଡ଼ା ଗ୍ରାମରେ ଜଣେ ମହିଳାଙ୍କୁ ୨ଲକ୍ଷ ଟଙ୍କା ଯୌତୁକ ଆଣିବାକୁ କହି ଶାଶୁଘର ଲୋକେ ନିର୍ଯାତନା ଦେଉଥିବା ନେଇ ବୁଧବାର ଅଭିଯୋଗ ହୋଇଛି। ଅଭିଯୋଗକ୍ରମେ ପୋଲିସ ମହିଳାଙ୍କ ସ୍ବାମୀ, ଶ୍ୱଶୁର, ନଣନ୍ଦଙ୍କ ବିରୋଧରେ ଏକ ମାମଲା(ନଂ.୩୪୮/୨୧)…

ନିୟମ ଭାଙ୍ଗି ଜରିମାନା ଦେଲେ ଚାନ୍ଦବାଲି ବିଧାୟକ

ପୁରୀ ଅଫିସ, ୭।୧୦: ଶ୍ରୀମନ୍ଦିର ସଂଲଗ୍ନ ନୋ ପାର୍କିଂ ଜୋନ୍‌ରେ ବୁଧବାର ନିୟମ ଉଲ୍ଲଂଘନ କରି ଚାନ୍ଦବାଲି ବିଧାୟକ ତଥା ବିଜେଡି ନେତା ବ୍ୟୋମକେଶ ରାୟ ୨ହଜାର ଟଙ୍କା ଜରିମାନା ଦେଇଛନ୍ତି। ସେହିପରି ସେ କଟକଣା ଭାଙ୍ଗି ସସ୍ତ୍ରୀକ ଶ୍ରୀମନ୍ଦିର ଯାଇ…

କଳାଯାଦୁରେ ପୁଅକୁ ଖୋଜିବାକୁ କହି ୪ଲକ୍ଷ ଠକେଇ

କାକଟପୁର,୭।୧୦(ଡି.ଏନ୍‌.ଏ.): କାକଟପୁର ଥାନା ଅଧୀନ ଜଣେ ବ୍ୟକ୍ତିଙ୍କ ନିଖୋଜ ପୁଅକୁ କଳାଯାଦୁ ଦ୍ୱାରା ଖୋଜି ଦେବାକୁ କହି ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେ ହେଲେ ନୟାହାଟ ଫାଣ୍ଡି…

ଆଢୁଆଳରେ ଶ୍ରାବଣୀ ଝରଣା

ଖୋର୍ଦ୍ଧା ଅଫିସ,୭।୧୦: ସବୁଜ ବନାନୀ ପାହାଡ଼ ପର୍ବତ ଘେରରେ ବହିଯାଇଛି ଶ୍ରାବଣୀ ଝରଣା। ଏହାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଝରଣା ଝରରେ ସୂର୍ଯ୍ୟକିରଣ ପଡ଼ି ଏହା ନୀଳବର୍ଣ୍ଣ ଦେଖାଯାଏ। ପାହାଡ଼ ଚାରିପଟେ ରହିଥିବା ଘଞ୍ଚ ଜଙ୍ଗଲ, ପକ୍ଷୀଙ୍କ…

ଇଭିନିଙ୍ଗ ୱାକ୍‌ ବେଳେ ଗଲା ଜୀବନ

ଧର୍ମଗଡ,୬।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅଧୀନ କେବଡ଼ିସ୍ଥିତ ବିଜୁ ଏକ୍ସପ୍ରେସ ୱେ ନିକଟରେ ବୁଧବାର ସନ୍ଧ୍ୟାରେ ଅଜଣା ବୋଲେରୋ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଧର୍ମଗଡ଼ ବଜାରପଡାର ନରେଶ ଅଗ୍ରୱାଲ ବୋଲି ଜଣାପଡିଛି। ସନ୍ଧ୍ୟା ସମୟରେ ୱାକ୍‌…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ତିର୍ତ୍ତୋଲ, ୬ା୧୦(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ତିର୍ତ୍ତୋଲ ଥାନା ବଣିତୋ ଗଁ।ରେ ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ପଡୋଶୀ ଗୁରୁତର ହୋଇ ଚିକିତ୍ସାଧୀନ…

ସମଲେଶ୍ୱରୀଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ବରଗଡ଼ ଅଫିସ୍‌,୬।୧୦: ସମଲେଶ୍ୱରୀ ଦେବୀଙ୍କୁ ଦର୍ଶନ କଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ବୁଧବାର ବରଗଡ଼ ଜିଲା ଗସ୍ତ ବେଳେ ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ମନ୍ଦିର…

ଆକାଶରୁ ଖସିଲା ମୃତ୍ୟୁ: ଜଙ୍ଗଲରେ ଚରୁଥିବା ସମୟରେ ଚାଲିଗଲା ୧୦ରୁ ଊର୍ଦ୍ଧ୍ୱ ଗୋରୁ, ଛେଳିଙ୍କ ଜୀବନ

କେନ୍ଦୁଝର,୬ା୧୦(ସ୍ବ.ପ୍ର.): ଅଦିନିଆ ବର୍ଷାରେ ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଦୁର୍ଗମ ଉପର ବିରିକଳା ଗ୍ରାମରେ ବଜ୍ରପାତ ଯୋଗୁ ଉକ୍ତ ଗ୍ରାମର ୧୦ରୁ ଊଦ୍ଧର୍‌ବ ଗୋରୁ ଓ ଛେଳି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଗୃହ ପାଳିତପଶୁଗୁଡ଼ିକ ଦିନରେ ନିକଟସ୍ଥ ଜଙ୍ଗଲରେ ଚରୁଥିବାବେଳେ…

ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଉତ୍ତେଜନା

ଝାରସୁଗୁଡ଼ା ଅଫିସ,୬।୧୦ ଝାରସୁଗୁଡ଼ା ଜିଲା ବଡମାଲସ୍ଥିତ ଏସ୍‌ଏମ୍‌ସି ଆଇରନ ରୋଲିଂ ମିଲ ପ୍ରକଳ୍ପରେ ବୁଧବାର ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣଙ୍କ ହେଲେ ଝାଡଖଣ୍ଡ ବାରାକୋଟାର ବନମାଳା ବୋଇପାଇ(୨୦)। ପ୍ରକଳ୍ପ ପରିସରରେ ଏକ କ୍ରେନ୍‌…

ମଝିରାସ୍ତାରେ ଓଲଟିଲା ଅଟୋ: ଜଣେ ମୃତ, ୬ ଗୁରୁତର

ପାଟଣା,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା କରଞ୍ଜିଆ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥର ଖଜୁରିଡିହା ତଳ ଛକ ନିକଟରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋ ସାହାରପଡା ପଟରୁ ପାଟଣା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?